www.samajalive.in
Friday, December 5, 2025
17.1 C
Bhubaneswar

ନବରଙ୍ଗପୁର

ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଏତଲା

ନବରଙ୍ଗପୁର : ସରକାରୀ ଅର୍ଥ ଆତ୍ମସାତ ସାଙ୍ଗକୁ ମିଥ୍ୟା ବିଲ୍ ଦାଖଲ କରି ଠକିବା ଓ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିବା ସଂକ୍ରାନ୍ତ ତଥ୍ୟ ମାଗିବାରୁ ଜୀବନରେ ମାରିଦେବାକୁ...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା

ନବରଙ୍ଗପୁର : ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କର ବିରୋଧରେ ନବରଙ୍ଗପୁର ଥାନାରେ ଆଜି ରାତ୍ର ୯.୩୦ରେ ଏତଲା ଦେଇ ଛନ୍ତି ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର...

ଭାସ୍କେଲ ନଦୀର ଅଣ୍ଟାଏ ପାଣିରେ ଚାଲିଲେ ବିଧାୟକ: ରୋକିଲେ ଛତିଶଗଡ଼କୁ ବାଲି ଚୋରାଚାଲାଣ

ନବରଙ୍ଗପୁର: ଭାସ୍କେଲ ନଦୀରେ ଅଣ୍ଟାଏ ପାଣିରେ ଚାଲି ଛତିଶଗଡ଼ ରାଜ୍ୟକୁ ବାଲି ଚୋରାଚାଲାଣ ରୋକିବାରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସଫଳ ହୋଇଛନ୍ତି। ବିଧାୟକଙ୍କ କାର୍ଯ୍ୟକୁ...

ବିଦ୍ୟାଳୟରୁ ଅଳିଆ ସଫା କଲେ ଜିଲା ଶିକ୍ଷା ଅଧିକାରୀ: ଶିକ୍ଷକ, ପିଅନ ଓ ଝାଡ଼ୁଦାର ନିରବ ଦ୍ରଷ୍ଟା ସାଜିଥିଲେ

ନବରଙ୍ଗପୁର: ବିଦ୍ୟାଳୟର କାନ୍ଥରେ ଓହଳି ରହିଥିଲା ବୁଢ଼ିଆଣୀ ଜାଲ ଓ ଅଳନ୍ଧୁ। ବିଦ୍ୟାଳୟର ଏଭଳି ପରିବେଶ ଦେଖି ବିଗିଡ଼ିଲେ ଜିଲା ଶିକ୍ଷା ଅଧିକାରୀ। ଏହା ପରେ...

ବିଡିଓଙ୍କ ଘରୁ ଲୁଟ୍

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ...

୩ ତାରିଖରେ ୪ ଜିଲାରେ ସରକାରୀ ଛୁଟି

ସମାଜଲାଇଭ ଡେସ୍କ: ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏସବୁ ଜିଲା ହେଉଛି ଗଞ୍ଜାମ,...

ଶୋଇଥିବା ଅବସ୍ଥାରେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ବାପା ଶୋଇଥିବାବେଳେ ମାରଣାସ୍ତ୍ରରେ...

୫ ବର୍ଷର ଶିଶୁକୁ ହତ୍ୟା କଲା ୧୪ ବର୍ଷୀୟ ନାବାଳକ

ସମାଜ ଡିଜିଟାଲ ଡେସ୍କ: ୫ ବର୍ଷର ଶିଶୁକୁ ହତ୍ୟା କରିଛି ଜଣେ ୧୪ ବର୍ଷୀୟ ନାବାଳକ। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଗୁଡ଼ା ଗ୍ରାମରେ।...