କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ ମିଡିଆରେ ବି ମାତିଛନ୍ତି ଟିକେଟ ଦଲାଲ । ଟିକେଟ ପାଇବାକୁ ବାରବାଟୀରେ ଖଚାଖଚ ଭିଡ଼ ପରିଲିକ୍ଷିତ ହୋଇଛି । ବାରବାଟୀ ମ୍ୟାଚ ଟିକେଟ ପାଇଁ ଲମ୍ବା ଲାଇନରେ ରହିଛନ୍ତି ଦର୍ଶକ । ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଦର୍ଶକଙ୍କୁ କରିବାକୁ ପଡୁଛି ଅପେକ୍ଷା । ବାରବାଟୀ ଟିକେଟ ବ୍ଲାକ ନେଇ ଅଭିଯୋଗ ହୋଇଛି ।ଅନ୍ୟ ପକ୍ଷେ ,ମ୍ୟାଚ ଦେଖିବା ଲୋକ କମ ଥିବା ବେଳେ ଅଭିଯୋଗ ଆସିଛି କଳାବଜାରୀ ଲୋକ ବେଶୀ ।ସୂଚନା ଯୋଗ୍ୟ ଯେ ,ଆଜି ଘଣ୍ଟାଏ ବିଳମ୍ବରେ ଖୋଲିଥିଲା ଟିକେଟ କାଉଣ୍ଟର ।
Popular Categories



