www.samajalive.in
Saturday, December 13, 2025
27.1 C
Bhubaneswar

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି ୧୪ବର୍ଷ ପରେ ଭାରତ ଆସିଛନ୍ତି । ଭାରତ ଆସି କଲକାତାରେ ପହଂଚିବା ପରେ ମେସିଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା । ମେସି ଆଜି କଲକାତାରେ ୭୦ଫୁଟର ଏକ ଷ୍ଟାଚ୍ୟୁକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ଶାହାରୁଖ ଏହି କାର୍ଯ୍ୟରେ ସାମିଲ ହୋଇ ମେସିଙ୍କୁ ଭେଟିଛନ୍ତି । ଯେତେବେଳେ ଶାହାରୁଖ ମେସିଙ୍କୁ ସାକ୍ଷାତ କରିଥିଲେ ତାଙ୍କ ସହ ସାନ ପୁଅ ଅବରାମ ଖାନ ମଧ୍ୟ ରହିଥିଲେ । ଲିଓନେଲ ମେସିଙ୍କୁ ଭେଟି ଶାହାରୁଖଙ୍କ ପୁଅ ବେଶ ଖୁସି ଅନୁଭବ କରିବାର ନଜର ଆସିଥିଲେ । ଶାହାରୁଖ ମଧ୍ୟ ମେସିଙ୍କୁ ଭେଟି ବେଶ ବ୍ୟକ୍ତ କରିଛନ୍ତି । ମେସି ଓ ଶାହାରୁଖଙ୍କୁ ଗୋଟିଏ ମଞ୍ଚରେ ଦେଖିବା ପ୍ୟାନ୍ସଙ୍କ ପାଇଁ ଯେଭଳି ସ୍ୱପ୍ନ ଥିଲା ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories