କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ ଭାବନା କୁଠାରଘାତ ନେଇ ହୋଇଥିଲା ମାମଲା । ଆସନ୍ତା ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କଟକ ସ୍ୱତନ୍ତ୍ର ଏସ୍ ସି ଏସ୍ ଟି କୋର୍ଟରେ ଚାର୍ଜଫ୍ରେମ ହୋଇଛି ଦାଖଲ । ପ୍ରକାଶ ଯୋଗ୍ୟ ଯେ ,କ୍ରାଇମବ୍ରାଞ୍ଚର ମୂଳ ମାମଲାରେ ଚାର୍ଜଫ୍ରେମ ହୋଇଥିଲା ଦାଖଲ ।
Popular Categories



