www.samajalive.in
Monday, December 15, 2025
27.1 C
Bhubaneswar

ତିଗିରିଆ ଡ୍ରାଇଭର ମହାସଂଘ ବୈଠକ 

ତିଗିରିଆ :  ତିଗିରିଆ ଡ୍ରାଇଭର ମହାସଂଘ  ନିଜିଗଡ ପଞ୍ଚାୟତ ତରଫରୁ ଏକ ଜରୁରୀକାଳୀନ  ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାର ଡ୍ରାଇଭର ମହାସଙ୍ଘର ଯେଉଁ ସଵୁ ଦାଵି ମାନିଛନ୍ତି କିନ୍ତୁ କାର୍ଯ୍ୟକାରିତାରେ ବିଳମ୍ବ କରୁଛନ୍ତି ତାକୁ ଶୀଘ୍ର କାର୍ଯ୍ୟକାରୀ କରିବା ସହିତ ଏହା  ଭିତରେ କିଛି ଡ୍ରାଇଭରଙ୍କର ଦୁର୍ଘଟଣା ଜନିତ ମୃତାହତ ହୋଇଛନ୍ତି ସେମାନଙ୍କୁ କିଭଳି ଭାବେ ସହାୟତା ମିଳିପାରିବ ଏଵଂ ନିଶା ଠାରୁ ଦୂରେଇ ରହି ନିରାପଦ ଗାଡିଚାଳନା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା। ଏହି ବୈଠକରେ ମନୋଜ କୁମାର ଭୁଜବଳ, ରଞ୍ଜନ ସ୍ଵାଇଁ, ଚନ୍ଦ୍ରଶେଖର ପତି, ଅମୀୟ ସାହୁ, ପବିତ୍ର ମହାନ୍ତି, ଦିଲ୍ଲିପ ବେହେରା, ଆନନ୍ଦ ବେହେରା, ଦେବରାଜ ସେଠୀ, ଏମ.ଡି ଆଜାଦ, ମନୋଜ ପରିଡା, କବୀର ଖାନ୍, ଶକ୍ତି ପ୍ରସାଦ ଦାସ, ଗୋପିନାଥ କଅଁର, ପ୍ରକାଶ ବେହେରା, ସୁରେଶ ରଣା, ମନୋଜ ପରିଡା, କାହ୍ନୁ ଚରଣ ମିଶ୍ର, ଏସକେ କାସିମ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories