www.samajalive.in
Friday, December 5, 2025
26.1 C
Bhubaneswar

ବାୟୁ ପ୍ରଦୂଷଣ: ଦିଲ୍ଲୀରେ ନିର୍ମାଣ କାମ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ଥିତି ସାଙ୍ଘାତିକ ସ୍ତରରେ ପହଞ୍ଚିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଦ୍ବିତୀୟ ପର୍ଯ୍ୟାୟ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ରାଜଧାନୀ ଦିଲ୍ଲୀ​‌ରେ ଡିଜେଲ ଜେନେରେଟର ବ୍ୟବହାର ଓ ନିର୍ମାଣ କାମକୁ ନିଷିଦ୍ଧ କରାଯିବ। ବାୟୁ ମାନକ ସୂଚୀ (ଏକ୍ୟୁଆଇ) ଅତି ନିମ୍ନସ୍ତରକୁ ଚାଲିଗଲେ ଦ୍ବିତୀୟ ପର୍ଯ୍ୟାୟ ଜିଆରପି କାର୍ଯ୍ୟକାରୀ କରାଯାଇଥାଏ। ଏକ୍ୟୁଆଇ ୩୦୧ରୁ ୪୦୦କୁ ଅତି ନିମ୍ନ ଏବଂ ଏକ୍ୟୁଆଇ ୪୦୧ରୁ ୫୦୦ ମଧ୍ୟରେ ରହିଲେ ଏହାକୁ ସାଙ୍ଘାତିକ ବିବେଚନା କରାଯାଇଥାଏ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories