www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ରାସ୍ତାରେ ଯାଉଥିଲା ଜଙ୍ଗଲୀ ହାତୀ ,ବାରମ୍ବାର ହଇରାଣ କଲେ ଯୁବକ, ତା’ପରେ..

ନୂଆଦିଲ୍ଲୀ : ହାତୀକୁ ଶକ୍ତିଶାଳୀ ଜୀବ ବୋଲି କୁହାଯାଏ। ହାତୀକୁ କ୍ରୋଧ ଆସିଲେ କାହାକୁ ନିସ୍ତାର ମଧ୍ୟ ମିଳେ ନାହିଁ। ହାତୀ କ୍ରୋଧରେ ଥିଲେ ଶାନ୍ତ କରିବା ମଧ୍ୟ ସହଜ ନୁହେଁ। ଏହା ଜାଣି ମଧ୍ୟ ଅନେକ ସମୟରେ କିଛି ବ୍ୟକ୍ତି ବିଶେଷ ହାତୀର ନିକଟତର ହେବା ସହ ତା’କୁ ଚିଡ଼ାଇ ଥାନ୍ତି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ଜଣେ ଯୁବକ ଥରେ ନୁହେଁ ବରଂ ବାରମ୍ବାର ହାତୀକୁ ଚିଡାଇବା ସହ ବିରକ୍ତ କରୁଥିବା ଦେଖାଯାଉଛି। ହାତୀ ମଧ୍ୟ ଯୁବକଙ୍କୁ ଆକ୍ରମଣ କରିବାକୁ ଦୌଡି ଆସୁଥିବା ଦେଖାଯାଉଛି।

- Advertisement -

ମକର ସଂକ୍ରାନ୍ତି : ସୂର୍ଯ୍ୟ କଲେ ରାଶି ପରିବର୍ତ୍ତନ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

ଶେଷରେ ହାତୀ ସେହି ଯୁବକଙ୍କୁ ଅଣଦେଖା କରି ନିଜ ରାସ୍ତାରେ ଯାଉଛି। ତଥାପି ଯୁବକ ଜଣକ ହାତୀର ପଛରେ ଦୌଡି ଦୌଡି ଯାଇ ତା’କୁ ବିରକ୍ତ କରାଉଥିବା ଦେଖାଯାଉଛି। ଭିଡିଓର ଶେଷରେ ଗୋଟିଏ ହାତୀ ନୁହେଁ ବରଂ ହାତୀପଲ ଦେଖାଯାଉଛନ୍ତି। ଏହି ଭିଡିଓ କେବଳ ମନୋରଞ୍ଜନ ନୁହେଁ ବରଂ ଏହା ଏକ ଚେତାବନୀ, ଜଙ୍ଗଲର ଜୀବଜନ୍ତୁଙ୍କୁ ହଇରାଣ କରିବା ଜୀବନ ପ୍ରତି ବିପଦ ବୋଲି ଲୋକେ ମତ ଦେଇଛନ୍ତି ।

ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର- ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ

ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଏଯାଏଁ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଅଧିକାଂଶ ଯୁବକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories