କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗୁରୁଡିଝାଟିଆ : କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ସର୍ବଶିକ୍ଷା ଅଭିଯାନ ତରଫରୁ ପୋଷାକ ପ୍ରଦାନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ବୈଠକରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି…
Read More...

ପିପିଲିବାସୀଙ୍କୁ ଦୁଃଖ ଓ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌‌ ବିଭ୍ରାଟ

ପିପିଲି : ଉର୍ବର କୃଷିକ୍ଷେତ୍ର, ମଧୁର ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇଁ ନିଜକୁ ଭାଗ୍ୟବାନ ମନେ କରୁଥିବା ପିପିଲିବାସୀଙ୍କ ଦୁଃଖ ଓ ଯନ୍ତ୍ରଣାର କାରଣ ପାଲଟିଛି ଏଠାକାର ବିଦ୍ୟୁତ୍‌‌ ବିଭ୍ରାଟ…
Read More...

ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହରେ ବୁଧବାର ଦିନ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ…
Read More...

ବ୍ୟାଙ୍କ ଜମାଖାତାରୁ କେହି ଟଙ୍କା ଉଠାଇ ନେଇଥିବା ଥାନାରେ ଅଭିଯୋଗ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଗୋବିନ୍ଦପୁର ଗ୍ରାମର ବିଜୟ କୁମାର ବେଉରାଙ୍କ ଆଠଗଡ ଷ୍ଟେଟ ବ୍ୟାଙ୍କ ଜମାଖାତାରୁ ତାଙ୍କ ଅଜାଣତରେ କେହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।…
Read More...

ବନ୍ୟାଜଳ ଘେରରେ ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର

ବଡ଼ମ୍ବା :  ଲଗାଣ ବର୍ଷା ଏବଂ ହୀରାକୁଦ ଜଳ ଭଣ୍ଡାରରୁ ଜଳନିଷ୍କାସନ କାରଣରୁ ଗତ ୩ଦିନଧରି ମହାନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳସ୍ୱରୁପ କଟକ ଜିଲା ବଡ଼ମ୍ବାର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା…
Read More...

ସ୍ୱଚ୍ଛତା ମିଶନ୍ ସମ୍ପର୍କରେ ପାରିଷଦ ମାନଙ୍କୁ ତାଲିମ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ତରଫରୁ ସ୍ୱଚ୍ଛ ଭାରତ ମିଶନ୍ କାର୍ଯ୍ୟକ୍ରମରେ ନିର୍ବାଚିତ କାଉନସିଲର ମାନଙ୍କ ଦାୟିତ୍ୱ, କାର୍ଯ୍ୟଶୈଳୀ ଓ କାର୍ଯ୍ୟ ଦକ୍ଷତା ସମ୍ପର୍କିତ ଏକ ତାଲିମ ଶିବିର ବୁଧବାର ଆୟୋଜିତ ହୋଇ ଯାଇଛି ।…
Read More...

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଚୌଦ୍ୱାର : ଚୌଦ୍ୱାର ଥାନା ମହିସାଲଣ୍ଡା ପଞ୍ଚାୟତ ବନ୍ତୋ ଗ୍ରାମରେ ବିଦ୍ୟୁତ୍ ଆଘାତରେ ପରମାନନ୍ଦ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ମହିସାଲଣ୍ଡା ପଞ୍ଚାୟତର ଲୋକ ମାନେ ବୁଧବାର…
Read More...

ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନକୁ ମିଳିତ ଟ୍ରକ ମାଲିକ ସଂଘର ବିରୋଧ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ର ଅଧିନ ଗୁଆଲି, ବଡବିଲ ଓ ଭଦ୍ରାସାହି ଏବଂ ସୁନ୍ଦରଗଡ ଜିଲା କୋଇଡା ଖଣି କ୍ଷେତ୍ରରୁ ଟ୍ରଲର ଯୋଗେ ଜିଲା ଓ ରାଜ୍ୟ ବାହାରକୁ ଖଣିଜସମ୍ପଦ ପରିବହନକୁ ମିଳିତ ଟ୍ରକ ମାଲିକ…
Read More...

ଲଗାଣବର୍ଷାରେ ଉବୁଟୁବୁ କେନ୍ଦୁଝର ସହର,ଜନଜୀବନ ପ୍ରଭାବିତ

କେନ୍ଦୁଝରଗଡ଼ : ଦୁଇଦିନ ଧରି ଲଗାଣବର୍ଷା ଯୋଗୁଁ ସମଗ୍ର କେନ୍ଦୁଝର ସହରବାସୀ ଜଳବନ୍ଦୀ ଘେରରେ ରହିଛନ୍ତି । ସହରର ଜଗନ୍ନାଥପୁର, କାଶୀପୁର, ସ୍ପଞ୍ଜ କଲୋନୀ, ବଳଦେବଜୀଉ କଲୋନୀ, ବୈତରଣୀବିହାର, ଧୋବାଡିହା, ପବିତ୍ରଡିହା,…
Read More...

କୁଶାସିଙ୍ଗା  ବିଜୁସେତୁ ଆପ୍ରୋଚ ରାସ୍ତାରେ ଘାଇ

ହରଭଙ୍ଗା : ହରଭଙ୍ଗା -କୁଶଙ୍ଗ ଜଗନ୍ନାଥ ସଡ଼କ ରାସ୍ତା ଉପରେ ଥିବା  କୁଶାସିଙ୍ଗା ବିଜୁସେତୁ ପୋଲର ଆପରୋଚ ରାସ୍ତାରେ ଲଗାଣ ବର୍ଷା ପ୍ରଭାବରେ ବଡ଼ଧରଣର ଘାଇ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଲୋକମାନେ ବିପଦପୂର୍ଣ୍ଣ…
Read More...

ପାହାଡିଆ ଅଞ୍ଚଳ ଅଭିମୁଖେ ଗୋରୁଗୋଠ ଓ ଗୋପାଳକ

ପିପିଲି : ଚାରଣଭୂମି ଜଳମଗ୍ନ ହେବା କାରଣରୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳର ଗୋପାଳକ ମାନେ ସେମାନଙ୍କ ଗୋରୁଗୋଠକୁ ନେଇ ଏବେ ପାହାଡିଆ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବର୍ଷ ୬ମାସ କାଳ ଏମାନେ…
Read More...

ଦଳକୁ ଫେରି ନେତୃତ୍ବ ନେବେ ବୁମ୍‌ରା

ନୂଆଦିଲ୍ଲୀ : ଭାରତର ଶ୍ରେଷ୍ଠ ଫାଷ୍ଟବୋଲର ଓ ୧ନଂ ମ୍ୟାଚ୍‌ ବିଜେତା ଯଶପ୍ରୀତ୍‌ ବୁମ୍‌ରା ପାଖାପାଖି ୧୦ ମାସ କ୍ରିକେଟ୍‌ରୁ ଦୂରେଇ ରହିବା ପରେ ଭାରତୀୟ ଦଳକୁ ଫେରିଛନ୍ତି। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା…
Read More...

ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମ ବଦଳିଲା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏହିକ୍ରମରେ ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ,…
Read More...

ଶିଶୁ ପାଇଁ ଅମୃତର ଉତ୍ସ ମା’ କ୍ଷୀର

ମର୍ତ୍ତ୍ୟରେ ଅମୃତର ଚିରନ୍ତନ ଉତ୍ସ ହେଉଛି ମା’ କ୍ଷୀର। ଏହା ଶିଶୁ ପାଇଁ ସର୍ବୋତ୍ତମ ଆହାର। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ନବଜାତ ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ କଲେ, ଶିଶୁ ମୃତ୍ୟୁହାର କମିଯିବ।…
Read More...

ବାଲ୍‌ ଗଙ୍ଗାଧର ତିଲକ

ଜନମାନସରେ ଲୋକମାନ୍ୟ ତିଲକ ଭାବେ ପରିଚିତ ବାଲ ଗଙ୍ଗାଧର ତିଲକ ମହାରାଷ୍ଟ୍ରର ଚିଖଲୀ ଗାଁରେ ୧୮୫୬ ଜୁଲାଇ ୨୩ରେ ଜନ୍ମଗ୍ରହଣ କରିଥିଲେ। ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଏବଂ ସ୍ୱାଧୀନତା…
Read More...

୭ ବର୍ଷରେ ୭୦% ବଢ଼ିବ ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ : ଭାରତୀୟଙ୍କ ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦ ଆମେରିକୀୟ ଡଲାର ଅର୍ଥାତ୍ ବର୍ତ୍ତମାନ ଭାରତୀୟ…
Read More...

ମଣିପୁର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା : ପୁଲିସ କରୁଛି କ’ଣ ?

ନୂଆଦିଲ୍ଲୀ : ମଣିପୁର ହିଂସା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ରାଜ୍ୟ ପୁଲିସକୁ ଭର୍ତ୍ସନା କରିଛନ୍ତି। ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ପ୍ରଘଟ ମାମଲାରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼…
Read More...

ଭାରତ-ଇଣ୍ଡିଜ୍‌ ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି

ଟାରୌବା : କ୍ରିକେଟ ଦୁନିଆରେ ସମସ୍ତେ ଧରି ନେଇଥିଲେ ଯେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେବ। ହେଲେ ପ୍ରଥମ ଦିନିକିଆରେ ପରାସ୍ତହେବା ପରେ ୱେଷ୍ଟଇଣ୍ଡିଜ୍‌…
Read More...

ନୱାଜ ସରିଫ୍‌ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରନ୍ତି

ଇସଲାମାବାଦ୍‌ : ନୱାଜ ସରିଫ୍‌ ପୁନର୍ବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି। ପାକିସ୍ତାନରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ଯଦି ପାକିସ୍ତାନ ମୁସଲିମ୍‌ ଲିଗ୍‌-ନୱାଜ (ପିଏମ୍‌ଏଲ-ଏନ୍‌)…
Read More...

ମଙ୍ଗଳବାର ରାଶିଫଳ (୦୧.୦୮.୨୦୨୩)

ମେଷ : ସାହସୀ ହେବେ। ବ୍ୟବହାର ବୀରତା ପୂର୍ଣ୍ଣ ହେବ। ମହତାକାଂକ୍ଷୀ ହେବେ। କାର୍ଯ୍ୟଶୈଳୀ ପରିବର୍ତ୍ତନଶୀଳ ହୋଇପାରେ। ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି। ଦାୟିତ୍ବବାନ୍‌ ହେବେ। ବୃଷ : ସୁବକ୍ତାଭାବେ।…
Read More...

ରାଜ୍ୟସଭାରେ ସ୍ବଳ୍ପଅବଧି ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ସୋମବାର ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗକୁ ନେଇ ରାଜ୍ୟସଭା ଓ ଲୋକସଭାରେ ହୋହଲ୍ଲା କରିଛନ୍ତି। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ…
Read More...

ପୃଥିବୀ ପରିକ୍ରମଣ ଶେଷ କଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଚନ୍ଦ୍ର ଅଭିଯାନ ନିମନ୍ତେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୩ ପୃଥିବୀର କକ୍ଷପଥ ପରିକ୍ରମଣ ଶେଷ କରିଛି। ସୋମବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୩ ଏହି ପରିକ୍ରମଣ ଶେଷ କରିଥିବାବେଳେ…
Read More...

ଓଏଏସ୍ ପାଇଲେ ଅର୍ଚ୍ଚନା  

ପାଟଣା :  ପାଟଣା ବ୍ଲକ ଅଞ୍ଚଳ ତୁରମୁଙ୍ଗା ନିକଟସ୍ଥ ଝାରବେଡା ଗ୍ରାମର ତ୍ରିଲୋଚନ ବାରିକଙ୍କ ଝିଅ ଅର୍ଚ୍ଚନା ବାରିକ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ୧୬୩ ର‌୍ୟାଙ୍କରେ ଏହି ସଫଳତା…
Read More...

ହାତୀ ପାଇଁ କୃଷକ ସାଜିଛନ୍ତି ମୁଲିଆ

ଗୁରୁଡିଝାଟିଆ :  ନଦୀକୂଳ ଅଞ୍ଚଳର ଚାଷୀ ଏବେ ସାଜିଛନ୍ତି ମୁଲିଆ । ହାତୀପଲ ଫସଲ ଉଜାଡୁଥିବାରୁ ବର୍ଷବର୍ଷ ଧରି କରଜ ସୁଝି ନପାରି ବାଧ୍ୟ ହୋଇ ମହାନଦୀ କୂଳରେ ଅବସ୍ଥିତ ଜଳସେଚିତ ଚାଷଜମି ଏବେ ପଡିଆ ପଡିଛି । ଗୁଜୁରାଣ…
Read More...

୧୬ ନମ୍ବର ଜାତୀୟ ରାଜପଥ : ଖାଲଖମା ହୋଇ ପାଲଟିଛି ମରଣ ଯନ୍ତା 

ଗଞ୍ଜାମ : ୧୬ ନମ୍ବର ଜାତୀୟ ରାଜପଥ  ହୁମା, ଗଞ୍ଜାମ ମଧ୍ୟରେ ଲଷ୍ମୀପୂର ନିକଟସ୍ଥ ଓଭର ବ୍ରିଜରେ ଖାଲ ଖମା ସୃଷ୍ଟି ହୋଇ ରାସ୍ତା ଏବେ ମରଣ ଯନ୍ତା ପାଲଟିଯାଇଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଅସୁବିଧାର…
Read More...

ଅପହଞ୍ଚ ଇଲାକାର ଅଭିଶପ୍ତ  ଜୀବନ : ରାସ୍ତା ଓ ବିଜୁଳି ପାଲଟିଛି ସାତସପନ

ପାତ୍ରପୁର :  ପାତ୍ରପୁର ବ୍ଳକର ଶତାଧିକ ଆଦିବାସୀ ଗ୍ରାମ ରହିଛି । ଏହି ସବୁ ଆଦିବାସୀ ଗ୍ରାମ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ଦୁର୍ଗମ ପାହାଡରେ ରହିଛି । ସରକାର ଆଦିବାସୀ ଲୋକଙ୍କ ଉନ୍ନତିପାଇଁ ବିଭିନ୍ନ ଯୋଜନାରେ ଅର୍ଥ…
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟିକାବାଲିର ଦୁଇଜଣ କୃତକାର୍ଯ୍ୟ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, ମାତା ସୁପ୍ରଭା ପାତ୍ରଙ୍କ ଝିଅ ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାରେ ଦ୍ଵିତୀୟ…
Read More...

କନ୍ଦରପୁର ଶିବିରରେ ୧୦୫ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଓଡିଶା ମୋ ପରିବାର, ଜୀବନବିନ୍ଦୁ ଓ କନ୍ଦପୁର ପଞ୍ଚାୟତର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୧୦୫ୟୁନିଟ ରକ୍ତ ସଂଗୃହିତ ହୋଇଛି । ସରପଞ୍ଚ କଲ୍ୟାଣୀ ଖଟୁଆଙ୍କ ସଂଯୋଜନାରେ…
Read More...

ନବଗଠିତ ସାପୁଆ କୃଷି ଉତ୍ପାଦକ କମ୍ପାନୀର ପ୍ରଥମ ସାଧାରଣ ସଭା

ଆଠଗଡ : ଆଠଗଡ ବ୍ଲକର ବାରମାସୀ ଚାଷ ହେଉଥିବା ପଞ୍ଚାୟତଗୁଡିକର ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ନୂତନ ସାପୁଆ କୃଷି ଉତ୍ପାଦକ କମ୍ପାନୀର ପ୍ରଥମ ସାଧାରଣ ଅଧିବେଶନ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ସୂଚନା…
Read More...

ବଜ୍ରପାତରେ ମହିଳା ମୃତ

ପିପିଲି : ସୋମବାର ଅପରାହ୍ନରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଘଡଘଡି ସହ ବର୍ଷା ହୋଇଥିବା ବେଳେ ବଜ୍ରାପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ…
Read More...

ଚୌଦ୍ୱାର ଆସିବେ ୫ଟି ସଚିବ

ଚୌଦ୍ୱାର : ଆସନ୍ତା ୮ତାରିଖ ଅପରାହ୍ନ ୩ ଘଟିକାରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳିର ସାଧାରଣ ଜନତାଙ୍କ ଅଭିଯୋଗର ଶୁଣାଣି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା…
Read More...

ଚୌଦ୍ୱାର ପୌର ପରିଷଦ ବୈଠକ

ଚୌଦ୍ୱାର : ଚୌଦ୍ୱାର ପୌର ପରିଷଦର ଜୁଲାଇ ମାସର ସାଧାରଣ ବୈଠକ ସୋମବାର ପୌର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରାରମ୍ଭରେ ବିଗତ ଜୁନ ମାସର…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ନାମଲେଖା, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ୨୦୨୩ ନିମନ୍ତେ ପିଜିର ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ ହୋଇଛି। ଏହି ନାମ ଲେଖା ୩ ଦିନ ଧରି ଚାଲିବ। ସୋମବାର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ…
Read More...

ବିଦ୍ୟାଳୟରୁ ୭ଫୁଟର ନାଗ ସାପ ଉଦ୍ଧାର

ତିଗିରିଆ :  ବର୍ଷା ଦିନ ଯୋଗୁଁ ବିଷଧର ସାପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଅନେକ ସାପ କାମୁଡାରେ ମୃତ୍ୟୁ ବରଣ କରୁଛନ୍ତି । ଗତ କେଇଦିନ ହେଲା ବିଭିନ୍ନ ବିଦ୍ୟାଳୟରୁ ମଧ୍ୟ ବିଷଧର ସାପ ଉଦ୍ଧାର ହୋଇଚାଲିଛି। ସୋମବାର…
Read More...

୨୦୦ ଟପିଲା ବିଲାତି

ଭୁବନେଶ୍ବର : ବିଗତ କିଛିଦିନ ହେଲା ପରିବା ଏବଂ ତେଜରାତି ସାମଗ୍ରୀ ଦର ବୃଦ୍ଧି ପାଇଥିବା ବେଳେ ବିଲାତି କିଲୋପିଛା ଦର ୧୫୦ରୁ ଟଙ୍କା ଛୁଇଁଥିଲା। ପରବର୍ତ୍ତୀ ସମୟରେ ଦର ହ୍ରାସ ପାଇବାରୁ ବଜାରରେ ୧୨୦ ଟଙ୍କାରେ ବିକ୍ରି…
Read More...

ମୁନ୍‌‌ସୀ ପ୍ରେମଚାନ୍ଦ

୧୮୮୦ ମସିହା ଜୁଲାଇ ୩୧ରେ ବାରଣାସୀ ନିକଟସ୍ଥ ଲମ୍‌ହି ଗାଁରେ ଜନ୍ମଗ୍ରହଣ କରିିଥିଲେ ମୁନ୍‌ସୀ ପ୍ରେମଚାନ୍ଦ। ତାଙ୍କ ମୂଳ ନାମ ଥିଲା ଧନପତ ରାୟ ଶ୍ରୀବାସ୍ତବ। ​‌େ​‌ପ୍ରମଚାନ୍ଦଙ୍କ ଗଳ୍ପ, ଉପନ୍ୟାସରେ ଜାତିପ୍ରଥାର…
Read More...

ଉଦ୍ଦାମ ସିଂହ

ଇଂରେଜ ଶାସନକୁ ବିରୋଧ କରି ସଶସ୍ତ୍ର ସଂଗ୍ରାମ କରିବାକୁ ଆଗେଇ ଆସିଥିବା ସରଦାର ଉଦ୍ଦାମ ସିଂହ ହେଉଛନ୍ତି ଦେଶଭକ୍ତିର ମୂର୍ତ୍ତିମନ୍ତ୍ର ପ୍ରତୀକ। ୧୮୯୯ ଡିସେମ୍ବର ୨୬ତାରିଖଦିନ ଅବିଭକ୍ତ ପଞ୍ଜାବରେ ଶେର ସିଂହ(ଉଦ୍ଦାମଙ୍କ…
Read More...

ନରମିଲେ ଦତ୍ତମହାପାତ୍ର ସେବକ ; ବୁଧବାର ବନକଲାଗି ପାଇଁ ରାଜି

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକଙ୍କ ଜିଦ୍‌ଖୋର ମନୋଭାବ ଯୋଗୁଁ ଏକମାସ ଧରି ଅଟକି ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର (ବନକ ଲାଗି) ସେବା। ଗୁରୁବାର ଏହି ନୀତି କରିବାକୁ ଦତ୍ତମହାପାତ୍ର…
Read More...

ପାକିସ୍ତାନରେ ବିସ୍ଫୋରଣ : ୪୪ ମୃତ, ୨୦୦ ଆହତ

ପେଶୱାର : ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଖାଇବର ପଖତୁନଖୱା ପ୍ରଦେଶରେ ଏକ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟି ୪୪ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ହୋଇଥିବା ଏହି ବିସ୍ଫୋରଣରେ ୨୦୦ ଆହତ ହୋଇଛି। ଅାହତଙ୍କ ମଧ୍ୟରୁ…
Read More...

ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦୁର୍ଦଶା : ବହି ହିନ୍ଦୀରେ ; ପାଠପଢ଼ା ଓଡ଼ିଆରେ

ବାଙ୍ଗିରିପୋଷି : ଝାଡଖଣ୍ଡରେ ଓଡିଆକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବି ହୋଇଆସୁଅଛି। ଝାଡ଼ଖଣ୍ଡର ସିଂହଭୂମି ଜିଲାର ଷଢେଇକଳା ଓ ଖରସୁଆଁ ଅଞ୍ଚଳରେ ରୁହନ୍ତି ବହୁଳ ଓଡ଼ିଆ ଭାଷାଭାଷୀ ଲୋକ। ସିଂହଭୂମି ଜିଲାରେ ଓଡିଆଙ୍କର…
Read More...

ବୈଦ୍ୟୁତିକ ଯାନ : ଚାହିଦା ବଢ଼ୁଛି, ଚାର୍ଜ ପାଇଁ ପଏଣ୍ଟ ଅଭାବ

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍‌ ଚାଳିତ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଗାଡ଼ି ଚାର୍ଜ ପାଇଁ ଆବଶ୍ୟକ ଚାର୍ଜିଂ ପଏଣ୍ଟର ବ୍ୟବସ୍ଥା ନାହିଁ। ଗାଡ଼ି ଚାଳକ ନିଜସ୍ବ ବ୍ୟବସ୍ଥାରେ ଚାର୍ଜ କରୁଥିବା ବେଳେ…
Read More...

ଦେଶ ପରିବର୍ତ୍ତନ କରିବାରେ ଶିକ୍ଷା ବଡ଼ ଶକ୍ତି : ପ୍ରଧାନମନ୍ତ୍ରୀ

ଶିକ୍ଷକଙ୍କ ଦକ୍ଷତା ବଢ଼ାଇବାକୁ ହେଉଛି ବ୍ୟାପକ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ : ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାଥମିକତା ବୋଲି…
Read More...

ଶରଦଙ୍କୁ ନେଇ ବିରୋଧୀଙ୍କ ମଧ୍ୟରେ ଉଦ୍‌ବେଗ

ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାରଙ୍କୁ ନେଇ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଦ୍‌ବେଗର କାରଣ ହେଉଛି ଅଗଷ୍ଟ ୧ରେ ପ୍ରଧାନମନ୍ତ୍ରୀ…
Read More...

ସୋମବାର ରାଶିଫଳ (୩୧ ଜୁଲାଇ ୨୦୨୩)

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଳାସୀ ହୋଇପାରନ୍ତି। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଠ ହେବେ। ବୃଷ :…
Read More...

ମଣିପୁର ସୃଷ୍ଟି କରିବ ଜାତୀୟ ସୁରକ୍ଷା ସମସ୍ୟା: ବିରୋଧୀ ଦଳ

ଇମ୍ଫାଲ : ମଣିପୁରରେ ଲାଗି ରହିଥିବା ହିଂସା ଆଗାମୀ ଦିନରେ ଜାତୀୟ ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇଥିବା…
Read More...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସରାସକୋଲା ପଂଚାୟତ ବଡ଼ ଜାମୁପଶି ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ସନୁ ମୁଣ୍ଡାଙ୍କ ପୁଅ କୁନା ମୁଣ୍ଡା (୨୫) ବୋଲି ଜଣାପଡିଛି ।…
Read More...

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ 

ଆଠଗଡ : ଆଠଗଡ ଉପଖଣ୍ଡ ଅଞ୍ଚଳରେ ଚୋରା ଦେଶୀମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରା ଚାଲାଣକୁ ରୋକିବା ପାଇଁ ଅବକାରୀ ଆୟୁକ୍ତ ନରସିଂହ ଭୋଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ବାଗଧରିଆ…
Read More...

ଆଠଗଡରେ ମିଶନ ଶକ୍ତି ସଚେତନତା କର୍ମଶାଳା

ଆଠଗଡ :  ଆଠଗଡ ମିନି ଷ୍ଟାଡିୟମଠାରେ ରବିବାର ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ପାଇଁ ବ୍ୟାଙ୍କ ଋଣ ଓ ସୁଧ ରିଆତି ସଂପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଠଗଡ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ…
Read More...

ଶୁଣିଲାନି ପ୍ରଶାସନ ନିଜ ଗାଁକୁ କାଠପୋଲ ନିର୍ମାଣ କଲେ ବିନ୍ଦୁପଦର ଗ୍ରାମବାସୀ

ଫୁଲବାଣୀ : ଶୁଣିଲାନି ପ୍ରଶାସନ ଶେଷରେ ନିଜ ଗାଁକୁ ନିଜ ଖର୍ଚ୍ଚରେ ଗ୍ରାମବାସୀଙ୍କ ସହାୟତାରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ବିନ୍ଦୁପଦର ଗାଁର  ଯୁବକ ଡବିସା ମଲିକ। କନ୍ଧମାଳ…
Read More...

ରଣେନ୍ଦ୍ରସେନାର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି

ଗୁରୁଡିଝାଟିଆ :  ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ସରକାରଙ୍କ ଶାସନର ସଫଳତା ପହଞ୍ଚାଇବା ସହିତ ଦଳୀୟ ସଂଗଠନକୁ ମଜବୁତ କରି ଅନ୍ୟଦଳର ସଦସ୍ୟଙ୍କୁ ଦଳରେ ମିଶାଇବା ନିମନ୍ତେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି…
Read More...

ବିଜେପିର ଘରଘର ଅଭିଯାନ

ଗୁରୁଡିଝାଟିଆ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ଶାସନର ସଫଳତାର ରାହାକୁ ପ୍ରତ୍ୟେକ ଗାଁର ଘରେ ଘରେ ପହଞ୍ଚାଇ ଲୋକାଭିମୁଖି ଯୋଜନା, ଗରୀବ କଲ୍ୟାଣ କାର୍ଯ୍ୟ, ଦିବ୍ୟାଙ୍ଗଙ୍କ ଉତଥାନ, ଅନୁସୁଚିତ ଜାତି ଓ…
Read More...

୮ବର୍ଷ ପରେ ହତ୍ୟା ଅଭିିଯୁକ୍ତ ଗିରଫ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ବୀରକିଶୋରପୁର ନିକଟବର୍ତ୍ତୀ ଶୀତଳଭଣ୍ଡାର ପଛପାଖରେ ଗତ ୨୦୧୫ମସିହାରେ ଜଳଧର ସାହୁୁ ନାମକ ଜଣେ ଗାଡିଚାଳକଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ…
Read More...

ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା

ଗୁରୁଡିଝାଟିଆ :  ବିଜ୍ଞାନ ପୃଥିବୀକୁ ପରିବାରରେ ପରିଣତ କରି ମଣିଷର ଜୀବନଶୈଳୀକୁ ସରସ ସୁନ୍ଦର କରିପାରିଛି । ବିଶ୍ୱର ସମାସ୍ୟାକୁ ହାତମୁଠାରେ ସମାଧାନ କରି ନିଜ ପାରିବା ପଣିଆର ନିଦର୍ଶନ ଦେଖାଇଛି। ଏହା ସବୁ ବିଜ୍ଞାନ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଚାରା ରୋପଣ

 ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ରବିବାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଫଳ, ଫୁଲ ଜାତୀୟ ଏବଂ ଔଷଧୀୟ ଜାତୀୟ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…
Read More...

କୋକସରାରେ ବ୍ୟାପୁଛି ଆଖିଧରା, ଦୈନିକ ଚିହ୍ନଟ ହେଉଛନ୍ତି ଶତାଧିକ ରୋଗୀ 

ଲଡୁଗାଁ :  କୋକସରା ବ୍ଲକର  ଅନେକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ହଷ୍ଟେଲ ଗୁଡିକରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟଗୁଡିକରେ ଅଧ୍ୟୟନରତ ଅନେକ ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ…
Read More...

ଯୋରନ୍ଦାରେ ରକ୍ତଦାନ ଶିବିର, ୧୨୪ୟୁନିଟ ରକ୍ତ ସଂଗୃହୀତ

ଆଠଗଡ :  ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ, ଓଡିଶା ମୋ ପରିବାର ଏବଂ ଜୀବନବିନ୍ଦୁର ମିଳିତ ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତରେ ରବିବାର ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୨୪ଜଣ ରକ୍ତଦାତା ରକ୍ତଦାନ କରିଥିବା…
Read More...

ବର୍ଷାଜଳ ନିଷ୍କାସନରେ ବାଧକ ସାଜୁଛି ଏନ୍ଏଚଏଆଇ, ବିରୋଧ କଲେ ଲୋକେ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ମଙ୍ଗୁଳି ଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ତଥା ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ହେଲେ ଠିକାଦାର ଓ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଏଆଇ)…
Read More...

ଅତାବିରାରେ ଗୀତା ଆବୃତ୍ତି ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ : ପ୍ରଜ୍ଞାନ ମିଶନ୍ ଆନୁକୂଲ୍ୟରେ ସ୍ଥାନୀୟ ଅତାବିରା ମହାବିଦ୍ୟାଳୟ ପରିସରରେ ଅତାବିରା ବ୍ଳକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ…
Read More...

କେନ୍ଦୁଝରର ସାରସ୍ୱତ ପରମ୍ପରା ସୁସମୃଦ୍ଧ

କେନ୍ଦୁଝରଗଡ : ଅଗ୍ରଣୀ ସାରସ୍ୱତ ସାହିତ୍ୟାନୁଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଅପରାହ୍ନରେ ମିଳନୀ ସଭା କକ୍ଷରେ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ କେନ୍ଦୁଝରର ପ୍ରାଚୀନ…
Read More...

କାୟା ମେଲାଉଛି ଡେଙ୍ଗୁ,୨୦୧୬ ଘଟଣାର ପୁନରାବୃତ୍ତି ଆଶଙ୍କାରେ ଜିଲାବାସୀ

କେନ୍ଦୁଝରଗଡ : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବେଶ୍‌‌ ବଢ଼ିବାରେ ଲାଗିଥିବା ବେଳେ ଏଥିରୁ କେନ୍ଦୁଝର ଜିଲା ମଧ୍ୟ ବାଦ୍‌‌ପଡିନି । ବର୍ତ୍ତମାନ ସୁଦ୍ଧା ଜିଲାରେ ୨୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧିନ…
Read More...

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଆୟୋଜନ ହେବାକୁ ଥିବା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭକ୍ତ ସମାଜ ସଭାପତି କୃଷ୍ନଚନ୍ଦ୍ର ମହାନ୍ତିଙ୍କ…
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଶନିବାର ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା…
Read More...

କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର : ଚୌଦ୍ୱାର ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ବିମଲ କୁମାର ବେଉରାଙ୍କୁ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜଣେ ଦକ୍ଷ ଯୁବ ସଂଗଠକ ତଥା କଳିଙ୍ଗ ବଜାରର ଉପସଭାପତି…
Read More...

ମଣିପୁର ଘଟଣାକୁ ନେଇ ଚୌଦ୍ୱାର ନଗର କଂଗ୍ରେସର ଦାବିପତ୍ର

ଚୌଦ୍ୱାର : ମଣିପୁର ରାଜ୍ୟର ଲୋମହର୍ଷଣକାରୀ, ବର୍ବରୋଚିତ ଓ ଆମାନବୀୟ ମହିଳା ନିର୍ଯ୍ୟାତନା ଘଟଣା ସାରା ଦେଶବାସୀଙ୍କୁ ବ୍ୟଥିତ କରିଛି । ଏହି ଘଟଣାକୁ ନେଇ ଶନିବାର ଚୌଦ୍ୱାର ନଗର ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ…
Read More...

ଫସଲ ବୀମା ସଚେତନତା ଓ ବିହନ ବଣ୍ଟନ

ଆଠଗଡ : ଆଠଗଡ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଶନିବାର ପ୍ରଧାନମନ୍ତ୍ରୀ ଫସଲ ବୀମା ସଂପର୍କୀତ ଏକ ସଚେତନତା କର୍ମଶାଳା ସହିତ କୃଷକମାନଙ୍କୁ ବିଭିନ୍ନ ବିହନ ବଣ୍ଟନ କରାଯାଇଛି । ଆଠଗଡ ବ୍ଲକ କୃଷି…
Read More...

୪ଘଣ୍ଟାର ବର୍ଷାରେ ହରଭଙ୍ଗା ବେହାଲ, ବାଇଶପଡା ପୋଲ ଉପରେ ପାଣି

ହରଭଙ୍ଗା : ୪ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଫଳରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଘଣ୍ଟା ବର୍ଷା ମଧ୍ୟରେ ହରଭଙ୍ଗା ଅଂଚଳରେ ୧୬୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଶନିବାର ଭୋର ୪.୩୦ ସମୟରୁ…
Read More...

ଚୋରା କାଠ ବୋଝେଇ ଗାଡି ଜବତ,କାଠ ମାଫିଆ ଫେରାର

କେନ୍ଦୁଝରଗଡ : କେନ୍ଦୁଝର ସଦର ବନ ବିଭାଗ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ୪୯ନମ୍ବର ଜାତୀୟ ରାଜପଥ ଉପରେ ଚଢ଼ଉ କରାଯାଇ ଏକ ଚୋରା କାଠ ବୋଝେଇ ବୋଲେରୋ ଗାଡିକୁ ଜବତ କରାଯାଇଥିବା ବେଳେ କୌଶଳକ୍ରମେ କାଠ ମାଫିଆ ଓ…
Read More...

ବାଧ୍ୟତାମୂଳକ ଶିକ୍ଷା ଓ ଆଇନ ସହାୟତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝରଗଡ :  କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୁରୁଣାବଜାରସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଶିଶୁ ମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଓ ଆଇନ ସହାୟତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ…
Read More...

ଅଗଷ୍ଟ ୯ କ୍ରାନ୍ତି ଦିବସରେ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଶିକ୍ଷକ

କେନ୍ଦୁଝରଗଡ : ସ୍ଥାନୀୟ ଶିକ୍ଷକ ଭବନଠାରେ ଶନିବାର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦୁଝର ଜିଲା ଶାଖାର କ୍ୟାଡର ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲା ସଭାପତି ରଘୁନାଥ ବେହେରାଙ୍କ…
Read More...

ତିଗିରିଆ ନିଜିଗଡରେ ବିଜେପିର ଜନସମ୍ପର୍କ ପଦଯାତ୍ରା 

ତିଗିରିଆ : ଭାରତୀୟ ଜନତା ପାର୍ଟି  ତରଫରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନର ପୂର୍ତ୍ତି ଅବସରରେ  ଘର ଘର ଚାଲ ଅଭିଯାନ ପଦଯାତ୍ରା ଚାଲୁ ରହିଛି। ଏହି ଅବସରରେ ତିଗିରିଆ ବିଜେପି ପକ୍ଷରୁ ଜନ ସମ୍ପର୍କ…
Read More...

ଜେଆର୍‌ଡି ଟାଟାଙ୍କ ଜୟନ୍ତୀରେ ଦୌଡ଼ ପ୍ରତିଯୋଗିତା

ଗୋପାଳପୁର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ସୁସ୍ଥ ପ୍ରତିଯୋଗିିତା ଭାବର ପ୍ରସାର କରିବା…
Read More...

ପଦ୍ମଶ୍ରୀ ବଟକୃଷ୍ଣ ସାହୁଙ୍କ ଦ୍ୱାରା ‘ଆକ୍ୱା ଚୌପଲ’ ଉଦଘାଟିତ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ପକ୍ଷରୁ କୃଷକ-କୃଷକଙ୍କ ମଧ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ଶିକ୍ଷାର ଉନ୍ନତି ପାଇଁ ଖୋର୍ଦ୍ଧା…
Read More...

ବିଶ୍ୱ ବ୍ୟାଘ୍ର ଦିବସ : ରାଜ୍ୟରେ କମିଲା, ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା

ଡେସ୍କ : ଓଡ଼ିଶାରେ ମହାବଳ ବାଘ ସଂଖ୍ୟା କମିଥିବା ବେଳେ ଶିମିଳିପାଳରେ ବଢ଼ିଛି । ଶିମିଳିପାଳରେ ବାଘ ସଂଖ୍ୟା ୨ ଗୁଣା ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ମହାବଳ ବାଘ ସଂଖ୍ୟା ୨୦ ରହିଛି । ତେବେ ଶିମିଳିପାଳରେ ବାଘ…
Read More...

ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ : କଂଗ୍ରେସ

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ସରକାର ନକଲି ଚାବି ଖୋଜିବା ପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସଲି ଚାବି ଖୋଜିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ…
Read More...

ସୃଷ୍ଟି ହେଲା ଲଘୁଚାପ : ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଡେସ୍କ :  ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି। ସେହିପରି କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ…
Read More...

ପବିତ୍ର ଅମରନାଥ ଯାତ୍ରା ; ଦର୍ଶନ କଲେଣି ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଶ୍ରୀନଗର : ଚଳିତବର୍ଷ ଜାମ୍ମୁ କାଶ୍ମୀରରେ ଅମରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଶନିବାର ଯାତ୍ରାର ୨୮ ଦିନରେ ପ୍ରାୟ ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବରଫ ଶିବଲିଙ୍ଗକୁ ଦର୍ଶନ କରିଛନ୍ତି ।…
Read More...

ଶିକ୍ଷା ରୂପକ ଶକ୍ତି ଦେଶର ଭାଗ୍ୟ ବଦଳାଇବାରେ ସମ୍ଭବ ହେବ : ନରେନ୍ଦ୍ର ମୋଦୀ

ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ। ଏକବିଂଶ ଶତାବ୍ଦୀର ଭାରତରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ…
Read More...

ଜେ.କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ

ନୂଆଦିଲ୍ଲୀ : ୧୯୯୦ ବ୍ୟାଚର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଶ୍ରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର…
Read More...

ମହାପ୍ରଭୁଙ୍କ ବନକଲାଗି ବନ୍ଦ

ପୁରୀ : ଅଟକିଛି ମହାପ୍ରଭୁଙ୍କ ବନକଲାଗି ସେବା। ଏହି ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ଜିଦ୍‌ ଧରିଥିବାବେଳେ ମନ୍ଦିର ପ୍ରଶାସନ…
Read More...

ଗୋଛାପଡା ଅଂଚଳରେ ମାଓ ବ୍ୟାନର,ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ

ଫୁଲବାଣୀ : ଶୁକ୍ରବାର ଠାରୁ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି ମାଓବାଦୀ । ଏହାକୁ ନେଇ ପୁଲିସ ପ୍ରଶାସନ ସଜାଗ ରହିଥିବା ବେଳେ ଗୁରୁବାର ଫିରିଙ୍ଗିଆ ବ୍ଳକ ଗୋଛାପଡା ଥାନା ଅଂଚଳରେ ମାଓବାଦୀ ମାନେ ବ୍ୟାନର ଲଗାଇ…
Read More...

ଯକୃତ ପ୍ରଦାହ ରୋଗର କାରଣ ଓ ନିରାକରଣ

ଯକୃତ ପ୍ରଦାହ ବା ହେପାଟାଇଟିସ୍‌ ଏକ ଭୂତାଣୁ ଜନିତ ରୋଗ ଯାହା ସମଗ୍ର ବିଶ୍ବରେ ଦେଖାଯାଇଥାଏ। ଦୁଇଟି ଗ୍ରୀକ୍‌ ଶବ୍ଦରୁ ହେପାଟାଇଟିସ୍‌ ଶବ୍ଦ ତିଆରି ହୋଇଛି। ହେପାଟୋ-ଯକୃତ, ଇଟିସ୍‌-ପ୍ରଦାହ। ଯକୃତ ପ୍ରଦାହକୁ…
Read More...

ମଣିପୁର ଭିଡିଓ ମାମଲା, ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ମଣିପୁରରେ ଦୁଇ କୁକି-ଜୋ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ ଚଲାଇବା ସହ ଗଣବଳାତ୍କାର ଅଭିଯୋଗର ତଦନ୍ତ ଦାୟିତ୍ବ କେନ୍ଦ୍ର ସରକାର ସିବିଆଇକୁ ପ୍ରଦାନ କରିବେ। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆବଶ୍ୟକ…
Read More...

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଆଲୋଚନା ବିଫଳ : ବାହାନା ଦେଖାଇଲା ଆନ୍ଧ୍ର

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଇପାହାଡ଼କୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରି ନାହିଁ। ଗୁରୁବାର ଚାଟୁଆଠାରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଦ୍ୱିତୀୟ ବୈଠକ…
Read More...

ସିଲିକନ୍ ଭ୍ୟାଲିରେ ବରିଷ୍ଠ ନେତୃତ୍ବଙ୍କ ସହ ଓଡ଼ିଶା ପ୍ରତିନିଧି ଦଳର ଆଲୋଚନା

ଭୁବନେଶ୍ବର : ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିିନିଧି ଦଳ ଗୁରୁବାର ସିଲିକନ୍ ଭ୍ୟାଲିରେ ସେମିକଣ୍ଡକ୍ଟର କମ୍ପାନୀ ଏବଂ ଭେଞ୍ଚର କ୍ୟାପିଟାଲ ଫାର୍ମର ବରିଷ୍ଠ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ…
Read More...

ଶୁକ୍ରବାର ରାଶିଫଳ (୨୮ ଜୁଲାଇ ୨୦୨୩)

ମେଷ : ଅସୁସ୍ଥତା ଅନୁଭବ କରିପାରନ୍ତି। ସାମୟିକଭାବେ ଅର୍ଥାଭାବର ସମ୍ମୁଖୀନ ହେବେ। ଚୋର ଭୟ ଅଛି। ଶତ୍ରୁ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ। ସରକାରୀ ତାଡ଼ନାର ସମ୍ମୁଖୀନ ହୋଇପାରନ୍ତି। ଚିତ୍ତ ଅସ୍ଥିର ରହିବ। ବୃଷ : …
Read More...

କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହଲ୍ଲା କରିବାରୁ ଉଭୟ ଗୃହକୁ ବାରମ୍ବାର…
Read More...

ସ୍ପିନରଙ୍କ ସଫଳତା ; ଇଣ୍ଡିଜ୍‌କୁ ସହଜରେ ହରାଇଲା ଭାରତ

ବ୍ରିଜ୍‌ଟାଉନ୍‌ : ଗୁରୁବାର ଏଠାରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୫ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ମିଳିତ ଭାବେ ୭ଟି ୱିକେଟ…
Read More...

ଯନ୍ତ୍ରୀଙ୍କୁ ଠେଲାପେଲା ସହ ଧମକ ଦେବା ଘଟଣା , ଠିକାଦାର କୋର୍ଟ ଚାଲାଣ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନ ଠେଲାପେଲା କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ମିଶନ ଲାଇଫ କାର୍ଯ୍ୟକ୍ରମ, ବ୍ୟାପକ ଚାରା ରୋପଣ

ଆଠଗଡ : ସମଗ୍ର ବିଶ୍ବ ପାଇଁ ପ୍ରଦୂଷଣ ରୋକିବା ଏବେ ଏକ ଆହ୍ଵାନ ସୃଷ୍ଟି କରିଛି । ଜଙ୍ଗଲ ସମ୍ପଦର ବ୍ୟାପକ ଅବକ୍ଷୟ ଓ ଅନ୍ୟାନ୍ୟ କାରଣରୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ଯୋଗୁଁ  ଜଳବାୟୁ ଓ ଋତୁଚକ୍ରରେ ଅସ୍ବଭାବିକ…
Read More...

ସମାନ ନାଗରିକ ସଂହିତା ଓ ମଣିପୁର ଘଟଣାର ପ୍ରତିବାଦରେ ବିକ୍ଷୋଭ

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସମାନ ନାଗରିକ ସଂହିତାର ବିରୋଧ ଏବଂ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ନେଇ ଗୁରୁବାର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । …
Read More...

ୟୁଟ୍ୟୁବ୍‌ରେ ବନ୍ୟ ପକ୍ଷୀଙ୍କ ବେପାର କରି ଫସିଗଲେ ମେକାନିକାଲ ଗ୍ରାଜୁଏଟ, ବନ ବିଭାଗ ଦ୍ୱାରା ଗିରଫ

ରାଉରକେଲା : ଏବେ ବିଭିନ୍ନ କାରବାର ପାଇଁ ସାମାଜିକ ଗଣମାଧ୍ୟମ ଏକ ଅସ୍ତ୍ର ପାଲଟିଛି । ବିଶେଷ କରି ଶିକ୍ଷିତ ଯୁବ ସମାଜ ନିଜର ପ୍ରକୃତ କାମଧନ୍ଦା ଛାଡ଼ି ସାମାଜିକ ଗଣମାଧ୍ୟମକୁ ରୋଜଗାର ପାଇଁ ବ୍ୟବହାର କରୁଛନ୍ତି । ତେବେ…
Read More...

ଡ୍ରେନ କାମ ନିମ୍ନମାନର, ଧରାପଡିଲା ଠିକା ସଂସ୍ଥାର ଠକେଇ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥ ମଙ୍ଗୁଳି ଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରୀ ରହିଛି । ୪ବର୍ଷରୁ ଅଧିକ ସମୟ ହେବ ରାସ୍ତା କାମ ଶେଷ ହେଉନଥିବା ବେଳେ ବିଭିନ୍ନ ସମୟରେ ରାସ୍ତା କାମର ମାନକୁ…
Read More...

୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣକୁ ଅଦାଲତ ଚାଲାଣ

ତିଗିରିଆ :  ଦିନକୁ ଦିନ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟର ବେଆଇନ୍ କାରବାର ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିରୋଧ କରିବାକୁ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ଅଧୀକ୍ଷକ…
Read More...

କୃଷି ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ତିଗିରିଆ : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଗୁରୁବାର ଏକ ଦିନିକିଆ ମାରାଥନ ଗସ୍ତରେ ଆସି ତିଗିରିଆ ବ୍ଲକର ବିଭିନ୍ନ ସ୍ଥାନରେ ୮ଟି  ପ୍ରକଳ୍ପର…
Read More...

କ୍ୟାଡ଼ର ଏପିପି ରଶ୍ମିପ୍ରଭା ମହାପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

 ତିଗିରିଆ :  ତିଗିରିଆ ବିଚାର ବିଭାଗୀୟ ଅଦାଲତରେ କ୍ୟାଡ଼ର ଏପିପି ରଶ୍ମିପ୍ରଭା ମହାପାତ୍ରଙ୍କୁ ଇସ୍ପାତ ଓ ଖଣି ବିଭାଗର ସହକାରୀ ନିର୍ଦେଶକ, ଆଇନ୍ ଭାବରେ ନୂତନ ନିଯୁକ୍ତି ମିଳିଛି । ଏଣୁ ସେ ଦୀର୍ଘ ୫ ବର୍ଷ ଧରି…
Read More...

ଚାଷୀକଲ୍ୟାଣ ପାଇଁ ଆଉ ଏକ ନୂତନ ଫର୍ଦ୍ଦ ଯୋଡିଲେ ପ୍ରଧାନମନ୍ତ୍ରୀ : ମନମୋହନ ସାମଲ

 “କିଷାନ ସମୃଦ୍ଧି କେନ୍ଦ୍ର” ଦ୍ୱାରା ଫସଲର ବୃଦ୍ଧି, ଆବଶ୍ୟକ ପୋଷକ ତତ୍ତ୍ୱ, ମୃତ୍ତିକା ପରୀକ୍ଷଣ, ମାଟିର ସ୍ଥିତି, ସାରର ଆବଶ୍ୟକତା ଯଥା ଜୈବିକ ସାଗର ପ୍ରୟୋଗ, ନାନୋ ସାରର ପ୍ରୟୋଗ ଆଦି ସମ୍ପର୍କରେ ଯଥେଷ୍ଟ ତଥ୍ୟ…
Read More...

ଜାତୀୟ ଶିକ୍ଷାନୀତି-୨୦୨୦ର ତୃତୀୟବର୍ଷ ପୂର୍ତ୍ତି

କେନ୍ଦୁଝରଗଡ : ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି-୨୦୨୦ର ତୃତୀୟବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୯ତାରିଖରେ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅଖିଳ ଭାରତୀୟ ଶିକ୍ଷା…
Read More...

ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର

କେନ୍ଦୁଝରଗଡ :  ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଜିଲା ଶ୍ରମ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ…
Read More...

ଖାଲଖମାରେ ଭର୍ତ୍ତି ପାର୍ସାଲି ରାସ୍ତା 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବଡଦ୍ୱାର ସାହି ଠାରୁ ପାର୍ସାଲିକୁ ସଂଯୋଗ କରୁଥିବା ଆରଡ଼ି ବିଭାଗ ରାସ୍ତା ଖାଲଖମାରେ ଭର୍ତ୍ତି ଓ ଗର୍ତ୍ତ ହୋଇ ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ପାଞ୍ଚ…
Read More...

ହରଭଙ୍ଗା ହାଇସ୍କୁଲରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ହରଭଙ୍ଗା : ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଜାତୀୟ ତମାଖୁ ନିୟନ୍ତ୍ରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା…
Read More...