ରେଙ୍ଗାଲି : ରେଙ୍ଗାଲିରେ ଆଦର୍ଶ ଅବକାରୀ ଥାନାର ନବ ନିର୍ମିତ କୋଠାକୁ ସୋମବାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠ ଏବଂ ଅବକାରୀ ବିଭାଗର ଇନ୍ସପେକ୍ଟର ତଥା ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



