www.samajalive.in
Sunday, December 14, 2025
19.1 C
Bhubaneswar

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ ଚିଠିନ ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଦିଲ୍ଲୀରେ ପ୍ରତିକ୍ରିୟା ରଖି ଜବାବ ରଖିଛନ୍ତି ସଭାପତି ଭକ୍ତ ଦାସ ।

ଭକ୍ତଙ୍କ ନେତୃତ୍ଵକୁ ନେଇ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଯେଉଁ ମାନେ ବିଜେପିକୁ ଯିବାକୁ ଚାହୁଁଛନ୍ତି ଚାଲି ଯାଆନ୍ତୁ ବୋଲି କହି ପ୍ରତିକ୍ରିୟା ରଖିଲେ ଭକ୍ତ । ଗତକାଲି ରାହୁଲ ଗାନ୍ଧୀଙ୍କ ଡାକରାରେ ଭୋଟ ଚୋରି ଆନ୍ଦୋଳନ ପାଇଁ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପହଞ୍ଚିଥିଲେ । ମୋକିମ ଦେଶ ତଥା ରାଜ୍ୟରେ ଦଳର ବିଫଳତା ପାଇଁ ଏଆଇସିସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରି ସୋନିଆଙ୍କୁ ଚିଠି ଲେଖିଥିଲେ । ଚିଠିକୁ ନେଇ ମୋକିମଙ୍କ ସପକ୍ଷ ଓ ବିରୋଧରେ ରାଜ୍ୟ କଂଗ୍ରେସର ବହୁ ନେତା ସ୍ବର ଉଠାଇଛନ୍ତି।

- Advertisement -

ତେବେ ଘଟଣାରେ ଆଜି ଦିଲ୍ଲୀରେ ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଯେଉଁ ମାନେ ବିଜେପିକୁ ଯିବାକୁ ଚାହୁଁଛନ୍ତି ସେମାନେ ଚାଲିଯିବା ଉଚିତ । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଙ୍କ ନେତୃତ୍ବରେ କଂଗ୍ରେସ ଆଗକୁ ଯାଉଛି । ଦଳର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ ନୁହେଁ ବୋଳି ଭକ୍ତ କହିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories