ପ୍ରଧାନମନ୍ତ୍ରୀ ଫସଲବୀମା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ

ହରଭଙ୍ଗା : ହରଭଙ୍ଗା ତହସିଲ କାର୍ଯ୍ୟାଳୟରୁ ଗୁରୁବାର ତହସିଲଦାର ଶିବାନୀ ଦାଶ ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଫସଲବୀମା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଫସଲ ବୀମା ଉପରେ ସଚେତନତା ପାଇଁ ୩ଦିନଧରି ଏହି ରଥ…
Read More...

ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା

ବେନାମୀ ସମ୍ପତ୍ତି କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆଇନରେ ବ୍ୟବସ୍ଥା ବେନାମୀ ସମ୍ପତ୍ତିର ସୂଚନାଦାତାଙ୍କୁ ମିଳିବ ୧କୋଟି ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ପୁରସ୍କାର ନୂଆଦିଲ୍ଲୀ :  ବେନାମୀ ସମ୍ପତ୍ତି…
Read More...

ବିକଳ୍ପ ବ୍ୟବସ୍ଥା ଶୀଘ୍ର : ମୁଖ୍ୟ ପ୍ରଶାସକ

ପୁରୀ :  ଶ୍ରୀମନ୍ଦିର ରତ୍ନ ସିଂହାସନରେ ହୋଇପାରୁନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର। କେଉଁଦିନ ଶ୍ରୀଜୀଉଙ୍କ ଏହି ନୀତି କରାଯିବ ସେଥିନେଇ ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଦେଖା…
Read More...

ଚାଟୁଆରେ ଭେଟିବେ ଆନ୍ଧ୍ର-ଓଡ଼ିଶା ଅଧିକାରୀ

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗଁାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗିରହିଛି। ବିବାଦର ସମାଧାନ ପାଇଁ ଆନ୍ଧ୍ର-ଓଡ଼ିଶା ଅଧିକାରୀଙ୍କୁ ନେଇ ଗୁରୁବାର ଦିନ ୧୧ଟା…
Read More...

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଆଜି

ବ୍ରିଜ୍‌ଟାଉନ୍‌ : ଗୁରୁବାର ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ୩ ମ୍ୟାଚ୍‌ର ଶୃଙ୍ଖଳା ଘରୋଇମାଟିରେ ଦିନିକିଆ ବିଶ୍ବକପ୍‌ ଲାଗି ଅଭ୍ୟାସ ଭାବେ ବ୍ୟବହାର କରିବ ଭାରତ।…
Read More...

ଆଜି ମିଳିବ ‘ପିଏମ୍‌ କିଷାନ’ ୧୪ତମ କିସ୍ତି

ଭୁବନେଶ୍ବର : ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ପିଏମ୍‌ କିଷାନ’ର ୧୪ତମ କିସ୍ତି ପ୍ରଦାନ କରାଯିବ। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। କୃଷକଙ୍କ ଉନ୍ନତି ପାଇଁ ମୋଦୀ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ…
Read More...

ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ଦଳଗୁଡିକ ପକ୍ଷରୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ବୁଧବାର ଲୋକସଭାରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ…
Read More...

ଏ.ପି.ଜେ.ଅବଦୁଲ୍ କଲାମ୍

୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଗାଁରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏ. ପି. ଜେ. ଅବଦୁଲ୍ କଲାମ୍। ମାଟ୍ରିକ ପାଠପଢ଼ା ଶେଷ କରି ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ…
Read More...

ଗୁରୁବାର ରାଶିଫଳ (୨୭.୦୭.୨୦୨୩)

ମେଷ :  ସାମାନ୍ୟ ବିଘ୍ନ ଥାଇବି ଆପାତତଃ ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୋଜନ ତୃପ୍ତିଦାୟକ ହେବ। ସମ୍ମାନିତ ହେବେ। ଆନନ୍ଦ ଉପଭୋଗ କରିବେ। ବୃଷ : ଆପଣଙ୍କ…
Read More...

ଉପରକୁ ଉଠିଲେ ରୋହିତ, ଜୟସୱାଲ

ନୂଆଦିଲ୍ଲୀ  : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଯୁବ ଓପନର ଯଶସ୍ବୀ ଜୟସୱାଲ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର…
Read More...

ପ୍ରୀତି ଅଧିନାୟିକା ; ଓଡ଼ିଶାରୁ ୪

ନୂଆଦିଲ୍ଲୀ  : ଜର୍ମାନୀରେ ଆସନ୍ତା ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଚତୁଃରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରୀତି…
Read More...

ଦେବ୍‌ ରାତୁରି : ଚୀନ୍‌ରେ ଭାରତୀୟ ହୀରୋ

ଡେରାଡୁନ୍‌ : ଭାରତ ସୀମା ଅତିକ୍ରମ ପାଇଁ ଚୀନ୍‌ ସେନା ସବୁବେଳେ ଉଦ୍ୟମ କରୁଛନ୍ତି। ଏଥିନେଇ ବିଭିନ୍ନ ସମୟରେ ସଂଘର୍ଷ ହେଉଛି; କିନ୍ତୁ ଉତ୍ତରାଖଣ୍ଡର ଜଣେ ଯୁବକ ସୀମାତିକ୍ରମ କରି ଚୀନ୍‌ରେ ହୀରୋ ପାଲଟି ଯାଇଛନ୍ତି।…
Read More...

ଝିଅ ଆମ ପାଇଁ ମରିଯାଇଛି : ଅଞ୍ଜୁଙ୍କ ବାପା

ନୂଆଦିଲ୍ଲୀ/ଗ୍ବାଲିୟର : ପ୍ରେମରେ ପଡ଼ି ଗତ ୨୩ ତାରିଖରେ ପାକିସ୍ତାନ ପଳାଇଥିବା ଦୁଇ ସନ୍ତାନର ଜନନୀ ଅଞ୍ଜୁଙ୍କ ବିବାହର ଦ୍ବିତୀୟ ଭିଡିଓ ବୁଧବାର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ନୁମାନ ଖାଁଙ୍କ ଦ୍ବାରା…
Read More...

ପୁରୁଣା କୋଠାରୁ ଗଳୁଛି ପାଣି, ତିନି କୋଠରୀରେ ଆଠଟି ଶ୍ରେଣୀ

ପାତ୍ରପୁର :  ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ବହୁ ପଦକ୍ଷେପ ନେଇ ଅଧାରୁ ପାଠ ଛାଡୁ ଥିବା ପିଲାମାନଙ୍କୁ ପାଠ ପଢ଼ିବା ଉଦ୍ୟମ ଜାରି…
Read More...

ଅନୁସୂଚିତ ଜନଜାତି ପ୍ରତିନିଧିଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ

ପାଟଣା : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭୁବନେଶ୍ଵର ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ସଂସ୍ଥାକୁ…
Read More...

ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ

ପାଟଣା : ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଗଠିତ ଭେଟେରାନ ୱେଲଫେୟାର ଆସୋସିଏସନ ପକ୍ଷରୁ ବୁଧବାର ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ କାରଗିଲ ଦିବସ ପାଳନ କରାଯାଇଛି । ସଂଘ ସଭାପତି…
Read More...

ଜନ୍ମଦିନରେ ବୃକ୍ଷ ଚାରା ରୋପଣ 

ଲଡୁଗାଁ :   ନା କଟାଗଲା କେକ୍ ନା ହେଲା ଭୋଜିଭାତ, କିଛି ଅଲଗା ପ୍ରକାରରେ ପାଳନ ହେଲା ଜନ୍ମଦିନ। ଆଜିର ଆଧୁନିକ ଦୁନିଆରେ ନିଜ  ଜନ୍ମଦିନ ପାଳନ କରିବା ପାଇଁ  ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜନ୍ମଦିନ ଭୋଜି ଆୟୋଜନ…
Read More...

ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ : ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ । ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆମର କର୍ତ୍ତବ୍ୟ।ଏହାକୁ ଦୃଷ୍ଟିରେ ରଖି ବୁଧବାର ଅତାବିରା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି…
Read More...

କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ଚୌଦ୍ୱାର ଭାଜପା ମଣ୍ଡଳ ପକ୍ଷରୁ କଟକ ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନଙ୍କ ନେତୃତ୍ୱରେ କାର୍ଗିଲ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକା ୧୭ନଂ ୱାର୍ଡ ନୁଆସାହିରେ ଥିବା ଚୌଦ୍ୱାର…
Read More...

ବିଦ୍ୟୁତ ଆଘାତରେ ଜଣେ ମୃତ, କ୍ଷତି ପୁରଣ ଦାବିରେ ରାସ୍ତାରୋକ

ଚୌଦ୍ୱାର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁଅର ଜୀବନ ବଂଚାଇବାକୁ ଯାଇ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ଘଟିଛି ଚୌଦ୍ୱାର ଥାନା ଅଧିନ ଆଗ୍ରାହାଟ ପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀବିହାର ଅଂଚଳରେ। ମିଳିଥିବା…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏନ୍ଏସଏସ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ଶିବରାମ ସାହୁଙ୍କ ସଭାପତିତ୍ତ୍ବରେ ବିଶ୍ଵବିଦ୍ୟାଳୟ ଏନଏସଏସ ପକ୍ଷରୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକବୋଧ…
Read More...

କଖଡି ହାଟର ଦୁରାବସ୍ଥା, କାଦୁଅପାଣିରେ ଚାଷି ବିକୁଛି ପରିବା

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ହାଟ ହେଉଛି ସର୍ବପୁରାତନ ହାଟ । କେବଳ ସ୍ଥାନୀୟ ଅଞ୍ଚଳର କୃଷକ କାହିଁକି ଢେଙ୍କାନାଳ ଜିଲ୍ଲା ଅନୁଗୁଳ ଜିଲ୍ଲାମାନଙ୍କରୁ ବେପାରୀ ଓ…
Read More...

ମଧୁସେତୁ ପାଲଟିଛି ବାଇକ ଚାଳକଙ୍କ ପାଇଁ ମୃତ୍ୟୁର ଯନ୍ତା

ଗୁରୁଡିଝାଟିଆ : ମହାନଦୀରେ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପଶ୍ଚିମ ଓଡିଶା ସହିତ ରାଜଧାନୀ ଭୂବନେଶ୍ୱର ଓ କଟକକୁ ସ୍ୱଳ୍ପ ଦୂରତା ହୋଇଥିବାରୁ ଶହଶହ ସଂଖ୍ୟାରେ ଗାଡି ଚଳାଚଳ କରୁଛି । ଏହି ସେତୁ…
Read More...

ଆଜି ଯୋବ୍ରାରେ ପହଞ୍ଚିବ ପ୍ରଥମ ବନ୍ୟାଜଳ

ହୀରାକୁଦ/ବୁର୍ଲା/କଟକ : ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଫାଟକ ସୋମବାର ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ରବିବାର ୫ଟି ଗେଟ୍‌ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ଏହାସହ ସୋମବାର…
Read More...

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୬ ତାରିଖରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ…
Read More...

ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍

ଭୁବନେଶ୍ୱର : ଚଳିତବର୍ଷ ବିଧାନସଭାରେ ଧାର୍ଯ୍ୟ ଅବଧି ପୂର୍ବରୁ ଅତିରିକ୍ତ ବଜେଟ୍ ଆସିବ। ପ୍ରତ୍ୟେକ ବର୍ଷ ଆର୍ଥିକ ଖର୍ଚ୍ଚ ହିସାବକୁ ନେଇ ନଭେମ୍ବର ଓ ଡିସେମ୍ବରରେ ଅତିରିକ୍ତ ବଜେଟ୍ ଆସିଥାଏ। ଚଳିତ ଆର୍ଥିକ ବର୍ଷ ବଜେଟର…
Read More...

ଭାରତର ବିଜୟପଥରେ ବର୍ଷା ବାଧକ ହେଲା

ପୋର୍ଟ ଅଫ୍‌ ସ୍ପେନ୍‌ : ଦିନକ ତଳେ ବର୍ଷା ଯୋଗୁଁ ଇଂଲଣ୍ଡ ଆସେସ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିବା ବେଳେ ସୋମବାର ଭାରତ କ୍ଷେତ୍ରରେ ମଧ୍ୟ ସମାନ ଘଟିଛି। ଘରୋଇ…
Read More...

ଦିନକରେ ୭୫ ଫୌଜଦାରୀ ମାମଲାର ରାୟ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଯୋଡ଼ି ହୋଇଛି ଆଉ ଏକ ଇତିହାସର ଗରିମାମୟ ଫର୍ଦ। ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଗୋଟିଏ…
Read More...

ନେହେରୁ ଯାଚିଥିଲେ ଭାରତୀୟ ନାଗରିକତ୍ବ

ନୂଆଦିଲ୍ଲୀ : ପରମାଣୁ ବୋମା ଉଦ୍ଭାବନ କରିଥିବା ପ୍ରସିଦ୍ଧ ଆମେରିକୀୟ ବୈଜ୍ଞାନିକ ଜୁଲିଅସ ରବର୍ଟ ଓପେନ୍‌ହେମର୍‌ଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ର ଏକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ ସମୟରେ ଜଣେ ମହିଳା…
Read More...

ଜଳୁଛି ଗ୍ରୀସ୍‌

ଏଥେନ୍ସ : ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସମଗ୍ର ଗ୍ରୀସ୍‌ର ବାଦଲରେ ଘୋଟି ଯାଇଛି କଳା ଧୂଆଁ। ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ପାଖପାଖ ଜନବହୁଳ…
Read More...

ମଙ୍ଗଳବାର ରାଶିଫଳ (୨୫ ଜୁଲାଇ ୨୦୨୩)

ମେଷ : ଅନାବଶ୍ୟକ ବ୍ୟୟ କରିପାରନ୍ତି। ଉତ୍ତମ ମାନର ଶିକ୍ଷା ଲାଭ କରିବେ। ବିଦ୍ବାନ୍‌ ଓ ରୋଗହୀନ ହେବେ। ଶତ୍ରୁ ପରାଜିତ ହେବେ। ସାଧୁ ଭକ୍ତ ହେବେ। ସୁବର୍ଣ୍ଣାଦି ଆଭରଣ ଓ ଦାମିକା ବସ୍ତ୍ରାଭରଣ ହେବେ। ବୃଷ : ନାନାବିଧ…
Read More...

ଲିଫ୍ଟରୁ ଖସି ଯୁବକ ଗୁରୁତର

ଖଣ୍ଡଗିରି : ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣାର ଏକ ଆପାର୍ଟମେଣ୍ଟ ଲିଫ୍ଟରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ସ୍ମୃତିରଞ୍ଜନ ଦାସ । ସେ ଜଣେ ଡେଲିଭେରି ବୟ ଭାବେ କାମ କରନ୍ତି। ସୂଚନା…
Read More...

୧୮ ଗୋରୁ ଉଦ୍ଧାର, ୨ଚାଲାଣକାରୀ ଗିରଫ 

ତିଗିରିଆ : ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଗୋରୁ ଚୋରାଚାଲାଣ ହେଉଥିବା ବେଳେ ରବିବାର ବିଳମ୍ବିତ ରାତିରେ  ତିଗିରିଆ ଥାନା ପୁଲିସ ଜବତ କରିଛି । ଗାଡ଼ିରେ ଚାଲାଣ ହେଉଥିବା ୧୮ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିବା ସହିତ…
Read More...

ନାରାୟଣପୁର-ହରିପୁର ମଧ୍ୟରେ ନିର୍ମିତ ସେତୁର ମରାମତି ଆରମ୍ଭ

ଗୋପାଳପୁର : ପ୍ରାୟ ୧୬ କୋଟି ବ୍ୟୟରେ ନାରାୟଣପୁର-ହରିପୁର ରାସ୍ତା ପୂର୍ତ୍ତ ବିଭାଗ ଡିଭିଜନ-୨ ପକ୍ଷରୁ ନିର୍ମାଣ ହୋଇଥିବା ସେତୁରେ ଫାଟ ସୃଷ୍ଟି ନେଇ ଖବର ପ୍ରକାଶିତ ହେବା ପରେ ସୋମବାର ବିଭାଗ ପକ୍ଷରୁ ଫାଟ ସୃଷ୍ଟି…
Read More...

ବର୍ଷାରେ ଭୁଷୁଡିଲା କ୍ଲବ ଘର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଭୂଲୁଦା ଗ୍ରାମରେ ୧୯୯୦ରେ ସ୍ଥାପିତ ବାପୁଜୀ କ୍ଲବ ଘର ଚଳିତ ବର୍ଷାରେ ଭୁଷୁଡି ପଡିଛି। ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ ଓ ସାଂସ୍କୃତିକ…
Read More...

ସର୍ପ ଦଂଶନରେ ମୃତ ଛାତ୍ରୀଙ୍କ ପରିବାରକୁ ପ୍ରଶାସନର ସହାୟତା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମପଞ୍ଚାୟତର ବଡବରବେଡ଼ା ଗ୍ରାମର ଚାନ୍ଦପଶି ସାହିରେ ଘଟଗାଁ ବ୍ଲକ ପ୍ରଶାସନ ପହଞ୍ଚି ସାପ କାମୁଡା ମୃତ ଛାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା…
Read More...

ଦୟନୀୟ ରାସ୍ତା ଅବସ୍ଥା ପାଇଁ ବସ ସେବା ବାଧାପ୍ରାପ୍ତ

ଗୁରୁଡିଝାଟିଆ :  ପୁରୁଣା କଟକ-ସମ୍ବଲପୁର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । କଖଡି ଠାରୁ କାପ୍ତାବରାଇ ଛକ, ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପରିଣତ ହୋଇଯିବା ସହ ଠିକାଦାର ଅଧାପନ୍ତରିଆ କରି…
Read More...

ପିପିଳିଆ ନୋଡାଲ ସ୍କୁଲରେ ପୋଷାକ ବଣ୍ଟନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର…
Read More...

ସାନ ଗୋପାଳପୁର ଛକରେ ବିପଦସଂକୁଳ ଯାତ୍ରୀ ବିଶ୍ରାମ ଗୃହ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସାନ ଗୋପାଳପୁର ଛକରେଥିବା ଯାତ୍ରୀ ବିଶ୍ରାମଗାରଟି ବିପଦସଂକୁଳ ଅବସ୍ଥାରେ ରହିଛି । ଯାହା ଦ୍ବାରା ଲୋକଙ୍କ ପାଇଁ ବିପଦ ଆଶଙ୍କା ରହିଥିବା ଦେଖିବାକୁ ମିଳିଛି ।…
Read More...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ଖଣ୍ଡଗିରି :  ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ରବିବାର ବିଳମ୍ବିତ ରାତିରେ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ ସାଁପୁର ଜ୍ଞାନଦେବୀ ସାହିରେ । ମୃତ ଦମ୍ପତ୍ତି ହେଲେ…
Read More...

କାର ଧକ୍କା ଦେଇ ଯୁବତୀଙ୍କୁ ଉଠାନେଇଥିବା ଯୁବକ ଗିରଫ

ଆଠଗଡ : ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କୁ ଏକ କାର ଧକ୍କା ଦେଇ ସେହି କାରରେ ଦୁବୃତ୍ତମାନେ ଉଠାଇ ନେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଛତାବର ନିକଟରେ। ଆଠଗଡ଼-ମୁଣ୍ଡଳୀ ରାସ୍ତାରେ…
Read More...

ଅନୁଗୋଳ : ୨ କିମି ପର୍ଯ୍ୟନ୍ତ ଶଗଡ଼ରେ ବୁହା ହେଲେ ରୋଗୀ

ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ମାଣିକଯୋଡ଼ି ପଞ୍ଚାୟତର ପୋକୁଣ୍ଡା ବୃନ୍ଦାବନ ସାହିରେ ବର୍ଷା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଶଗଡ଼ରେ ୨ କିମି ପର୍ଯ୍ୟନ୍ତ ଜଣେ ରୋଗୀ ବୁହାହେବା ଭଳି ଘଟଣା ଚର୍ଚ୍ଚାର…
Read More...

ଗାୟକ ଅରୁଣ ଚକ୍ରଧରଙ୍କ ଆଶୁଆରୋଗ୍ୟ କାମନା

ଚୌଦ୍ୱାର : ପାଲା ଗାୟକ ଅରୁଣ ଚକ୍ରଧର ବାରିକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରାଯାଇଛି । ପାଲା ସଂସ୍କୃତିକୁ ବଂଚାଇ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଲା ପରିବେଷଣ କରିଥିବା ଶ୍ରୀଶ୍ରୀ ନିଳାଚଳ ନିଖିଳ…
Read More...

ବଡ଼ମ୍ବା ଓ ନରସିଂହପୁରରେ ସବଜଜ୍ କୋର୍ଟ ଖୋଲିବା ବିଜ୍ଞପ୍ତି ପ୍ରକାଶ

ବଡ଼ମ୍ବା :  ବହୁ ପ୍ରତିକ୍ଷିତ କଟକ ଜିଲା ବଡ଼ମ୍ବା ଓ ନରସିଂହପୁରେ ନୂତନ ଭାବେ ଦୁଇଟି ସିଭିଲ ଜଜ୍ (ସିନିଅର ଡିଭିଜନ) ଅର୍ଥାତ୍ ସବଜଜ୍ କୋର୍ଟ ଖୋଲିବାନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
Read More...

ରେଙ୍ଗାଲିରେ ଆଦର୍ଶ ଅବକାରୀ ଥାନା ଉଦଘାଟିତ

 ରେଙ୍ଗାଲି :  ରେଙ୍ଗାଲିରେ ଆଦର୍ଶ ଅବକାରୀ ଥାନାର ନବ ନିର୍ମିତ କୋଠାକୁ ସୋମବାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠ ଏବଂ ଅବକାରୀ…
Read More...

୪ ଡାକ୍ତରଙ୍କ ପରେ ବି ମୈତ୍ରୀ ଭରସାରେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର

ହରଭଙ୍ଗା : ୫-ଟି ନିୟମ ଲାଗୁପରେ ମଧ୍ୟ ସରକାରୀ ବାବୁମାନଙ୍କ କାର୍ଯ୍ୟଶୈଳୀରେ ସୁଧାର ଆସୁନାହିଁ । ଖୋଦ୍ ବିଭାଗୀୟ ମୁଖ୍ୟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରାଣୀ ଚିକିତ୍ସକମାନେ । ଯାହାଦ୍ୱାରା ଗୋଟିଏ ପ୍ରାଣୀ…
Read More...

୪୦ବର୍ଷ ପରେ ଘରକୁ ଫେରିଲେ ଘନଶ୍ୟାମ

ଛତ୍ରପୁର : ପରିବାରର ଦାରିଦ୍ର୍ୟ ଦୂର କରିବା ପାଇଁ ପାଠ ଛାଡି ଘରେ କାହାକୁ ନ କହି ଘର ଛାଡ଼ି ଚାଲିଯାଇଥିଲେ। ଦିନେ କି ମା​ସେ ନୁହେଁ, ଦୀର୍ଘ ୪୦ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଛନ୍ତି ଘନଶ୍ୟାମ। ଗଞ୍ଜାମ ଜିଲା…
Read More...

ବିଜେପି ସହିତ କାମ କରିବ ଜେଡିଏସ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ଏକ ବିରୋଧୀ ଦଳ ହେଉଛି ଜେଡିଏସ୍‌। ଏହି ବିରୋଧୀ ଦଳ ହିସାବରେ ଜେଡିଏସ୍ ମୁଖ୍ୟ ବିରୋଧୀ ଦଳ ବିଜେପି ସହିତ ମିଶି ରାଜ୍ୟର ହିତ ପାଇଁ କାମ କରିବ ବୋଲି ଜେଡିଏସ୍ ନେତା ତଥା ପୂର୍ବତନ…
Read More...

ସାପ କାମୁଡ଼ାରେ ବର୍ଷକୁ ଯାଉଛି ୧୦୦୦ ଜୀବନ

ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ ଉଭୟ ସାପ କାମୁଡା ଓ ତଜ୍ଜନିତ ମୃତ୍ୟୁ ବୃଦ୍ଧି ପାଉଥିବା ଜଣାପଡ଼ିଛି। ବର୍ଷା ଦିନ ଆସିବା ପରେ ଏବେ ସାପ କାମୁଡା ଭୟ ବଢିଛି। ରାଜ୍ୟରେ ପ୍ରତିବର୍ଷ ସାପ କାମୁଡା ଦ୍ବାରା ପ୍ରାୟ…
Read More...

ବିଜୟଠାରୁ ୨୮୯ ରନ ଦୂରରେ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌ : ଭାରତ ନିୟନ୍ତ୍ରଣରେ ୨ୟ ଟେଷ୍ଟ ମ୍ୟାଚ୍‌। ମ୍ୟାଚର ୫ମ ଦିନରେ ଭାରତ ବିଜୟଠାରୁ ୨୮୯ ରନ ଦୂରରେ ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ଶନିବାର ୩ୟ ଦିନରେ ଲଢ଼ୁଆ ପ୍ରଦର୍ଶନ କରିବା…
Read More...

ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର

ଡେସ୍କ : ଶେଷରେ ଖୋଲିଲା ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର। ଆଜିଠୁ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ। ରବିବାରଏକ ଗୁରୁତ୍ବପୂର୍ଣ୍ଣ…
Read More...

ସହରାଞ୍ଚଳରେ ଲୋପ ପାଉଛି ପକ୍ଷୀବଂଶ

ଭୁବନେଶ୍ୱର : ରାଜ୍ୟରେ ସହରାଞ୍ଚଳ ବୃଦ୍ଧି କାରଣରୁ ପକ୍ଷୀବଂଶ ଲୋପ ପାଇବାରେ ଲାଗିଛି। ସହରରେ କୋଠାବାଡି, ସଡ଼କ ଆଦି ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଅବିଚାରିତ ଭାବରେ ଗଛକଟା ଚାଲିଛି। ବାତ୍ୟା…
Read More...

ଜଷ୍ଟିସ ସୁନିତା ଅଗ୍ରୱାଲ ଦେଶର ଏକମାତ୍ର ମହିଳା ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ବିଚାରପତି ସୁନିତା ଅଗ୍ରୱାଲ ଗୁଜରାଟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସୁନିତା ଏବେ ଦେଶର ଏକମାତ୍ର ମହିଳା ମୁଖ୍ୟ ବିଚାରପତି ହୋଇଛନ୍ତି।…
Read More...

ସ୍ବାଭାବିକଠୁ ୧୩% କମ୍‌ ବର୍ଷା

ଭୁବନେଶ୍ବର : ଘୂର୍ଣ୍ଣିବଳୟ, ଲଘୁଚାପ ସତ୍ତ୍ବେ ରାଜ୍ୟରେ ଏବେ ମଧ୍ୟ ବର୍ଷା ସ୍ବାଭାବିକଠାରୁ ୧୩% କମ୍‌ ରହିଛି। ମାଲକାନଗିରି ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଳ୍ପ କେତେକ ଜିଲାରେ ଅଧିକ ବର୍ଷା ହୋଇଛି। ମାତ୍ର…
Read More...

ଦେଶର ସବୁଠୁ ଗରିବ ବିଧାୟକ

ନୂଆଦିଲ୍ଲୀ : ଦେଶର ସବୁଠାରୁ ଗରିବ ବିଧାୟକ ହେଉଛନ୍ତି ନିର୍ମଳ କୁମାର ଧର। ନିର୍ମଳ କୁମାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୭୦୦ ଟଙ୍କା। ତାଙ୍କ ପାଖରେ କୌଣସି ଜମିବାଡି, ଘରଦ୍ବାର, ସୁନା ଓ ରୁପା ଅଳଙ୍କାର, ଗାଡି,…
Read More...

ଟମାଟୋ ଚୋରି କରି ଦମ୍ପତି ଗିରଫ

ବେଙ୍ଗାଲୁରୁ : ଦେଶରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇଥିବାବେଳେ ଏହାକୁ ନେଇ ନୂଆ ନୂଆ ଘଟଣା ଘଟୁଛି। ଏହି କ୍ରମରେ ଟମାଟୋ ଚୋରି ଅଭିଯୋଗରେ ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। କମ୍ ସମୟରେ ଅଧିକ ଅର୍ଥ ପାଇବା ଆଶାରେ…
Read More...

ମଣିପୁର ଘଟଣାରେ ଆମେରିକାର ଉଦ୍‌ବେଗ

ୱାଶିଂଟନ : ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବା ଘଟଣାରେ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି। ରବିବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଏହି ଘଟଣାକୁ କ୍ରୁର ଓ ଭୟଙ୍କର ବୋଲି କହିବା…
Read More...

ସୋମବାର ରାଶିଫଳ (୨୪ ଜୁଲାଇ ୨୦୨୩)

ମେଷ : ସରକାରୀ ଲାଭଜନକ ପଦବୀରେ ଥାଇବି ସେବା କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଭ୍ରାତୃବନ୍ଧନ ଶୋଭନୀୟ ହେବ। ଆୟୁଷ୍ମାନ୍‌ ହେବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ବ୍ୟୟକୁ ସୀମିତ କରିବେ। ବୃଷ : ପ୍ରଥମ କନ୍ୟା…
Read More...

ଇଡି ହାଜତକୁ ଗଲେ ଆଇଏଏସ୍ ରାନୁ ସାହୁ

ରାୟପୁର : ଛତିଶଗଡ କୋଇଲା ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଇଏଏସ୍‌ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଗିରଫ ପରେ ସ୍ବତନ୍ତ୍ର ଅଦାଲତ ତାଙ୍କୁ ୩ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି।…
Read More...

ବନ୍ୟାରେ ବୁଡ଼ିଲା ଅହମ୍ମଦାବାଦ ବିମାନବନ୍ଦର

ଅହମ୍ମଦାବାଦ : ଗୁଜରାଟର ଦକ୍ଷିଣ ଓ ସୌରାଷ୍ଟ୍ର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ବନ୍ୟାପାଣିରେ ଅହମ୍ମଦାବାଦ ବିମାନବନ୍ଦର ବୁଡ଼ିଯାଇଛି। ସାମାଜିକ ଗଣମାଧ୍ୟମରେ…
Read More...

୧୦୯ ଲିଟର ଦେଶୀ ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ କାରବାର ଉପରେ ରବିବାର ଚଢ଼ଉ ଅଭିଯାନ କରାଯାଇଥିଲା। ଏହି କ୍ରମରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବକାରୀ ପୁଲିସ ଜଣେ ମହିଳାଙ୍କ ସମେତ ୩…
Read More...

ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ପ୍ରତିଷ୍ଠା ଦିବସ

ସମ୍ବଲପୁର : ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ୨୫ତମ ପ୍ରତିଷ୍ଠା ଦିସବ ପାଳିତ ହୋଇଯାଇଛି । ରବିବାର ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଉପ ଜିଲାପାଳ ପ୍ରଭାସ ଦଣ୍ଡସେନା ଓ ସମ୍ମାନୀତ ଅତିଥି ଭାବେ…
Read More...

ବିଦ୍ୟାଳୟ କକ୍ଷରୁ ଚନ୍ଦନ ବୋଡା ଉଦ୍ଧାର

ଆଠଗଡ : ତିଗିତିଆ ବ୍ଲକ ଅଧିନ ଗୋଡିଝରିଆ ନିକଟସ୍ଥ  ତିନିଗଡ ପ୍ରାଥମିକ  ବିଦ୍ୟାଳୟ ପରିସର ମଧ୍ୟରେ ଏକ ସାପ ଦେଖି ସେଠାରେ ରହୁଥିବା ଜଣେ ଶିକ୍ଷକ ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଥିବା ନିକଟବର୍ତ୍ତୀ ଇଚ୍ଛାପୁର…
Read More...

ତିଗିରିଆ ଡ୍ରାଇଭର ମହାସଂଘ ବୈଠକ 

ତିଗିରିଆ :  ତିଗିରିଆ ଡ୍ରାଇଭର ମହାସଂଘ  ନିଜିଗଡ ପଞ୍ଚାୟତ ତରଫରୁ ଏକ ଜରୁରୀକାଳୀନ  ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାର ଡ୍ରାଇଭର ମହାସଙ୍ଘର ଯେଉଁ ସଵୁ ଦାଵି…
Read More...

ପ୍ରସନ୍ନମଣି ଶାରିରୀକ ପ୍ରଶିକ୍ଷଣ ଓ ଯୋଗ ମହାବିଦ୍ୟାଳୟରେ ଖୋଲିଲା ଏମପିଇଏସ ପାଠ୍ୟକ୍ରମ

 ତିଗିରିଆ :  ତିଗିରିଆ ପ୍ରସନ୍ନମଣି ଶାରୀରିକ ପ୍ରଶିକ୍ଷଣ  ଏବଂ ଯୋଗ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ମାଷ୍ଟର ଇନ ଫିଜିକାଲ ଏଜୁକେସନ ଆଣ୍ଡ ସ୍ପୋର୍ଟସ୍ (ଏମ୍‌ପିଇଏସ ) ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ନୂତନ…
Read More...

ଅଚଳକୋଟକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା 

ତିଗିରିଆ :  ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ଗ୍ରାମର ମହିଳା ଓ ଯୁବ ଗୋଷ୍ଠୀ ମିଳିତ ଭାବେ ଅଣ୍ଟା ଭିଡିଛନ୍ତି । ଏନେଇ ସେମାନଙ୍କୁ ସରକାରୀ ସହଯୋଗ ପାଇଁ ଅବକାରୀ ବିଭାଗ…
Read More...

ରେଙ୍ଗାଲିରେ ବିଜେପିର ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ

ରେଙ୍ଗାଲି :  ବିଜେପି ପକ୍ଷରୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ରେଙ୍ଗାଲିଠାରେ ରବିବାର ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ  ଅନୁଷ୍ଠିତ ହୋଇଯାଇଛି । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି…
Read More...

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସମୂହ ଦୀପଦାନ

ଚୌଦ୍ୱାର : ଭାରତ ବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ଅବଧି ଅତିକ୍ରମ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ସମୂହ ଦୀପଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ…
Read More...

ଆକ୍ରମଣକାରୀଙ୍କୁ ଗିରଫ ଦାବି

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ଧନେଶ୍ୱର ଜେଠୀ ଗତ ୨୦ତାରିଖ ବିଳମ୍ବିତ ରାତିରେ କଟକରୁ କିଛି କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ନଖରା ବଜାର ନିକଟରେ ୩ଜଣ ଦୁବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ…
Read More...

ଡକ୍ଟର ବସନ୍ତ କୁମାର ଦାସଙ୍କ ଆତ୍ମଜୀବନୀ ‘ଭଙ୍ଗା ଘରେ ଚକାଜହ୍ନ’ ପାଠକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ବସନ୍ତ କୁମାର ଦାସଙ୍କ ଆତ୍ମଜୀବନୀ‘ଭଙ୍ଗାଘରେ ଚକାଜହ୍ନ’ ପାଠକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ…
Read More...

ବଟି ନ ଦେବାରୁ ଛୁରାମାଡ଼, ଜଣେ ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ରେଳବାଇ କଲୋନୀରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଜଣଙ୍କ ଏକ କମ୍ପାନୀର ସୁପରଭାଇଜର ଆରପି ସିଂହ। ଦାଦା ବଟିକୁ ନେଇ ଏଭଳି ଘଟଣା ଘଟିଥିବା ଆଲୋଚନା…
Read More...

ମା’ ହିଙ୍ଗୁଳାୟୀ ରାମଲୀଳା ପ୍ରଚାର ସମିତିର ସ୍ୱତନ୍ତ୍ର ବୈଠକ

ଗୁରୁଡିଝାଟିଆ : ଗାଁ-ଗାଁରେ ଓ ବିଭିନ୍ନ ଜିଲ୍ଲାମାନଙ୍କରେ ଶ୍ରୀରାମଲୀଳାର ପ୍ରଚାର ପ୍ରସାର କରିବା ଦିଗରେ କଖଡି ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଓ ପ୍ରେରଣା ପାଇଁ ମା’ ହିଙ୍ଗୁଳାୟୀ ରାମଲୀଳା ପ୍ରଚାର ସମିତିର ଏକ…
Read More...

ଦିବ୍ୟାଙ୍ଗ, ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଗୁରୁଡିଝାଟିଆ : ଭୋଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ, ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏକ ସମ୍ମିଳନୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୂ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ବର୍ଷା ଅଭାବ, ଚିନ୍ତାରେ ଚାଷୀ

ପାତ୍ରପୁର :  ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ପାତ୍ରପୁର ବ୍ଲକରେ ବହୁ ଚାଷ ଜମିକୁ  ହଳ ଯ।ଇ ପ।ରିନି । ଯାହା ଫଳରେ ଚାଷୀଙ୍କ ଚିନ୍ତା ବଡିବାରେ ଲାଗିଛି । ଏହି ବ୍ଳକରେ ଥିବା ଗୁଡିପଦର, ବ୍ରାହ୍ମଣ ନୂଆଗାଁ,…
Read More...

ଜନସ୍ୱାର୍ଥର ରକ୍ଷକ ଥିଲେ ସୁଦର୍ଶନ

ପିପିଲି : ସମାଜ ସୁଧାରକ, ସଂଗଠକ, ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଜଣେ ଜନସ୍ୱାର୍ଥର ରକ୍ଷକ ଥିଲେ ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଆପଣଙ୍କ…
Read More...

ପୁଣି ଲଜ୍ଜା : ପଶ୍ଚିମବଙ୍ଗରେ ମଣିପୁର ଘଟଣାର ପୁନରାବୃତ୍ତି

ଡେସ୍କ : ପୁଣି ଲଜ୍ଜା ଓ ଅମାନବୀୟ ଘଟଣା। ମଣିପୁର ପରେ ପଶ୍ଚିମବଙ୍ଗରେ । ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଭିଡିଓ ପ୍ରଘଟ ହୋଇଛି । ଏକ ଅଭାବନୀୟ ଘଟଣା କ୍ରମରେ ଦୁଇ…
Read More...

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜୋରଦାର

ଡେସ୍କ :  ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରର ଚାରିଦ୍ୱାରର ଦର୍ଶନ ବ୍ୟବସ୍ଥା ଉପରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ଲାଞ୍ଚ ନେଇ ପଶ୍ଚିମ ଦ୍ୱାରରେ ଯାତ୍ରୀ ଛାଡିବା ଘଟଣା ; କନେଷ୍ଟବଳ ନିଲମ୍ବିତ

ଡେସ୍କ : ଟଙ୍କା ଲାଞ୍ଚନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଯାତ୍ରୀଙ୍କୁ ପ୍ରବେଶ କରାଇବା ଘଟଣା କନେଷ୍ଟବଳଙ୍କ ପାଇଁ ମହଙ୍ଗା ପଡ଼ିଛି। ଲାଞ୍ଚ ନେଇ ଭକ୍ତଙ୍କୁ ଛାଡ଼ିବା ଦୃଶ୍ୟ କ୍ୟାମେରାରେ କଏଦ  ହେବା ସହ ଗଣମାଧ୍ୟମରେ…
Read More...

ରୋଜଗାର ମେଳାରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଆମ ଦେଶକୁ ଦୁନିଆର ଏକ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ…
Read More...

ତ୍ରୁଟିଶୂନ୍ୟ ଭୋଟର ତାଲିକା : ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ଭୁବନେଶ୍ୱର : ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି…
Read More...

ହୀରାକୁଦ ଆସନ୍ତାକାଲି ଛାଡିବ ପ୍ରଥମ ବନ୍ୟାଜଳ

ଡେସ୍କ : ହୀରାକୁଦ ଜଳଭଣ୍ଡାରରୁ ରବିବାର (ଆସନ୍ତାକାଲି) ସକାଳ ୯ଟା ପରେ ଯେ କୌଣସି ମୁହୂର୍ତ୍ତରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ୫ଟି ସ୍ଲୁଇସ୍‌‌ ଗେଟ୍‌‌ ଦେଇ ବନ୍ୟାଜଳ ଛଡ଼ାଯିବ। ଜଳସ୍ତରକୁ…
Read More...

ଆହୁରି ୪ ଦିନ ବର୍ଷା

ଡେସ୍କ : ଦକ୍ଷିଣ ଓଡ଼ିଶା - ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସମଗ୍ର ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି ।…
Read More...

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ : ଛାତ୍ରୀ ନିବାସ ପରିସରରେ ଚାରା ରୋପଣ

 ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନଏସଏସ ପକ୍ଷରୁ  ଛାତ୍ରୀ ନିବାସ ପରିସରରେ ଚାରା ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ  ଚାରା ରୋପଣ କରିଥିଲେ। ଏହି…
Read More...

ସାଧନାର ଜୀବନ

ଜଣେ ସାଧାରଣ ପ୍ରଜା ରାଜଦରବାରରେ ପ୍ରବେଶପୂର୍ବକ ସିଂହାସନରେ ଆସୀନ ରାଜାଙ୍କୁ ଅତ୍ୟନ୍ତ ସ୍ପର୍ଦ୍ଧାର ସହିତ ‘ତା’ର ମଧ୍ୟ ରାଜସିଂହାସନରେ ବସିବାର ଅଧିକାର ଅଛି’ ବୋଲି ଦାବି କଲା। ରାଜ୍ୟର ପ୍ରତ୍ୟେକ ପ୍ରଜାଙ୍କର ରାଜ…
Read More...

ମହାକାଶରେ ବିପ୍ଳବ

ଚନ୍ଦ୍ରଯାନ- ୩ ର ସଫଳ ଉତ୍‌କ୍ଷେପଣ ପରେ ସମଗ୍ର ବିଶ୍ୱର ଆଖି ଭାରତ ଉପରେ ଧ୍ୟାନ ଦେଇଛି। ଦୁନିଆରେ ଏପରି କୌଣସି ସୂଚନା ଗଣମାଧ୍ୟମ ନାହିଁ, ଯେ କି ଏହି ଘଟଣା ବିଷୟରେ ଖବର ପ୍ରକାଶ କରିନାହିଁ। ଅଧିକନ୍ତୁ ଚୀନ୍‌ ଦେଶର…
Read More...

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ……

ପୃଥିବୀ ପୃଷ୍ଠର ମୋଟ ୧୯୫ଟି ଦେଶ ମଧ୍ୟରେ ଆମ ଦେଶ ଭାରତର ସଂସ୍କୃତି, ପରମ୍ପରା, ସଂସ୍କାର ସ୍ବତନ୍ତ୍ର। ଭାରତବାସୀ ପୁଣି ଏକ ସ୍ବତନ୍ତ୍ର ଆବେଗର ଅଧିକାରୀ ଯେଉଁମାନେ ଆମ ଜନ୍ମଭୂମିକୁ ମା’ର ସମ୍ମାନରେ ଭୂଷିତ କରି ପୂଜା…
Read More...

ଡାଲି ଆବଶ୍ୟକତା ମେଣ୍ଟାଇ ପାରୁନି ରାଜ୍ୟ

ଭୁବନେଶ୍ବର : ବଜାରରେ ଡାଲି ଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ପାଇଁ ଆବଶ୍ୟକ ଡାଲି ଅମଳ ହୋଇପାରୁ ନାହିଁ। ବାର୍ଷିକ ୧୨ ଲକ୍ଷ ଟନ୍‌ରୁ ୧୨.୫ଲକ୍ଷ ଟନ୍‌ ଡାଲି ଆବଶ୍ୟକ ଥିବାବେଳେ ଖରିଫ ଓ ରବି ଋତୁକୁ ମିଶାଇ ୧୧ ଲକ୍ଷ…
Read More...

ରୋଜଗାର ମେଳାରେ ଆଜି ୭୦ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ…
Read More...

୫୦୦ତମ ମ୍ୟାଚରେ ବ୍ରାଡ୍‌ମ୍ୟାନଙ୍କ ସମକକ୍ଷ ହେଲେ କୋହଲି

ତ୍ରିନିଦାଦ୍‌ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି କ୍ରିକେଟ ଜୀବନରେ ଆଉ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି । କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ…
Read More...

ନବୀନ ଦ୍ୱିତୀୟ ଦୀର୍ଘତମ ଅବଧି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରରେ ଯୋଡ଼ିହେଲା ଆଉଏକ ସଫଳତା। ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ଦୀର୍ଘତମ ଅବଧି…
Read More...

ଶନିବାର ରାଶିଫଳ (୨୨.୦୭.୨୦୨୩)

ମେଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ବୃଷ : ଉଦାର…
Read More...

ବିରାଟଙ୍କ ଶତକ, ଜାଡ଼େଜାଙ୍କ ଅର୍ଦ୍ଧଶତକ ; ୩୫୨ ରନ ପଛରେ ୱେଷ୍ଟଇଣ୍ଡିଜ୍‌

ପୋର୍ଟ ଅଫ ସ୍ପେନ : ବିରାଟ କୋହଲିଙ୍କ ଶତକ ପରେ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଐତିହାସିକ ୧୦୦ତମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୩୮ରନ୍ କରିଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା…
Read More...

ଡିସେମ୍ବର ସୁଦ୍ଧା ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ନୟାଗଡ଼ ଜିଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନୟାଗଡ଼ରେ…
Read More...

ସିଗ୍‌ନାଲ ତ୍ରୁଟିରୁ ଦୁର୍ଘଟଣା ; ଦାୟୀ ୭ କର୍ମଚାରୀ ନିଲମ୍ବିତ

ଚିହ୍ନଟ ହୋଇପାରିନାହିଁ୪୧ ଯାତ୍ରୀଙ୍କ ଶବ, ସମୁଦାୟ ୨୯୫ ମୃତ, ୧୭୬ ଗୁରୁତର ଆହତ, ୨୯.୪୯ କୋଟି କ୍ଷତିପୂରଣ ରାଶି ବଣ୍ଟନ ନୂଆଦିଲ୍ଲୀ : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧ ଜଣ ଯାତ୍ରୀଙ୍କ…
Read More...

କର୍ଣ୍ଣାଟକରୁ ରାଜ୍ୟସଭାକୁ ଯିବେ ସୋନିଆ

ନୂଆଦିଲ୍ଲୀ : ସମ୍ପ୍ରତି ଲୋକସଭା ସଦସ୍ୟା ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ଯାଇପାରନ୍ତି । ସୋନିଆ ଯଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁରୋଧ…
Read More...

ସଂଶୟ ବଢ଼ାଉଛି ସୀମାଙ୍କ କାହାଣୀ

ନୂଆଦିଲ୍ଲୀ : ପ୍ରେମ ଆଳରେ ଭାରତ ଆସିଥିବା ସନ୍ଦିଗ୍ଧ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଯେତିକି କଳ୍ପନାଜଳ୍ପନା ପ୍ରକାଶ ପାଉଛି ସେତିକି ସଂଶୟ ବଢ଼ାଉଛି । ଭାରତୀୟ ଗୁଇନ୍ଦା ବ୍ୟୁରୋ(ଆଇବି) ଓ ଉତ୍ତର ପ୍ରଦେଶ…
Read More...

ରାଜସ୍ୱ କର୍ମଚାରୀଙ୍କୁ ସେବା ଯୋଗାଇବାରେ ପ୍ରୋତ୍ସାହିତ କରିବ ଭୂମି ସମ୍ମାନ

ବୌଦ୍ଧ : ବୌଦ୍ଧଜିଲାକୁ ମିଳିଛି ସମ୍ମାନଜନକ ଭୂମି ସମ୍ମାନ। ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ୬୮ଗୋଟି ଜିଲାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର୧୯ ଜିଲା ଏହି ସମ୍ମାନ ପାଇବାରେ ସଫଳ ହୋଇଛନ୍ତି । କେନ୍ଦ୍ର…
Read More...

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ବୌଦ୍ଧ :  ଜଙ୍ଗଲ ଓ ପରିବେଶ, ପଂଚାୟତ ରାଜ,ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୩୫ ଲକ୍ଷ…
Read More...

ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ

ଗଞ୍ଜାମ : ଗଞ୍ଜାମ ଥାନା ଅଧିନସ୍ତ ପୁଇଁତୋଳା ଛକ ନିକଟରେ ଚାହା ପାନ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୁତ୍ତ ମଉଜର ଦେଖାଇ ଉଠାଇ ନେଇ ଯାଇଛନ୍ତି। ଗୋଟିଏ ଇନୋଭା ଏବଂ ଆଉ…
Read More...