www.samajalive.in
Friday, December 12, 2025
19.1 C
Bhubaneswar

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’ ।ସିଲଭର ସ୍କ୍ରିନରେ ପୁଣି ଜୟ ବିରୁ ଧମାକା ଦେଖିବାକୁ ମିଳିଛି ।ହଜାରରୁ ଅଧିକ ସ୍କ୍ରିନରେ ‘ଫୋର କେ’ ରେ ସୋଲେ ।ଧର୍ମେନ୍ଦ୍ରଙ୍କ ବିୟୋଗ ଯୋଗୁଁ ବହୁଲୋକଙ୍କ ଏ ସିନେମା ନେଇ ଭାବାବେଗ ଯୋଡି ହୋଇରହିଛି ।୧୯୭୫ରେ ରିଲିଜ ହୋଇଥିବା ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଏହି ସିନେମାରେ ଡିଲିଟ ହୋଇଥିବା ଦୁଇଟି ସିନ ଏଥିରେ ରହିଛି ।ସେଥିପାଇଁ ସିନେମାକୁ ଅନକଟ ବୋଲି କୁହାଯାଉଛି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

Related Articles

Popular Categories