www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ଭାବ୍ୟ ବାତ୍ୟା; ବିଭିନ୍ନ ଜିଲାକୁ ପଠାଗଲା ଏନ୍‌ଡିଆରଏଫ ଟିମ୍

କଟକ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପାଇଁ ପଠାଯାଇଛି ଏନ୍‌ଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆରଏଫ ଥାର୍ଡ ବାଟାଲିୟନ ପରିସରରୁ ବିଭିନ୍ନ ଟିମ୍ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ପଠାଯାଇଛି।
ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧ଟି ଭଦ୍ରକକୁ ୨, ବାଲେଶ୍ଵର ୨, ଜଗତସିଂହପୁରକୁ ୨, କେନ୍ଦ୍ରାପଡ଼ାକୁ ୨, ମୟୁରଭଞ୍ଜକୁ ଗୋଟିଏ ମୋଟ ୧୦ ଟି ଏନ୍‌ଡିଆରଏଫ ଟିମ ଆନୁଷଙ୍ଗିକ ଉପକରଣ ସହ ପଠାଯାଇଛି। ବିଶେଷକରି ବାତ୍ୟା ପରେ ଗଛ, କାନ୍ଥ, ଆଦି କାଟିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ମେସିନ ବ୍ୟବହାର କରିବେ ଟିମ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟିମ ଗସ୍ତ କରିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କୁ ପଠାଯିବ ବୋଲି ଏନ୍‌ଡିଆରଏଫ ଥାର୍ଡ ବାଟାଲିଅନ୍‌ ସେକେଣ୍ଡ ଇନ କମାଣ୍ଡଣ୍ଟ ବର୍ଦ୍ଧମାନ ମିଶ୍ର କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବ; ବୁଧବାର ସନ୍ଧ୍ୟାରୁ ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା..

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories