Browsing Tag

odia news

ଏସସିବିର ଏମ୍ସପ୍ଲସ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦୋସ

ସମାଜ ଡିଜିଟାଲ ଡେସ୍କ: କଟକ ଏସସିବି ମେଡିକାଲର ନବନିର୍ମାଣ ବା ଏମ୍ସପ୍ଲସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ। ଆସନ୍ତାବର୍ଷ ଡିସେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ…
Read More...

ଲଣ୍ଡନରେ ହେବ ବାଲିଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନରେ ହେବ ବାଲିଯାତ୍ରା। ନଭେମ୍ବର ୩୦ରେ ପ୍ରଥମ ଥର ପାଇଁ ୟୁକେରେ ବାଲିଯାତ୍ରା ଆୟୋଜନ କରିବାକୁ ଯାଉଛି ୟୁକେ ଓଡ଼ିଶା ସମାଜ(ଓଏସୟୁକେ)। ଲଣ୍ଡନର ବେକ୍ସଲିସ୍ଥିତ ଟାଉନଲି ଗ୍ରାମାର ସ୍କୁଲରେ…
Read More...

ଡେରାବିଶ ସିଡିପିଓଙ୍କୁ ଅପସାରଣ

ଡେରାବିଶ: ଡେରାବିଶ ସିଡିପିଓ ମହିଳା ଓ ଶିଶୁ ବିକାଶ ବିଭାଗ ଅଫିସରେ ମହିଳା କିରାଣୀଙ୍କୁ ନିର୍ଯ୍ୟାତନା ଘଟଣା। ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ଏହି ଘଟଣାରେ…
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟିର ଏସସିବି ମେଡିକାଲ ପରିଦର୍ଶନ

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ଷ୍ଟାଣ୍ଡିଂ କମିଟି ବୁଧବାର କଟକ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ୧୨ ଜଣିଆ ବିଧାୟକ କମିଟି ଏସସିବି ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।…
Read More...

ଗର୍ଭବତୀଙ୍କୁ ସିଡିପିଓଙ୍କ ନିର୍ଯାତନା ଘଟଣା: ତଦନ୍ତ ନିର୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଡେରାବିଶ: ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣିଙ୍କୁ ସିଡିପିଓ ଡାକ୍ତରଖାନା ନଛାଡିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପରିକି ସେ କେନ୍ଦ୍ରାପଡା…
Read More...

ଅଫିସର ବାଣ୍ଟୁଥିଲେ ଟିକେଟ୍, ନବୀନ ବାବୁ ନିଜେ ବାଣ୍ଟିଥିଲେ, ବିଜେଡି ପୁଣି ସରକାର କରିଥାନ୍ତା : ସୁନନ୍ଦା

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।…
Read More...

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ନିଷ୍ପତି ସ୍ଥଗିତ

ଭୁବନେଶ୍ଵର : ସ୍ଥଗିତ ରହିଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି।  ଆସନ୍ତା ନଭେମ୍ବର୧ ତାରିଖ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି ,…
Read More...

ଡ଼ିସେମ୍ବର ୧୫ରୁ ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟ୍‌

କୋଣାର୍କ : ଆସନ୍ତା ଡ଼ିସେମ୍ବର ୧୫ରୁ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଆରମ୍ଭ ହେବ। ଏହା ୩ ମାସ ଧରି ଚାଲିବ। ପର୍ଯ୍ୟଟନ ବିଭାଗ ସୂଚନା ଅନୁଯାୟୀ, ବେଳାଭୂମିରେ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର…
Read More...

ବିଦ୍ୟାଳୟ ମିଶ୍ରଣ ମାମଲା: ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କାଏମ

କଟକ: ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌‌ ପିଲା ପାଠ ପଢୁଥିବେ ଉକ୍ତ ବିଦ୍ୟାଳୟକୁ ବନ୍ଦକରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ କାଏମ୍‌‌ ରଖିଛନ୍ତି। ସ୍କୁଲ୍‌‌…
Read More...

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର: ସଂସ୍ପର୍ଶରେ ଆସି ଜଣେ ମୃତ, 2 ଆହତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲୋଇ ଗାଁରେ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଦୁଇ ଗୁରୁତର। ସୂଚନା ମୂତାବକ ମଙ୍ଗଳବାର କିଛି…
Read More...