www.samajalive.in
Monday, December 15, 2025
17.1 C
Bhubaneswar

ବିଜେପିର ଘରଘର ଅଭିଯାନ

ଗୁରୁଡିଝାଟିଆ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ଶାସନର ସଫଳତାର ରାହାକୁ ପ୍ରତ୍ୟେକ ଗାଁର ଘରେ ଘରେ ପହଞ୍ଚାଇ ଲୋକାଭିମୁଖି ଯୋଜନା, ଗରୀବ କଲ୍ୟାଣ କାର୍ଯ୍ୟ, ଦିବ୍ୟାଙ୍ଗଙ୍କ ଉତଥାନ, ଅନୁସୁଚିତ ଜାତି ଓ ଜନଜାତିଙ୍କ ଉତଥାନ, ଆବାସ ଯୋଜନା ଆଦି ବହୁ ଲୋକାଭିମୁଖି କାର୍ଯ୍ୟର ଧାରାକୁ ପହଞ୍ଚାଇବା ଲକ୍ଷ୍ୟନେଇ ଆଜି ଖୁଣ୍ଟୁଣୀ ବିଜେପି ମଣ୍ଡଳ ପକ୍ଷରୁ ଘରଘର ଚାଲ ଅଭିଯାନ ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ଉମେଶ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟ, ବିଧାନସଭା ସଂଯୋଜକ ବିକ୍ରମ ଦାସ, ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ବିସ୍ତାରକ ମୃତ୍ୟୁଞ୍ଜୟ ଜେନା, ଜିଲ୍ଲା ଉପସଭାପତି ବିଚିତ୍ରା ନନ୍ଦ ଜେନା, ନାରୀନେତ୍ରୀ ହେମ ମଞ୍ଜରୀ ଭଞ୍ଜଦେଓ, ଇଲାପଣ୍ଡା, ତପନ ଲେଙ୍କା,ସୁବାସ ମହାନ୍ତି, ତନ୍ମୟ ମଲ୍ଲିକ, ମିଥୁନ ମଲ୍ଲିକ, ସତ୍ୟଜିତ୍ ମଲ୍ଲିକ, ରମାକାନ୍ତ ସେନାପତି, ସୁକାନ୍ତ ଜେନା,ନିରଞ୍ଜନ ନାୟକ, ଟିକିନା ପରିଡା, ଦେବେନ୍ଦ୍ର ସାହୁ ଙ୍କ ସହିତ ଶତାଧିକ ଦଳୀୟକର୍ମୀ ଯୋଗଦେଇ ସରକାରଙ୍କ ଯୋଜନାର ସଫଳତା ଘରେ ଘରେ ପ୍ରଚାର କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories