ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।ଛାତ୍ର ଜଣଙ୍କ ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ପାଠ ପଢ଼ୁଥିଲେ। ସେ ମେଟାଲର୍ଜି ବିଭାଗର ପ୍ରଥମବର୍ଷ ଛାତ୍ର।ସୂଚନାଯୋଗ୍ୟ ତାଙ୍କର ଘର କେନ୍ଦୁଝର ଜିଲା। ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟିହୋଇଛି।



