www.samajalive.in
Wednesday, December 10, 2025
23.1 C
Bhubaneswar

୩୦ ବର୍ଷ ପରେ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କୁ ଭାଗ୍ୟଶାଳୀ, ମାଲାମାଲ୍‌ କରିବେ ଶନିଦେବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରି ଥାନ୍ତି । ମକର ସଂକ୍ରାନ୍ତି ଦିନ ଠାରୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ । ଦୀର୍ଘ ୩୦ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ଶନିଦେବ ଏହି ଦିନ କୁମ୍ଭ ରାଶିରେ ଶଶ ମହାପୁରୁଷ ଯୋଗ ସୃଷ୍ଟି କରିବେ । ଶନିଙ୍କ ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ ।

ମିଥୁନ – ମକର ସଂକ୍ରାନ୍ତିରେ ଶନିଙ୍କ କୃପାରୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ଏହି ରାଶିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ । ଅନେକ ଲୋକଙ୍କ ସହ ସାକ୍ଷାତ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

- Advertisement -

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଚାକିରିର ସୁଯୋଗ ମଧ୍ୟ ମିଳିବ ।

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭର ଦିନ ଆରମ୍ଭ ହେବ । ବଡ ସମସ୍ୟା ଦୂର ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଟଙ୍କା ଆମଦାନୀର ଅନେକ ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜରୁ ମୁକ୍ତି ମିଳିବ ।

କୁମ୍ଭ ମେଳାରେ ଚା’ବାବା; ୪୦ ବର୍ଷ ଧରି ମଉନ, ମାଗଣାରେ ଆଇଏଏସ ଆଶାୟୀଙ୍କୁ ଦିଅନ୍ତି ଶିକ୍ଷା

କୁମ୍ଭ- ଶନି ଦେବଙ୍କ ପୂଜା କରିବା ଦ୍ୱାରା ବିଶେଷ କୃପା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।ଭୂମି ସହ ଜଡିତ ଲୋକେ ଲାଭବାନ୍‌ ହେବେ । ଅଟକି ଥିବା କାମରେ ସଫଳତା ମିଳିବ ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories