ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ଵର: ବୁଧବାର ପବିତ୍ର ବଡ ଦିନ ବା ଖ୍ରୀଷ୍ଟ ମାସ।  ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୂ ଯୀଶୁ। ଏଥିଲାଗି ରାଜ୍ୟର ବିଭିନ୍ନ ଚର୍ଚ୍ଚ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜା ଯିବା ସହ ସହ ବ୍ୟାପକ ଆୟୋଜନ ମଧ୍ୟ…
Read More...

ଆଜି ହାଜର ହେବେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ୍

ନୂଆଦିଲ୍ଲୀ : ବଢୁଛି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ହାଇଦ୍ରାବାଦ ପୁଲିସ୍ ତାଙ୍କୁ ସମନ ଜାରି କରିଛି।  ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ…
Read More...

ପାର୍ସଲ ବୋମା ବିସ୍ଫୋରଣ ମାମଲା : ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗିର/ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଦ୍ବିତୀୟ ଥର ସାକ୍ଷ୍ୟ…
Read More...

ଦୁର୍ଦ୍ଦାନ୍ତ ମାଓ ନେତା ଗିରଫ, ୨୫ ଲକ୍ଷ ଥିଲା ପୁରସ୍କାର ରାଶି

ମାଲକାନଗିରି : ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ। ୪୦ ବର୍ଷ ଧରି ମାଓ ସଙ୍ଗଠନରେ କାମ କରୁଥିବା ହାର୍ଡକୋର୍ ମାଓବାଦୀ ପ୍ରଭାକର। ସେ ହେଉଛନ୍କେତି ନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ । ଏଥିସହ…
Read More...

ଲଘୁଚାପ ଓ ପଶ୍ଚିମା ଝଡ଼ ପ୍ରଭାବ : ଆଜିଠୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା…
Read More...

ପାର୍ସଲ ବୋମା ମାମଲା: ସାକ୍ଷୀ ଦେବେ ଅରୁଣ ବୋଥ୍ରା !

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା।  ଆଜି ପାଟଣାଗଡ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ରହିଛି। ତେବେ ଏହି ମାମଲାରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ସେ…
Read More...

୩ ଦିନ ମଧ୍ୟରେ ବର୍ଷା କ୍ଷତି ଆକଳନ, ଗଞ୍ଜାମ ଅଧିକ ପ୍ରଭାବିତ : ମନ୍ତ୍ରୀ

ଭୁବନେଶ୍ଵର : ଗତ ୩ ଦିନ ମଧ୍ୟରେ ଅଦିନିଆ ବର୍ଷା ଚାଷୀକୂଳକୁ ହତାସ କରିଛି। ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି, ଯାହା ଚାଷୀ ମାନଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି। ତେବେ ତିନି ଦିନ ଭିତରେ ସରିବ ବର୍ଷା…
Read More...

୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ : କହିଲେ ଯୁବପିଢିଙ୍କ ମାଧ୍ୟମରେ ହୁଏ ଦେଶର ବିକାଶ

ନୂଆଦିଲ୍ଲୀ : ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତି ପତ୍ର। ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ନବ…
Read More...

ବଜ୍ରକାପ୍ତା ଉଦ୍ଧାର, ୫ ଗିରଫ

ଟିଟିଲାଗଡ଼: ଟିଟଲାଗଡ ବନ ବିଭାଗକୁ ମିଳିଛି ବଡ ସଫଳତା। ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରିବା ସମୟରେ ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ ବେପାରୀଙ୍କୁ ଗିରଫ କରିଛି।…
Read More...

ଫୁଟପାଥ୍‌ରେ ଶୋଇଥିବାବେଳେ ଚଢିଗଲା ଡମ୍ପର, ୩ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ର ପୁଣେରେ ଅଭାବନୀୟ ଘଟଣା ଘଟିଛି। ରାତିରେ ଫୁଟପାଥରେ ଶୋଇଥିବାବେଳେ ମାଡିଗଲା ଡମ୍ପର। ଘଟଣାସ୍ଥଳରେ ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ…
Read More...

ଜନ୍ମଦିନରେ ସ୍ମାର୍ଟ ଫୋନ୍ ଦେବାକୁ ମନା କଲେ ମାଆ, ଜୀବନ ହାରିଲା ପୁଅ

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ ପାଇଁ ଜୀବନ ହାରିଲା ନାବାଳକ। ପୁଅର ଜନ୍ମଦିନରେ ମାଆ ସ୍ମାର୍ଟ ଫୋନ୍ ଉପହାର ଦେବାକୁ ମନା କରିବାରୁ ନାବାଳକ ପୁଅ ଜଣକ ନିଜ ଜୀବନ ହାରିଦେଇଛି। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଏଭଳି ଏକ …
Read More...

ରୋଜଗାର ମେଳା: ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀ ପାଇବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ…
Read More...

ବିମାନ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦକ୍ଷିଣ ବ୍ରାଜିଲର ଗ୍ରାମାଣ୍ଡେ ସହରରେ ରବିବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ଜଣଙ୍କର ମୃତ୍ୟୁ ହୋଇଛି। ବେସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଦୋକାନ…
Read More...

ସାଧାରଣତନ୍ତ୍ର ଦିବସ : ୧୫ ପ୍ରଜ୍ଞାପନ ମେଢ଼ ତାଲିକାରୁ ବାଦ୍‌ ପଡିଲା ଓଡ଼ିଶା

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ୨୦୨୫ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ମନୋନୀତ…
Read More...

ଅଗ୍ନି ବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ ସହାୟତା

ଖୋର୍ଦ୍ଧା : ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ ରିଲିଫ ପାଣ୍ଠି’ ଅଧ୍ୟକ୍ଷ ଡ଼.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ନିରାକାରପୁର ମୁଖ୍ୟ ବଜାରର ଅଗ୍ନିବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ…
Read More...

ଆସୁଛି ପୁଣି ଏକ ଲଘୁଚାପ, ୨୪ରୁ ବର୍ଷା : ବଢିବ ଶୀତ ପ୍ରକୋପ

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ତାରିଖରୁ ପୁଣି ବର୍ଷା ହୋଇପାରେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…
Read More...

ଦୁର୍ଘଟଣା ନେଲା ଦୁଇ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡ଼ା ନିକଟ ଗ୍ଲେଜ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ଜୀବନ…
Read More...

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।…
Read More...

ଘାଟିରେ ଓଲଟିଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଚାଲିଗଲା ୫ ଜଣଙ୍କ ଜୀବନ । ଛତିଶଗଡ ବସ୍ତର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକରେ ୪୫ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଆଜି…
Read More...

ମାରାଥନ ବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼

ରାଉରକେଲା : ମାରାଥନ୍ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ। ରାଉରକେଲା ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। କିଏ ଏବଂ କାହିଁକି ଏଭଳି ଗୁଳିମାଡ କରିଛି,…
Read More...

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର: ବିଚାରାଧୀନ କଏଦୀଙ୍କ ଅକାଳ ବିୟୋଗ। ବଲାଙ୍ଗୀର ଜେଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ତୁରକେଲା ଗାଁର ଗୁରୁଦେବ ଦୀପ ବୋଲି ଜଣାପଡିଛି। ସୂଚନା ମୂତାବକ ୨୦୧୭ ମସିହାରେ ଗୁରୁଦେବଙ୍କ ନାଁରେ…
Read More...

ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାବାଡିଆ : ମାଈ ହାତୀର ମୃତଦେହ ଠାବ। ମୟୁରଭଞ୍ଜ ଜିଲ୍ଲା  ବାଙ୍ଗିରିପୋଷି ରେଞ୍ଜ ଅଧିନସ୍ଥ ଗୋଲା ମୁଣ୍ଢାକାଟା ନିକଟରେ ଏକ ମାଈ ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ…
Read More...

ଶ୍ରୀମନ୍ଦିର ଭିତରେ ଗଣ୍ଡଗୋଳ ମାମଲା : ୨ ସେବାୟତଙ୍କୁ ନୋଟିସ୍‌

ପୁରୀ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ଜଣ ସେବାୟତଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ ୨୧(କ) ଧାରା…
Read More...

ଆଜି ଶିମିଳିପାଳର ପିଠାବଟା , କାଳିକାପ୍ରସାଦ ଫାଟକ ବନ୍ଦ

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ପାଇଁ ଥିବା କାଳିକାପ୍ରସାଦ ଏବଂ ପିଠାବଟା ଫାଟକ ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏ ନେଇ ଶିମିଳିପାଳ ବନ୍ୟପ୍ରାଣୀ ଉତ୍ତର ବନଖଣ୍ଡର ଉପନିର୍ଦେଶକ ସାଇକିରଣ ଡିଏନ୍…
Read More...

ଆଜି ପଥୋତ୍ସବ ସ୍ଥଗିତ

ଭୁବନେଶ୍ଵର: କୋହଲା ପାଗ ଏବଂ ବର୍ଷା କାରଣରୁ ଆଜି ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖାଯାଇଥିବା  ବିଏମସି ପକ୍ଷରୁ ସୂଚନା ମିଳିଛି। ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ୨୨, ୨୯ ଏବଂ ଜାନୁଆରୀ ୫ ତାରିଖରେ…
Read More...

