ଶିଶୁ ଚୋରୀ ରାକେଟ୍‌‌ ଠାବ: ୮ନବଜାତ ଶିଶୁଙ୍କୁ ଉଦ୍ଧାର କଲା ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଦିଲ୍ଲୀ ଏନସିଆରରେ ଶିଶୁ ଚୋରି ରାକେଟ୍‌‌ ଠାବ କରିଛି। ୭ରୁ ୮ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି ସିବିଆଇ ଟିମ୍‌‌। ଏହି ମାମଲାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଏବଂ ଏହାର…
Read More...

ଇଡ଼ି ପରେ ଏନଆଇଏ ଟିମ୍‌‌ ଉପରେ ଆକ୍ରମଣ

ପଶ୍ଚିମବଙ୍ଗ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ଉପରେ ଆକ୍ରମଣ ପରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥାର ଟିମ୍‌‌ ଉପରେ ଜୋରଦାର ଆକ୍ରମଣ ହୋଇଛି। ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରେ ଆକ୍ରମଣ କରାଯାଇଛି। ସ୍ଥାନୀୟ…
Read More...

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍‌‌

ଖୋର୍ଦ୍ଧା: ଭାରସାମ୍ୟ ହରାଇ ନାଳକୁ ଖସିପଡିଛି ମୋ ବସ୍‌‌। ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ନାଳକୁ ଖସିପଡିଥିଲା। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇ…
Read More...

ଲଗାତାର ପରାଜିତ ହେବା ପରେ ମହାଦେବଙ୍କ ଶରଣରେ…

ନୂଆଦିଲ୍ଲୀ: ପାଞ୍ଚ ଥରର ଆଇପିଏଲ ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଖାତା ଖୋଲିନାହିଁ। ୨୦୨୪ ଆଇପିଏଲରେ ମୁମ୍ବଇ ଇଣ୍ଡିଆନ୍ସର ନେତୃତ୍ୱ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା…
Read More...

ପାକିସ୍ତାନରେ ଘରେ ପଶି ମାରିବୁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କ ଖେଳାଉଥିବା ପାକିସ୍ତାନକୁ ସିଧା ଟାର୍ଗେଟ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନରେ ଘରେ ପଶି ଆତଙ୍କିଙ୍କୁ ମାରିବୁ। କିଛି ଏଭଳି କହି ସିଧାସଳଖ ପାକିସ୍ତାନକୁ ଟାର୍ଗେଟ…
Read More...

ରାତିରେ ହେଲା ଭୂକମ୍ପ: ଥରିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ପରେ ବର୍ତ୍ତମାନ ରାଜସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ରାଜସ୍ଥାନର ପାଲି ଅଂଚଳରେ ଭୂକମ୍ପ ଝଟକା ଲାଗିଥିଲା।  ରିକ୍ଟର…
Read More...

ପୁଣି ବଢିଲା ସୁନା ରୂପା ଦର: ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପୁଣି ବଢିଲା ସୁନା ଦର। ପ୍ରଥମ ଥର ପାଇଁ ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ସେହିପରି ରୂପା ମୂଲ୍ୟ ୮୧ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ ବଜାରରେ ୨୨କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦…
Read More...

୩ ମାଓବାଦୀ ମୃତ: ସର୍ଚ୍ଚ ଅପରେସନ ଜାରି

ଛତିଶଗଡ: ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ। କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବିଜାପୁର ଜିଲା ଏସପି ଜିତେନ୍ଦ୍ର ଯାଦବ…
Read More...

ରାସ୍ତାରେ ଚଳନ୍ତା ଚାଳଛପର କୁଟୀର: ଭିଡ଼ିଓ ହେଉଛି ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ ଆମେ ସାଧାରଣତଃ ଯିବାବେଳେ କାର, ବାଇକ, ଟ୍ରକ ପରି ଯାନ ଯାତାୟତ କରୁଥିବା ଦେଖିବାକୁ ପାଇଥାଉ। ରାସ୍ତା କଡରେ ଗାଡିରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଥିବା ଦେଖିବାକୁ ପାଉ। ଏହା ବ୍ୟତୀତ…
Read More...

ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା

ସମାଜ ଡିଜିଟାଲ ଡେସ୍କ: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବ କର୍ମ ଓ କାର୍ଯ୍ୟ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କରି ଶନିଦେବଙ୍କୁ…
Read More...

ପୁଷ୍ପା-୨ର ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌‌: ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ରଶ୍ମିକା

ନୂଆଦିଲ୍ଲୀ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା-୨’ ଅନ୍ୟତମ। ଫିଲ୍ମରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି।…
Read More...

୧୭ଲକ୍ଷ ମଦ୍ରାସା ଛାତ୍ରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୨୫ହଜାର ମଦ୍ରାସାରେ ପଢୁଥିବା ୧୭ଲକ୍ଷ ଛାତ୍ରଙ୍କ ସହ ୧୦ହଜାର ଶିକ୍ଷକଙ୍କୁ ଆଶ୍ୱସ୍ତ କରିଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ମଦ୍ରାସା ନିୟମ ୨୦୦୪ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ…
Read More...

କଂଗ୍ରେସର ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର। ଶୁକ୍ରବାର ନୂଆଦିଲ୍ଳୀ କଂଗ୍ରେସ କାର୍ଯ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ…
Read More...

ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଦ ନିଜେ ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟ ସଠିକ୍‌‌ ଭାବେ ହୋଇଛି କି ନାହିଁ କାମ କେତେ ଦୂର…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ବିଶ୍ୱଭୂଷଣ ଦାସ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଆଉ ଜଣେ ଟାଣୁଆ ନେତା। ପିସିସି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ। ବିଶ୍ୱଭୂଷଣ କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ…
Read More...

ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ଏହି ସେଫ୍‌‌

ନୂଆଦିଲ୍ଲୀ: ୧୬ବର୍ଷର ବିବାହରେ ଶେଷରେ ପୂର୍ଣ୍ଣଛେଦ ପଡିଲା। ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲେବ୍ରିଟି ସେଫ୍‌‌ କୁନାଲ କପୁର। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପତ୍ନୀଠାରୁ ଛାଡପତ୍ର ନେବାପାଇଁ ମଞ୍ଜୁରୀ ପ୍ରଦାନ…
Read More...

ଆମେଥିରୁ ଲଢିବେ କି ରବର୍ଟ ଭଦ୍ରା! ଏମିତି ଦେଲେ ସଙ୍କେତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲୀ ଭଳି ଭିଭିଆଇପି ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଏଠାରୁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ଭିତରେ…
Read More...

ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି

ଭୁବନେଶ୍ୱର: ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି। ଦୁଇଜଣ ଏସପି ବ୍ରିଜେଶ କୁମାର ରାୟ ଓ ଡ.ଉମାଶଙ୍କର ଦାଶଙ୍କୁ ନିଯୁକ୍ତି ମିଳିଛି। ବ୍ରିଜେଶ କୁମାର…
Read More...

ସକାଳ ସାଢେ ୮ଟାରେ ୩୨ ଡିଗ୍ରୀ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି, ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ଶୁକ୍ରବାର ସକାଳ ସାଢେ ୮ଟା ସୁଦ୍ଧା କେନ୍ଦୁଝର ଜିଲାରେ ତାପମାତ୍ରା ୩୨ଡିଗ୍ରୀ ଟପିଛି। କେନ୍ଦୁଝର ୩୨.୬ ଡିଗ୍ରୀ,…
Read More...

ଗୋରୁ ବେପାରୀଙ୍କୁ ଟାର୍ଗେଟ୍‌‌: ବୋମାମାଡ କରି ୧୫ ଲକ୍ଷ ଲୁଟ୍‌‌

କାମାକ୍ଷାନଗର: ଢେଙ୍କାନାଳ ଜିଲା ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ଲୁଟପାଟ୍‌‌। ଗୋରୁ ନେଇ ହାଟକୁ  ଆସିଥିବା ବେପାରୀଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ୧୫ଲକ୍ଷ ଟଙ୍କା ଲୁଟିବା ସହ ଗୋରୁ ବେପାରୀଙ୍କ ବୋଲେରୋ…
Read More...

କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌: ଏମିତି ହେବ ଆପଣଙ୍କ ତ୍ୱଚା

ସମାଜ ଡିଜିଟାଲ ଡେସ୍କ: କଖାରୁ ଖାଇବାକୁ ଅନେକ ଲୋକଙ୍କୁ ଭଲ ଲାଗିନଥାଏ। ହେଲେ ସବୁ ଋତୁରେ ଏହା ଉପଲବ୍ଧ ହୋଇଥାଏ। ଯଦି ଆପଣ ଏହାକୁ ଖାଇବାକୁ ପସନ୍ଦ କରୁନାହାଁନ୍ତି ତେବେ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ତ୍ୱଚା…
Read More...

ବିଜେପିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଗୌରବ ବଲ୍ଲଭ। ଗୁରୁବାର ସକାଳେ ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳର ଅଧ୍ୟକ୍ଷଙ୍କୁ ପତ୍ର ପଠାଇଥିଲେ।…
Read More...

ପଦ୍ମ ଧରିଲେ ଦୁଇ ବରିଷ୍ଠ ଡାକ୍ତର

ଭୁବନେଶ୍ୱର: ବିଜେପିରେ ଯୋଗ ଦେଇଛନ୍ତି ଦୁଇ ଜଣ ବରିଷ୍ଠ ଡାକ୍ତର। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି ବିଜେପିରେ ସାମିଲ ହୋଇଛନ୍ତି। ଡାକ୍ତର…
Read More...

ଲତା ମଙ୍ଗେସକରଙ୍କଠାରୁ ବି ୧୦୦ଗୁଣା ଅଧିକ ପାଉଣା ନେଉଥିଲେ ଏହି ପାକିସ୍ତାନୀ ଗାୟକ

ସମାଜ ଡିଜିଟାଲ ଡେସ୍କ: ୭୦ ଦଶକରେ କିଶୋର କୁମାର, ମହମ୍ମଦ ରଫି ଏବଂ ମୁକେଶ କୁମାରଙ୍କ ଭଳି କଣ୍ଠଶିଳ୍ପୀଙ୍କ ନାମ ପ୍ରସିଦ୍ଧ ଗାୟକ ତାଲିକାରେ ରହିଥିଲା। କିନ୍ତୁ ଯେତେବେଳେ ଫିଲ୍ମ ‘ମୋଗଲ-ଏ-ଆଜମ’ ନିର୍ମାଣ କରାଗଲା,…
Read More...

ଅଟୋ ଚାଳକଙ୍କ ଝିଅ ହେଲେ ନୌସେନା ଅଗ୍ନିବୀର

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର କନ୍ନୌଜର ଗରିବା ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କଠିନ ପରିଶ୍ରମ କରି ଆଜି ସଫଳତାର ଶୀର୍ଷରେ ପହଂଚିଛନ୍ତି। ଅଗ୍ନିବୀର ଯୋଜନାରେ ଏବେ ସେ ଭାରତୀୟ ନୌସେନାରେ ଭର୍ତ୍ତି ହେବା…
Read More...

ଚିରାଗ ପାଶୱାନଙ୍କୁ ଶକ୍ତ ଝଟକା: ଦଳ ଛାଡିଲେ ୨୨ ନେତା

ପାଟନା: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ସେତିକି ବଢିବାରେ ଲାଗିଛି। ନିର୍ବାଚନ ଥିବାବେଳେ ବିହାରରେ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶୱାନଙ୍କୁ ଲାଗିଛି ଶକ୍ତ ଝଟକା। ପ୍ରାର୍ଥୀ…
Read More...

୬୦ଫୁଟ ତଳକୁ ଖସିଲା ବୋଲେରୋ

କୋରାପୁଟ : ପାଡର ଘାଟିରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡିକାଲରେ। ଆଜି ସକାଳୁ ୩୦ଜଣ ଶ୍ରମିକଙ୍କୁ ନେଇ ଏକ ବୋଲେରୋ ପାଡର ଘାଟିରେ…
Read More...

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ କି? ଏମିତି କରନ୍ତୁ ସଞ୍ଚୟ

ସମାଜ ଡିଜିଟାଲ ଡେସ୍କ: ମାସ ଆରମ୍ଭରେ ଲୋକମାନେ ଦରମା ପାଇବା ମାତ୍ରେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ହେଲେ ମାସ ଶେଷ ହେବା ବେଳକୁ ପକେଟ ଫାଙ୍କା ହୋଇଥିବାରୁ ଚିନ୍ତାରେ ପଡିଥାନ୍ତି। ଦରମା ମିଳିବା ମାତ୍ରେ କେତେକ…
Read More...

କର୍କଟ ରୋଗରେ ପୀଡିତ ସୁଶୀଲ ମୋଦୀ: ଲୋକସଭା ନିର୍ବାଚନରେ ପ୍ରଚାର କରିବେ ନାହିଁ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କର୍କଟ ରୋଗରେ ପୀଡିତ ଅଛନ୍ତି। ଗତ ୬ମାସ ହେବ ସୁଶୀଲ କର୍କଟ ରୋଗ ସହିତ ସଂଘର୍ଷ କରୁଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଚନ୍ତି। ଟୁଇଟ କରି ସେ…
Read More...

ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ବିଶାଳ ରୋଡ ସୋରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲଙ୍କ ସହିତ…
Read More...

ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ସଶକ୍ତ ହେଉଛି ବିଜେଡି। ବୁଧବାର ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ,…
Read More...

ବିଜେଡିରେ ଯୋଗ ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର: ବିଜେଡିରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଯୋଗ ଦେଇଛନ୍ତି। ୧୩ ସରପଞ୍ଚ ଓ ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଦଳରେ ଯୋଗ ଦେଲେ ପ୍ରକାଶ। ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ…
Read More...

ଏନର୍ଜି ଡ୍ରିଙ୍କ୍‌‌ କହି କୌଣସି ପ୍ରଡକ୍ଟ ବିକ୍ରି କରିବା ପଡିବ ମହଙ୍ଗା

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମ ଋତୁ ଚାଲିଥିବାରୁ ସମସ୍ତେ କିଛି ନା କିଛି ଏନର୍ଜି ଡ୍ରିଙ୍କ୍‌‌ ପଇବାକୁ ଭଲ ପାଆନ୍ତି। କମ୍ପାନୀ ମାନେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର କହି କେତେକ ଏନର୍ଜି ଡ୍ରିଙ୍କ୍‌‌ ବଜାରରେ…
Read More...

ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ବିଜେଡିର ଉପସଭାପତି ଭାବେ ନିଯୁକ୍ତ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ…
Read More...

ବିଶ୍ୱର ସୁବଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଶୀର୍ଷରେ ଆମେରିକା, ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥାନ…

ସମାଜ ଡିଜିଟାଲ ଡେସ୍କ: ୨୦୨୪ ବର୍ଷରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ ପାଇଛି। ୟୁଏସ୍‌‌ ନ୍ୟୁଜ ଦ୍ୱାରା ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଟେକ୍ନୋଲୋଜି,…
Read More...

ବିଜେପି ଛାଡିଲେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ୨୩ବର୍ଷ ଧରି ଦଳରେ ରହି ସେ…
Read More...

ଚମ୍ପୁଆ ଆସନରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ: ଆଶାୟୀ ଓ ସମର୍ଥକଙ୍କୁ କରିଛି ନିରାଶ

କେନ୍ଦୁଝରଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଘୋଷଣା ନେଇ ରାଜନୈତିକ ମହଲରେ ସେତିକି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର ସଂସଦୀୟକ୍ଷେତ୍ର ଅଧିନ ଜିଲାର ୬ ବିଧାନସଭା ଓ ପଡୋଶୀ ମୟୁରଭଞ୍ଜ ଜିଲାର…
Read More...

ଅନ୍ତରବାଟିଆରେ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ଅନ୍ତରବାଟିଆ ଗ୍ରାମର ମା ଦକ୍ଷିଣ କାଳୀଙ୍କ ୩୬ ତମ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଚଳିତ ମାସର ମେରୁ ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲିବ ।…
Read More...

ଆଜି ନାମାଙ୍କନ ଦାଖଲ କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ନାମାଙ୍କନ ଦାଖଲ କରିବେ। କେରଳର ୱାୟନାଡରେ ଲୋକସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ରାହୁଲ। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏକ…
Read More...

ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ: ସ୍ୱର୍ଗଦ୍ୱାରରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ବଡପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଛନ୍ତି। ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌‌ ଅନର ପ୍ରଦାନ…
Read More...

ବିଜେଡିର ବିପ୍ଳବ ପାତ୍ରଙ୍କୁୁ ଟକ୍କର ଦେବେ ବିଜେପିର ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ଦିଗପହଣ୍ଡିରୁ ବିଜେପି ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବେ ବିଜେପିର ଏହି ପ୍ରାର୍ଥୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ୧୧୨ ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛଇ। ତେବେ ଏହି ତାଲିକାରେ ହିଞ୍ଜିଳିରୁ ଶିଶିର…
Read More...

କଂଗ୍ରେସ ଭବନରେ ଟିକେଟ ପାଇଁ ଧାରଣା

ଭୁବନେଶ୍ୱର: କଂଗ୍ରେସ ଭବନରେ ଟିକେଟ କଳି। ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ସମର୍ଥକମାନେ ଧାରଣା ଦେଇଛନ୍ତି। ଟିକେଟ ନମଳିବା ବୋଲି ଖବର ପାଇ ସୁଦର୍ଶନଙ୍କ ସମର୍ଥକ ମାନେ…
Read More...

କଏଦୀ ନମ୍ବର ୬୭୦; ତିହାର ଜେଲରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ତିହାର ଜେଲରେ କଏଦୀ ନମ୍ବର ୬୭୦ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜେଲରେ ପ୍ରଥମ ରାତି କାଟିଛନ୍ତି କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୫ଦିନିଆ ବିଚାର ବିଭାଗୀୟ…
Read More...

ସିବିଆଇକୁ ପ୍ରଧାନ ବିଚାରପତିଙ୍କ ପରାମର୍ଶ: ଦେଶ ବିରୋଧୀ ଅପରାଧ ଉପରେ ଫୋକସ କର

ନୂଆଦିଲ୍ଲୀ: ଦେଶରେ ସିବିଆଇ ସମେତ ଅନୁସନ୍ଧନକାରୀ ସଂସ୍ଥା ଗୁଡିକର କାର୍ଯ୍ୟ ପ୍ରଣାଳୀ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏକ ବଡ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏଜେନ୍ସିର ପ୍ରସାର…
Read More...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର: ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇ…
Read More...

ମୁମ୍ବଇର ଲଗାତାର ପରାଜୟ: ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ

ମୁମ୍ବଇ: ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ବିଜୟ ପଥ ଆଗକୁ ବଢିଚାଲିଛି। ଅନ୍ୟପଟେ ଘରୋଇ ପଡିଆରେ ପରାଜୟରୁ ବର୍ତ୍ତିନାହିଁ ମୁମ୍ବଇ ଇଣ୍ଡିଆନ୍ସ। ଟ୍ରେଣ୍ଟ ବୋଲ୍ଟ ଓ ଯୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ପରେ ରିୟାନ…
Read More...

ତିହାର ଜେଲରେ କାହାକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତିହାର ଜେଲରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜେଲରେ ରହିବା…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳ ବଦଳ ରାଜନୀତି ସେତିକି ଅଧିକା ହେଉଛି। କେହି କେହି ଟିକେଟ ଆଶା ରଖିଥିବାରୁ ଟିକେଟ ନମିଳିବା ଫଳରେ ଦଳ ଛାଡୁଛନ୍ତି ତ ଆଉ କିଏ ଅସନ୍ତୋଷ ବ୍ୟକ୍ତ କରି ଦଳରୁ…
Read More...

ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା ଅନୁଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା…
Read More...

ସକାଳୁଆ ଖୋଲିବ ଅଙ୍ଗନବାଡି

ଭୁବନେଶ୍ୱର: ରାଜ୍ୟରେ ସବୁ ଅଙ୍ଗନବାଡି ଏବେ ସକାଳୁଆ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତି ନେଇଛନ୍ତି। ସକାଳ…
Read More...

ଏହି ଜୀବର ପ୍ରୋଟିନ୍‌‌ ଖାଇଲେ, କଦାପି ଆସିବନି ବାର୍ଦ୍ଧକ୍ୟ

ସମାଜ ଡିିଜିଟାଲ ଡେସ୍କ: ପୃଥିବୀ ପୃଷ୍ଠର ଲୋକମାନେ କେବେ ବି ବାର୍ଦ୍ଧକ୍ୟର ଶିକାର ହେବାକୁ ଚାହାଁନ୍ତି ନାହିଁ। ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ। ସେମାନେ ନିଜକୁ ସବୁଦିନ ପାଇଁ ଯୁବାବସ୍ଥାରେ ରଖିବା ପାଇଁ ପ୍ରୟାସ…
Read More...

ବିଧାନସଭା ପ୍ରାର୍ଥୀ ତାଲିକାକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେତୁ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ‘ଓଡ଼ିଶା ବିଜେପି ପାଖରେ ୧୪୭…
Read More...

କଞ୍ଚା ରସୁଣ ଖାଇଲେ ମିଳିବ ଏହି ୬ଟି ଲାଭ

ସମାଜ ଡିଜିଟାଲ ଡେସ୍କ: ଯେକୌଣସି ଖାଦ୍ୟରେ ରସୁଣ ମିଶାଇଲେ ତାହାର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ଏହାବ୍ୟତୀତ ରସୁଣର ଅନେକ ଔଷଧୀୟ ଗୁଣ ରହିଛି। କଞ୍ଚା ରସୁଣ ପାଖୁଡା ଚୋବାଇ ଖାଇବା ଦ୍ୱାରା ଅନେକ ପ୍ରକାର ପେଟ ରୋଗ ସମସ୍ୟା…
Read More...

ଜେଲ ଗଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢିଲା ଅଡୁଆ। ରିମାଣ୍ଡ ଅବଧି ଶେଷ ପରେ ଦିଲ୍ଲୀର ରାଉଜ୍‌‌ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ…
Read More...

ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦିନ ଓ ରାତି ତାପମାତ୍ରା ବୃଦ୍ଧି କାରଣରୁ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ସେପଟେ ଦେଶରେ ଅନେକ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ…
Read More...

ଦେଶରେ ଆଜିଠୁ ଲାଗୁ ହେବ ଏହି ନିୟମ; ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ। ୨୦୨୪-୨୫ରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ ସାରା ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ। ଏହାଦ୍ୱାରା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡିବାକୁ…
Read More...

ଆଜି ସରୁଛି କେଜ୍ରିୱାଲଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ୪ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀରୁ ରାଉଜ୍‌‌ ଏଭେନ୍ୟୁ…
Read More...

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ଗୁଆହାଟୀ ବିମାନବନ୍ଦର ଛାତ

ଗୁଆହାଟୀ: ଆସାମ ଗୁଆହାଟୀ ବିମାନବନ୍ଦରରେ ଅଘଟଣ। ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ବାହାରେ ଛାତର ଏକ ଅଂଶ ହଠାତ ବର୍ଷା ଓ ଝଡତୋଫାନ କାରଣରୁ ଭୁଶୁଡି ପଡିଥିଲା। ସ୍ୱାଭାଗ୍ୟବଶତଃ…
Read More...

ଆଇପିଏଲରେ ରୋଚକ ଦୃଶ୍ୟ: ମ୍ୟାଚ ପରେ ପରସ୍ପରକୁ ଆଲିଙ୍ଗନ କଲେ ଗମ୍ଭୀର ଓ କୋହଲି

ନୂଆଦିଲ୍ଲୀ: ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ବିଜୟ ହୋଇଥିଲା କୋଲକତା ନାଇଟ ରାଇଡର୍ସ। ୧୮୩ରନର ଟାର୍ଗେଟକୁ ସହଜରେ ପୁରା କରିଥିଲା କୋଲକତା। ଟିମର ଏହି ବୃହତ ବିଜୟ…
Read More...

ଇଡି ଜାଲରେ ଆଉ ଜେଣ ଆପ୍‌‌ ନେତା ; କୈଳାଶ ଗେହଲଟଙ୍କୁ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆଉ ଜଣେ ବରିଷ୍ଠ ନେତାଙ୍କୁ ସମନ କରିଛି ଇଡ଼ି। ଆମ୍‌‌ ଆଦିମୀ ପାର୍ଟି ନେତା କୈଳାଶ ଗେହଲଟଙ୍କୁ ପଚରାଉଚରା ପାଇଁ ନୋଟିସ୍‌‌ ପଠାଇଛି…
Read More...

କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେ.ସୂର୍ଯ୍ୟ ରାଓ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କେ.ସୂର୍ଯ୍ୟ ରାଓ। ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଛନ୍ତି ସୂର୍ଯ୍ୟ ରାଓ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ରଙ୍କ…
Read More...

ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ, ପଥରରେ ଛେଚି ହତ୍ୟା କରାଯିବ: ଆଫଗାନିସ୍ତାନରେ ତାଲିବାନର ନୂଆ ଆଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବା ପରେ ସବୁଠାରୁ ବଡ ଡର ଥିଲା ଯେ ଦେଶ ଅନ୍ଧକାର ଯୁଗକୁ ପୁଣି ଥରେ ଫେରିବ। ମହିଳାଙ୍କ ଉପରେ ଅତ୍ୟାଚାର ବଢିବ। ବର୍ତ୍ତମାନ ଏହା ବାସ୍ତବରେ ସତ୍ୟ ହେବାରେ ଲାଗିଛି।…
Read More...

ବିଜେପିରେ ଯୋଗଦେଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ, ମଧ୍ୟାହ୍ନରେ ବିଜେପିରେ ସାମିଲ ହୋଇଛନ୍ତି। ନିଜ…
Read More...

ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ

ଯାଜପୁର: କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜର ଆତ୍ମସମ୍ମାନ ଏବଂ କୋରେଇବାସୀଙ୍କ ସ୍ୱାର୍ଥ ପାଇଁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଆକାଶ। ଦଳର ସଭାପତିଙ୍କୁ ଇସ୍ତଫା ପତ୍ର…
Read More...

ହାତ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ପିସିସି ସଭାପତିଙ୍କ ନିକଟକୁ ଚିରଞ୍ଜୀବ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ…
Read More...

ଗ୍ରୀଷ୍ମ ଋତୁରେ ପୁରୁଷମାନେ କେମିତି ନେବେ ତ୍ୱଚାର ଯତ୍ନ

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ କେବଳ ମହିଳାଙ୍କ ତ୍ୱଚା ନଷ୍ଟ ହୋଇନଥାଏ ବରଂ ପୁରୁଷଙ୍କ ତ୍ୱଚାରେ ମଧ୍ୟ ସୂର୍ଯ୍ୟକିରଣ ପଡିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଅଧିକାଂଶ ପୁରୁଷମାନେ ଭାବନ୍ତି ଯେ…
Read More...

ଆଜି ୫ ମହାନ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ୫ ମହାନ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ୍‌‌, ଚୌଧୁରୀ ଚରଣ…
Read More...

ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳର ସଭାପତିଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ କ୍ରମାଗତ ଅବହେଳା ଦର୍ଶାଇ ପ୍ରିୟଦର୍ଶୀ ଇସ୍ତଫା…
Read More...

ସମୁଦ୍ରରେ ଜାହାଜ ଅପହରଣ ଉଦ୍ୟମ ପଣ୍ଡ: ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ୧୨ଘଣ୍ଟାର ଅପରେସନ ପରେ ଭାରତୀୟ ନୌସେନାକୁ ମିଳିଛି ବଡ ସଫଳତା। ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଇରାନର ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନା। ଏହାସହିତ ୨୩ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ…
Read More...

ସମଲେଶ୍ୱରୀଙ୍କ ଦର୍ଶନ କଲେ ପ୍ରଣବ: କହିଲେ ବିଜେଡିର ବଡ ବିଜୟ ହେବ

ସମ୍ବଲପୁର: ସମ୍ବଲପୁରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଶୁକ୍ରବାର ପ୍ରଣବ ସମ୍ବଲପୁରରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ…
Read More...

ଏହି ନମ୍ବରରେ କେଜ୍ରିୱାଲଙ୍କୁ ଆଶୀର୍ବାଦ ପଠାନ୍ତୁ-ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି କାରଣରୁ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ବେଶ ସକ୍ରିୟ ରହିଛନ୍ତି। ଶୁକ୍ରବାର ସୁନୀତା ଏକ ଭିଡ଼ିଓ ବାର୍ତ୍ତା…
Read More...

ମୁଖତାର ଅନସାରୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାନ୍ଦା ଡିଏମ୍‌‌। ସୂଚନା ଅନୁଯାୟୀ ଡିଏମଙ୍କ ନିର୍ଦ୍ଦେଶ ପରେ ଏକ ତିନି ଜଣିଆ କମିଟି ଗଠନ…
Read More...

ବିଜେପିରୁ ଇସ୍ତଫା ଦେଲେ ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ୱର: ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି ସୁକାନ୍ତ। ୨୦୧୪ରେ ବିଜେଡିରୁ…
Read More...

ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ପ୍ରବଳ ଭିଡ

ପୁରୀ: ଶୁକ୍ରବାର ପୁରୀ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ପଟେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ପ୍ରଚଣ୍ଡ ତାତିରେ ଲମ୍ବା ଲାଇନରେ ଛିଡା ହୋଇ ହନ୍ତସନ୍ତ ହେଉଛନ୍ତି ଭକ୍ତ। ପ୍ରବଳ ତାତି ଓ ଗୁଳୁଗୁଳି ଯୋଗୁଁ ବଡଦାଣ୍ଡରେ ଚାଲି…
Read More...

ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ। ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ…
Read More...

ବଳଦେବଜୀଉ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି

କେନ୍ଦୁଝର: ବଳଦେବଜୀଉ ମନ୍ଦିର ହୁଣ୍ଡିରୁ ଚୋରି। ଗୁରୁବାର ବିଳମ୍ବିତ ରାତିରେ ବଳଦେବଜୀଉ ମନ୍ଦିର ହୁଣ୍ଡି ତାଡି ସେଥିରେ ଥିବା ଟଙ୍କା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ସବୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ପ୍ରବେଶ…
Read More...

ପାରିବାରିକ କଳହର କରୁଣ ପରିଣତି, ଜ୍ୱାଇଁର ଛୁରାମାଡରେ ଶ୍ୱଶୁର ମୃତ

କୋରାପୁଟ : ନାରାୟଣପାଟଣା ବ୍ଲକ ବାସନପୁଟ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜ୍ୱାଇଁର ଛୁରାମାଡରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। ମୃତଦେହ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି। ସୂଚନା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ବିଲ୍‍ ଗେଟ୍ସଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟ୍ସଙ୍କ ସ୍ୱତନ୍ତ୍ର ସାକ୍ଷାତକାର । ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ଜଳବାୟୁ…
Read More...

ସାବୁନ୍‍ ମୂଲ୍ୟ ୨ଲକ୍ଷ ୩୩ହଜାର ଟଙ୍କା !

୧୫୦୦ ସମୟରୁ ଲେବାନନ୍‌ ତ୍ରିପୋଲିରେ ଥିବା ସାବୁନ କାରଖାନା ‘ବଦର୍ ହାସେନ୍ ଆଣ୍ଡ ସନ୍ସ’ଦ୍ବାରା ନିର୍ମିତ ହାତତିଆରି ସାବୁନ, ସୁଗନ୍ଧିତ ତୈଳର ଆଦର ଗ୍ରାହକ ମହଲରେ ରହିଛି। ଏବେ ଦୁବାଇ, ଲଣ୍ଡନରେ ଥିବା କେତୋଟି ହାତଗଣତି…
Read More...

ରାଜସ୍ଥାନର ଦ୍ୱିତୀୟ ବିଜୟ: ୧୨ ରନରେ ହାରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ୯ମ ଲିଗ୍‍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ…
Read More...

ଶୁକ୍ରବାର ରାଶିଫଳ: ଆକସ୍ମିକ ଧନ ଲାଭର ସୂଚନା

ମେଷ: ସମାଜସେବୀ ଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ମନରେ ଉପୁଜିଥିବା ଅହଂଭାବର ବିନାଶ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃଷ: ଆୟର ସ୍ବଳ୍ପତା…
Read More...

ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ମୁଖତାର ଆନସାରୀଙ୍କ ମୃତ୍ୟୁ; ୟୁପିରେ ୧୪୪ ଧାରା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାରଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ…
Read More...

ବିଜେପି ଛାଡିଲେ ପ୍ରକାଶ ବେହେରା: ବିଜେଡିରେ ମିଶିବା ନେଇ ଚର୍ଚ୍ଚା

କଟକ: ବିଜେପି ଛାଡିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ୨୦୧୪ରେ କଂଗ୍ରେସରୁ ଜିତି ସାଲେପୁରର…
Read More...

ସମ୍ବଲପୁରରେ ହେବ ବିଗ୍‍ ଫାଇଟ୍‍: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର

ସମ୍ବଲପୁର: ଲୋକସଭା ନିର୍ବାଚନରେ ଏଥର ସମ୍ବଲପୁର ଆସନରେ ବଡ ଲଢେଇ ହେବ । ଏଠାରେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇବେ ସାଙ୍ଗଠନିକ…
Read More...

ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଲୋକସଭା ଆସନ ପାଇଁ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର…
Read More...

ବିଜେପିର ତିନୋଟି ରାଜ୍ୟ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନ ଲାଗି ତିନୋଟି ରାଜ୍ୟ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତିନୋଟି ଯାକ ରାଜ୍ୟରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ…
Read More...

ନିର୍ବାଚନ ପୂର୍ବରୁ ପୁଲିସ ପଞ୍ଝାରେ କୁଖ୍ୟାତ ଅପରାଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ କୁଖ୍ୟାତ ଅପରାଧି । ୨ ଅଭିଯୁକ୍ତଙ୍କୁ କମିଶନରେଟ ପୁଲିସ ଗିରଫ କରିଛି । ଅପରାଧ ଘଟାଇବା ପୂର୍ବରୁ ସେମାନଙ୍କ ଠାରୁ ୫ବନ୍ଧୁକ ସହ ମାଗାନିଜ ଓ…
Read More...

ଭାବବିହ୍ୱଳ ହେଲେ ମନ୍ମଥ, କହିଲେ ବାପାଙ୍କ ଅନୁମତି ନେଇ ମିଶିଛି

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି ।…
Read More...

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ପାଇଁ ରୋଲ ମଡେଲ । ରାଜ୍ୟରେ ବିପର୍ଯ୍ୟସ୍ତ ମୁକାବିଲା ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି । ଗତ…
Read More...

ବିଜେଡିରେ ମିଶିଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ସମର୍ଥକଙ୍କ ସହ ରାଲିରେ ଶଙ୍ଖ ଭବନକୁ ଆସି ଶଙ୍ଖ ଧରିଛନ୍ତି ମନ୍ମଥ । ଜଟଣୀରୁ କଂଗ୍ରେସ ବିଧାୟକ ଅଛନ୍ତି…
Read More...

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନାର ଶେଷ ଦିନ ରହିଛି । ପ୍ରଥମ ପର୍ଯ୍ୟାୟ ପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ…
Read More...

ରାଜନୀତି ପାଇଁ କଙ୍ଗନା ରାଣାୱତ ଉପଯୁକ୍ତ : ବିରୋଧୀଙ୍କୁ କଡା ଜବାବ ଦେଲେ ହେମା ମାଳିନୀ

ସମାଜ ଡିଜିଟାଲ ଡେସ୍କ: ବିଜେପି ପକ୍ଷରୁ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ବିରୋଧୀ ଦଳ ତାଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ବିବାଦୀୟ ମନ୍ତବ୍ୟ…
Read More...

୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି । ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସର ଅସନ୍ତୋଷ ଭିତରେ…
Read More...

ଟ୍ରେନକୁ ଅଟକାଅ ନଚେତ ବିସ୍ଫୋରଣ ହେବ: ଲୋକେ ଆତଙ୍କିତ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର କାମାୟନି ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ବିଷୟରେ ସୂଚନା ପାଇବା ପରେ ଅନେକ ଯାତ୍ରୀ ଓ ରେଳ ବିଭାଗରେ ଆତଙ୍କ ଖେଳିଯାଇଥିଲା । ଟ୍ରେନରେ ବୋମା ବିସ୍ଫୋରଣ ହେବ ଖବର ପାଇବା ପରେ…
Read More...

୩୩ବର୍ଷ ପୂର୍ବେ ‘ସୀତା’ ଜିତିଥିଲେ ନିର୍ବାଚନ; ଏବେ ହସ୍ତିନାପୁରରୁ ବିଜୟୀ ହେବେ କି ‘ରାମ’

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନ ପାଇଁ ମାପିଚୁପି ପ୍ରାର୍ଥୀ ଚୟନ କରିଛି ବିଜେପି । କିଛି ପୁରୁଣା ନେତାଙ୍କ ଉପରେ ଦଳ ଭରସା କରିଥିବା ବେଳେ ଅନେକ ସ୍ଥାନରେ ନୂଆ ଚେହେରାଙ୍କ ଉପରେ ଭରସା କରି ସୁଯୋଗ ଦେଇଛି ।…
Read More...

ଲୋକମାନ୍ୟ ତିଲକ ଏସି ବଗିରେ ଲାଗିଲା ନିଆଁ

ପାଟନା: ଲୋକମାନ୍ୟ ତିଲକ ହୋଲି ସ୍ପେଶାଲ ୦୧୪୧୦ ଟ୍ରେନର ଏସି ବଗିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ବିହାରର ପାଟନା ଅରାହ ନିକଟସ୍ଥ କରିସାଥ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ହୋଲି ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା…
Read More...

ୱାଏନାଡରେ ରାହୁଲଙ୍କୁ ଟକ୍କର ଦେବେ କେ ସୁରେନ୍ଦ୍ରନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୱାଏନାଡ ଲୋକସଭା ଆସନରେ ଏଥର ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି । କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେବାକୁ କେରଳ ବିଜେପି ମୁଖ୍ୟ କେ…
Read More...

କାନ୍ଥ ଭୁଶୁଡି ବାପା-ପୁଅ ମୃତ: ଗୁରୁତର ମା ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଘଟଣ । କାନ୍ଥ ଭୁଶୁଡି ପଡିବାରୁ ୩ଜଣ କାନ୍ଥ ତଳେ ଚାପି ହୋଇଥିଲେ । ଗୁରୁତର ଅବସ୍ଥାରେ ବାପା, ମା ଓ ପୁଅଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…
Read More...

ବିପୁଳ କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର: ବିପୁଳ ପରିମାଣରେ କଫ୍‌ ସିରପ୍ ବୋତଲ ଜବତ ହୋଇଛି । ୧୦ହଜାର ୮୦୦ ବୋତଲ କଫ୍‌ ସିରପ୍ ଜବତ କରିଛି ସମ୍ବଲପୁର ଟାଉନ ଥାନା ପୁଲିସ । ଏହାସହିତ ଘଟଣାରେ ୨୬ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନେ କୋଲକାତାରୁ କଫ୍‍…
Read More...