Breaking News
ସୋର : ସିରିଜ୍ ଦୁର୍ଘଟଣା, ୩ଟି ବାଇକକୁ ପିଟିଲା କାର୍ , ୪ ଗୁରୁତର//ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ପରିବାର ସହ ତୁଟାଇଲେ ସଂପର୍କ//ସୋସିଆଲ ମିଡିଆରେ ବିଜେଡିକୁ ପୁଣି ପରୋକ୍ଷ ନିଶାନା କଲେ ଶ୍ରୀମୟୀ : କହିଲେ ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଳବର ବହ୍ନି//ଭୁବନେଶ୍ଵର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ଦୁଇ ସଦସ୍ୟ ଗିରଫ, ବଡ ଲୁଟ୍ ପାଇଁ ଯୋଜନା ବେଳେ କାବୁ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍//ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ, ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ//ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ଜୟ ଢୋଲକିଆ, ପରିବାର ସହ ଶ୍ରୀମନ୍ଦିରରେ ଗଲେ ନବ ନିର୍ବାଚିତ ବିଧାୟକ//ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜୟ ଢୋଲକିଆ , ନୂଆପଡାର ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ//ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଜି ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍//ଜାମ୍ମୁ-କଶ୍ମୀର ନୌଗାଓଁ ଥାନାରେ ବଡ ବିସ୍ଫୋରଣରେ ୯ମୃତ, ୩୦ ଆହତ, ବିସ୍ଫୋରଣରେ ଉଡିଗଲା ଥାନା, ବହୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ସୂଚନା, ବଡ ବଡ ଆତଙ୍କୀ ନେଟୱାର୍କର ପର୍ଦ୍ଦାଫାସ କରିଥିଲା ନୌଗାଓଁ ପୁଲିସ, ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାଓଁ ଥାନାରେ ରଖାଯାଇଥିଲା , କେମିତି ହେଲା ବିସ୍ପୋରଣ, ଚାଲିଛି ତଦନ୍ତ// ଭୁବନେଶ୍ବର ଏମ୍ସର ICUରେ ଭର୍ତ୍ତି ହେଲେ ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର//






