www.samajalive.in
Sunday, December 7, 2025
23.1 C
Bhubaneswar

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ଛାୟା ଗ୍ରହ କୁହାଯାଏ । ୮ମାସ ପରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରିବେ । ମୋଟ ୨୭ ନକ୍ଷତ୍ରର ଚକ୍ର ସମ୍ପୂର୍ଣ୍ଣ କରି ପୁନଃ ସେହି ସ୍ଥାନକୁ ଫେରିବାକୁ ୧୮ ବର୍ଷ ଲାଗିଥାଏ । ରାହୁଙ୍କ ଏହି ଚଳନ ଫଳରେ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିବ । ମାତ୍ର କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ଶୁକ୍ର ଗ୍ରହ ୧ ଫେବୃଆରୀ ସକାଳ ୮ଟା ୩୭ରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାପୂର୍ବରୁ ୨୮ ଜାନୁଆରୀରେ ମୀନ ରାଶିରେ ରାହୁ ଶୁକ୍ରଙ୍କ ସହ ଏକାଠି ହେବେ । ଏହି ଦୁର୍ଲ୍ଲଭ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ହେବାକୁ ଯାଉଛି । ଏମାନେ କେବଳ ଆର୍ଥିକ ସ୍ଥିତିରେ ନୁହେଁ ବରଂ କର୍ମକ୍ଷେତ୍ରରେ ମଧ୍ୟ ଖୁବ୍‌ ଉନ୍ନତି ହାସଲ କରିବେ । ଜାଣନ୍ତୁ ସେହି ରାଶି ବିଷୟରେ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ଖୁସିର ଆଗମନ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ଧନ ଲାଭ ମଧ୍ୟ ଯୋଗ ରହିଛି ।

ଦେଖନ୍ତୁ ଭିଡିଓ ; ରାସ୍ତାରେ ଯାଉଥିଲା ଜଙ୍ଗଲୀ ହାତୀ ,ବାରମ୍ବାର ହଇରାଣ କଲେ ଯୁବକ, ତା’ପରେ..

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରାହୁଙ୍କ କୃପା ରହିବ । ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ । ବ୍ୟବସାୟରେ ଅନେକ ଲାଭ ମିଳିବ।

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ରାହୁ-ଶୁକ୍ର ଏକାଠି ହେବା ଫଳରେ ଆପଣଙ୍କୁ ପରିଶ୍ରମର ଫଳ ମିଳିବ । ପରୀକ୍ଷାରେ ସଫଳତା ମିଳିବ । ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ମଜଭୁତ ହେବ। ଯାତ୍ରା କରିବାର ଯୋଗ ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories