ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା; ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଥାନାରେ…
Read More...

ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା? କାଲି ବିକ୍ଷୋଭ କରିବ ବିଜେଡି

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ଥାନା ଭିତରେ ପୁଲିସ ଯେଭଳି ନିର୍ଦ୍ଦୟ ବ୍ୟବହାର କରିଥିବା ଅଭିଯୋଗ ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ…
Read More...

ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ; କ୍ୱାଡ୍‌‌ ଶିଖର ସମ୍ମିଳନୀରେ ସାମିଲ ହେବେ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି…
Read More...

ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା; ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାକୁ କଡା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଥାନାରେ ଯାହା ଘଟିଲା ତାହା ଗଭୀର ଆଘାତ…
Read More...

ତିନି ଦିନ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ; ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ତିନି ଦିନ ଧରି ଚାଲିବ ରତ୍ନଭଣ୍ଡାର ବେଷୟିକ ସର୍ଭେ କାମ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧,୨୨ ଏବଂ ୨୩ ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ…
Read More...

ଆତିଶୀଙ୍କ କ୍ୟାବିନେଟରେ ମୁକେଶ ନୂଆ ମୁହଁ

ନୂଆଦିଲ୍ଲୀ: ଆପ୍‌ ନେତ୍ରୀ ଆତିଶୀ ଆସନ୍ତା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ତେବେ ଆତିଶୀଙ୍କ କ୍ୟାବିନେଟରେ ୪ ଜଣ ପୁରୁଣା ମନ୍ତ୍ରୀଙ୍କ ସ୍ଥାନ ସୁରକ୍ଷିତ…
Read More...

ନେତାନ୍ୟାହୁଙ୍କୁ ହତ୍ୟା ଷଡ଼ଯନ୍ତ୍ର; ଇସ୍ରାଏଲ ନାଗରିକ ଗିରଫ

ତେଲଆବିଭ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା ଷଡଯନ୍ତ୍ର କରିବା ଅଭିଯୋଗରେ ଦେଶର ଜଣେ ନାଗରିକଙ୍କୁ ଗିରଫ କରାଯାଇଛି। ଇସ୍ରାଏଲ ପୁଲିସ ଓ ଆଭ୍ୟନ୍ତରୀଣ ଗୁଇନ୍ଦା ଏଜେନ୍ସି ‘ସିନ୍ ବେଟ୍‌’ର…
Read More...

ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ଯୁଦ୍ଧ ଆରମ୍ଭ; ଲେବାନନ୍ ସ୍ଥିତ ଏକାଧିକ ଆଡ୍ଡା ଉପରେ ଆକ୍ରମଣ

ତେଲ୍‌ ଆବିଭ୍‌ : ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି। ଗାଜାର ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଥିବାବେଳେ ଏବେ ଲେବାନନ୍‌ସ୍ଥିତ ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ କରିଛି।…
Read More...

iPhone16 କିଣିବା ପାଇଁ ଲମ୍ବା ଲାଇନ୍‌‌

ଆଜିଠୁ ଭାରତରେ ଆଇଫୋନ୍‌‌-୧୬ର ବିକ୍ରି ଆରମ୍ଭ ହୋଇଛି। ସକାଳ ୮ଟାରୁ ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌‌ ଷ୍ଟୋର ଖୋଲିଥିବା ବେଳେ ଆଇଫୋନ୍‌‌-୧୬ କିଣିବା ପାଇଁ ଉତ୍କଣ୍ଠାର ସହ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆପଲର ଆଇଫୋନ୍…
Read More...

ଭରତପୁର ପୁଲିସ ବିରୋଧରେ ମାମଲା ରୁଜୁ; ନିଲମ୍ବିତ ଆଇଆଇସିଙ୍କୁ ଜେରା

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ବାଲେଶ୍ୱର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍‌‌ ଭି ହରିହର ରାଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌‌। ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚଢାଉ ହୋଇଛି।…
Read More...

୨୪ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ କାମ ସେପ୍ଟେମ୍ବର ୨୪ତାରିଖ ସୁଦ୍ଧା ସାରିବାକୁ ଚିଠି ଲେଖାଯାଇଛି। ଏନେଇ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…
Read More...

ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା; ବଡ ଘୋଷଣା କଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏବେ ଆଉ ଏକ ବଡ ଘୋଷଣା କରାଯାଇଛି। ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି…
Read More...

ସବୁ ଜିଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ- ସ୍ୱାସ୍ଥ୍ୟମନ୍ତ୍ରୀ

ସମାଜ ଡିିଜିଟାଲ ଡେସ୍କ: ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଖୋଲିବ ମେଡିକାଲ କଲେଜ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ…
Read More...

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୁଲିସ; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୁଲିସ। ଏନେଇ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ଖାଦ୍ୟ ସଙ୍କଟ; ୨୦୦ ହାତୀଙ୍କୁ ଦିଆଯିବ ବଳି, ଜାଣନ୍ତୁ କାହିଁକି ଏମିତି କରିବ ଜିମ୍ବାୱେ

ସମାଜ ଡିଜିଟାଲ ଡେସ୍କ: ଆଫ୍ରିକୀୟ ଦେଶରେ ବର୍ତ୍ତମାନ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ନାହିଁ। ଏଭଳି ସଙ୍କଟ ସମୟରେ ସେଠାକାର ସରକାର ଲୋକଙ୍କ ଭୋକ ମେଣ୍ଟାଇବାକୁ…
Read More...

ରାଜଗାଙ୍ଗପୁରରେ ଲଜ୍ଜା; ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ରାଜଗାଙ୍ଗପୁରରେ ଲଜ୍ଜା। କୁତ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କରମା ପୂଜା ଦେଖିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।…
Read More...

ମୃତ ଶିଶୁକନ୍ୟାକୁ ଧରି ଧାରଣା ଦେଲେ ବାପା-ମା

ସମାଜ ଡିଜିଟାଲ ଡେସ୍କ: ଚିକିତ୍ସା ଅବହେଳାରୁ ୫ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶିଶୁକନ୍ୟାର ମୃତଦେହ ରଖି ଧାରଣାରେ ବସିଛନ୍ତି…
Read More...

ବେଆଇନ ଗୁଟଖା କାରଖାନାରେ ଚଢାଉ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀ ସ୍ଥିତ ବେଆଇନ ଗୁଟଖା କାରଖାନାରେ ପୁଲିସ ଚଢ଼ାଉ କରିଛି। ଏହି ସମୟରେ ବିପୁଳ ପରିମାଣର ଗୁଟଖା ପ୍ୟାକେଟ ସହ ମେସିନ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି…
Read More...

ଆଜିଠୁ ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ; ବ୍ୟାଟିଂ କରୁଛି ଭାରତ

ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟସ୍‌‌ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।…
Read More...

ଘାତକ ମଙ୍କିପକ୍ସ; ଲକ୍ଷଣ ଓ ଚିକିତ୍ସା ପଦ୍ଧତି

ସମାଜ ଡିଜିଟାଲ ଡେସ୍କ: ଏମ୍ ଫକ୍ସ ବା ମଙ୍କିପକ୍ସ ଏବେ ଘାତକ ହେବାରେ ଲାଗିଛି। ପୂର୍ବରୁ ହେଉଥିବା ବସନ୍ତ ରୋଗ ସଦୃଶ ଏହି ରୋଗ।  ଏଥିରେ ମଣିଷ ଆକ୍ରାନ୍ତ ହେଲେ ଶରୀରରେ ଛୋଟ ଛୋଟ ଦାନା ଭଳି ଫଳିଯାଏ। ଏହି ରୋଗ ସବୁ…
Read More...

ଗୁରୁବାର ରାଶିଫଳ; ଏହି ରାଶିରେ ହେବ ଆକସ୍ମିକ ଧନରାଶି ବର୍ଷା

ମେଷ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭପ୍ରଦ ହେବ। ବୃଷ: ଭ୍ରାତୃତ୍ବ…
Read More...

ଓଭରଟେକ୍‌‌ ଯୋଗୁଁଁ ଦୁର୍ଘଟଣା; ଚାଲିଗଲା ଦୁଇ ଜୀବନ 

ଗଞ୍ଜାମ: ଆସିକା-ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ-ପିକଅପ୍ ଭ୍ୟାନ ଧକ୍କା ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି।…
Read More...

ମଦ ଦୋକାନ ଭାଙ୍ଗିଲେ, ଗାଁରେ ମଦ ବନ୍ଦ ପାଇଁ ଅଭିଯୋଗ କଲେ ମହିଳା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମରେ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଦେଶୀ ବିଦେଶୀ ମଦ ଦୋକାନ ଖୋଲି ବିକ୍ରି କରିବା ସହ ଗାଁର ପରିବେଶକୁ ନଷ୍ଟ କରୁଥିବା…
Read More...

ଖୁବଶୀଘ୍ର ଚିଟଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଚିଟଫଣ୍ଡ କ୍ଷତିଗସ୍ତ ଖୁବଶୀଘ୍ର ଫେରିପାଇବେ ଟଙ୍କା। ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।…
Read More...

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ସମାଜ ଡିଜିଟାଲ ଡେସ୍କ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସ୍ୱାଧୀନ ପ୍ରାର୍ଥୀ ଗୁରୁବନ୍ତ ସିଂ ଅଲୁୱାଲିୟା…
Read More...

ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟା ସ୍ଥିତି ଉଦ୍‌‌ବେଗଜନକ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଲାରେ…
Read More...

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌‌

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା। ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌‌। ରତ୍ନଭଣ୍ଡଶର ଭିତରେ…
Read More...

ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସ୍‌‌ଆଇ ଟିମ୍‌‌ ର ଅନୁଧ୍ୟାନ

ସମାଜ ଡିଜିଟାଲ ଡେସ୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସଆଇ ଟିମ୍‌‌ ଅନୁଧ୍ୟାନ କରୁଛନ୍ତି। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍‌‌ ମନ୍ଦିର ପରିସରରେ ଅନୁଧ୍ୟାନ ଜାରି ରଖିଛନ୍ତି।…
Read More...

ପୁଲିସ ସେବା ଭବନ ଆଗରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିବାଦ; ଥାନାରେ ସିସିଟିଭି କାହିଁକି ନଥିଲା କଲେ ପ୍ରଶ୍ନ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଗୁରୁଭେନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ଅବସରପ୍ରାପ୍ତ ଅନେକ ସେନା କର୍ମଚାରୀ। ଏନେଇ ପୁଲିସ ସେବା ଭବନ ଆଗରେ ଆନ୍ଦୋଳନ…
Read More...

ଖୁବଶୀଘ୍ର ମୋଦୀଙ୍କୁ ଭେଟିବେ କହିଲେ ଟ୍ରମ୍ପ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକାରେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥର ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ଏକ ସାଧାରଣ ସଭାକୁ…
Read More...

୧୯ରୁ ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ; ରୋହିତ କହିଲେ ବାଂଲାଦେଶ ବିପକ୍ଷରେ କିଛି ନୂଆ କରିବା ଆବଶ୍ୟକ ନାହିଁ

ସମାଜ ଡିଜିଟାଲ ଡେସ୍କ: ଆସନ୍ତାକାଲିଠାରୁ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ ଖେଳିବ। ମ୍ୟାଚ ପୂର୍ବରୁ ମଙ୍ଗଳବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର…
Read More...

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

କଲ୍ୟାଣସିଂହପୁର : ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାରଗୁଡା ଓ ଅଲଣ୍ଡା ଗ୍ରାମ ମଧ୍ୟ ଭାଗରେ ଥିବା ଚାଞ୍ଚଡାସାହି ସ୍ଥାନରେ ଶ୍ରୀରାମ…
Read More...

ପୋଲର ଉଭୟ ପାର୍ଶ୍ଵରେ ଗର୍ତ୍ତ ; ଯାତାୟତ ପ୍ରଭାବିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼଼ ଜିଲ୍ଲା ଅତାବିରା ବସଷ୍ଟାଣ୍ଡ ଛକରୁ ବାବେବିରାକୁ ଯାଇଥିବା ରାସ୍ତାର ସ୍କୁଲ ଛକରୁ ବୁଗବୁଗାକୁ ଯାଇଥିବା ୫ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଦ୍ୱାର ମୁହଁଟି ବିପଦ ସଂକୁଳ ଅବସ୍ଥାରେ…
Read More...

ଗୁଣିଗାରେଡି ସନ୍ଦେହରେ ମରଣାତ୍ମକ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ

ଘଣ୍ଟାପଡା: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଛନ୍ତି ଲୋକ। ଅନ୍ଧବିଶ୍ୱାସରେ ଶିକାର ହୋଇ ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ଘଟିଛି ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଘଟିଛି ବୌଦ୍ଧ…
Read More...

କାରଖାନାରେ ଅଘଟଣ; ଦୁଇ ଶ୍ରମିକ ମୃତ, ୫ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଝାରସୁଗୁଡା ଓଡ଼ିଶା ମେଟାଲିକ୍ସ କାରଖାନାରେ ଅଘଟଣ। କାମ କରିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ବଡ ପିଲାର। ଫଳରେ ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ…
Read More...

ଜନତା ମଇଦାନରେ ମୋଦୀଙ୍କ ଅଭିଭାଷଣ; ମୋଦୀ ଗ୍ୟାରେଣ୍ଟି ପୂରଣ ହୋଇଛି, ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର

ସମାଜ ଡିଜିଟାଲ ଡେସ୍କ: ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଥରେ ଓଡ଼ିଶା ଆସି ଖୁସି ବ୍ୟକ୍ତ କରିଛନ୍ତି…
Read More...

‘ମୁଁ ବିବାହ କରିବାକୁ ଚାହୁଁଛି’ କିନ୍ତୁ ପ୍ରଥମେ . . .

ସମାଜ ଡିଜିଟାଲ ଡେସ୍କ: ବଲିଉଡର ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱାତ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ବିବାହ କରିବା ନେଇ ଖୁଲାସା କରିଛନ୍ତି। ୩୮ବର୍ଷୀୟା କଙ୍ଗନାଙ୍କୁ କେବେ…
Read More...

ତୃତୀୟ ପାଳିର ୧୦୦ ଦିନ ପୂରଣ; ଶାହ କହିଲେ ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ ହୋଇଛି। ଲୋକସଭା ନିର୍ବାଚନ ସମୟରେ ୧୦୦ଦିନର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଶପଥ ଗ୍ରହଣ କରିବାର ୧୦୦ଦିନ ମଧ୍ୟରେ ୧୫ଲକ୍ଷ…
Read More...

ଆତିଶୀ ମାର୍ଲେନା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନା। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି।…
Read More...

ରଖେ ହରି ତ ମାରେ କିଏ; ପାଣିରୁ ହରିଣର ଜୀବନ ବଞ୍ଚାଇଲା କୁକୁର; ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ରଖେ ହରି ତ ମାରେ କିଏ। ପାଣିରେ ନବଜାତ ହରିଣଟି ବୁଡି ଯାଉଥିବା ବେଳେ କୁକୁରଟି ଯାଇ ତା’ର ଜୀବନ ରକ୍ଷା କରିଛି। କୁକୁରର ଏଭଳି କାର୍ଯ୍ୟ ଦେଖି ସଭିଏଁ ପ୍ରଶଂସା କରିଛନ୍ତି। ଯାହାର…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି-ସିଦ୍ଧାର୍ଥ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଓ ସିଦ୍ଧାର୍ଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରି ନିଜର ପ୍ରଶଂସକଙ୍କୁ…
Read More...

ବିନା କୋଚିଂରେ ପାଠ ପଢି ନିଟ୍‌ରେ ହେଲେ କୃତକାର୍ଯ୍ୟ; ଲିନ୍ସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବାଡ଼ାବାଙ୍ଗା ଗର୍ଜେଡ଼ି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ ବିନା କୋଚିଂରେ କଠିନ ପରିଶ୍ରମ କରି ପାଠ ପଢି ନିଟ୍‌‌ରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ଅବସରରେ ଲିନ୍ସା…
Read More...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ମାଡ ଅଭିଯୋଗ; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଆର୍ମି କ୍ୟାପଟେନ ଗୁରୁବନ୍ତ ସିଂ, ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ରବିବାର ଦିନ ଭୁରତପୁର ଥାନାରେ ପୁଲିସ…
Read More...

ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଦ୍ରୁତଗାମୀ ଟ୍ରେନ ଶୁଭାରମ୍ଭ

କଣ୍ଟାବାଞ୍ଜି: ଭାରତୀୟ ରେଳ ବିଭାଗ ପକ୍ଷରୁ କଣ୍ଟାବାଞ୍ଜି ସହରବାସୀଙ୍କ ଭେଟି ଦେଇଛନ୍ତି। ରେଳବିଭାଗ ପକ୍ଷରୁ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତ ଦ୍ରୁତଗାମୀ ଟ୍ରେନ ସୋମବାରଠାରୁ କଣ୍ଟାବାଞ୍ଜି, ଟିଟିଲାଗଡ଼଼ ଦେଇ…
Read More...

କନ୍ଦରପୁର ଗ୍ରାମର ୧୬ଟି ସ୍ଥାନରେ ଖୁଦୁରୁକୁଣୀ ପୂଜା

ଆଠଗଡ଼: ଆଠଗଡ଼ ସହର ସମେତ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ରବିବାର ଶେଷ ପାଳିରେ ଖୁଦୁରୁକୁଣୀ ଓଷା ମହାସମାରୋହରେ ପାଳିତ ହୋଇଯାଇଛି। କନ୍ଦରପୁର ଗ୍ରାମରେ ସର୍ବାଧିକ ୧୬ଟି ସ୍ଥାନରେ ଖୁଦୁରୁକୁଣୀ ପୂଜା ମଣ୍ଡପ ସୁନ୍ଦର…
Read More...

୭୪ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ଛୁଟୁଛି ଶୁଭେଚ୍ଛାର ସୁଅ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ। ୭୪ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଗୁଜରାଟର…
Read More...

ଜନ୍ମଦିନରେ ଭୁବନେଶ୍ୱର ଆସୁଛନ୍ତି ମୋଦୀ; ଜାଣନ୍ତୁ ଟ୍ରାଫିକ୍‌‌ ରୁଟ୍‌‌

ସମାଜ ଡିଜିଟାଲ ଡେସ୍କ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନ୍ମଦିନରେ ମହିଳାଙ୍କୁ ଦେବେ ସୁଭଦ୍ରା ଯୋଜନା ଭେଟି। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ଏହି ଯୋଜନାରେ…
Read More...

ସରକାରୀ ଦୋକାନରୁ ନକଲି ମଦ ବୋତଲ ଜବତ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମତ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍‌‌ ଚଢଉ…
Read More...

ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେଉଁମାନଙ୍କ ଆକାଉଣ୍ଟକୁ ୧ଟଙ୍କା ନଆସିଛି ସେମାନେ ବି ସୁଭଦ୍ରା ଟଙ୍କା ପାଇପାରିବେ। ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସିଷ୍ଟମ୍‌‌ ଚେକ୍‌‌ କରିବାକୁ…
Read More...

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଘରେ କ’ଣ କରିଲେ ହେବ ଶୁଭଫଳ

ସମାଜ ଡିଜିଟାଲ ଡେସ୍କ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧୮ ସେପ୍ଟେମ୍ବରରେ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଚନ୍ଦ୍ରଗ୍ରହଣର ନୀତିନିୟମ ଆମ ଦେଶରେ ଲାଗୁ ହେବନାହିଁ। କିନ୍ତୁ…
Read More...

ମହଙ୍ଗା ହେଲା ଖାଇବା ତେଲ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ପନିପରିବା ଓ ପିଆଜ ଦର ବୃଦ୍ଧି ପରେ ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍‌‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌‌ ତେଲ ଉପରେ…
Read More...

ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍‌‌ କଟକଣା; ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାରେ ହିତାଧିକାରୀରୁ ପ୍ରଥମ କିସ୍ତି ବଣ୍ଟନ କରିବେ। ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ…
Read More...

ସ୍ୱପ୍ନରେ ଦେଖିନଥିବେ ଏଭଳି ମାଟିର ଘର; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସହରର କୋଳାହଳ ଜୀବନରୁ କିଛି ସମୟ ବାହାର କରି ଶାନ୍ତିରେ ରହିବାକୁ ସମସ୍ତେ ପ୍ରାୟତଃ ପସନ୍ଦ କରନ୍ତି। ମାନସିକ ଚାପ ଏବଂ ଚିନ୍ତାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକାମାନେ କାମରୁ ବିରତି ନେଇ…
Read More...

ଦୁଇ ଭାଇଙ୍କୁ ଆକ୍ରମଣ, ବଡ ଭାଇ ମୃତ

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲା ଭଞ୍ଜନଗର ସୋରଡା ଥାନା ଅନ୍ତର୍ଗତ ଅମୃତୁଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ…
Read More...

ଟଙ୍କା ଲୁଟ୍‌‌ ବେଳେ ପୋଡିଗଲା ଏଟିଏମ୍‌‌

ସମ୍ବଲପୁର: ସମ୍ବଲପୁର ଜିଲା ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଥିବା ପେଟ୍ରୋଲ ପମ୍ପ ନିକଟସ୍ଥ ଏସବିଆଇର ଏଟିଏମରୁ ଲୁଟ୍‌‌ ଉଦ୍ୟମ। ଶନିବାର ବିଳମ୍ବିତ ରାତ୍ରିରେ…
Read More...

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି; ପାକିସ୍ତାନକୁ ହରାଇଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ। ୨-୧ଗୋଲରେ ପାକ୍‌‌ ଟିମକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଭାରତ ପାଇଁ…
Read More...

କଳା ସୂତା ବାନ୍ଧିବାର ନିୟମ, ଶରୀରର କେଉଁ ଅଙ୍ଗରେ ବାନ୍ଧିବେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପାଦରେ କଳା ସୂତା ବାନ୍ଧିବାର ଟ୍ରେଣ୍ଡ ବହୁତ ବଢିଯାଇଛି। ଆପଣ ଅନେକ ମହିଳା, ଯୁବକ ଓ ଯୁବତୀଙ୍କୁ ପାଦ କିମ୍ବା ହାତରେ ପତଳା କଳା ସୂତା ବାନ୍ଧିଥିବା ଦେଖିଥିବେ। ତେବେ କିଛି ଲୋକ ଏହାକୁ…
Read More...

ଗାଧୋଇବା ବେଳେ ନଦୀରେ ବୁଡିଗଲେ ବୃଦ୍ଧା

ସମାଜ ଡିଜିଟାଲ ଡେସ୍କ: କଟକ ଜିଲା ଖାନନଗର ଜଗନ୍ନାଥ ମନ୍ଦିର ନିକଟ କାଠଯୋଡି ନଦୀରେ ବୁଡିଗଲେ ବୃଦ୍ଧା। ଗାଧୋଇବା ବେଳେ ବୃଦ୍ଧା ବୁଡିଯିବାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ବୃଦ୍ଧା ଜଣକ ହେଲେ…
Read More...

ମା’ ଆସୁଛନ୍ତି; ରସୁଲଗଡ଼ରେ ମୁଖ୍ୟ ଆକର୍ଷଣ ସାଜିବ ‘ସ୍ୱାମୀନାରାୟଣ ମନ୍ଦିର’ ତୋରଣ

ଭୁବନେଶ୍ୱର: ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଏଥର ୩୨ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଚଳିତ ଥର ପୂଜାମଣ୍ଡର ମୁଖ୍ୟ ଆକର୍ଷଣ ଭାବେ ଶୋଭାପାଇବ ଗୁଜରାଟର ‘ସ୍ୱାମୀନାରାୟଣ…
Read More...

ଏସସିବିରେ ଜୀବନ-ମୃତ୍ୟୁର ଖେଳ; ମୃତ ଘୋଷଣା ପରେ ବଞ୍ଚିଲେ, ପୁଣି ମଲେ

 କଟକ: କଟକ ବଡ଼ ଡାକ୍ତରଖାନାରେ ଜଣେ ଜୀବିତ ରୋଗୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ମୃତ ଘୋଷଣାର ୩୦ ମିନିଟ ପରେ ସମ୍ପୃକ୍ତ ରୋଗୀ ଜୀବିତ ବୋଲି କହିବା ଏବଂ ପୁଣି ଏକ…
Read More...

ଦୋଳା ଓ ଡଙ୍ଗାରେ ନଦୀ ପାର ହେଉଛନ୍ତି ରୋଗୀ

ପାତ୍ରପୁର: ରାଜ୍ୟରେ ଗ୍ରାମାଞ୍ଚଳକୁ ଯୋଗାଯୋଗ ପାଇଁ ବହୁ ଉନ୍ନତି ହୋଇଛି। ଗ୍ରାମାଞ୍ଚଳରେ ବହୁ ପୋଲ ଓ ରାସ୍ତା ନିର୍ମାଣ ହେଉଛି; କିନ୍ତୁ ଏବେ ବି କିଛି ଗ୍ରାମାଞ୍ଚଳରେ ରାସ୍ତା ଓ ପୋଲ ନଥିବାରୁ ଲୋକମାନେ ଚିକିତ୍ସା…
Read More...

ଜୁସ୍‌‌ରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ; ଦୋକାନକୁ ଲଗାତାର ଯାଉଥିଲେ ଅଭିନେତା ସୋନୁ ସୁଦ୍‌‌

ସମାଜ ଡିଜିଟାଲ ଡେସ୍କ: ଜୁସ୍‌‌ ପିଉଥିଲେ ସାବଧାନ୍‌‌। ଆପଣ ଯଦି ମାର୍କେଟରେ ଥିବା ଜୁସ ଦୋକାନରେ ଜୁସ ପିଇବାକୁ ଯାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଜୁସ୍‌‌ରେ କିଛି ଦୋକାନୀ ପରିସ୍ରା ମିଶାଉଥିବା ନଜରକୁ…
Read More...

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ମ ପ୍ରତିଷ୍ଠା ଉତ୍ସବ

ଫୁଲବାଣୀ: ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅଗ୍ରଣୀ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ହୋଇଯାଇଛି। ସଭାପତି ଡଃ ସୂର୍ଯ୍ୟ…
Read More...

ଗଡ଼ାପୋଖରୀ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଆଠଗଡ଼/ବଡମ୍ବା: କଟକ ଜିଲା ବଡମ୍ବା ବ୍ଲକ ଅନ୍ତର୍ଗତ ଗଡ଼ାପୋଖରୀ ସରପଞ୍ଚ ଏଲିନା ଦାଶଙ୍କ ବିରୁଦ୍ଧରେ ଓ୍ବାର୍ଡ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରପଞ୍ଚଙ୍କ…
Read More...

ମାଣିକେଶ୍ବରୀଙ୍କ ପୀଠରେ ନୂଆଁଖାଇ ସମ୍ପନ୍ନ

ଭବାନୀପାଟଣା: ମାଁ ମାଣିକେଶ୍ବରୀଙ୍କ ପୀଠସ୍ଥଳୀ ଭବାନୀପାଟଣାରେ ଶୁକ୍ରବାର ନୂଆଁଖାଇ ସମ୍ପନ୍ନ ହୋଇଛି। ସକାଳ ୮ ଟା ୨୫ ମିନିଟରୁ ୯ ଟା ୧୫ ମିନିଟ ମଧ୍ୟରେ ମାଁ ଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ଦିନ ୧୦ ଟା ୩…
Read More...

ମଡେଲ ପତ୍ନୀଙ୍କୁ ଆରିପାତରେ କାଟିଲା, ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ କରିଥିଲା ଗ୍ରାଇଣ୍ଡିଂ

ସମାଜ ଡିଜିଟାଲ ଡେସ୍କ: ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ବାତାବରଣ ଏବଂ ଶାନ୍ତିପ୍ରିୟ ଦେଶ ଭାବେ ଜଣାଶୁଣା ସୁଇଜରଲାଣ୍ଡରୁ ଆସିଛି ଚାଞ୍ଚଲ୍ୟକର ଓ ହୃଦୟ ବିଦାରକ ଖବର। ଏଠାରେ ପୂର୍ବତନ ମିସ୍‌‌ ସୁଇଜରଲାଣ୍ଡ…
Read More...

ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍‌‌

ପୁରୀ: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ସଂଶୋଧିତ ବିଜ୍ଞପ୍ତି ଅନୁସାରେ ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ…
Read More...

ମା’ ଆସୁଛନ୍ତି, ସହିଦନଗରରେ ଏଥର କାଳ୍ପନିକ ତୋରଣ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତ ଥର ୪୬ତମ ବର୍ଷରେ ପଦାର୍ପଣ କରିଛି। ଚଳିତଥର ଏକ ନୂଆ ଥିମରେ ତୋରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। କଲକାତା ଅଞ୍ଚଳର ୯୦ରୁ ଊର୍ଦ୍ଧ୍ବ୍ୱର୍…
Read More...

ସାଙ୍ଗର ମୁଣ୍ଡକୁ ପିଟି ହତ୍ୟାକଲା ସାଙ୍ଗ; ଅଭିଯୁକ୍ତ ଗିରଫ

ସମ୍ବଲପୁର: ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ। ମୃତକ ଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର। ଗତକାଲି ବିଳମ୍ବିତ ରାତିରେ ବାଙ୍କୀଟିକ୍ରା ଗ୍ରାମରେ ୩ ଜଣ ସାଙ୍ଗ ଜଣେ…
Read More...

ଲୁହା କଢେଇରେ ରୋଷେଇ କରିବା ଘଟଣା; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରୋଷେଇ କରିବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ୭ଦିନ…
Read More...

ହଷ୍ଟେଲ ରୁମରେ ଗୋମାଂସ ଭକ୍ଷଣ ଅଭିଯୋଗ; ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ଗୋପାଳପୁର: ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖାଦେଇଛି। ହଷ୍ଟେଲ କୋଠରୀରେ କିଛି ସଂଖ୍ୟା ଲଘୁ ଛାତ୍ର ଗୋମାଂସ ରାନ୍ଧି ଖାଇବା ସହ କିଛି ଅନ୍ୟ ଛାତ୍ରଙ୍କୁ…
Read More...

ନର୍ଲାରେ ହାତୀ ମୃତଦେହ ଠାବ

ଭବାନୀପାଟଣା: କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ବିଲରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୧୫ବର୍ଷ ହୋଇଥିବା ସୂଚନା ମିଳିଛି। ତେବେ କିପରି ହାତୀର ମୃତ୍ୟୁ ହେଲୋ ତାହାର…
Read More...

ସୁଭଦ୍ରା ଯୋଜନା; ପଞ୍ଜିକୃତ କେନ୍ଦ୍ର ବୁଲିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ଗୋପାଳପୁର : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବିଭିନ୍ନ ସ୍ଥାନରେ ନାମ ପଞ୍ଜିକୃତ କରିବା ପାଇଁ କେନ୍ଦ୍ର ଖୋଲାଯାଇଛି। ସେନେଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଉମେଶ ଚନ୍ଦ୍ର ତ୍ରିପାଠୀ ଗଞ୍ଜାମ…
Read More...

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡା ଚାଷ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ…
Read More...

ଦେଖନ୍ତୁ ଭିଡ଼ିଓ; ଭିକ୍ଷାବୃତ୍ତି କରୁଥିବା ଝିଅର ଇଂରାଜୀ ଶୁଣି ତାଜୁବ ହେଲେ ବିଦେଶୀ ନାଗରିକ, ଦେଲେ ବଡ ଅଫର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ଝିଅଟି ଭିକ୍ଷାବୃତ୍ତି କରୁଥିବା ବେଳେ ବିଦେଶୀ ନାଗରିକଙ୍କ ସହ ଏଭଳି ଭାବେ ଇଂରାଜୀରେ କଥାବାର୍ତ୍ତା…
Read More...

କୁଖ୍ୟାତ ଅପରାଧୀଙ୍କୁ ସହରରୁ ତଡିପାର

ଭୁବନେଶ୍ୱର: ପାର୍ବଣ ପୂର୍ବରୁ କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ। ସହରରୁ ତଡିପାର କରିବାକୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ଜାମିନରେ ଥିବା ଅଭ୍ୟାସଗତ…
Read More...

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦରର ୯୫ପ୍ରତିଶତ ଅଂଶଧନ

ସମାଜ ଡିଜିଟାଲ ଡେସ୍କ: ଗୋପାଳପୁର ପୋର୍ଟର ବିକାଶ ପାଇଁ ଆଦାନୀ ଗ୍ରୁପକୁ ୯୫ପ୍ରତିଶତ ମାଲିକାନା ହସ୍ତାନ୍ତର କରାଯିବ। ଆଉ ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ ବୋଲି ଆଜି କ୍ୟାବିନେଟ…
Read More...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବୈଠକ ବସିଛି। ବୈଠକରେ…
Read More...

ମହିଳା ସଶକ୍ତିକରଣ ସରକାରଙ୍କ ପ୍ରତିବଦ୍ଧତା; ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ‘ସୁଭଦ୍ରା’ ମହା ସଚେତନତା…

ଭୁବନେଶ୍ୱର: ପୁରୀ ବ୍ଲୁ ଫ୍ଲାଗ୍ ବିଚଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା "ସୁଭଦ୍ରା" ଯୋଜନା ନିମନ୍ତେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁଭଦ୍ରା ଯୋଜନାର ସୁବିଧା ଗୁଡିକୁ ହିତାଧିକାରୀ, ଅର୍ଥାତ ୨୧…
Read More...

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବନ୍ୟା ସ୍ଥିତିର ସମୀକ୍ଷା କରିବାକୁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର…
Read More...

ରିଲ୍ସ କରିବା ପଡ଼ିଲା ମହଙ୍ଗା; ଗଙ୍ଗା ଘାଟରେ ବାସିଗଲେ ଯୁବତୀ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଲୋକପ୍ରିୟତା ପାଇଁ ରିଲ୍ସ କରିବା ନିଶାରେ ଅନେକ ଜୀବନ ହାନି ଘଟଛୁ। ହେଲେ ବି ଯବପୀଢି ଏଥିରୁ ନିବୃର୍ତ୍ତ ହେଉନାହାଁନ୍ତି। ସେହିଭଳି ଗଙ୍ଗାଘାଟରେ ରିଲ୍ସ କରିବା ନିଶାରେ…
Read More...

ସିଟି ଡ୍ରେନେଜ ମାଷ୍ଟର ପ୍ଲାନ୍‌‌ ପାଇଁ ଲୋକଙ୍କ ମତାମତ ସଂଗ୍ରହ

ସମ୍ବଲପୁର: ଦୀର୍ଘ ବର୍ଷ ହେବ ସିଟି ଡ୍ରେନେଜ ମାଷ୍ଟର ସିଷ୍ଟମକୁ ଲାଗୁ କରିବାକୁ ଦାବି ହୋଇ ଆସୁଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…
Read More...

ନିର୍ବାଚନ ପୂର୍ବରୁ ସାମ୍ନା-ସାମ୍ନି ବିତର୍କ କଲେ ଡୋନାଲ୍ଡ ଟ୍ରମ୍ପ-କମଳା ହାରିସ୍‌‌; ଜିତିଲେ ୨୪ଘଣ୍ଟାରେ ବନ୍ଦ ହେବ…

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ହେବାକୁ ଥିବା ବେଳେ ଏହା ପୂର୍ବର ଦୁଇ ଦଳ ଡେମୋକ୍ରାଟିକ ଓ ରିପବ୍ଲିକାନର ପ୍ରାର୍ଥୀ ସାମ୍ନାସାମ୍ନି ମହାବିତର୍କ କରିଛନ୍ତି। ଫିଲାଡେଲଫିଆର…
Read More...

ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ବନ୍ଦ କରାଯାଉ- ସୋଫିଆ

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ଶୂନ୍ୟକାଳରେ ବାଲିଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ବାଲିଯାତ୍ରାରେ ଦୋକାନ ନିଲାମ ପ୍ରସଙ୍ଗ ଉଠାଇ ସୋଫିଆ କହିଛନ୍ତି ନିଲାମୀ ପ୍ରକ୍ରିୟାକୁ…
Read More...

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ହେଲେ ଏବେ ମିଳିବ ୬ଲକ୍ଷ ଟଙ୍କା। ପୂର୍ବ ସରକାର ସମୟରେ ୪ଲକ୍ଷ ଟଙ୍କା…
Read More...

ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ

ସମାଜ ଡିଜିଟାଲ ଡେସ୍କ: ସୁନା କିଣୁଥିଲେ ସାବଧାନ। କାରଣ ଗ୍ରାହକଙ୍କ ଠକୁଛନ୍ତି ଅସାଧୁ ସୁନା ବ୍ୟବସାୟୀ। ସୁନାର ମାନ ଓ ମାପ ଓଜନରେ ଠକେଇ ହେଉଛି। ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩,୧୨୫ଟି ଚଢାଉରୁ ୧୧୬ଜଣ…
Read More...

ସେମିକନ୍‌‌ ଇଣ୍ଡିଆ-୨୦୨୪ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ସେମିକଣ୍ଡକ୍ଟର ହବ୍‌‌ ପାଲଟିବ ଭାରତ

ନୂଆଦିଲ୍ଲୀ:  ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍‌‌ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା

ଭୁବନେଶ୍ୱର: ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ…
Read More...

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି – କେଭି ସିଂଦେଓ

ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି…
Read More...

ସୁନା ବ୍ୟବସାୟୀଙ୍କ ଘରେ ପଶି ଛୁରାମାଡ କଲା ଦୁର୍ବୃତ୍ତ

ବ୍ରହ୍ମପୁର: ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ। ହେଲେ ଗୃହକର୍ତ୍ତାଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ ବୁଧବାର ପ୍ରାୟ ରାତି…
Read More...

ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢାଉ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌‌।…
Read More...

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଛତ୍ରପୁର: ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦୀ ଜଣକ ହେଲେ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନି ମାସ ତଳେ ସେ କୋଦଳା ଜେଲରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ। ଆଜି…
Read More...

କାର ଭିତରେ ଭାଲୁ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଦେଖନ୍ତୁ କିଭଳି କାର ଭିତରେ ପଶିଥିଲା ଭାଲୁ। ଯୁବତୀ ଜଣଙ୍କ ହଠାତ ଭାଲୁକୁ ଦେଖି ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ଭାଲୁଟିକୁ କାର ଭିତରେ ବନ୍ଦ କରିବାକୁ ପ୍ରୟାସ କରିଥିଲେ। ହେଲେ ଭାଲୁଟି…
Read More...

୪୧ଟି ହାତୀଙ୍କୁ ମାରିଛନ୍ତି ଶିକାରୀ:୧୦ବର୍ଷରେ ହାତୀ ନେଇଛନ୍ତି ୧୧୪୫ଜୀବନ

ସମାଜ ଡିଜିଟାଲ ଡେସ୍କ: ଗତ ୧୦ବର୍ଷରେ ହାତୀ ନେଇଛନ୍ତି ୧୧୪୫ ଜଣଙ୍କ ଜୀବନ। ୨୦୧୩-୧୪ରୁ ୨୦୨୩-୨୪ ଭିତରେ ହାତୀ ମଣିଷ ଲଢେଇରେ ୧୧୪୫ଲୋକଙ୍କ ମୃତ୍ୟୁ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ…
Read More...

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା; ଓସେପା କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର:  କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ କରି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ସ୍ୱତନ୍ତ୍ର ବିଏଡ ଡିଗ୍ରୀଧାରୀମାନେ ଧାରଣା ଦେଇଛନ୍ତି। ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଶହ ଶହ ଆଶାୟୀ…
Read More...

ଶୂନ୍ୟକାଳରେ ଜୟନାରାୟଣ ମିଶ୍ରଙ୍କ ଉଦବେଗ, ସ୍ୱାମୀ ଲକ୍ଷ୍ମଣାନନ୍ଦ, ମମିତା ମେହେର, ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଲେ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏସବୁ ଘଟଣାରେ…
Read More...

ଲଗାଣ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ; ମାଲକାନଗିରି ଜିଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଜନିତ ସ୍ଥିତିକୁ ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେଉଁ ସବୁ ଜିଲା ଅଧିକ ପ୍ରଭାବିତ…
Read More...

ଦୟା ନଦୀରେ ହେବ ୫ଟି ମେଗା ପ୍ରକଳ୍ପ; ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ

ଭୁବନେଶ୍ୱର: ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏନେଇ ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।…
Read More...