www.samajalive.in
Monday, December 15, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ: ସ୍ଥଳସେନା ଦିବସରେ ଆକର୍ଷଣ ସାଜିଲେ ରୋବୋଟିକ କୁକୁର

ସମାଜ ଡିଜିଟାଲ ଡେସ୍କ: ବୁଧବାର ୭୭ତମ ସ୍ଥଳନେତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୁଣେର ଖଡକିସ୍ଥିତ ବିଇଜି ପଡ଼ିଆରେ ଆୟାଜିତ ପରେଡ୍‌ କାର୍ଯ୍ୟକ୍ରମରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିଲା ରୋବୋଟିକ କୁକୁର। ଯାହା ଦେଖିବାକୁ ବେଶ୍‌ ଚିତାକର୍ଷକ ଥିଲା। ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତରେ ଭାରତ କେତେ ଦକ୍ଷ ତାହା ପ୍ରତିପାଦିତ କରିଥିଲେ ଏସବୁ ରୋବୋଟିକ କୁକୁର। ସୈନ୍ୟମାନଙ୍କ ସହିତ ପରେଡ୍‌ ବି କରିଥିଲେ ରୋବୋଟିକ କୁକୁର। ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

- Advertisement -

ଭାରତୀୟ ସେନା ପକ୍ଷରୁ ନିକଟରେ ୧୦୦ଟି ରୋବୋଟିକ୍‌ କୁକୁରକୁ ସେନାରେ ସାମିଲ କରାଯାଇଛି। ପ୍ରତିକୂଳ ପରିସ୍ଥିତିରେ ଯବାନମାନଙ୍କ ଜୀବନହାନି ହେଉଥିବାବେଳେ ସେହି​‌ ପରିବେଶରେ ଏହି କୁକୁରମାନେ ସେନାର କାର୍ଯ୍ୟକଳାପକୁ ସୁଗମ କରିବାରେ ସହାୟକ ହେଉଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories