www.samajalive.in
Sunday, December 7, 2025
23.1 C
Bhubaneswar

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

ଚଳିତ ବର୍ଷ ପୌଷ ପୂର୍ଣ୍ଣିମା ୧୩ ଜାନୁଆରୀ ୨୦୨୫ରେ ପାଳନ କରାଯାଉଛି। ଏହି ଦିନ ପବିତ୍ର ନଦୀରେ ସ୍ନାନ ସହ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷର ପୌଷ ପୂର୍ଣ୍ଣିମା ଖୁବ୍‌ ଖାସ୍‌ କାରଣ ୧୪୪ ବର୍ଷ ପରେ ଏହି ଦିନ ସୂର୍ଯ୍ୟ-ଚନ୍ଦ୍ରମା, ଶନି ଓ ଗୁରୁ ଏକାଠି ହେଉଛନ୍ତି। ଗ୍ରହଙ୍କ ଏହି ସ୍ଥିତି କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ..

ମିଥୁନ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୌଷ ପୂର୍ଣ୍ଣିମା ଦିନରୁ ହିଁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ଦିନର ଆରମ୍ଭ ହେବ। ଜୀବନରେ ସୁଖସମୃଦ୍ଧି ପ୍ରବେଶ କରିବ। ମା’ଲକ୍ଷ୍ମୀଙ୍କ କୃପାରୁ ହଠାତ୍‌ ଧନ ଲାଭ ହେବ। ବଡ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। ନୂଆ ବନ୍ଧୁଙ୍କ ସହଯୋଗ ମିଳିବ । ଧନ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।

ବିଛା – ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ। ବ୍ୟସାୟରେ ଖୁବ୍‌ ଲାଭ ମିଳିବ । ଭୂମି-ଯାନ ସହ ଜଡିତ ମାମଲାରେ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ସହ ପିତାଙ୍କ ସହଯୋଗ ମିଳିବ।

ମକର- ପୌଷ ପୂର୍ଣ୍ଣିମାରେ ମକର ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ଦିନ ଆରମ୍ଭ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ମିଳିବ । ଭୂମି-ଯାନ ସହ ଜଡିତ ଲୋକଙ୍କୁ ଲାଭ ମିଳିବ। ଶୁଭ ଖବର ମିଳିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories