www.samajalive.in
Friday, December 5, 2025
17.1 C
Bhubaneswar

ପୁରୀ

ନିଶା ବେପାରୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର: ମାଟିରେ ମିଶିଲା ୪ ଘର

ପୁରୀ: ପୁରୀ ଜିଲାରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ଢାଞ୍ଚାରେ ନିଶାବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ତତ୍ତ୍ବାବଧାନରେ ‘ଅପରେସନ ଚକ୍ର’ ଅଭିଯାନରେ ସଦର ଥାନା...

ସଡକ ଦୁର୍ଘଟଣାରେ ଯୁବକ ମୃତ – ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତଲୋକେ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ବୁଧବାର ସଂନ୍ଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ୨୪ବର୍ଷୀୟ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିଷ୍ଣୁପ୍ରସାଦ ବରାଳ...

ଆଜି ବନକ ଲାଗି ନୀତି: ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ବୁଧବାର ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା...

କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ସମାଜଲାଇଭ ଡେସ୍କ: ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ...

ପିପିଲିରେ ବ୍ଲକସ୍ତରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ

ପିପିଲି : ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ଅନ୍ତର୍ଗତ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ପିପିଲି ମଣ୍ଡଳ ସ୍ତରୀୟ ସ୍ଥାନୀୟ ପିପିଲି ନୋଡାଲ ହାଇସ୍କୁଲ...

ଶୁଭଙ୍କରଙ୍କ ବିରୁଦ୍ଧରେ ଏତଲା

ସମାଜ ଲାଇଭ ଡ଼େସ୍କ : ବଢିଲା ଶୁଭଙ୍କର ମିଶ୍ରଙ୍କ ବିବାଦ । ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ଏତଲା । ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ...

ବ୍ୟଞ୍ଜନ ବିଭବ…

ଶ୍ରୀମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହୃତ କାଠ, କୁଡୁଆ, ପରିବା, ମସଲା, ଡାଲି ଓ ଚାଉଳ ଆଦି ଆସୁଥିବା ବିଭାଗୀୟ ଯାନବାହନ, ବିଭିନ୍ନ ସ୍ଥାନରୁ ବରାଦୀ ମହାପ୍ରସାଦ...

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନିମାପଡ଼ା ଏନଏସି ଅମିନ, ୧୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ସମାଜଲାଇଭ ଡେସ୍କ: କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି...