www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ..

୩ ଦିନ ହେଲାଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ : ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ସୋମବାର ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି..

- Advertisement -

ଆଜି ୭୭ତମ ଜାତୀୟ ସ୍ଥଳସେନା ଦିବସ..

ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ, ସାମିଲ ହେଲା ୩ ଯୁଦ୍ଧ ଜାହାଜ..

ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ : ସ୍ଵାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା , ୧୬ ତାରିଖ ଯାଏଁ ଘନ କୁହୁଡି ନେଇ ସତର୍କତା..

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ; ଏଣିକି ୧୨ଶହ ନୁହେଁ ମିଳିବ ୩୫୦୦ ଟଙ୍କା,କେନ୍ଦୁଝରରେ ସାମାଜିକ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ବାଣ୍ଟିଛନ୍ତି..

ଉମରକୋଟ : ୩ ବ୍ୟବସାୟୀଙ୍କୁ ଠେଙ୍ଗାରେ ପିଟି ୧୫ ଲକ୍ଷ ଟଙ୍କା ଲୁଟ୍‌..

ଶିମିଳିପାଳରୁ କଳାବାଘ ଛାଲ ଜବତ; ମାଷ୍ଟରମାଇଣ୍ଡ ଫେରାର,୪ଶିକାରୀ ଗିରଫ..

୩ ଦିନ ଧରି ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ଘଟଣା : ବୈଠକ ପରେ ଆଇନମନ୍ତ୍ରୀଙ୍କ ଚେତାବନୀ କହିଲେ କିଛି ଲୋକ ମୁଣ୍ଡ ପୁରାଇ ସେକୁଛନ୍ତି ରାଜନୈତିକ ରୁଟି..

ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ‘ହିରୋ ଡେଷ୍ଟିନି ୧୨୫’ ; ଦାମ୍‌ ଏତିକି..

ଦେଖନ୍ତୁ ଭିଡିଓ; ଜ୍ୱାଇଁଙ୍କ ପାଇଁ ଭବ୍ୟ ଆୟୋଜନ, ପରଷା ଗଲା ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories