୧୫-୨୦ ଦିନ ଭିତରେ ନୂଆ ଅବକାରୀ ନୀତି: ଅବକାରୀ ମନ୍ତ୍ରୀ

ଭୁବନେଶ୍ଵର: ୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…
Read More...

ପହିଲାରୁ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ପହିଲା ଓଡ଼ିଶା ଦିବସରୁ ନେଇ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ। ବିଭିନ୍ନ ବିଭାଗ ସହଯୋଗରେ ଏହି ସମାରୋହ ବ୍ଲକସ୍ତରରୁ ନେଇ…
Read More...

ଛତ୍ରପୁର ସହରରେ ଧୂମଧାମରେ ପାଳିତ ହେଲା ଇଦ୍

ଛତ୍ରପୁର : ଆଜି ପବିତ୍ର ଇଦ୍‌ ପର୍ବ। ଦୀର୍ଘ ୧ ମାସ ଧରି ରୋଜା ପାଳନ କରିବା ପରେ ମୁସଲମାନ ଭାଇଭଉଣୀମାନେ ବଡ ଧୂମଧାମ ସହକାରେ ଉଦ୍‌-ଉଲ୍ ଫିତର ପାଳନ କରୁଛନ୍ତି। ଏଥିପାଇଁ ସବୁ ମସଜିଦ ଗୁଡିକ ଚଳଚଞ୍ଚଳ ହୋଇଉଠିଛି। ଏହି…
Read More...

ସହିଦ ରାଜକିଶୋରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ: ଆଜି ପୈତୃକ ଗାଁରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ଵର: କେନ୍ଦୁଝର ମାଟିର ପୁଅ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ…
Read More...

ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହାଣିଲା ବଡ ଭାଇ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ଭରତପୁର ଅଞ୍ଚଳରେ ଥିବା ବନଦୁର୍ଗା ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ଜମିବାଡି ବିବାଦକୁ ନେଇ ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଛି ବଡ ଭାଇ। ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ୩ ଜଣ…
Read More...

ଆଇପିଏଲ୍ ମହାସମର: ଆଜି ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ଟକ୍କର

ମୁମ୍ବଇ : ଆଇପିଏଲ​‌ରେ ଆଜି  ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ୫ଥର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଛି। ଦଳ ବିଜୟ ଖାତା ଖୋଲିବା ଲକ୍ଷ୍ୟ ନେଇ…
Read More...

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ମେଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହେବାର ସୂଚନା ମିଳୁଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ। ବୃଷ: ଆଜି ଦିନଟି…
Read More...

ସେମିଳିଗୁଡ଼ାରୁ ରାଜା ଚକ୍ରଙ୍କ ୧୪ ଗାଡି ଜବତ!

କୋରାପୁଟ : ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲା ସେମିଳିଗୁଡ଼ାକୁ ଲମ୍ବିଥିବା ଚର୍ଚ୍ଚା…
Read More...

ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ: ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

ମାର୍କଣ୍ଡପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ରବିବାର ଅପରାହ୍ନରେ ପ୍ରାୟ ୧୫ ଜଣ ରୁଷୀୟ ପର୍ଯ୍ୟଟକ ଜୋର ଜବରଦସ୍ତ ଉତ୍ତର ଦ୍ୱାର ଦେଇ ଧସେଇ ପଶିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିରଜା…
Read More...

ଆଜି ମହାପ୍ରଭୁଙ୍କର ଖସାପଡା ଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫…
Read More...

ଏସଡିଆଇପିଆରଓ ପ୍ରଶ୍ନପତ୍ରରେ ତ୍ରୁଟି; ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ପଦର ଲିଖିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୯୪ ମାର୍କର ପ୍ରଶ୍ନ…
Read More...

ଆଜିଠୁ ରାଜ୍ୟରେ କମିବ ତାତି ! ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଜିଠୁ ରାଜ୍ୟରେ କମିବ ତାତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ସୂଚନା ମିଳିଛି। ରବିବାର ୮…
Read More...

ମନ୍‌ କି ବାତ୍‌ରେ ମୋଦୀଙ୍କ ଆହ୍ବାନ: ‘ବୟନ ବର୍ଜ୍ୟ’କୁ ପୁନଃ ବ୍ୟବହାରଯୋଗ୍ୟ କର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୦ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ…
Read More...

ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନାଗପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାରାଷ୍ଟ୍ରର ନାଗପୁର ଗସ୍ତରେ ଯାଇଥିବାବେଳେ ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମୋଦୀ ଆରଏସ୍‌ଏସ୍‌ ପ୍ରତିଷ୍ଠାତା କେଶବ ବଳିରାମ…
Read More...

ଦଣ୍ଡ ନାଚ ବେଳେ ଯୁବକଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ବ୍ରହ୍ମପୁର: ଦଣ୍ଡ ନାଚ ବେଳେ ଯୁବକଙ୍କୁ ହତ୍ୟା। ବ୍ରହ୍ମପୁର ବଡବଜାର ଥାନା ଜେନା ସାହିରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଦଣ୍ଡ ନାଚ ଚାଲିଥିବାବେଳେ କମିଟି ସଦସ୍ୟ ଜଗଦୀଶ ପାଣିଗ୍ରାହୀଙ୍କୁ ଛୁରୀ ଭୁସି ହତ୍ୟା…
Read More...

ମିଆଁମାର ଭୂମିକମ୍ପ: ୧୭୦୦ ଛୁଇଁଲା ମୃତ୍ୟୁସଂଖ୍ୟା

ୟାଙ୍ଗନ : ମ୍ୟାଁମାରରେ ଗତ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦ରେ ପହଞ୍ଚିଛି। ଧ୍ବଂସସ୍ତୂପ ତଳେ ଏବେ ମଧ୍ୟ ଶତାଧିକ ଲୋକ ପୋତି ହୋଇପଡିଥିବା କୁହାଯାଇଛି। ଭାରି ଯନ୍ତ୍ରପାତି ଅଭାବରୁ ଉଦ୍ଧାର…
Read More...

ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ: ୩ ଆହତ ଏସସିବିରେ ଭର୍ତ୍ତି, ହେଲ୍ପ ଲାଇନ୍‌ ନମ୍ବର ଜାରି

ଚୌଦ୍ଵାର: କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।…
Read More...

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ଆଜିଠୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭବନୀପାଟଣାରେ ଶୁଭାରମ୍ଭ ସହ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିଲାଗି ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା…
Read More...

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍‌

ପୋଲସରା: ପୋଲସରା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରପାଲିରେ ଅଘଟଣ। ଗୁଳିମାଡରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀରଙ୍କର ମୃତ୍ୟୁ ଘଟିଛି। ମୃତକ ଲକ୍ଷ୍ମୀ ନାରାୟଣ ପାଇକରାୟ ବୋଲି ଜଣାପଡିଛି। ସୂଚନା ଅନୁସାରେ…
Read More...

ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ସେମିଲପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ…
Read More...

ବ୍ରିଜ୍ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଟିଟଲାଗଡ : ବ୍ରିଜ୍ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଟିଟଲାଗଡ ଜିଲ୍ଲା ବଲାଙ୍ଗୀର-କଳାହାଣ୍ଡି ରାସ୍ତା ବେଲଗାଁ ରେ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍ ତଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।…
Read More...

ଓଡବ୍ଲ୍ୟୁଏସ୍‌ଏସ୍‌ବିର କୋଟିପତି ଅଧିକାରୀ ଦେବାଶିଷ ସାହୁ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି…
Read More...

କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପଦୋନ୍ନତି ପାଇପାରନ୍ତି।…
Read More...

ସୁବର୍ଣ୍ଣର ଚାହିଦା

କଟକ: ଇତିହାସକୁ ଯଦି ଅବଲୋକନ କରିବା ତେବେ ଆମକୁ ଖ୍ରୀଷ୍ଟ ପୂର୍ବ ୪୦୦୦ ବର୍ଷ ତଳକୁ ଯିବାକୁ ପଡ଼ିବ, ପ୍ରତ୍ନତାତ୍ତ୍ବିକ ପ୍ରମାଣ ଅନୁଯାୟୀ ପ୍ରାଚୀନ ମେସୋପଟାମିଆ ଯାହାକି ବର୍ତ୍ତମାନ ଇରାକ ରୂପେ ନାମିତ ହୋଇଅଛି…
Read More...

ସୁନିତାଙ୍କ ନିରାପଦ ଘର ବାହୁଡା

ଭୁବନେଶ୍ଵର: ସୁନିତା ୱିଲିୟମ୍ସ ଧରାପୃଷ୍ଠକୁ ଫେରି ଆସିଲେ। ବିଶ୍ବବାସୀ ଆଶ୍ବସ୍ତ ହେଲେ। ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା। ସୁନିତା ୱିଲିୟମ୍ସ ଜଣେ ଆମେରିକୀୟ ମହିଳା ମହାକାଶଚାରୀ। ତାଙ୍କ ବାପା ଭାରତୀୟ…
Read More...

ଆଜି ଦିଲ୍ଲୀ- ସନ୍‌ରାଇଜର୍ସ, ରାଜସ୍ଥାନ-ଚେନ୍ନଇ ଯୁଗଳ ଲଢ଼େଇ

ବିଶାଖାପାଟଣା/ଗୁଆହାଟୀ :  ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୮ର ଦୁଇଟି ମ୍ୟାଚ ଖେଳାଯିବ। ବିଶାଖାପାଟଣାରେ ଅପରାହ୍ଣ ୩ଟା୩୦ରେ ଦିଲ୍ଲୀ କ୍ୟାପିଟାଲ୍‌ସ -ସନରାଇଜର୍ସ ହାଇଦରାବାଦ୍‌କୁ ଓ ଗୁଆହାଟୀରେ ରାତି…
Read More...

ତିନି ଦିନ ବିଧାନସଭା ଛୁଟି

ଭୁବନେଶ୍ୱର : ଶନିବାର ଗୃହକାର୍ଯ୍ୟ ସରିବା ପରେ ବାଚସ୍ପତି ସୁରମା ପାଢୀ ଏପ୍ରିଲ ୨ ପୂର୍ବାହ୍ଣ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ମଝିରେ ତିନିଦିନ ଛୁଟି ପଡୁଥିବାରୁ ବିଧାନସଭାକୁ ଛୁଟି…
Read More...

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ‘ସମାଜ’ ଖବରଦାତା ଗୁରୁତର

ବଇଣ୍ଡା : ଆଜି ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୈନିକ ‘ସମାଜ’ର କିଶୋରନଗର ବ୍ଲକ ଖବରଦାତା ଗୌରଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କିଶୋନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା…
Read More...

ଦଣ୍ଡନାଚ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ: ୭ ଆୟୋଜକ ଗିରଫ

ବ୍ରହ୍ମପୁର : ବିନା ଅନୁମତିରେ ରାତିଅଧରେ ଦଣ୍ଡନାଚ ଆୟୋଜନ କରିବା ଏବଂ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ପୁଲିସ ୭ ଜଣ ଆୟୋଜକଙ୍କୁ ଗିରଫ କରିଛି। ସେମାନେ…
Read More...

ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା

ବରଗଡ : ବରଗଡରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏ ଜବରଦଖଲ ଉଚ୍ଛେଦ କରାଯାଉଛି। ପୌର ପ୍ରଶାସନ ପକ୍ଷରୁ  ଜବରଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି।…
Read More...

ବାଣୀବିହାର ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ତାପସ ରଞ୍ଜନ ନାୟକ। ସେ ଫିଲୋସଫି ବିଭାଗର…
Read More...

ଦିଲ୍ଲୀ ଉପକଣ୍ଠକୁ ସ୍ଥାନାନ୍ତର ହେବ ତିହାର ଜେଲ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି…
Read More...

ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ…
Read More...

ସୋମବାରଠୁ ୪ ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

ପୁରୀ: ସୋମବାରଠୁ ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ଲାଗି ପୀତି ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨ ତାରିଖରେ ମହାପ୍ରଭୁଙ୍କର ବନକଲାଗି…
Read More...

ବ୍ୟାଙ୍କକ୍‌ ରାସ୍ତାରେ ପ୍ରସୂତିଙ୍କ ଅସ୍ତ୍ରୋପଚାର, ଶିଶୁ ପୁତ୍ର ଜନ୍ମ

ବ୍ୟାଙ୍କକ୍‌ : ଥାଇଲାଣ୍ଡରେ ଭୂମିକମ୍ପର ପ୍ରଭାବ ପଡିଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଘରଦ୍ବାର ଛାଡି ରାସ୍ତାକୁ ଚାଲିଆସିଥିଲେ। ଡାକ୍ତରଖାନାଗୁଡିକ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତି ନଥିଲା। ଶୁକ୍ରବାର…
Read More...

କାଲିଠୁ କମିବ ତାତି !

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ କମିବ ତାତି। ଆଜି ଗ୍ରୀଷ୍ମ ସାଙ୍ଗକୁ ଉଷ୍ମ ଏବଂ ଆଦ୍ର ସ୍ଥିତି ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ୧୧ ଜିଲ୍ଲା ପାଇଁ ଚେତାବନୀ ଜାରି ହୋଇଛି। ସେସବୁ…
Read More...

୧୬୦୦ ଟପିଲା ମିଆଁମାର ଭୂକମ୍ପ ମୃତ୍ୟୁ ସଂଖ୍ୟା

ୟାଙ୍ଗନ/ବ୍ୟାଙ୍କକ୍‌ : ମ୍ୟାଁମାରରେ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୪୪ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା…
Read More...

୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ମୂଳପୋଛ: ଅମିତ୍ ଶାହା

ନୂଆଦିଲ୍ଲୀ: ଛତିଶଗଡ ଏନକାଉଣ୍ଟର ପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଦୀଙ୍କ ନେତୃତ୍ଵରେ ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦ…
Read More...

ଦୁଇ ବର୍ଷରେ ତୁଟିବ ଜଗନ୍ନାଥ ଜମି ବିବାଦ: ଆଇନ୍ ମନ୍ତ୍ରୀ

ଭୁବନେଶ୍ଵର: ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି। ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ।…
Read More...

“ସମାଜ” ପାଠକ ମଞ୍ଚ ପକ୍ଷରୁ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ପୁରୀ:  "ସମାଜ" ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ମାସିକ ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଓ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଛି । କଟକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର…
Read More...

୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର: ୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ଵର: କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ତାତି ଲେଉଟିଛି। ଦିନକୁ ଦିନ ତାତି ବଢିବାରେ ଲାଗିଛି। ଭୀଷ ଖରାରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଶୁକ୍ରବାର ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ…
Read More...

ପୁଲିସ୍‌-ମାଓବାଦୀ ଗୁଳି ବିନିମୟ, ମୃତାହତ ନେଇ ମିଳିନି ସୂଚନା

ବଲାଙ୍ଗୀର: ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କାଲି ରାତିରୁ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଲୁଚି…
Read More...

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର୍‌

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ…
Read More...

ଭିଆର୍‌ଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍‌ !

ଭୁବନେଶ୍ଵର: ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ ! ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ସୁଜାତା…
Read More...

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ମେଷ: ସମାଜସେବୀ ଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ମନରେ ଉପୁଜିଥିବା ଅହଂଭାବର ବିନାଶ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃଷ: ଆୟର ସ୍ବଳ୍ପତା…
Read More...

ବଡ ସଫଳତା: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୬ ନକ୍ସଲ

ନୂଆଦିଲ୍ଲୀ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି। …
Read More...

ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମସର୍ମପଣ କଲା ସ୍ଵାମୀ

ପୁରୀ: ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଅଘଟଣ। ସ୍ତ୍ରୀକୁ ମାରି ଆତ୍ମସର୍ମପଣ କଲା ସ୍ଵାମୀ। ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା !

ଗଞ୍ଜାମ : ପୋଲସରା ପୁରୁଷୋତ୍ତମପୁର ଥାନା ଶମା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ମୃତକ ସିକୁଳା ଗାଁର ସୁମନ୍ତ ମହାପାତ୍ର ବୋଲି…
Read More...

ଆଇପିଏଲ୍ ମହାସମର: ଆଜି ମୁମ୍ବଇ-ଗୁଜରାଟ ଟକ୍କର

ଅହମ୍ମଦାବାଦ୍‌ : ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ ର  ନବମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ…
Read More...

ଅତିଥି ଶିକ୍ଷକଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯାଉ

ଭୁବନେଶ୍ଵର: ଆପଣଙ୍କ ସ୍ବନାମଧନ୍ୟ ସମ୍ବାଦପତ୍ର ଜରିଆରେ ଓଡ଼ିଶା ରାଜ୍ୟ ଶିକ୍ଷା ବିଭାଗର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ ଅତିଥି ଶିକ୍ଷକମାନଙ୍କର ପାରିଶ୍ରମିକ ବାବଦରେ ରାଜ୍ୟ ସରକାର /ମୁଖ୍ୟମନ୍ତ୍ରୀ…
Read More...

କୃତ୍ରିମ ବୁଦ୍ଧିମତ୍ତା ଓ ଗଣତନ୍ତ୍ର

ଭୁବନେଶ୍ଵର:  ବିଜ୍ଞାନ ସହାୟତାରେ ମନୁଷ୍ୟ ଶିଳ୍ପର ବିକାଶ କରିଛି ଓ ମହାକାଶକୁ ବି ଯାଇଛି। ମନୁଷ୍ୟର ଏ ସଫଳତା ପଛରେ ରହିଛି ତା’ର ତଥ୍ୟ ହାସଲ କରିପାରିବାର ଶକ୍ତି। ପ୍ରକୃତିଦତ୍ତ ବୁଦ୍ଧି ଏ ଶକ୍ତିର ମୂଳ ଉତ୍ସ; କିନ୍ତୁ…
Read More...

ପୁଣି ଏକାଠି ନବୀନ-ପାଣ୍ଡିଆନ୍! ବିମାନବନ୍ଦରରୁ ଭିଡିଓ ପ୍ରଘଟ

ଭୁବନେଶ୍ବର : ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ…
Read More...

ଇଦ୍‌ରେ ବ୍ୟାଙ୍କ, ଆୟକର ଓ ବୀମା କାର୍ଯ୍ୟାଳୟ ଖୋଲା

ମୁମ୍ବଇ : ଇଦ୍-ଉଲ୍-ଫିତରରେ ସରକାରୀ ଛୁଟି ସତ୍ତ୍ୱେ ମାର୍ଚ୍ଚ ୩୧ରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଖୋଲା ରହିବ। ଆର୍ଥିକ କାର୍ଯ୍ୟରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ…
Read More...

ଆଜି ବ୍ୟୟମଞ୍ଜୁରୀ ବିଧେୟକ

ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। କିଛି ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ପରେ ପାରିତ କରାଯାଇ ଥିବାବେଳେ ଶୁକ୍ରବାର…
Read More...

ଯେତେବଡ଼ ଲୋକ ହେଲେ ବି ଛଡ଼ାଯିବନି: ଆଇନ ମନ୍ତ୍ରୀ

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଶିକ୍ଷାନୁଷ୍ଠାନକୁ ଦାୟୀ କରିବା ସହ ବିଭିନ୍ନ ସରକାରୀ ସଂସ୍ଥାକୁ ଏ ନେଇ କାର୍ଯ୍ୟାନୁଷ୍ଠାନ ରିପୋର୍ଟ…
Read More...

କେନ୍ଦ୍ର କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆଉ ୨ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ ବୋଲି ଜଣାପଡିଛି। ଫଳରେ ସେମାନଙ୍କର ମହଙ୍ଗା ଭତ୍ତା ୫୫ ପ୍ରତିଶତ ଛୁଇଁଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ…
Read More...

ମିଆଁମାର ଭୂମିକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା: ୧୫୦ରୁ ଅଧିକ ମୃତ୍ୟୁ, ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ : ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ଘଟିଛି ବଡ଼ ଧରଣର ଭୂମିକମ୍ପ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଯୋଗୁଁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୧୬୦ ଲୋକଙ୍କ…
Read More...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା: ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୁଲିସ୍ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଫରେଷ୍ଟର ଜଣକ ନରସିଂହ ଶତପଥୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ  ନରସିଂହ…
Read More...

ହୋମଗାର୍ଡ ପରୀକ୍ଷା ଦେବାକୁ ଆସି ପରୀକ୍ଷାର୍ଥୀ ମୃତ: ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଦେବଗଡ: ଦେବଗଡ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଶାରୀରିକ ପରୀକ୍ଷା ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ମୃତକ ବୁଡିଦୋ ଗାଁର ସାହେବ ଦେହୁରୀ ବୋଲି ଜଣାପଡିଛି। ଗତକାଲି ହୋମଗାର୍ଡ ପରୀକ୍ଷା ଚାଲିଥିବାବେଳେ ସାହେବ…
Read More...

ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ, ବହିରୁ ମିଳିଲା ସୁଇସାଇଡ୍ ନୋଟ୍

ବାରିପଦା : ଉଦଳା ଅନ୍ବେଷା ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା।  ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ। ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ପରିବାର ଲୋକ ମମଧ୍ୟ…
Read More...

ଟ୍ରାଏଲ ରନ୍‌ ପରେ ମିଳିଲା ସବୁଜ ସଙ୍କେତ: ବୌଦ୍ଧ -ପୁରୁଣା କଟକକୁ ଗଡିବ ରେଳ

ହରଭଙ୍ଗା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବୁଧବାର ବୌଦ୍ଧରୁ ପୁରୁଣା କଟକ ପର୍ଯ୍ୟନ୍ତ ନବନିର୍ମିତ ୨୭କିମି ଦୂରତା ସମ୍ପନ୍ନ ରେଳଧାରଣାର ଦୁଇଦିନିଆ (ସି.ଆର.ଏସ) କମିଶନର ଅଫ୍ ରେଳ ସେଫଟି କାର୍ଯ୍ୟ ସମାପନ ହୋଇଛି ।…
Read More...

ଭୁବନେଶ୍ବରରେ ପୁଲିସ୍ ଛାଉଣୀ: କଂଗ୍ରେସ ବିକ୍ଷୋଭ ପାଇଁ ଜଗିଛନ୍ତି ୮୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି  ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ସବୁ ଗୁରୁତ୍ଵପୂର୍ଣ୍ଣ ଛକ…
Read More...

ଅଜଣା ଗାଡି ଧକ୍କାରେ ଦମ୍ପତି ଗୁରୁତର ଘଟଣା: ହଟିଲା ରାସ୍ତା ଅବରୋଧ

କାମାକ୍ଷାନଗର:କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥ ଆଳତୁମାଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେଇଛି। ଦୁର୍ଘଟଣା ବାଇକ୍ ଆରୋହୀ ଦମ୍ପତି ଗୁରୁତର…
Read More...

ପ୍ରାକୃତିକ ସମ୍ପଦର ଚୋରାଚାଲାଣ ରୋକିବା ଜରୁରୀ

ଭୁବନେଶ୍ଵର: ବନ୍ୟପ୍ରାଣୀ, ଉଦ୍ଭିଦ ଓ ଖଣିଜ ସମ୍ପଦର ହରିଲୁଟ ଏବଂ ଚୋରାଚାଲାଣ ବିଷୟରେ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏହାକୁ ରୋକିବାକୁ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। କୋଟି କୋଟି…
Read More...

ଓଡିଶାର ସ୍ମୃତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଈଶ୍ବରଙ୍କ ସୃଷ୍ଟିରେ ସମସ୍ତ ଜୀବଙ୍କ ମଧ୍ୟରେ ମନୁଷ୍ୟ ହିଁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଇଛି। ପ୍ରତ୍ୟେକ ମନୁଷ୍ୟ ନିଜ ଜନ୍ମର ସାର୍ଥକତା ପ୍ରତିପାଦନ କରିବା ପାଇଁ ଏ ଧରାପୃଷ୍ଠରେ ନିଜ କର୍ମ…
Read More...

ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର : ଦୁର୍ନୀତି ହେଉଛି ସମାଜ ପାଇଁ ଏକ କର୍କଟ ରୋଗ। ଏହା ଏକ ପ୍ରକାରେ ଉଇ ପରି। ଘର ମୂଳଦୁଆକୁ ଖାଇ ଖାଇ ଫମ୍ପା କରିଦିଏ। ଓଡିଶା ପରି ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏହି କର୍କଟ ସମୂଳେ…
Read More...

ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ଦନ୍ତାର ମୃତ୍ୟୁ

ବାଙ୍କୀ/ବୈଦ୍ୟେଶ୍ବର : ଡମପଡ଼ା ଚନ୍ଦକା ଅଭୟାରଣ୍ୟ ଅନ୍ତର୍ଗତ ତାଳବସ୍ତ ଫରେଷ୍ଟ ସେକ୍‌‌ସନ୍‌‌ ଅଧୀନ ଅଭୟାରଣ୍ୟ ନିକଟସ୍ଥ ତାଳବସ୍ତ ପଞ୍ଚାୟତ ମୁଣ୍ଡା ସାହି ନିକଟ କାଜୁ ବଣରେ ଆହତ ଅବସ୍ଥାରେ ଏକ ଦନ୍ତାହାତୀ ସକାଳେ ଚଲା…
Read More...

ଏପ୍ରିଲରୁ ପିଲା ଖାଇବେ ମାଣ୍ଡିଆ ଲଡୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଲଡ଼ୁ ଦିଆଯିବ। ଆସନ୍ତା ଏପ୍ରିଲ ୧ରୁ ସପ୍ତାହକୁ ୩ଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବ। ପ୍ରତି ସୋମବାର, ମଙ୍ଗଳବାର ଏବଂ…
Read More...

ଶୁଆକୁ ଫାଶୀ ଦେଇ ରିଲ୍ସ ତିଆରି, ୩ ଅଟକ

ନାକଟିଦେଉଳ /ଆଠମଲ୍ଲିକ : ଶୁଆକୁ ଫାଶୀ ଦେଇ ରିଲ୍ସ କରିବା ମହଙ୍ଗା ପଡିଛି। ଏହି ଘଟଣାରେ ବନ ବିଭାଗ ୩ଜଣଙ୍କୁ ଅଟକ ରଖିଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରି ଗ୍ରାମର ଭଗନା ପେନ୍ଥେଇ ନାମରେ ଜଣେ ଯୁବକ ଏକ ଶୁଆକୁ…
Read More...

ମହଙ୍ଗା ହେବ କର୍କଟ, ମଧୁମେହ ଔଷଧ

ନୂଆଦିଲ୍ଲୀ: କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍ ସହିତ ସରକାରୀ ନିୟନ୍ତ୍ରଣରେ ଥିବା ଅନ୍ୟ ଔଷଧ ଦର ବୃଦ୍ଧି ହେବାକୁ ଯାଉଛି। ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ସରକାରୀ…
Read More...

ଆଜି ଏହି ରାଶିର ଲୋକେ ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ: ଗୁରୁବାର ରାଶିଫଳ

ମେଷ : ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ। ବୃଷ:…
Read More...

ଆଇପିଏଲ୍‌ ମହାସମର: ଆଜି ଲକ୍ଷ୍ନୌ-ସନରାଇଜର୍ସ ମୁକାବିଲା

ହାଇଦ୍ରାବାଦ : ଆଇପିଏଲ୍‌ରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ…
Read More...

ବନ୍ଦ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଟାଉନ୍ ଥାନା କେନ୍ଦୁପଦର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କେନ୍ଦୁପଦର ଗାଁର…
Read More...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ , ଦୁଇ ଗୁରୁତର

ରାୟଗଡା: ଘାଟିରେ ବସ୍‌ ଓଲଟି ଦୁଇ ଗୁରୁତର, ୨୩ ଆହତ। ରାୟଗଡା ଜିଲ୍ଲା ମୁକୁନ୍ଦପୁର ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଘାଟିରେ ଏକ ବସ୍‌ ଓଲଟି ପଡିଛି। ଯାତ୍ରୀବାହୀ ବସ୍‌ ଟି…
Read More...

ଆଜି କଂଗ୍ରେସର ବିଧାନସଭା ଘେରାଉ: ରାଜଧାନୀ ପୁଲିସ ଛାଉଣୀ

ଭୁବନେଶ୍ବର : ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ତିକ୍ତତା ବଢିଚାଲିଛି। ବିଶୃଙ୍ଖଳିତ ଆଚରଣ ପାଇଁ ମଙ୍ଗଳବାର ବାଚସ୍ପତି ସୁରମା ପାଢୀ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ୭ଦିନ ପାଇଁ ନିଲମ୍ବିତ କରିଥିବାବେଳେ ବୁଧବାର…
Read More...

ଧକ୍କା ଦେଲା ବସ୍‌, ଘଟଣାସ୍ଥଳରେ ଦୁଇ ମୃତ

ପୁରୀ: ପୁରୀ ଜିଲ୍ଲା ଗୁଡିଆ ପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ। ଆଜି ସକାଳେ ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।…
Read More...

ବିଧାନସଭା ଉପରେ ନାହିଁ ବାଚସ୍ପତିଙ୍କ ନିୟନ୍ତ୍ରଣ : ନରସିଂହ ମିଶ୍ର

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ  ସସ୍‌ପେଣ୍ଡ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ପକ୍ଷରୁ…
Read More...

ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ମାଲପୁରା ଗାଁ ନିକଟରେ ଥିବା ରେଳଧାରଣରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମାଲପୁରା ଗାଁର ବାପି…
Read More...

ଗୃହର ଗରିମା ସର୍ବାଗ୍ରେ

ଭୁବନେଶ୍ଵର: ଏକ ଅଭୂତପୂର୍ବ ଘଟଣାକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ମଙ୍ଗଳବାର ସାତଦିନ ପାଇଁ ଗୃହରୁ ନିଲମ୍ବିତ…
Read More...

ବିବାହ ସ୍ଵର୍ଗରେ ସ୍ଥିର ହୁଏ ନାହିଁ

ଭୁବନେଶ୍ଵର: ପ୍ରଥମେ ଆସନ୍ତୁ କେତେକ ପୁରୁଣା ଅଳିଆ ମନରୁ ସଫା କରିଦେବା। ବାହାଘର ଏକ ଅଲୌକିକ ଘଟଣା ନୁହେଁ। ଏହା ସ୍ବର୍ଗରେ ସ୍ଥିର ହୁଏ ନାହିଁ, ଏଇଠି ଦୃଶ୍ୟ ଜଗତରେ ମଣିଷଙ୍କ ଭିତରେ ମଣିଷଙ୍କ ଦ୍ବାରା ସଂଘଟିତ ହୁଏ;…
Read More...

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ

କଟକ: ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ । ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ହରିବାବୁ  କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ରାୟଗଡ଼ା : ରାୟଗଡ଼ା ସହର ରୟତ କଲୋନୀରେ ପ୍ରେମୀଯୁଗଳ ବିଷପିଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ରାୟଗଡ଼ା ରୟତ କଲୋନୀ ୭ମ ଲାଇନର ବିବାହିତ ପୁରୁଷ କେ. ସୂର୍ଯ୍ୟ ନାରାୟଣଙ୍କ ପୁଅ କେ.ରମେଶ  ଓ ସ୍ଥାନୀୟ ଅଞ୍ଚଳ ନିକଟରେ…
Read More...

ସରକାରଙ୍କ ପ୍ରତିଶ୍ରୁତି ପରେ ସିପାହୀ, କନଷ୍ଟେବଳ ଆଶ୍ଵସ୍ତ: ୩ବର୍ଷ କୋହଳ ହେବ ବୟସସୀମା

କଟକ : ସିପାହି, କନଷ୍ଟେବଳ ପଦରେ ନିଯୁକ୍ତି ନିମନ୍ତେ ବହୁ ଆଶାୟୀଙ୍କୁ ମିଳିଛି ଆଶ୍ବସ୍ତିି। ୩ବର୍ଷ ପର୍ଯ୍ୟନ୍ତ ସିପାହୀ, କନଷ୍ଟେବଳଙ୍କ ବୟସ ସୀମାରେ କୋହଳ କରାଯିବ ବୋଲି ରାଜ୍ୟ ସରକାର ମଙ୍ଗଳବାର ହାଇକୋର୍ଟଙ୍କୁ ଅବଗତ…
Read More...

ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣା: ଅଭିଯୁକ୍ତ ମାଆ ପୁଅଙ୍କୁ ନେଇ ସିନ୍ ରିକ୍ରିଏସନ୍‌

ଖଣ୍ଡପଡା: ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ମାଆ ପୁଅଙ୍କୁ  ଫତେଗଡ ଧାନଚେଙ୍ଗଡା ଗାଁରେ ଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ। ୨ୟ ବିବାହ କରିବା ନିଶାରେ ବାପା…
Read More...

ନବଜାତ ଶିଶୁ କନ୍ୟାର ମୃତଦେହକୁ ଝୁଣି ଖାଇଲେ କୁକୁର

ସୁନ୍ଦରଗଡ: ଆଜି ବି ଅଲୋଡା ଶିଶୁ କନ୍ୟା । ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଥିବ ପାର୍କ ନିକଟରେ ଅଭାବନୀୟ ଘଟଣା ଘଟିଛି। କେହି ଜଣେ ନବଜାତ ଶିଶୁକନ୍ୟା ର ମୃତଦେହ ଅଳିଆ ଗଦା ରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲା…
Read More...

ଆଜି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ହରିଶ ଟଣ୍ଡନ

କଟକ: ଶ୍ରୀକ୍ଷେତ୍ରରେ ମଙ୍ଗଳବାର ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ବିଚାରପତି ହରିଶ ଟଣ୍ଡନ। ଆଜି ଜଷ୍ଟିସ୍‌ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା…
Read More...

ଭିସୁଟ୍‌ ସ‌ହଯୋଗୀ ପ୍ରଫେସର ନିଲମ୍ବିତ

ବୁର୍ଲା : ବୁର୍ଲା ସ୍ଥିତ ଭିସୁଟ୍‌​‌ରେ ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦୀପକ କୁମାର ସାହୁ କାର୍ଯ୍ୟରେ ଅବହେଳା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସେ…
Read More...

ନଦୀକୁ ଡେଇଁଥିବା ଗଞ୍ଜେଇ ମାଫିଆର ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏସ୍‌ଟିଏଫ୍ ସହ ମୁହାଁମୁହିଁ ଘଟଣାରେ ଗଞ୍ଜେଇ ମାଫିଆର ମୃତ୍ୟୁ ଘଟିଛି। ଗତକାଲି ଖାରି ବ୍ରିଜରୁ ନଦୀକୁ ଡେଇଁ ଗଞ୍ଜେଇ ମାଫିଆ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି…
Read More...

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ-କଲକାତା ଟକ୍କର

ଗୁଆହାଟୀ: ଆସାମ କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମ ଗୌହାଟୀରେ ଆଜି ଆଇପିଏଲ-୧୮ର ଷଷ୍ଠ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ…
Read More...

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ମେଷ: କର୍ମଚଞ୍ଚଳ ରହିବେ। ଲୋକପୂଜ୍ୟ ହୋଇପାରନ୍ତି। ଧନଶାଳୀ ହେବେ। ଲୋଭାଗ୍ରସ୍ତ ହୋଇପାରନ୍ତି। କୃପଣ ସ୍ବଭାବସମ୍ପନ୍ନ ହେବେ। ଶତ୍ରୁଘାତୀ ହେବେ। ବହୁ ଲୋକଙ୍କୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ କରିବେ। ବୃଷ: ଦେବ…
Read More...

ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭୁବନେଶ୍ଵର: କାମାକ୍ଷାନଗର ରେକୁଳା ଗାଁରେ ଦୁର୍ଘଟଣାରେ ୩ ମୃତ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…
Read More...

ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ମୃତ୍ୟୁ, ଢେଙ୍କାନାଳରେ ସର୍ବାଧିକ

ଭୁବନେଶ୍ଵର: ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି ବିଧାନସଭା ଅଧିବେଶନରେ ଏ ନେଇ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ। ସେ କହିଛନ୍ତି ଗତ ୫ ବର୍ଷରେ…
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ସଦର ଥାନା ଡୁମେରଝରନ୍ ଗାଁ ନିକଟ ଜଙ୍ଗରେ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ବର୍ତ୍ତମାନ ପର୍ଯ୍ୟନ୍ତ ମୃତ…
Read More...

ରାଜାଙ୍କ ଘରେ ପୁଣି ଇଓଡବ୍ଲୁ ଚଢାଉ

ଭୁବନେଶ୍ଵର: ବିଜେଡି ନେତା ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ରଙ୍କ କେନ୍ଦୁଝର ଘରେ ପୁଣି ଥରେ ଇଓଡବ୍ଲୁ ର ରେଡ୍। ବହୁ ଚର୍ଚ୍ଚିତ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିଂ ଟଙ୍କା ହେରଫେର ମାମଲାରେ ପୁଣି ଇଓଡବ୍ଲୁ ପକ୍ଷରୁ…
Read More...

ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ

ଫୁଲବାଣୀ: ୧୨ ଘଣ୍ଟିଆ ଟିକାବାଲି ବନ୍ଦ। ଟିକାବାଲି ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମାସ ୨୭ ତାରିଖରେ ଟିକାବାଲି ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ। ଦୁଇ ଦିନ ତଳେ…
Read More...

ଏନ୍‌କାଉଣ୍ଟର : ୩ ମାଓବାଦୀ ନିହତ

ନୂଆଦିଲ୍ଲୀ:  ଛତିଶଗଡରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦନ୍ତେଓ୍ବାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ଏନକାଉଣ୍ଟର ହୋଇଛି।…
Read More...

ବଢ଼ିବନି ବିଜୁଳି ଦର

ଭୁବନେଶ୍ବର : ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଚଳିତବର୍ଷ କୌଣସି ବିଦ୍ୟୁତ୍ ଦେୟ ବୃଦ୍ଧି ପାଇବ ନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ଏଥିନେଇ ସୋମବାର ଓଡ଼ିଶା…
Read More...

ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ: ମଙ୍ଗଳବାର ରାଶିଫଳ

ମେଷ: ଚାକିରି କ୍ଷେତ୍ରରେ ସ୍ବାର୍ଥନ୍ବେସୀ ନ ହୋଇ ଜନକଲ୍ୟାଣରେ ନିଜକୁ ନିୟୋଜିତ କରିପାରନ୍ତି। ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ। ଶତ୍ରୁତାର ଅବସାନ ଘଟିବ। ଋଣ ମୁକ୍ତ ହେବେ। ସତ୍ୟବାଦୀ ହେବେ। ବୃଷ: ଅର୍ଥର…
Read More...

ପିଚୁ ଗାଡି-ହାଇଓ୍ବା ଧକ୍କା, ୩ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପିଚୁ ଗାଡି ସହ ହାଇଓ୍ବା ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର…
Read More...

ହତ୍ୟା କରି ନଦୀକୁ ଫିଙ୍ଗିଦେଲେ !

ପିପିଲି: ପିପିଲି ନିମାପଡା ମୁଖ୍ୟ ରାସ୍ତା ଭାର୍ଗବୀ ବ୍ରିଜ୍ ତଳେ ଅଭାବନୀୟ ଘଟଣା ଘଟିଛି। ଭାର୍ଗବୀ ନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ ଯୁବକ ଜଣଙ୍କୁ ହତ୍ୟା କରିବା…
Read More...