www.samajalive.in
Monday, December 15, 2025
24.1 C
Bhubaneswar

ମୋଟୋରୋଲାର ଏହି ଫୋନ୍ ଦାମ୍ ୧୦ ହଜାର ଟଙ୍କା ଖସିଲା, ରିହାତିର ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ : ମୋଟୋରୋଲାର ଷ୍ଟାଇଲିସ୍ ସ୍ମାର୍ଟଫୋନ୍ ରେଜର ୫୦ ଅଲ୍ଟ୍ରା ଆମାଜନ ଗ୍ରେନ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲରେ ବମ୍ପର ରିହାତି ସହିତ ମିଳୁଛି । ୧୨ ଜିବି ରାମ୍ ଓ ୫୧୨ ଜିବି ଷ୍ଟୋରେଜ୍ ବିଶିଷ୍ଟ ଏହି ଫୋନର ଦାମ୍ ୮୯,୯୯୯ ଟଙ୍କା । ସେଲରେ ଆପଣ ଏହି ଫୋନକୁ ୧୦ ହଜାର ଟଙ୍କାର ରିହାତିରେ କ୍ରୟ କରିପାରିବେ । ଏହି ରିହାତି ପାଇଁ ଆପଣଙ୍କୁ ଆକ୍ସିସ ବା ଆଇଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡରୁ ପୈଠ କରିବାକୁ ହେବ ।

କମ୍ପାନୀ ଏହି ଫୋନରେ ୪୫୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶବ୍ୟାକ୍ ମଧ୍ୟ ଦେଉଛି । ଏକ୍ସଚେଞ୍ଜ ଅଫରରେ ଏହି ଫୋନ୍ ୬୦,୬୦୦ ଟଙ୍କା ପର୍ଯ୍ୟନ୍ତ ଆଉ ଶସ୍ତା ହୋଇପାରେ । ଖାସ୍ କଥା ହେଉଛି ଫୋନ କ୍ରୟ କଲେ ଗ୍ରାହକଙ୍କୁ ମୋଟୋ ବଡ୍ସ ପ୍ଲସ୍ ମାଗଣା ମିଳିବ ।

- Advertisement -

ଏଥିରେ ୬.୯ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଓଏଲଇଡି ଡିସପ୍ଲେ ରହିଛି । ଏଥିରେ ୧୬୫ ହର୍ଜର ରିଫ୍ରେଶ୍ ରେଟ୍ ଓ ୩୦୦ ହର୍ଜର ଟଚ୍ ସାମ୍ପଲିଂ ରେଟ୍ ମିଳୁଛି । ପ୍ରୋସେସର ପାଇଁ ଫୋନରେ ସ୍ନାପଡ୍ରାଗନ ୮ଏସ୍ ଜେନ୍ ୩ ଦେଖିବାକୁ ମିଳିବ । ଫଟୋଗ୍ରାଫି ପାଇଁ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ସହିତ ୫୦ ମେଗାପିକ୍ସେଲର ଟେଲିଫଟୋ ସେନ୍ସର ସାମିଲ । ସେଲ୍ଫି ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି । ଫୋନରେ ୪ ହଜାର ଏମଏଏଚର ବ୍ୟାଟେରୀ ମିଳୁଛି । ଫୋନ ଆଣ୍ଡ୍ରଏଡ୍ ୧୪ରେ କାମ କରିଥାଏ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories