www.samajalive.in
Friday, December 12, 2025
23.1 C
Bhubaneswar

ଇଡି ହାଜତକୁ ଗଲେ ଆଇଏଏସ୍ ରାନୁ ସାହୁ

ରାୟପୁର : ଛତିଶଗଡ କୋଇଲା ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଇଏଏସ୍‌ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଗିରଫ ପରେ ସ୍ବତନ୍ତ୍ର ଅଦାଲତ ତାଙ୍କୁ ୩ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ଇଡି ଓକିଲ ସୌରଭ ପାଣ୍ଡେ କହିଛନ୍ତି ଯେ ଆଇଏଏସ୍‌ ରାନୁ ସାହୁ ୮୦୦ କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସମ୍ପୃକ୍ତି ନେଇ ତଦନ୍ତରୁ ଜଣାପଡିଛି। ରାନୁ ହେଉଛନ୍ତି ୨୦୧୦ ବ୍ୟାଚ ଛତିଶଗଡ କ୍ୟାଡର ଓଡିଆ ଆଇଏଏସ୍‌। ଗତବର୍ଷ ଏହି ଦୁର୍ନୀତି ଅଭିଯୋଗରେ ଅନ୍ୟତମ ଆଇଏଏସ୍‌ ସମୀର ବିଷ୍ଣୋଇଙ୍କୁ ଇଡି ଗିରଫ କରିଥିଲା। ସମୀର ସେବେଠାରୁ ଜେଲ୍‌ରେ ଅଛନ୍ତି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories