www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି..

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ..

- Advertisement -

ପାରାଦ୍ୱୀପଠାରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ
ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ
ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ..

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଅଘଟଣ, ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୮ ଗୁରୁତର, ପରିବାରର ୧୫ ଜଣ ସଦସ୍ୟ ଏକାଠି ଥିବାବେଳେ ବିସ୍ଫୋରଣ..

ଭୀଷଣ ବାତ୍ୟା ସ୍ପଷ୍ଟ : ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ ବାତ୍ୟା , ଆଇଏମଡିର ସୂଚନା ପୁରୀରୁ ସାଗରଦ୍ଵୀପ ମଧ୍ୟରେ ଅତିକ୍ରମ ବେଳେ ୧୨୦ କିଲୋମିଟର ବେଗରେ ବହିପାରେ ପବନ, ଆଜି ଅବପାତ ଏବଂ ଆସନ୍ତାକାଲି ନେଇପାରେ ବାତ୍ୟାର ରୂପ..

ସମ୍ଭାବ୍ୟ ବାତ୍ୟା ପ୍ରଭାବ; ବୁଧବାର ସନ୍ଧ୍ୟାରୁ ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା..

ବାତ୍ୟା ଆଣୁଛି ବଡ ବର୍ଷା : ୨୪ ରୁ ୨୬ ଯାଏଁ ପ୍ରବଳ ବର୍ଷିବା ନେଇ ୭ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ, ସବୁଠି ଆଲର୍ଟ ମୋଡରେ ଜିଲ୍ଲା ପ୍ରଶାସନ..

ଦୁଇ ଦିନିଆ ରୁଷ୍ ଗସ୍ତରେ ପିଏମ୍ ମୋଦୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ, କାଜାନରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ, ବୁଧବାର ମୁଖ୍ୟ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ..

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: କହିଲେ ଜିରୋ କାଜୁଆଲିଟି ଆମର ମିଶନ, ମୁକାବିଲା ପାଇଁ ଓଡ୍ରାଫ୍ , ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ସଜାଗ, କେନ୍ଦ୍ରକୁ ହେଲିକପ୍ଟର ମଗାଯାଇଥିବା କହିଲେ ରାଜସ୍ଵ ମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ..

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

ବାତ୍ୟା ନଆସୁଣୁ ଆକାଶ ଛୁଆଁ ପରିବା ଦର : ୬୦ ତଳକୁ ନାହିଁ ପନିପରିବା, ଚୂଡା, ଚାଉଳ ଏବଂ ଡାଲି କିଣିବାକୁ ମାର୍କେଟ୍ ରେ ଭିଡ, କଳା ବଜାରୀ ନ କରିବାକୁ ବେପାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ତାଗିଦ୍..

କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ, କୈଳାଶଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍, ଭୁବନେଶ୍ଵର, କଟକ, ପୁରୀ, ଯାଜପୁର ଏବଂ କେନ୍ଦୁଝରରେ ଏକକାଳୀନ ଚଢାଉ..

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories