ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଘସିରେ ଶବଦାହ

ସମାଜ ଡିଜିଟାଲ ଡେସ୍କ: ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସେ…
Read More...

ଓଡ଼ିଶାକୁ ଆସୁଛନ୍ତି ଆଉ ୫ବାଘୁଣୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ। ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ…
Read More...

ମେଟ୍ରୋ ଟନେଲ କାମ ବେଳେ ଅଘଟଣ; ଦୁଇ ଓଡ଼ିଆ ଶ୍ରମିକ ମୃତ, ୬ଆହତ

ପାଟନା: ବିହାର ପାଟନାରେ ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଏହି ଘଟଣାକୁ…
Read More...

ହ୍ୱାଇଟ୍‌‌ ହାଉସରେ ଦୀପାବଳି ପାଳନ; ବାଇଡେନ କହିଲେ ‘ଏହା ମୋର ନୁହେଁ ଆପଣଙ୍କ ଘର’

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ…
Read More...

ଦୀପାବଳିରେ ଅଯୋଧ୍ୟାରେ ଜଳିବ ୨୮ଲକ୍ଷ ଦୀପ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ କରି ଦୀପାବଳି ଉତ୍ସବ ପାଳନ କରାଯିବ। ଏଥିପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଦୀପାବଳି ପାଇଁ ସରଜୁ ନଦୀ କୂଳରେ…
Read More...

୨୦୨୫ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ : ଆସନ୍ତା ବର୍ଷରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ କରାଯିବ ଓ ୨୦୨୬ରେ ଏହି କାର୍ଯ୍ୟ ଶେଷ ହେବ। ଜନଗଣନା କାର୍ଯ୍ୟ ଶେଷ ପରେ କେନ୍ଦ୍ର ସରକାର ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ…
Read More...

ଇସ୍ରାଏଲ ବିରୋଧରେ ଜାତିସଂଘରେ ଫେରାଦ ହେଲା ଇରାକ

ବାଗଦାଦ: ଇସ୍ରାଏଲ ବିରୋଧରେ ଜାତିସଂଘରେ ଅଭିଯୋଗ ଉଠାଇଛି ଇରାକ। ଶୁକ୍ରବାର ବିଲମ୍ବିତ ରାତିରେ ଇରାନ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲା। ଏହି ବିମାନ ଆକ୍ରମଣ ପାଇଁ ଇରାକର ବାୟୁସୀମାକୁ ଇସ୍ରାଏଲ ବ୍ୟବହାର…
Read More...

ଅଭିଷେକଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ନିମ୍ରତ; ଐଶ୍ୱର୍ଯ୍ୟାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା . . .

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ନେଇ ବଲିଉଡରେ ଚର୍ଚ୍ଚା ବେଶ ଜୋର ଧରିଛି। ଅଭିଷେକଙ୍କ ନାମ ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଯୋଡି ହେବା ପରଠାରୁ ଖପ୍ପା ହୋଇଛନ୍ତି ପତ୍ନୀ…
Read More...

ଅନ୍ତେବାସୀଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ: ବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁନାହାଁନ୍ତି ପ୍ରଧାନ ଶିକ୍ଷକ

ଫୁଲବାଣୀ: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି।…
Read More...

ଦଶହରାଠାରୁ ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ; ଜଣେ ଶିକ୍ଷକରେ ଚାଲିଛି ସ୍କୁଲ

ଫୁଲବାଣୀ: ଶିକ୍ଷାର ଉନ୍ନତି, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲରେ ଶିକ୍ଷକ ମାନଙ୍କୁ ନିଯୁକ୍ତି…
Read More...

ବାତ୍ୟାରେ ଜନ୍ମ ନେଲେ ୨୨୦୧ ଶିଶୁ; ପିତାମାତା କହିଲେ ନାମ ରଖିବୁନି ‘ଦାନା’

ସମାଜ ଡିଜିଟାଲ ଡେସ୍କ: ‘ବାତ୍ୟା ଦାନା’ ସମୟରେ ଜନ୍ମଗ୍ରହଣ କରିଛନ୍ତି ୨ହଜାର ୨୦୧ଜଣ ଶିଶୁ। ୧୮୫୮ଜଣ ଗର୍ଭବତୀଙ୍କର ସାଧାରଣ ପ୍ରସବ ହୋଇଥିବା ବେଳେ ୩୪୩ଜଣ ମହିଳା ଅସ୍ତ୍ରୋପଚାର ଦ୍ୱାରା ସନ୍ତାନ ଜନ୍ମ କରିଛନ୍ତି।…
Read More...

ବାତ୍ୟା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ…

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାର ପ୍ରକୋପ ପରେ ଭୁବନେଶ୍ୱର କୃଷି ଭବନରେ ବିଭାଗ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପ୍ରାଥମିକ ଆକଳନ ଅନୁସାରେ…
Read More...

ବାତ୍ୟା ସମ୍ପର୍କରେ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ-ବିଜେଡି

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଲେ, ଲ୍ୟାଣ୍ଡଫଲ ବେଳେ ପବନର ଗତି ଯେତିକି ରହିବ ବୋଲି କୁହାଯାଇଥିଲା…
Read More...

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବାକୁ ଅପଚେଷ୍ଟା କରାଯାଉଛି। ପୁଣି ଇସ୍କନ ପକ୍ଷରୁ ଆମେରିକାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି। ଫଳରେ ଏହାକୁ…
Read More...

ଖୁବଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌‌- ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।…
Read More...

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା; ବାଦ ପଡ଼ିଲେ ସାମି, ଅକ୍ଷର

ସମାଜ ଡିଜିଟାଲ ଡେସ୍କ: ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ। ଦଳରେ ନୂଆ ଚେହେରା ଭାବେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି…
Read More...

ବାଣ ତିଆରି ବେଳେ ବିସ୍ଫୋରଣ

ସମାଜ ଡିଜିଟାଲ ଡେସ୍କ: ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି। ନୟାଗଡ଼ ଜିଲା ଖଣ୍ଡପଡା ଫତେଗଡ଼ ଥାନା ଅନ୍ତର୍ଗତ ତରବାଲୋ ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ଗୁରୁତର ହୋଇ ନୟାଗଡ଼…
Read More...

ଚାନ୍ଦବାଲିରେ ସର୍ବାଧିକ ବର୍ଷା; ରାସ୍ତାରେ ପାଣି, ଯାତାୟାତ ବାଧାପ୍ରାପ୍ତ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩ ମିମି, ବାଲେଶ୍ୱରରେ ୮୭.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ…
Read More...

ଭାରତ-ଚୀନ୍ ସୀମା ବୁଝାମଣା: ୨୯ ସୁଦ୍ଧା ସେନା ପ୍ରତ୍ୟାହାର, ୩୧ରୁ ପାଟ୍ରୋଲିଂ

ନୂଆଦିଲ୍ଲୀ: ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର…
Read More...

ଓଟିପି/ପିନ୍‌‌ ନମ୍ବର ନଥିଲେ, ଆଧାର ନମ୍ବରରେ ତୁରନ୍ତ ଉଠାଇ ହେବ ଟଙ୍କା; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଧାରକାର୍ଡ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟଙ୍କ ପରିଚୟର ସବୁଠାରୁ ବଡ ପ୍ରମାଣ ପାଲଟିଛି। ଏହାକୁ କେବଳ ପରିଚୟ ପତ୍ର ଭାବେ ନୁହେଁ ଟଙ୍କା କାରବାର ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଆଧାର ସକ୍ଷମ ପେମେଣ୍ଟ…
Read More...

ଗାଈର ଏଭଳି ସିଙ୍ଘ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ; ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଗାଈର ଏଭଳି ସିଙ୍ଘ ଆପଣ କେବେ ଦେଖିଛନ୍ତି କି। କୁରି ଗାଈର ସିଙ୍ଘ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସାଧାରଣରେ ଆମ ଦେଶରେ ଗୋରୁଙ୍କ ସିଙ୍ଘ ଦେଖିବାକୁ ଲମ୍ବା ଏବଂ ପତଳା ହୋଇଥାଏ।…
Read More...

୧୫କେଜିରୁ ଅଧିକ ସୁନା ଜବତ, ୩ଅଟକ

ସମାଜ ଡିଜିଟାଲ ଡେସ୍କ: ବାରିପଦା ଏମ୍‌‌କେସି ହାଇସ୍କୁଲ ଛକ ନିକଟରୁ ବିପୁଳ ପରିମାଣର ସୁନା ଜବତ ହୋଇଛି। ଲଜିଷ୍ଟିକ୍‌‌ ଗାଡି ସହ ୧୫କେଜିରୁ ଅଧିକ ସୁନା ଜବତ କରିଛି ସିଟି/ଜିଏସଟି ଟିମ୍‌‌। ସୁନା ସହିତ ୩ଜଣଙ୍କୁ ଅଟକ…
Read More...

ବାତ୍ୟା ପାଇଁ ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ପାଇଁ ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନ ସେବା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ। ଆଜି…
Read More...

ଆସୁଛି ବାତ୍ୟା ‘ଦାନା’; ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର- ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା କରିବା ପରେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ୧୧ଟି ଜିଲାର ୩୮ବ୍ଲକ, ୯ଟି ପୌରାଞ୍ଚଳ…
Read More...

ବାତ୍ୟାର ଆଖି ହେବ ନାହିଁ; ୫ରୁ ୬ଘଣ୍ଟା ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ…
Read More...

ବାତ୍ୟା ‘ଦାନା’ ପ୍ରଭାବ; ଭାଙ୍ଗିଲା ପୁରୁଣା ଗଛ

ଅମର୍ଦ୍ଦାରୋଡ଼: ବାତ୍ୟା 'ଦାନା' ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ଆଂଶିକ ପବନ ସହ ବର୍ଷା ଲାଗି ରହିଛି। ବାଲେଶ୍ବର ଜିଲାର ଅଧିକାଂଶ ସ୍ଥାନରେ ବୁଧବାର ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଛି। ତେବେ…
Read More...

ଅଧିକ ପବନ ହେଲେ ବିଦ୍ୟୁତ କଟିପାରେ- ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ଭିତରକନିକା ପାଶ୍ୱ ଦେଇ ଗତପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ହେଲେ ଯେ…
Read More...

ବାତ୍ୟା ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ବାତ୍ୟା ନେଇ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାତ୍ୟା କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ…
Read More...

ଝିଅକୁ ମାରି ମଶାଣିରେ ଫିଙ୍ଗିଦେଲା ସାବତ ମା’

ଭାପୁର: ପାରିବାରିକ କଳହର କରୁଣ ପରିଣତି। ୧୪ବର୍ଷର ଝିଅକୁ ପିଟିପିଟି ମାରିବା ପରେ ମଶାଣିରେ ଫିଙ୍ଗି ଦେଇଛି ସାବତ ମା’। ଏଭଳି ଅଭାନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ବାଉଁଶବାଟି ପଞ୍ଚାୟତ ପୋଡାସାହି ଗ୍ରାମରେ। ମୃତ…
Read More...

ମାଡି ଆସୁଛି ବାତ୍ୟା ‘ଦାନା’: ଲୋକଙ୍କୁ ଚାଲିଛି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲା ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି…
Read More...

ପାରାଦ୍ୱୀପଠାରୁ ୨୬୦ କି.ମି ଦୂରରେ ‘ଦାନା’: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଡ଼ିବ ପ୍ରଭାବ

ସମାଜ ଡିଜିଟାଲ ଡେସ୍କ: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କି.ମି ଦୂରରେ ଥିବାବେଳେ ଧାମରାଠାରୁ ୨୯୦ କି.ମି…
Read More...

ଅନ୍ଧାର ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ତଦାରଖ କଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ତାରିଖ ସକାଳେ ଏହା ପ୍ରଳୟ ରଚିବ। ତେବେ ବାତ୍ୟା ପାଇଁ ସରକାର ସଜାଗ ରହିବା ସହ ମନ୍ତ୍ରୀମାନଙ୍କୁ…
Read More...

ପୋଖରୀରେ ବୁଡି ମା, ପୁଅ ଓ ଝିଅ ମୃତ

ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ଜିଲା ଘଟଗାଁ ଥାନା ପାଣୁପଶି ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ମା, ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ବୁଡି ଯାଉଥିବା ପୁଅ ଓ ଝିଅଙ୍କୁ ବଞ୍ଚାଇବାକୁ ଯାଇ ମାଙ୍କ…
Read More...

ୱାୟନାଡରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରିୟଙ୍କା ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳ ୱାୟନାଡରୁ ଲୋକସଭା ଉପନିର୍ବାଚନ ଲଢିବାକୁ ଯାଉଛନ୍ତି। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି…
Read More...

ବାତ୍ୟାରେ ଅସୁବିଧା ହେଲେ ଏହି ନମ୍ବରରେ କଲ୍‌‌ କରନ୍ତୁ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’ ପାଇଁ ଲୋକମାନେ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତେବେ ଲୋକମାନେ ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ହେଲପଲାଇନ୍‌‌ ନମ୍ବରରେ…
Read More...

ଏସସିବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌

ସମାଜ ଡିଜିଟାଲ ଡେସ୍କ: କଟକ ଏସସିବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌। ଏନେଇ ଚେନ୍ନାଇର ଏମଜିଏମ ହେଲଥ କେୟାର ପ୍ରାଇଭେଟ ଲିମିଟେଡ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।…
Read More...

ହଷ୍ଟେଲ ପଙ୍ଖାରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର; ଯାଞ୍ଚ କରୁଛି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଜଣେ ଛାତ୍ର ଅରାବଲ୍ଲୀ ହଷ୍ଟେଲର ଏକ…
Read More...

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି। ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି।…
Read More...

ଷ୍ଟୋନ୍‌‌ ଅପରେସନ ବେଳେ ବାହାର କରିଦେଲେ କିଡନୀ, ଏବେ ଡାକ୍ତର ଦେବେ ୬ଲକ୍ଷ ଜୋରିମାନା

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣଙ୍କ ପେଟରେ ଷ୍ଟୋନ୍‌‌ ବାହାର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଏବଂ ଡାକ୍ତର ବେପରୁଆ ଭାବରେ ଆପଣଙ୍କ କିଡନୀ ବାହାର କରିଦିଅନ୍ତି। ତେବେ ଆପଣ କଣ କରିବେ। କିଡନୀ ଭଳି…
Read More...

ବିଧାୟକଙ୍କ ସମୀକ୍ଷା ବୈଠକ, ଛତୁଆର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ

ଫୁଲବାଣୀ: ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ବିଭିନ୍ନ ସମୟରେ ଲୋକମାନଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରି ପତ୍ର ଆଧାରରେ କ୍ଷେତ୍ର ପରିଦର୍ଶନ କରିବା ପରେ କେତେଗୁଡ଼ିଏ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ବାତ୍ୟା’; କାଲି ସ୍ଥଳଭାଗ ଛୁଇଁବ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ରୂପ ନେଇଛି। ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ପୁରୀ ଓ…
Read More...

ନିଶା ସେବନ ଏବଂ ମାଦକ ଦ୍ରବ୍ୟର ଅପବ୍ୟବହାର ଉପରେ ସଚେତନତା

ଫୁଲବାଣୀ: କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ତରଫରୁ ନିଶାସେବନ ଏବଂ ମାଦକ ଦ୍ରବ୍ୟର ଅପବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ସରକାରୀ ପଲିଟେକନି କଲେଜ…
Read More...

ବାତ୍ୟା ଆଶ୍ରୟସ୍ଥଳ ଅନୁଧ୍ୟାନ କଲେ ବିଡିଓ

ଗୁରୁଡିଝାଟିଆ: ସାମ୍ଭବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ସବୁ ଜିଲାର ପ୍ରଶାସନ ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ଆଗୁଆ ପଦକ୍ଷେପ ନିଆଯାଉଛି।…
Read More...

ମୁହାଣ ଅଞ୍ଚଳରେ ବାଲିବସ୍ତାର ଆଡ଼ିବନ୍ଧ ନିର୍ମାଣ କଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ସମୁଦ୍ର କୂଳରେ ଥିବା…
Read More...

ନିର୍ଦ୍ଦେଶକୁ ଫୁ; ମନ୍ତ୍ରୀଙ୍କ କଡା ତାଗିଦାକୁ ମାନୁନାହାଁନ୍ତି ବ୍ୟବସାୟୀ

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଭୟଭୀତ ନହେବାକୁ ସରକାରଙ୍କ ବାରମ୍ବାର ଚେତାବନୀ ସତ୍ୱେ ପନିପରିବା ସମେତ ବିଭିନ୍ନ ଖାଉଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଚାଲିଛି। ଏହାକୁ ଦୃଢହସ୍ତରେ ରୋକିବା…
Read More...

ବୁଡିଲା ମାଛ ଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୨ ମତ୍ସ୍ୟଜୀବୀ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ନିକଟସ୍ଥ ଧାମରାଠାରେ ଏକ ମାଛ ଧରା ଟ୍ରଲର ବୁଡ଼ିଯାଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଥିଲେ ୧୨ ମତ୍ସ୍ୟଜୀବୀ। ସୂଚନା ଅନୁଯାଇ ପଶ୍ଚିମବଙ୍ଗ ଦିଘାର ଏକ ଟ୍ରଲର ଧାମରା ମୁହାଣରେ ମାଛ ଧରି…
Read More...

ଲଣ୍ଡନ ସ୍କୁଲରେ ସଂସ୍କୃତ ପାଠ୍ୟକ୍ରମ ହେଲା ବାଧ୍ୟତାମୂଳକ

ସମାଜ ଡିଜିଟାଲ ଡେସ୍କ: ସଂସ୍କୃତ ଶିକ୍ଷା ପ୍ରତି ଭାରତରେ ଅନାଗ୍ରହ ରହିଥିବା ବେଳେ ପଶ୍ଚିମ ଦେଶ ସମୁହରେ ସଂସ୍କୃତ ଶିକ୍ଷା ପ୍ରତି ଆଦର ବଢିବାରେ ଲାଗିଛି। ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ…
Read More...

ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା; ଶୀଘ୍ର ତୋରଣ ଖୋଲ, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୌଣସି ଦୁର୍ଘଟଣା ନଘଟିବ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏଭଳି…
Read More...

ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବିସ୍ଫୋରଣ; ୨ମୃତ, ୧୦ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି…
Read More...

ଇସ୍ରାଏଲ ସେନାର ଦାବି: ବଙ୍କରରେ କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଚାଇଛି ହେଜବୋଲ୍ଲା

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ସେନା ଲଗାତାର ଭାବେ ଲେବାନନରେ ହେଜବୋଲ୍ଲାର ଠିକଣା ଉପରେ ଆକ୍ରମଣ କରୁଛି। ଏହା ସତ୍ୱେ ହେଜବୋଲ୍ଲା ହାର ମାନିବାକୁ ପ୍ରସ୍ତୁତ ନୁହେଁ ବରଂ ପ୍ରତିଦିନ ଇସ୍ରାଏଲ ଅଞ୍ଚଳ ଉପରେ ଆକ୍ରମଣ…
Read More...

ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ; ମନ୍ତ୍ରୀ କହିଲେ କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ସଚିବ ବୈଠକରେ ଯୋଗ ଦେଇଛନ୍ତି। ବାତ୍ୟାକୁ ନେଇ ପ୍ରତ୍ୟେକ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ସେନେଇ…
Read More...

ସତ ହେଉଛି ଖଡୀରତ୍ନ ପଞ୍ଜିକା; ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ

ସମାଜ ଡିଜିଟାଲ ଡେସ୍କ: ସତ ହେଉଛି ଖଡୀରତ୍ନ ପଞ୍ଜିକା। ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା।…
Read More...

ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗ୍‌‌ଙ୍କ ସାକ୍ଷାତ ଉପରେ ନଜର

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ରୁଷ୍‌‌ ଗସ୍ତରେ ଯାଉଛନ୍ତି। କାଜାନ୍‌‌ରେ ଆୟୋଜିତ ଷୋଡଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ…
Read More...

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଆଧାରରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି।…
Read More...

ଫୋନରେ ମିଛ ଧମକ ଦେବା ହେବ ‘ଧର୍ତ୍ତବ୍ୟ ଅପରାଧ’

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବିମାନଗୁଡିକୁ ଲଗାତାର ଭାବେ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି…
Read More...

ବାତ୍ୟା ‘ଦାନା’ ପାଇଁ ଭୟଭୀତ ହୁଅନ୍ତୁନି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ…
Read More...

ବାତ୍ୟା ‘ଦାନା’ ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୩ ଓ ୨୪ତାରିଖରେ ସ୍ଥଳଭାଗ ଛୁଇଁପାରେ। ତେବେ ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶକ୍ତି ବିଭାଗ…
Read More...

ଦୀପାବଳିରେ ବୃହସ୍ପତି-ଶନିଙ୍କ ପ୍ରତ୍ୟାବର୍ତ୍ତନ, ରାତାରାତି ରାଜା ହେବେ ୩ଟି ରାଶିର ବ୍ୟକ୍ତି

ସମାଜ ଡିଜିଟାଲ ଡେସ୍କ: ଅଢେଇ ବର୍ଷରେ ଶନି ଓ ୧ବର୍ଷରେ ବୃହସ୍ପତି ରାଶି ପରିବର୍ତ୍ତନ କରିଥାନ୍ତି। ଏହି ସମୟରେ ଉଭୟ ଶନି ଓ ବୃହସ୍ପତି ଗ୍ରହ ପ୍ରତିକ୍ରିୟାଶୀଳ ରହିଥାନ୍ତି। ଶନି ତାଙ୍କ ମୂଳ ରାଶି କୁମ୍ଭ ରାଶିରେ…
Read More...

ସମ୍ଭାବ୍ୟ ବାତ୍ୟା ପାଇଁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି।…
Read More...

ଭୀଷଣ ବାତ୍ୟାର ରୂପ ନେବ ‘ଦାନା’!

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ପାରାଦ୍ୱୀପ-ବାଲେଶ୍ୱର ମଧ୍ୟରେ…
Read More...

ଦୀପାବଳିରେ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ଏହି ସବୁ ଜିନିଷ; ନଚେତ ରାଗିଯିବେ ମା’ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଏ। ପ୍ରତିବର୍ତ୍ତ କାର୍ତ୍ତିକ ମାସର କୃଷ୍ଣପକ୍ଷର ଅମାବାସ୍ୟା ଦିନ ଦୀପାବଳି ପାଳନ କରାଯାଏ। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ସହ ଗଣେଶ ଓ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ୨୩ରେ ବାତ୍ୟା

ସମାଜ ଡିଜିଟାଲ ଡେସ୍କ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାପରେ ୨୩ତାରିଖରେ ବାତ୍ୟାର ରୂପ ନେବ। ୨୪ ତାରିଖ ସକାଳେ…
Read More...

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର; ଚଳଚଞ୍ଚଳ ଶୈବପୀଠ

ସମାଜ ଡିଜିଟାଲ ଡେସ୍କ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଶ୍ରକ୍ଷେତ୍ର ପୁରୀ ସହ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ। କାର୍ତ୍ତିକ ପ୍ରଥମ ସୋମବାର ଅବସରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିିକାନ୍ତିରେ ସକାଳୁ ପୂଜାପାଠ…
Read More...

ସାମ୍ନାକୁୁ ଆସିଲା ‘ଜାଟ୍‌‌’ର ପୋଷ୍ଟର; ଦମଦାର ଲୁକରେ ନଜର ଆସିଲେ ସନ୍ନି

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଷ୍ଟାର ସନ୍ନି ଦେଓଲଙ୍କ ଆଜି ଜନ୍ମଦିନ। ପ୍ରଶଂସକ ଓ ନିଜର ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ସନ୍ନି ବଡ ଉପହାର ଦେଇଛନ୍ତି। ନିଜର…
Read More...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ

ସମାଜ ଡିଜିଟାଲ ଡେସ୍କ: ପରିବର୍ତ୍ତନ ହେବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ। ଏହାବଦଳରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନାଁ ରଖାଯାଇ ଯୋଜନା ଚାଲିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।…
Read More...

ମୁମ୍ବାଇ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ; ବିର୍ଲା ଗ୍ରୁପ୍‌‌ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର…
Read More...

କୌଣସି ଜୀବକୁ ହତ୍ୟା କରିନାହାଁନ୍ତି; କାହିଁକି ଭୁଲ ମାଗିବେ ସଲମାନ? ପୁଅ ପାଇଁ ବାହାରିଲେ ସଲିମ୍‌‌ ଖାନ୍‌‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲଗାତର ମିଳୁଥିବା ଧମକ, କ୍ଷମା ପ୍ରାର୍ଥନା ଦାବି ଏବଂ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା ପରିପ୍ରେକ୍ଷୀରେ ଶେଷରେ ମୁହଁ ଖୋଲିଛନ୍ତି ସଲମାନଙ୍କ ବାପା ସଲିମ୍‌‌ ଖାନ୍‌‌।…
Read More...

ସିନୱାର ପରେ ଖଲିଲ୍ ହମାସର ମୁଖ୍ୟ

ଗାଜା : ପାଲେଷ୍ଟାଇନର ଗାଜାରେ ସକ୍ରିୟ ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ୟାହା ସିନୱାରର ମୃତ୍ୟୁ ହୋଇଛି। ସିନୱାରର ମୃତ୍ୟୁ ଖବରକୁ ହମାସ ଶୁକ୍ରବାର ସ୍ବୀକାର କରିଛି। ଗୁରୁବାର ଇସ୍ରାଏଲ୍ର ଡ୍ରୋନ ଆକ୍ରମଣରେ ସିନୱାରର…
Read More...

ଆୟୁଷ୍ମାନ ଭାରତ ଯୋଜନାରେ ୧୭୦ ଆୟୁର୍ବେଦ ପ୍ୟାକେଜ ଅନ୍ତର୍ଭୁକ୍ତ

ଭୁବନେଶ୍ବର : ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଜାଧବଙ୍କର ୧୦୦ ଦିନ କାର୍ଯ୍ୟକାଳରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୧୦୦୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆୟୁଷ ଏଣ୍ଟ୍ରି ଲେବେଲ ସାର୍ଟିଫିକେଟ୍…
Read More...

ଚଳିତ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା; ମିଳିବ ଏକକ କାର୍ଡ, ରାଜ୍ୟର ୩.୫କୋଟି ଲୋକ ହେବେ ଉପକୃତ

ଭୁବନେଶ୍ୱର (ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ପ୍ରଦାନ…
Read More...

ଜଡ଼ିବୁଟିରୁ ପ୍ରସ୍ତୁତ ମଧୁମେହ ଔଷଧକୁ ପେଟେଣ୍ଟ

 ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ଏକ ମିଶ୍ରଣରୁ ପ୍ରସ୍ତୁତ ମଧୁମେହ ଔଷଧର ପେଟେଣ୍ଟ କରାଯାଇଛି। ଏହା ସହିତ…
Read More...

ରେଲୱେ ଜେଇଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି

ସମାଜ ଡିଜିଟାଲ ଡେସ୍କ: ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସହ ଜେଇଙ୍କ ହାତଗୋଡ ବାନ୍ଧି ଲୁଟିନେଇଛନ୍ତି…
Read More...

ଅକ୍ଟୋବର ୧୯ ଏହି ଦୁଇ ରାଶି ପାଇଁ ସତର୍କ

ସମାଜ ଡିଜିଟାଲ ଡେସ୍କ: ଆଜି ୧୯ ଅକ୍ଟୋବର ଶନିବାର, କୃଷ୍ଣ ପକ୍ଷ ଦ୍ୱୀତିୟା ତିଥି, ଚନ୍ଦ୍ର ଭରଣୀ ନକ୍ଷତ୍ରରେ ରହିବେ। ଗ୍ରହ ନକ୍ଷତ୍ରଙ୍କ ଦୈନିକ ଗତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାନ୍ତି। ଚନ୍ଦ୍ର ପ୍ରତିଦିନ…
Read More...

ଦେଖନ୍ତୁ ଭିଡ଼ିଓ, କୂଅରୁ ଉଦ୍ଧାର ହେଲା ଦୁଇଟି ବିଶାଳ ଅଜଗର

ସମାଜ ଡିଜିଟାଲ ଡେସ୍କ: କୂଅ ଭିତରେ ଫଶି ରହିଥିଲେ ଦୁଇ ଦୁଇଟା ଅଜଗର। ବନ ବିଭାଗ ପକ୍ଷରୁ ଅଜଗରକୁ ଊର୍ଦ୍ଧ୍ବାର କରାଯାଇଛି। ଉଦ୍ଧାର ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦେଖନ୍ତୁ କିଭଳି ବିଶାଳକାୟ ଦୁଇଟି…
Read More...

କାମୁଡି ଥିବା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି

ସମାଜ ଡିଜିଟାଲ ଡେସ୍କ: ବିହାର ଭାଗଲପୁରରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ଦେଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ମେଡିକାଲରେ ବ୍ୟକ୍ତି ଜଣଙ୍କ ସାପକୁ ବେକରେ ପକାଇ ପହଞ୍ଚିବା ବେଳେ…
Read More...

ପୁଲିସକୁ ଆକ୍ରମଣ; ଗାଡି ଭଙ୍ଗାରୁଜା, ୧୧ଅଟକ

ସମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣପୁର ଜିଲା ବିନିକା ପାପି ଗାଁ ଆନନ୍ଦନଗରରେ ଉତ୍ତେଜନା। ଚୋରି ଉଦ୍ୟମ ବେଳେ ୩ ଡକାୟତ ଧରା ପଡ଼ିବା ଘଟଣାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଗାଁରେ ପୁଲିସ ପହଞ୍ଚିବା…
Read More...

ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ; ବିଧାୟକ ଦଳ ବୈଠକରେ ବାଜିଲା ମୋହର

ଚଣ୍ଡିଗଡ଼: ହରିୟାଣାରେ ପୁଣି ନାୟବ ସରକାର। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟକ ସିଂହ ସୈନୀ। ବୁଧବାର ଚଣ୍ଡିଗଡ଼ରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ନାୟବ ସିଂହ ସୈନୀ…
Read More...

ସରକାରୀ ସ୍କୁଲରେ ଗଣମାଧ୍ୟମକୁ ପ୍ରବେଶ ମନା: କଟକଣା ଲଗାଇଲା ଶିକ୍ଷା ବିଭାଗ

ସମାଜ ଡିଜିଟାଲ ଡେସ୍କ: ବିହାରର ସମସ୍ତ ସକରାରୀ ସ୍କୁଲରେ ଏବେ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବୋଧ କୁମାର ଚୌଧୁରୀ ଏହି ନିର୍ଦ୍ଦେଶ ନାମା ଜାରି…
Read More...

ବଡ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ୍‌‌; ଚଢାଉ କଲା ସାଇବର ଟିମ୍‌‌

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ବଡ ଧରଣର ସାଇବର ଠକେଇ ପାଇଁ ଚାଲିଥିବା ପ୍ରି ପ୍ଲାନ୍‌‌। ସୁନ୍ଦରପଦା ସ୍ଥିତ କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢାଉ କରିଛି କମିଶନରେଟ ପୁଲିସର ସାଇବର ଟିମ୍‌‌। ଚଢାଉ ବେଳେ ଅନେକ…
Read More...

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଓମାର ଅବଦୁଲ୍ଲା

ସମାଜ ଡିଜିଟାଲ ଡେସ୍କ: ଆଜି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଓମାର ଅବଦୁଲ୍ଲା। ଶେର୍‌‌ ଇ କାଶ୍ମୀର ଇଣ୍ଟରନାସନାଲ୍‌‌ କନଭେନ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ…
Read More...

ଜିମ୍‌‌ରେ ଆହତ ହେଲେ ରକୁଲ ପ୍ରୀତ ସିଂହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜିମ୍‌‌ରେ ବ୍ୟାୟମ ସମୟରେ ରକୁଲ ଆହତ ହୋଇଛନ୍ତି। ସେ ନିୟମିତ ଭାବେ ଫିଟନେସ୍‌‌ ପାଇଁ ସେ କୌଣସି ପରିସ୍ଥିତିରେ…
Read More...

ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ବିରୋଧୀ ଦଳ ନେତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ସମାଜ ଡିଜିଟାଲ ଡେସ୍କ: ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିବସ। ୭୯ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ। କଟକ ଆନନ୍ଦ ଭବନରେ…
Read More...

ଏମିତି ବିବାହ କେବେ ଦେଖିନଥିବେ; ଯୌତୁକ ରାଶି ୧୦ଲକ୍ଷ ଶୁଣି କାନ୍ଦି ପକାଇଲେ ବର, ତା’ପରେ ଯାହା ହେଲା ….

ସମାଜ ଡିଜିଟାଲ ଡେସ୍କ: ସେ ଯେଉଁ ଧର୍ମ ଓ ସମାଜ ହେଉନା କାହିଁକି ବିବାହ ପ୍ରତ୍ୟେକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଯେ କୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ମୁହୂର୍ତ୍ତ। କାରଣ…
Read More...

ଦେଖନ୍ତୁ ଭିଡ଼ିଓ, ଚେନ୍‌‌ ଲୁଟ୍‌‌ କରି ଖସିଯାଉଥିଲା ଦୁର୍ବୃତ୍ତ; ବସ୍‌‌ ଦେଲା ଧକ୍କା

ସମାଜ ଡିଜିଟାଲ ଡେସ୍କ: ମହିଳାଙ୍କ ବେକରୁ ଚେନ୍‌‌ ଲୁଟ୍‌‌ କରି ବାଇକରେ ଫେରାର ହେଉଥିଲେ ଦୁଇ ଜଣ ଦୁର୍ବୃତ୍ତ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ବସ ଧକ୍କା ଦେଇଥିଲା। ଫଳରେ ଗାଡି ଓ ଚେନ ଛାଡି ଚମ୍ପଟ ମାରିଥିଲେ…
Read More...

ଷ୍ଟିଲ୍‌‌ ପ୍ଲାଣ୍ଟ ପାଇଁ ଟାସ୍କଫୋର୍ସ ଗଠନ

ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝରରେ ମେଗା ଷ୍ଟିଲ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। ମେଗା ଷ୍ଟିଲ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୨ଟି ସ୍ଥାନ ନିରୂପଣ ପାଇଁ…
Read More...

ଲରେନ୍ସ ଟାର୍ଗେଟରେ ସଲମାନ୍‌‌; ଜାଣନ୍ତୁ ହିଟ୍‌‌ ଲିଷ୍ଟରେ ଆଉ କିଏ କିଏ

ସମାଜ ଡିଜିଟାଲ ଡେସ୍କ: ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ନେଇ ବଡ ଖବର ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଆଧାରରେ ଲରେନ୍ସ ବିଷ୍ଣୋଇ…
Read More...

ମହଙ୍ଗା ହେବାକୁ ଯାଉଛି ଯକ୍ଷ୍ମା, ଆଜମା ସମେତ ଏହି ସବୁ ରୋଗର ଔଷଧ; ଜାଣନ୍ତୁ ସରକାରଙ୍କ ନିଷ୍ପତ୍ତି କ’ଣ

ସମାଜ ଡିଜିଟାଲ ଡେସ୍କ: ଆଜମା, ଗ୍ଲୁକୋମା, ଥାଲାସେମିଆ, ଯକ୍ଷ୍ମା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଆବଶ୍ୟକ ଅନେକ ଔଷଧର ଦାମ ମହଙ୍ଗା ହେବାକୁ ଯାଉଛି। ସରକାର ଏହାର ସର୍ବୋଚ୍ଚ ମୂଲ୍ୟ ୫୦ପ୍ରତିଶତ…
Read More...

ପୋଖରୀରେ ବୁଡି ଭାଇ-ଭଉଣୀ ମୃତ

ସମାଜ ଡିଜିଟାଲ ଡେସ୍କ: ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ। ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ ଖସିଯିବାରୁ ପଡ଼ିଯାଇଥିବା ସୂଚନା ମିଳିଛି। ଖବର ପାଇ…
Read More...

ଆଖି ତଳ କଳାଦାଗ କିପରି ଦୂର କରିବେ, ଜାଣନ୍ତୁ ଘରୋଇ ଉପଚାର

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲଗାତାର ଚାପ, କମ ନିଦ୍ରା, କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନରେ ଅଧିକ ସମୟ ଧରି ଯୋଡି ହୋଇ ରହିବା ଫଳରେ ଆଖି ତଳେ କଳାଦାଗ ଦେଖାଦେଇଥାଏ। ଫଳରେ ମୁହଁର ସୌନ୍ଦର୍ଯ୍ୟ…
Read More...

ପଦ୍ମପୁରରେ ବିଦାୟ ନେଲେ ଜଗତଜନନୀ ମା ଦୁର୍ଗା

ପଦ୍ମପୁର: ପଦ୍ମପୁର ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗା ପୂଜା ଭସାଣୀ ଉତ୍ସବ ପାଳିତ ହୋଇଯାଇଛି। ବିଭିନ୍ନ ପ୍ରକାର ବାଦ୍ୟ ବାଜଣରେ ମାଙ୍କୁ ବିଦାୟ ଦେଇଥିଲେ। ପୂଜା ପାଇଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।।…
Read More...

ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟା ୩୦ରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରାଯିବ।…
Read More...

ଦେଖନ୍ତୁ ଭିଡ଼ିଓ, ଦଳରେ ଗୁଡେଇ ହୋଇଥିଲା ନାଗସାପ; ଏମିତି ଉଦ୍ଧାର କଲେ ଯୁବତୀ

ସମାଜ ଡିଜିଟାଲ ଡେସ୍କ: ପୋଖରୀ ଭିତରେ ଥିବା ଦଳରେ ଗୁଡେଇ ହୋଇଥିଲା ନାଗ ସାପ। ସାପଟିର ମୁହଁରୁ ତଳ ଅଂଶ ଯାଏଁ ଦଳ ଗୁଡେଇ ହୋଇଥିବା କଷ୍ଟରେ ଛଟପଟ ହେଉଥିଲା। ଏହି ସମୟରେ ଯୁବତୀ ଜଣଙ୍କ ସାପଟିକୁ ଉଦ୍ଧାର କରିବା ସହିତ ସାପ…
Read More...

ଧୁମଧାମରେ ଲାଞ୍ଜିଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ରାବଣ ପୋଡି ସହ ସମ୍ପନ୍ନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଠାରେ ସାର୍ବଜନୀନ ଦୁର୍ଗାପୂଜା ମହା ଆଡମ୍ବରରେ ରାବଣ ପୋଡି ସମ୍ପୂର୍ଣ୍ଣ ହୋଇଯାଇଛି । ଏବର୍ଷ ଲାଞ୍ଜିଗଡ଼ ଦୁର୍ଗାପୂଜା ୫୯ ବର୍ଷରେ ପଦାର୍ପଣ କରିଥିବା ବେଳେ ଏକ ଗୌରବମୟ ଅତୀତକୁ ମନେ ପକାଇବା…
Read More...

ଆଠଗଡ଼ରେ ଦଶହରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ଆଠଗଡ଼: ପ୍ରବଳ ଜନସମାଗମ ସତ୍ତ୍ୱେ ଆଠଗଡ଼ରେ ବିଜୟା ଦଶମୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଠଗଡ଼ ଓ କନ୍ତୋଲ…
Read More...

ମହାନଦୀରେ ବୁଡିଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ଦଶହରା ଉତ୍ସବ ସମୟରେ ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଅଭାବନୀୟ ଘଟଣା। ମହାନଦୀରେ ବୁଡି ୨ଜଣ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ଗତ ଶୁକ୍ରବାର ଅପରାହ୍ନରେ ତିୱାରୀଗଳି ନିବାସୀ ନାବାଳକ…
Read More...

ଶୀକୁଳିରେ ବନ୍ଧା ବିଶ୍ୱାମିତ୍ରଙ୍କ ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଟିକାବାଲି: ଶିକୁଳୀରେ ବନ୍ଧା ହୋଇଛି ବିଶ୍ୱାମିତ୍ରଙ୍କ ଜୀବନ। ଗତ ଦୁଇ ବର୍ଷ ହେବ ମାନସିକ ରୋଗରେ ପୀଡିତ ହୋଇ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏ ହେଉଛନ୍ତି କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ…
Read More...

ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ ଘୋଷଣା; ମୁମ୍ବାଇରେ ଟୋଲ ଫି ହେଲା ମାଗଣା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ସିନ୍ଦେ ସରକାର। ମୁମ୍ବାଇରେ ମାଗଣା ହୋଇଛି ଟୋଲ ଫି। ନିର୍ବାଚନ ପୂର୍ବରୁ ଆଜି ବସିଥିବା ଶେଷ କ୍ୟାବିନେଟ ବୈଠକରେ ସିନ୍ଦେ…
Read More...

ଭସାଣିରେ ବାଜିବ ଡିଜେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ…

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ମା’ ଦୁର୍ଗାଙ୍କ ଭସାଣି ବେଳେ ଡିଜେ ନବାଜିବା ନେଇ କଟକଣା ଲଗାଯାଇଥିଲା। ହେଲେ ଆଜି ଭସାଣି ବେଳେ ଡିଜେ ବଜାଇବା ନେଇ ପୂଜା କମିଟି ଗୁଡିକୁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର…
Read More...

ଭଣଜାକୁ ବିକି ଦେଲା ମାମୁଁ

ସମାଜ ଡିଜିଟାଲ ଡେସ୍କ: ଅଢେଇ ବର୍ଷର ଭଣଜାକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେଲା ମାମୁଁ। ଏଭଳି ଅଭିଯୋଗ ଆସିଛି କଟକ ଜିଲା ସାଲେପୁର ଥାନା ଅଞ୍ଚଳରୁ। ନାତିକୁ ମାମୁଁ ବିକ୍ରି କରିଦେଇଥିବା ନେଇ ଥାନାରେ ଏତଲା ଦେଇଛନ୍ତି…
Read More...

ଇସ୍ରାଏଲର ମିଲିଟାରୀ ବେସ୍‌‌ ଉପରେ ହେଜବୁଲ୍ଲାର ଆକ୍ରମଣ; ୪ସୈନିକ ମୃତ, ୫୮ଆହତ

ସମାଜ ଡିଜିଟାଲ ଡେସ୍କ: ଥମିବାର ନାଁ ନେଉନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆତଙ୍କବାଦୀ ସଂଗଠନ ଲେବାନନ୍‌‌ ଓ ହେଜବୁଲ୍ଲା ବର୍ତ୍ତମାନ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଇସ୍ରାଏଲର ବିଭିନ୍ନ ସେନା…
Read More...