www.samajalive.in
Friday, December 12, 2025
27.1 C
Bhubaneswar

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ ବୋମା ଧମକ ମିଳିଛି। କେହି ସନ୍ଦିଗ୍ଧ କଲ୍ / ମେସେଜ୍ ମାଧ୍ୟମରେ ବୋମା ଧମକ ଦେଇଥିବା ଜଣାପଡିଛି। ଏହାପରେ ପ୍ରଶାସନ ଏବଂ ପୁଲିସ ବାହିନୀ ତତ୍ପରତା ଦେଖାଇଛି। ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ତୁରନ୍ତ ପୁଲିସକୁ ଜଣାଇଥିଲେ। ଯାହାପରେ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରାଯାଇଥିଲା।

ସୂଚନା ପାଇବା ମାତ୍ରେ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍କୁଲ କ୍ୟାମ୍ପସକୁ ଖାଲି କରିଛନ୍ତି। ଏବଂ ପିଲାମାନଙ୍କୁ ଘରକୁ ପଠାଇଦିଆଗଲା। ଏହି ଘଟଣା ଅଭିଭାବକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି , ତେଣୁ ଭୟଭୀତ ନହେବାକୁ ପୁଲିସ ଅଭିଭାବକ ମାନଙ୍କୁ ଅନୁରୋଧ କରିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

Related Articles

Popular Categories