ଯୁବକଙ୍କୁ କଚାଡି ମାରିଲା ଦନ୍ତା: ମେଡିକାଲରେ ଉତ୍ତେଜନା, ବନ କର୍ମଚାରୀଙ୍କୁ ମାଡ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଜକେଇକଲା ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ୪୦ ବର୍ଷୀୟ ଧରଣୀଧର ପାତ୍ର ବୋଲି ଜଣାପଡିଛି। ଶନିବାର ରାତିରେ ଧରଣୀ ଘରୁ…
Read More...

ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ

ନୀଳଗିରି: ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ। ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ପରିଭ୍ରମଣରେ ଆସିଥିବା ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି ।…
Read More...

ମହିଳା ସୁରକ୍ଷା କର୍ମୀଙ୍କୁ ବିବାହ ନାଁରେ ବଳାତ୍କାର: ତହସିଲ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷା କର୍ମୀ(ସିକ୍ୟୁରିଟି ଗାର୍ଡ଼)ଙ୍କୁ ବ୍ଲାକମେଲିଂ କରି ବଳାତ୍କାର କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ତହସିଲ କର୍ମଚାରୀଙ୍କୁ ଗିରଫ…
Read More...

ଆଜିଠୁ କମିବ ବର୍ଷା, ବଢିବ ଶୀତ: ଜାରି ରହିବ କୋହଲା ପାଗ

ଭୁବନେଶ୍ବର : ଆଜିଠୁ କମିବ ବର୍ଷା, ବଢିବ ଶୀତ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଗତ ୬ ଘଣ୍ଟାରେ ୮କି.ମି ବେଗରେ ଅବପାତ ଗତି କରୁଥିବା ବେଳେ ଶନିବାର…
Read More...

ରହିବନି ବିଦ୍ୟୁତ୍ କାଟ୍ ସମସ୍ୟା : ଖୁବ୍ ଶୀଘ୍ର ପୃଥିବୀରେ ଅବତରଣ କରିବ ସୂର୍ଯ୍ୟ !

ନୂଆଦିଲ୍ଲୀ: ରହିବନି ବିଦ୍ୟୁତ୍ କାଟ୍ ସମୀକ୍ଷା। ଖୁବ୍ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ। ଶୀଘ୍ର ହାଇଡ୍ରୋଜେନ୍ ଆଧାରିତ ଶକ୍ତି ବିଶ୍ଵରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଆମେରିକାରେ ବିଶ୍ଵର…
Read More...

ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ପୁରୀ : ପୁରୀ କଲେଜ ଛକ ନିକଟରେ ଥିବା ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଫ୍ଲେକ୍ସ ତିଆ ସାମଗ୍ରୀ ଓ ମେସିନ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ହଠାତ୍ ଦୋକାନଟିରେ…
Read More...

ଗୋରୁ ବୋଝେଇ ଗାଡି ଜବତ, ଦୁଇ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ବନ୍ତ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଧରାପଡିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ବନ୍ତ ଅଞ୍ଚଳରୁ ଏକ ପିକଅପ୍ ଭ୍ୟାନ୍ ଗୋରୁ ବୋଝେଇ କରି…
Read More...

ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି : ଦିବା ପହୁଡି ନୀତି ପାଇଁ ବୁଧବାର ବନ୍ଦ ଥିଲା କାମ

ପୁରୀ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ। ବୁଧବାର ମହାପ୍ରଭୁଙ୍କର ଦିବା ପହୁଡ ନୀତି ପାଇଁ ମରାମତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ମଙ୍ଗଳବାରୁ…
Read More...

କାର୍‌-ଟ୍ରକ୍ ଧକ୍କା: ୫ ମୃତ, ୫ ଗୁରୁତର, ଟ୍ରକ୍ ଡ୍ରାଇଭର ଅଟକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ…
Read More...

ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ନବୀନଙ୍କ ଚିଠି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବିଜେଡି ୨୮ ବର୍ଷରେ ପଦାର୍ପଣ କରିବ। ସବୁ ନିର୍ବାଚନମଣ୍ଡଳୀରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ବିଜେଡି ସଭାପତି ନବୀନ…
Read More...

ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

ମେଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅନୁଦାନ ପ୍ରାପ୍ତ ହେବେ। ହାରିଲେ ମ୍ରିୟମାଣ ହେବେନି କି ଜିତିଲେ ଉତ୍‌ଫୁଲ୍ଲିତ ହେବେ ନାହିଁ। ବୃଷ: ନିଜର…
Read More...

୩ ଦିନ କମ୍‌ ଶୀତ : ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ, ଦକ୍ଷିଣ ଉପକୂଳ ଏବଂ ଉପକୂଳବର୍ତ୍ତୀ…
Read More...

ଭରତପୁର ଥାନା ଘଟଣା: ଭିଡିଓ ଦାଖଲ କଲା କ୍ରାଇମବ୍ରାଞ୍ଚ; ୨୨ରେ ଶୁଣାଣି

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି।…
Read More...

ସାବୁନ କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୮ଲକ୍ଷ ଟଙ୍କାର ସାମଗ୍ରୀ

ପୁରୀ : ପୁରୀସ୍ଥିତ ମଙ୍ଗଳାଘାଟ ନିକଟରେ ଥିବା ଏକ ସାବୁନ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଜିଲା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅଢ଼େଇ ଘଣ୍ଟା ପରିଶ୍ରମ…
Read More...

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ସହିତ ସେ ରାଜସ୍ଥାନ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଆଜିଠାରୁ ୨୧ ତାରିଖ…
Read More...

ମୁମ୍ବଇ ଉପକୂଳରେ ବୋଟ୍‌ ବୁଡ଼ି ଘଟଣା: ୧୩ ମୃତ, ଉଦ୍ଧାର ହେଲେଣି ୧୧୫, ଏବେବି ଦୁଇ ନିଖୋଜ

ମୁମ୍ବଇ: ବୁଧବାର ମୁମ୍ବଇ ଉପକୂଳରେ ଗୋଟିଏ ଯାତ୍ରୀବାହୀ ବୋଟ୍‌ ଆରବ ସାଗରରେ ବୁଡିଯିବାରୁ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଯାଏଁ ୧୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣ ଏବେବି ନିଖୋଜ ରହିଛନ୍ତି। ସୂଚନା ମୁତାବକ…
Read More...

ରେଷ୍ଟୁରାଣ୍ଟ ବିଲ୍‌ରେ ଅତୁଲ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳୀ

ବେଙ୍ଗାଲୁରୁ: କିଛି ଦିନ ପୂର୍ବରୁ ପତ୍ନୀ ଏବଂ ଶ୍ଵଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହ୍ୟ କରିନପାରି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ବାସ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସ ଆତ୍ମହତ୍ୟା କରିଥିଲେ। ଅତୁଲ…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଆର୍‌. ଅଶ୍ବିନ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ଆର୍‌.ଅଶ୍ଵିନ ।  ଅବସର ନେଇ ଘୋଷଣା କରିଛନ୍ତି କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ଵିନ୍ । ଅନ୍ତର୍ଜାତୀୟ କ୍ରିକେଟରେ ଅଶ୍ଵିନଙ୍କ ୧୩ ବର୍ଷର…
Read More...

ଟ୍ରକ୍‌-ବାଇକ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ସାମ୍ନାକୁ ପିଟିଲା ବାଇକ୍ । ଜଣେ ମୃତ , ଜଣେ ଗୁରୁତର। ସୂଚନା ମୁତାବକ ଏକ ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକ ନୂଆ…
Read More...

ଧାନମଣ୍ଡି ବିବାଦକୁ ନେଇ ଉତ୍ତେଜନା: ମଣ୍ଡିରେ ତାଲା ପକାଇଲେ ଚାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଏମଭି ୧୧ ଗାଁରେ ଥିବା ମଣ୍ଡିରେ ତାଲା ପକାଇଲେ ଚାଷୀ। ପୂର୍ବରୁ ଏହି ମଣ୍ଡି କୁ ନେଇ ଅନେକ ବିବାଦ ହୋଇଥିଲା। ତେବେ ଏହାପରେ ଆଜି ଏହି ମଣ୍ଡିର ଶୁଭାରମ୍ଭ…
Read More...

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ୬ ମୃତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର କଠୁଆ ଜିଲ୍ଲା ଶିବାନଗରରେ ଭୟଙ୍କର ଅଗ୍ନିକାଣ୍ଡ।  ଘରେ ଶୋଇଥିବାବେଳେ ଜଣଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ତୁରନ୍ତ…
Read More...

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ : ବୁଧବାର ରାଶିଫଳ

ମେଷ: ରାଜତୁଲ୍ୟ ଧନସମ୍ପଦଯୁକ୍ତ ହେବେ; ମାତ୍ର କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ପତ୍ନୀ ରୂପବତୀ ହେବେ। ଭୋଗ ବିଳାସ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସା ମିଳିବ। ବୃଷ:…
Read More...

ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି : ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭିତର ଭଣ୍ଡାର ଲୁହା ଭାରା ବନ୍ଧା ଶେଷ ହୋଇଛି। ମରାମତି ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହା ଭାରା…
Read More...

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ : ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା। ମଙ୍ଗଳବାରଠାରୁ ପାରାଦୀପ ପୋର୍ଟର ୩ ନଂ ଫାଟକ ଆଗରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ…
Read More...

ହଟିଲେ ବିବାଦୀୟ ଆଇଏଏସ୍‌ ବିଷ୍ଣୁପଦ: ଆଜି ଦିନ ୧୨ଟା ସୁଦ୍ଧା ସିବିଆଇରେ ହାଜର ନିର୍ଦେଶ

ଭୁବନେଶ୍ବର : ଟେଣ୍ଡର ଫିକ୍ସିଂକୁ ନେଇ ସିବିଆଇ ସମନ ପାଇ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଦାୟିତ୍ବରୁ ହଟାଇ ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଭିନ୍ନକ୍ଷମ…
Read More...

ଦିବା ପହୁଡ ନୀତି ପାଇଁ ଆଜି ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ : ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି ପାଇଁ…
Read More...

ଲଘୁଚାପ ସୃଷ୍ଟି; ଦୁଇଦିନ ହାଲୁକା ବର୍ଷା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ…
Read More...

ବଲାଙ୍ଗୀର ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମହତ୍ୟା !

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ ପରିସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଟି ସ୍କାନ୍ ସେଣ୍ଟର ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ରୋଗୀ ଆତ୍ମହତ୍ୟା କରିଥିବା…
Read More...

ଠିଆ ହୋଇ ଚା’ ପିଉଥିଲେ ଲୋକେ, ଦୋକାନ ଉପରକୁ ମାଡିଗଲା ଟ୍ରାକ୍ଟର

କଟକ: କଟକ ସେଲ୍ଟର ଛକରେ ଏକ ବଡ ଅଘଟଣ ଘଟିଛି। ଆଜି ସକାଳୁ ସକାଳୁ କିଛି ଲୋକ ସେଲ୍ଟର ଛକରେ ଥିବା ଚା’ ଦୋକାନରେ ଚା ପିଉଥିଲେ। ଏତିକିବେଳେ ହଠାତ୍ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଚା’ ଦୋକାନ ମଧ୍ୟକୁ ପଶି ଯାଇଥିଲା। ଏହି…
Read More...

ସ୍କୁଲରେ ଆଖିବୁଜା ଗୁଳିମାଡ, ୩ ମୃତ

ଆମେରିକା : ଆମେରିକାର ଏକ ସ୍କୁଲରେ ପୁଣି ଫୁଟିଲା ଗୁଳି।  ଓ୍ବିସ୍କୋସିନରେ ଏକ ସ୍କୁଲରେ ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ କରିଥିବା ଛାତ୍ର…
Read More...

ଭିକ ଦେଲେ ଜେଲ୍‌ ଯିବେ !

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହର ବିଗତ କିଛି ବର୍ଷ ଧରି ଦେଶର ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତାଲାଭ କରିଆସୁଛି। ତେବେ ଇନ୍ଦୋର ସହରକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ଅଣ୍ଟା…
Read More...

ଦେଶୀ ମଦ ଓ ସ୍କୁଟି ଜବତ: ଦୁଇ ଗିରଫ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ରୋକିବାକୁ ନିୟମିତ ଚଢାଉ ଜାରି ରହିଛି । ସୋମବାର ଉପଅଧିକ୍ଷକ ନିମାଇଁ ଚରଣ…
Read More...

ଏମ୍ସ ମେଡିକାଲରେ ରୋଗୀଙ୍କ ଆତ୍ମହତ୍ୟା !

ଭୁବନେଶ୍ଵର: ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା…
Read More...

ରଥଯାତ୍ରା ପାଇଁ ଆଜିଠୁ ଚିହ୍ନଟ ହେବ ରଥ କାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗାମୀ ରଥଯାତ୍ରା ପାଇଁ ଆଜିଠାରୁ ରଥକାଠ ଚିହ୍ନଟ କରାଯିବ। ଏହାପୂର୍ବରୁ ବଡ଼ ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ମାଳ…
Read More...

ସପ୍ତାହିକ ହାଟରୁ ଅଧାପୋଡା ମୃତଦେହ ଉଦ୍ଧାର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ  ଅଭାବନୀୟ ଘଟଣା ଘଟିଛି। କେନ୍ଦୁଜିଆଣି ସାପ୍ତାହିକ ହାଟରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର ପରିଚୟ…
Read More...

ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !

ଭୁବନେଶ୍ଵର: ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ । ହେଲେ ଭୁବନେଶ୍ଵର ନୁହେଁ…
Read More...

ଆଜିଠୁ କମିବ ଶୀତ : ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର/ବାରିପଦା : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ମଧ୍ୟରାତିରୁ ଜାଡ଼ର ପ୍ରଭାବ ବଢ଼ୁଥିବାବେଳେ ଅପରାହ୍ଣରୁ ପୁଣି ଶୀତ ପ୍ରକୋପ ବଢ଼ୁଛି। ସକାଳର କାଲୁଆ ପବନ ଦେହ ଥରାଇ ଦେଉଥିବାବେଳେ…
Read More...

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ମଙ୍ଗଳବାର ରାଶିଫଳ

ମେଷ: ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟାବନତ ଭାବ ପ୍ରଦର୍ଶନ କରିପାରନ୍ତି। ସରକାରୀ ଓ ବେସରକାରୀ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ସମ୍ମାନିତ ହେବେ। କର୍ମଠ ହେବେ। ବୃଷ:…
Read More...

ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ: ଏକ ମାସ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ

ଆରଡି : ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ପୌଷମାସର  ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି  ପହିଲି…
Read More...

ଆଜି ଆଗତ ହେବ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ

ନୂଆଦିଲ୍ଲୀ : ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକକୁ ଆଜି ଲୋକସଭାରେ ଆଗତ କରିବା ଲାଗି କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏଥିପାଇଁ ବିଜେପି ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ହୁଇପ୍‌ ଜାରି କରିଛି।…
Read More...

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି : ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ ।…
Read More...

ଆସିବ ନୂଆ ବିସ୍ଥାପନ ଓ ଥଇଥାନ ନୀତି : ରାଜସ୍ଵ ମନ୍ତ୍ରୀ

ରାୟଗଡ଼ା : ଶିଳ୍ପାନୁଷ୍ଠାନ ଦ୍ୱାରା ବିସ୍ଥାପିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସହାୟତା ପହଞ୍ଚିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ରାଜ୍ୟସ୍ତରରେ ୨୦୦୬ ବିସ୍ଥାପନ ଓ ଥଇଥାନ ନୀତିକୁ ଆମେ…
Read More...

ଇଣ୍ଡିଆନ ଆଇଡଲ୍‌ ଶ୍ରେଷ୍ଠ ୧୪ରେ ଓଡ଼ିଆ ପୁଅ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ : ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏଥିପାଇଁ ଜ୍ୟୋତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭେଚ୍ଛା…
Read More...

ରୂପା କପ୍‌ରେ ସୁନା ଚା’: ଦାମ୍ ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ : ଚା , ଏହି ନାମ ସହିତ ସମେସ୍ତ ପରିଚିତ। ଅଧିକାଂଶ ଲୋକ ଚା ରୁ ହିଁ ନିଜର ଦିନ ଆରମ୍ଭ କରିଥାନ୍ତି। ସାଧାରଣତଃ ରାସ୍ତାକଡରେ ଥିବା ଢାବା କୁହଁ ବା ପଞ୍ଚତାରକା ହୋଟେଲ। ସବୁଠୁ ଉପଲବ୍ଧ ରହିଥାଏ ଚା। ଭିନ୍ନ…
Read More...

ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା। ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ…
Read More...

ହାତୀ ଦାନ୍ତ ଜବତ କରି ଫେରିବାବେଳେ ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ, ୫ ଅଟକ

ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ…
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ବାଘମାରୀ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଓଲଟିପଡିଛି। ଏଥିରେ ୧୦ରୁ ଅଧିକ…
Read More...

କାର୍‌କୁ ଧକ୍କା ଦେଲା ଟ୍ରକ୍ , ୬ ମୃତ

ଛତିଶଗଡ : ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଲୋଡ ଜିଲ୍ଲା ଭାନୁପ୍ରତାପପୁର ଦଲ୍ଲିରାଝରା ରାସ୍ତାରେ ଏକ କାରକୁ ଧକ୍କା ଦେଇଛି ଟ୍ରକ୍। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ରୁ ଅଧିକ ଜଣ ଆହତ…
Read More...

ପବିତ୍ର ଧନୁ ସଂକ୍ରାନ୍ତି : ମହାପ୍ରଭୁଙ୍କୁ ଲାଗି ହେବ ବିରି ଓ ଗହମରେ ପ୍ରସ୍ତୁତ ଭୋଗ

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ନୀତି ଆରମ୍ଭ ହୋଇଛି। ଏଥିଲାଗି ଆଜି ରାତ୍ର ୨ଟା ୧୫ରୁ  ଦ୍ଵାର ଫିଟା ଯାଇଛି। ୩ଟାରେ ଠାକୁରଙ୍କର ମଙ୍ଗଳ ଆରତି, ରୋଷ ହୋମ, ୩ଟା ୪୫ ରେ…
Read More...

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ନିଜର ଜ୍ଞାନାଲୋକରେ ପରିବାରର ଚଲାପଥକୁ ଉଜ୍ଜ୍ବଳମୟ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ଓ ଦୟାଳୁ ସ୍ବଭାବର ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବୃଷ:…
Read More...

ଦୁଇ ଦିନ ପରେ କମିବ ଶୀତ : ୧୭ରୁ ତିନିଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତ ଲାଗି ରହିଛି। ଝାରସୁଗୁଡ଼ା ଏବଂ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୬.୮ଡିଗ୍ରୀ ଲେଖାଏଁ ରହିଛି। ୮ ସ୍ଥାନରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି।…
Read More...

ଅଟୋ ଚାଳକଙ୍କୁ ଗଳା କାଟି ହତ୍ୟା !

ରାୟଗଡା: କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଗାରିଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଅଟୋ ଚାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ବଳରାମ ଖରା ବୋଲି ଜଣାପଡିଛି। ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଫୁଲଜବା…
Read More...

ଘରୁ ଟାଣି ଆଣି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ସୁନ୍ଦରଗଡ : ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି। ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି। ଆଜି ସୁନ୍ଦରଗଡ ଜିଲ୍ଲା ବଣାଇ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା…
Read More...

ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାଁ ଧରୁନି। ମଣିପୁର କାକଚିଙ୍ଗ ଜିଲ୍ଲାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ବିହାରର ଦୁଇ ଶ୍ରମିକ ସୁନାଲାଲ କୁମାର ଏବଂ ଦଶରଥ କୁମାର ବୋଲି…
Read More...

ମାଛଧରା ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ:  ମାଛଧରା ବୋଟ ରୁ ଖସି ଧୀବର ନିଖୋଜ ଅଛନ୍ତି। ଭଦ୍ରକ ଜିଲ୍ଲା ଧାମରାଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ବାଲେଶ୍ୱର କଷାଫଳ ଅଞ୍ଚଳର ବିକାଶ ଦାସ ଙ୍କ ଦାରୁବ୍ରହ୍ମ ନାମକ ବୋଟ ଟି ଧାମରା…
Read More...

ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ ଗିରଫ

ବେଙ୍ଗାଲୁରୁ: ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୁଲିସ ତାଙ୍କ ପତ୍ନୀ ନିକିତା, ନିକିତାଙ୍କ ମାଆ ଓ ଭାଇକୁ ଗିରଫ କରିଛି।…
Read More...

ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ଶୀତ ଲହରୀ ସତର୍କତା

ଭୁବନେଶ୍ୱର/ଜି.ଉଦୟଗିରି : କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼଼ ଓ ଝାରସୁଗୁଡ଼ା ଆଦି ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜ୍ୟର ସବୁ ସହରରେ ରାତି ତାପମାତ୍ରା କମୁଛି। ୩୩ ସହରରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ…
Read More...

କଟକରେ ମୋ ବସ୍ ଅଗ୍ନିକାଣ୍ଡ ଘଟଣାର ତନାଘନା, ଗଠନ ହେଲା କମିଟି

କଟକ : କଟକ ମୋ ବସ୍ ରେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦେଶ।  ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ଵରେ ଗଠିତ ଏକ କମିଟି ଏହି ଘଟଣାର ତଦନ୍ତ କରିବ । ଏହି କମିଟିରେ ଏମଭିଆଇ , କ୍ରୁଟର ଅପୋରେସନ ମ୍ୟାନେଜର ,…
Read More...

ୟୁନିଟ୍-୧ ପରିବା ମାର୍କେଟରେ ନିଆଁ: ଜଳିଗଲା ୫ ଦୋକାନ

ଭୁବ​‌ନେଶ୍ଵର: ରାଜଧାନୀର ୟୁନିଟ୍ ୧ ପରିବା ମାର୍କେଟ୍ ରେ ଅଗ୍ନିକାଣ୍ଡ। ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଟି ଗୋଦାମ ଘର ଜଳିଯାଇଛି। ନିଆଁ ଲାଗି ଗୋଦାମରେ ଥିବା ଲକ୍ଷାଧିକ…
Read More...

କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ…
Read More...

ଜାନୁଆରୀ ପହିଲାରୁ ଚାଷୀଙ୍କୁ ମିଳିବ ୨ ଲକ୍ଷର ବନ୍ଧକମୁକ୍ତ ଋଣ

ମୁମ୍ବଇ : ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ…
Read More...

ଭୁଶୁଡିଲା ଯାତ୍ରା ପାର୍ଟି ଏଣ୍ଟ୍ରି ଗେଟ୍, ଏକାଧିକ ଆହତ

ସାଲେପୁର: ଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ ଅଘଟଣ। ସାଲେପୁରରେ ଭୁଶୁଡିଲା ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ । ଏଥିରେ ୩୦ରୁ ଅଧିକ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି।  ରାଇସୁଙ୍ଗୁଡା ଶନି ପଡିଆରେ ଏଭଳି ଅଭାବନୀୟ…
Read More...

ଶନିବାର ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଆସନ୍ତା ୧୪ ଅର୍ଥାତ୍ ଶନିବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର…
Read More...

୫ ଡିଗ୍ରୀ ତାପମାତ୍ରାରେ ଥରୁଛି ଶିମିଳିପାଳ

ଶୁକୃଳି: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳରେ ପାଦ ଦେଶ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ…
Read More...

ଗର୍ଭବତୀ ମହିଳାଙ୍କୁ ହତ୍ୟା: ସ୍ଵାମୀ, ପୁଲିସ୍ କର୍ମଚାରୀଙ୍କ ସମେତ ତିନି ଅଟକ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ବୁଧବାର ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।…
Read More...

୫ ରାଶିଙ୍କର ପୂରଣ ହେବ ମନସ୍କାମନା, ମିଳିବ ଶୁଭ ଫଳ : ଶୁକ୍ରବାର ରାଶିଫଳ

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ସ୍ବାଭିମାନର ସହ କର୍ମପ୍ରବର ହେବେ। ସୁସ୍ଥ ରହିବେ। ବୃଷ: ଭାଷାକୁ ନମନୀୟ ଓ…
Read More...

ମହିଳାଙ୍କୁ ଗଳା କାଟି ହତ୍ୟା ! କାଠଯୋଡି ପଠାରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ପରମସଂହ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ…
Read More...

ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ଅଟକ

କଟକ : କ୍ରୀଡ଼ାବିତ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୂ୍ତି ତାଙ୍କ ବନ୍ଧୁ ମାନଙ୍କ ସହ କଟକରୁ ଭୁବନେଶ୍ୱର ଫେରୁଥିବାବେଳେ…
Read More...

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ୩ ଗୁରୁତର 

ପାଟଣା : କେନ୍ଦୁଝର ଜିଲ୍ଲା ୪୯ ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ଉଭୟ ଗାଡ଼ିରେ ଥିବା ୩ ଜଣ ଚାଳକ ଓ ସହାୟକ ଗୁରୁତର ଆହତ ହୋଇ ଗାଡ଼ି ଭିତରେ…
Read More...

ପୁଣି ଦିଲ୍ଲୀର ୪ଟି ସ୍କୁଲକୁ ବୋମା ଧମକ: ସପ୍ତାହେ ମଧ୍ୟରେ ମିଳିଲା ଦ୍ଵିତୀୟ ଥର

ନୂଆଦିଲ୍ଲୀ : ଦିଲ୍ଲୀର ୪ଟି ସ୍କୁଲକୁ ବୋମା ଧମକ। ସପ୍ତାହେ ମଧ୍ୟରେ ଏହା ଦ୍ଵିତୀୟଥର। ଆଜି ଇମେଲ ଜରିଆରେ ବୋମା ଧମକ ମିଳିବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ, ମୟୁର…
Read More...

ଆତ୍ମସମର୍ପଣ କଲେ ୧୧ ମାଓବାଦୀ

ମାଲକାନଗିରି : ଦିନକୁ ଦିନ ଲାଲ୍‌ ଗଡ ଭୁଶୁଡିବାରେ ଲାଗିଛି। ସଙ୍ଗଠନ ଛାଡୁଛନ୍ତି ମାଓବାଦୀ। ଛତିଶଗଡ ସୁକୁମା ଏସପିଙ୍କ ନିକଟରେ ୧୧ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି।  ତେବେ ଏହି ୧୧ ଜଣ ମାଓବାଦୀ ଗତ କିଛି ବର୍ଷ…
Read More...

ଆଜି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ : କୁମ୍ଭ ସହାୟକ ଚାଟବଟ୍ ହେବ ଲଞ୍ଚ୍‌

ନୂଆଦିଲ୍ଲୀ : ଆଜି ଉତ୍ତର ପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ଏଥିସହ ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ…
Read More...

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ସଂସଦରେ ବିତର୍କ

ନୂଆଦିଲ୍ଲୀ: ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ଲୋକସଭାରେ ହେବ ସ୍ଵତନ୍ତ୍ର ଡିବେଟ୍। ଆଜି ଓ ଶନିବାର ଲୋକସଭାରେ ବିଭିନ୍ନ ଦଳର ସାଂସଦ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କ ରେ ଭାଗନେଇ ନିଜର ମତ…
Read More...

ଗୁକେଶଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚମ୍ପିଆନ୍ ହୋଇଥିବା ଡି. ଗୁକେଶଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଦେଶକୁ ଗର୍ବିତ କରିଥିବା ଗୁକେଶଙ୍କୁ ଏକ୍ସ ଜରିଆରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଭିନନ୍ଦନ…
Read More...

ହସ୍ପିଟାଲରେ ଅଗ୍ନିକାଣ୍ଡ: ୬ ମୃତ, ଏକାଧିକ ଆହତ, ବଢିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ତାମିଲନାଡୁର ଏକ ଘରୋଇ ହସ୍ପିଟାଲରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସକାଳୁ ସକାଳୁ ଡିଣ୍ତିଗୁଲ ସ୍ଥିତ ଏକ ଘରୋଇ ଅର୍ଥୋପେଡିକ୍ ମେଡିକାଲରେ ନିଆଁ ଲାଗିଯାଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…
Read More...