www.samajalive.in
Saturday, December 6, 2025
14.1 C
Bhubaneswar

ଛତ୍ର ବଜାରରେ ଚଢାଉ: ମନ୍ତ୍ରୀ କହିଲେ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ

କଟକ: ଅତି ଭୟଙ୍କର ଭାବେ ଆସୁଛି ବାତ୍ୟା ଦାନା। ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ବି ପୁରା ସଜାଗ ରହିଛି। ସେପଟେ ବାତ୍ୟା ଦାନାର ପ୍ରଭାବ ପନିପରିବା ଦର ଉପରେ ପଡିଛି। ଆକାଶ ଛୁଆଁ ରହିଛି ପନିପରିବା ଦର। ସୋମବାର ଆଳୁ ୫୦ ଟଙ୍କା ଛୁଇଁଥିବାବେଳେ ପିଆଜ ୮୦ ଟଙ୍କାରେ ବିକ୍ରି ହେଉଛି। ଏସବୁ ମଧ୍ୟରେ କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଛତ୍ରବଜାରର ବିଭିନ୍ନ ଗୋଦାମରେ ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଯାଞ୍ଚ କରାଯାଇଛି। ଏବଂ ଅସାଧୁ ବ୍ୟବସାୟୀଙ୍କୁ କଡା ତାଗିଦ କରାଯାଇଛି। କେହି ବ୍ୟବସାୟୀ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଏବଂ ଅନାବଶ୍ୟକ ଜିନିଷ ମହଜୁଦ ନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories