www.samajalive.in
Monday, December 8, 2025
27.1 C
Bhubaneswar

ସାମସଙ୍ଗ ଆଣିଲା ସ୍ମାର୍ଟ ରିଙ୍ଗ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ସାମସଙ୍ଗ ଏକ ସ୍ମାର୍ଟ ରିଂ ନେଇଆସିଛି ଯାହା ସ୍ମାର୍ଟଫୋନ୍ ଓ ସ୍ମାର୍ଟଓ୍ବାଚର କାମ କରିବ । ଏହାକୁ ଆଙ୍ଗୁଠିରେ ପିନ୍ଧି ୨୪ ଘଣ୍ଟା ଏବଂ ୭ ଦିନ ସ୍ବାସ୍ଥ୍ୟ ସମ୍ପର୍କିତ ଅପଡେଟକୁ ଟ୍ରାକ୍ କରିହେବ । ଏହି ରିଙ୍ଗ୍ ୩ ପ୍ରକାର ରଙ୍ଗ କଳା, ସିଲଭର ଓ ଟାଇଟେନିୟମ ଗୋଲ୍ଡରେ ଉପଲବ୍ଧ ହେବ । ସ୍ମାର୍ଟ ରିଙ୍ଗ୍ ଇ-କମର୍ସ ଓ୍ବେବସାଇଟ ଆମାଜନ ଓ ଫ୍ଲିପକାର୍ଟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

ସ୍ମାର୍ଟ ରିଙ୍ଗରେ ସ୍ଲିପ ଆନାଲିସିସ୍, ସ୍ଲିପ୍ ସ୍କୋର ଭଳି ଫିଚର ରହିଛି । ଏହି ଫିଚର ସାହାଯ୍ୟରେ ଆପଣ ନିଜ ନିଦକୁ ଟ୍ରାକିଂ କରିପାରିବେ । ଏହା ଆପଣଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟର ମଧ୍ୟ ଦେଖାରଖା କରିବ । ଯେଉଁମାନେ ସ୍ମାର୍ଟଓ୍ବାଚ୍ ପିନ୍ଧିବାକୁ ପସନ୍ଦ କରନ୍ତିନି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ହେବ । ଥରେ ଚାର୍ଜ କଲେ ଏହା ୭ ଦିନ ଚାଲିପାରିବ । ଏହାର ଦାମ୍ ୩୮,୯୯୯ ଟଙ୍କା ରଖିଛି କମ୍ପାନୀ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories