ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ ବସ ପାଇଁ ଯାଇଛି ଜଣେ ବାଇକ ଆରୋହୀଙ୍କ ଜୀବନ । ଦୁର୍ଘଟଣାରେ ଭୋଇ ନଗରର ସୁଦର୍ଶନ ସାହୁଙ୍କ ମୃତ୍ୟୁ ହୋଇଛି । ଆମ ବସ ଧକ୍କାରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ବାଣୀବିହାର ଓଭର ବ୍ରିଜରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।
Popular Categories



