ମେସ୍କିକୋରେ ବିମାନ ଦୁର୍ଘଟଣାଗ୍ରସ୍ତ ୮୫ ଆହତ

ମେସ୍କିକୋ : ମେସ୍କିକୋର ଡୁରାଙ୍ଗୋ ରାଜ୍ୟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮୫ ଜଣ ଆହତ ହୋଇଥିବା ଜଣାପଡିଛି। ବିମାନଟି ଉଡ଼ାଣ ଆରମ୍ଭ କରୁଥିବାବେଳେ ଏକ ବଡ଼ଧରଣର ଝଡ଼ର ଶିକାର ହୋଇ ଦୁର୍ଘଟଣାଗ୍ରସ୍ତ…
Read More...

ସାରା ଦେଶରେ ଆରମ୍ଭ ହେଲା ଗ୍ରାମୀଣ ପରିମଳ ସର୍ଭେ

ନୂଆଦିଲ୍ଲୀ : ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଅଧୀନରେ ସାରା ଦେଶରେ ବୁଧବାରଠାରୁ ସର୍ବବୃହତ୍‍ ଗ୍ରାମୀଣ ପରିମଳ ସର୍ଭେ ଆରମ୍ଭ କରାଯାଇଛି। ଏହି ସର୍ଭେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ପରିମଳ ସ୍ତର ଆଧାରରେ…
Read More...

୧୦୦୦ତମ ଟେଷ୍ଟ ମ୍ୟାଚ ; ଅଶ୍ୱିନଙ୍କୁ ପ୍ରଥମ ୱିକେଟ

ବର୍ମିଂହାମ୍ : ବିଶ୍ୱ କ୍ରିକେଟରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ୧୦୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌରବ ହାସଲ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଐତିହାସିକ ୧୦୦୦ତମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। । ଇଂଲଣ୍ଡ ଟସ ଜିତି…
Read More...

 ବଳକା ସିଟ୍ ପାଇଁ  ବୁଧବାରଠାରୁ ଆବେଦନ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷ ଲାଗି ୨୦୦୧ଟି ଜୁନିୟର କଲେଜରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା ଶେଷ ହୋଇଛି । ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ନାମଲେଖା ହୋଇଥିଲା। ତଥାପି…
Read More...

ଖୋଲିଲା ଭିତରକନିକା

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା । କୁମ୍ଭୀର ପ୍ରଜନନ ଋତୁ ପାଇଁ ଏପ୍ରିଲ ପହିଲାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ…
Read More...

ରୋହିଙ୍ଗ୍ୟା ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ମୁତୟନ କରାଯାଇଛି : ରାଜନାଥ

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କର ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସୀମା ସୁରକ୍ଷା ବାହିନୀ ଓ ଆସାମ ରାଇଫଲ୍‍ସକୁ ମୁତୟନ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମଙ୍ଗଳବାର…
Read More...

ଭାରତ-ଇଟାଲୀ ମୁକାବିଲା

ଲଣ୍ଡନ : ମହିଳା ବିଶ୍ୱକପ ହକି ପ୍ରତିଯୋଗିତାର ଏକ ପ୍ଲେଅଫ୍‍ (କ୍ରସଓଭର) ମ୍ୟାଚରେ ଆଜି ଭାରତ-ଇଟାଲୀ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।  ଭାରତୀୟ ସମୟ ରାତି ୧୦.୩୦ରେ ମ୍ୟାଚ ଆରମ୍ଭ ହେବ। କ୍ୱାର୍ଟର ଫାଇନାଲରେ ସ୍ଥାନ…
Read More...

ଚିଟ୍‍ଫଣ୍ଡ କମିସନଙ୍କ ଆହୁରି ୬ମାସ କାର୍ଯ୍ୟକାଳ ବୃଦ୍ଧି

କଟକ : ରାଜ୍ୟରେ ଚିଟ୍‍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ରାଜ୍ୟ ସରକାର କମିସନଙ୍କ କାର୍ଯ୍ୟକାଳ ଆହୁରି ୬ମାସ ବୃଦ୍ଧି କରିଛନ୍ତି। ଏ ନେଇ ଆଜି ଗୃହ…
Read More...

୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚ୍ଚିବାଳୟରେ ଭିଡ଼ିଓ କନ୍‍ଫେରେନ୍‍ସିଂ ଜରିଆରେ ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର(ୱେ ସାଇଡ଼୍‍ ଆମେନିଟିଜ୍‍…
Read More...

ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ରୋକିବା ପାଇଁ ମୃତ୍ୟୁଦଣ୍ଡାଦେଶ ଥିବା ଭଳି ବିଲ୍‍ ଆସିବ

ନୂଆଦିଲ୍ଲୀ : ସଙ୍ଘବଦ୍ଧ ଭାବେ ଉତ୍ତ୍ୟକ୍ତ ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ନିର୍ମମ ଦଣ୍ଡ ଓ ହତ୍ୟାକାଣ୍ଡ ଘଟଣାରେ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରସ୍ତାବ ସହ କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ଏକ ବିଲ୍‍ ଆଗତ କରିବେ ବୋଲି…
Read More...

ଏନଆରସି ପ୍ରସଙ୍ଗକୁ ନେଇ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଚିଠା ପ୍ରକାଶନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ପୁଣି  ଦିନକ ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍କ ନେଇ…
Read More...

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କଲେ ସୀତାଂଶୁ କର

ନୂଆଦିଲ୍ଲୀ : ଭାରତୀୟ ସୂଚନା ସେବା(ଆଇଆଇଏସ)ର ବରିଷ୍ଠ ଅଧିକାରୀ ସୀତାଂଶୁ କର ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ  ନୂଆଦିଲ୍ଲୀ ସ୍ଥିତ ପ୍ରେସ୍‌ ଇନ୍‌ଫରମେସନ୍‌ ବ୍ୟୁରୋ (ପିଆଇବି)ର ପ୍ରମୁଖ…
Read More...

ରନ୍ଧନ ଗ୍ୟାସ ବଣ୍ଟନ ନେଟୱାର୍କର ବିସ୍ତାର ପାଇଁ ନିଆଯାଉଛି ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ସାରା ଦେଶରେ ଜୁଲାଇ ପହିଲା ସୁଦ୍ଧା ୨୦,୫୮୫ ଏଲପିଜି ବିତରଣକାରୀ ରହିଛନ୍ତି। ଏହି ନେଟୱାର୍କକୁ ବିସ୍ତାର କରିବା ଲାଗି ଏବେ ଉଦ୍ୟମ ହେଉଛି। ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନେ ଆଉ ୬,୩୫୧ବିତରକ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ୍‍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା - ୨୦୧୮ର ଟେବୁଲ ଟେନିସ ପଦକ ବିଜେତାଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି କ୍ରୀଡ଼ାବିତମାନେ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀର ସଂସଦ…
Read More...

ଦୁଇ ଜଣଙ୍କ ଆତ୍ମହତ୍ୟା; ୪୦ ବସ୍‍ ପୋଡ଼ି

ପୁଣେ : ମହାରାଷ୍ଟ୍ରରେ ସଂରକ୍ଷଣ ଆନ୍ଦୋଳନ ପୁନର୍ବାର ହିଂସାତ୍ମକ ରୂପ ଧାରଣ କରିଛି। ମୁମ୍ବଇ ପରେ ଏହା ପୁଣେକୁ ଡେଇଁଛି। ସଂରକ୍ଷଣ ସମ୍ପର୍କରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଆଲୋଚନା କରାଯିବ ବୋଲି…
Read More...

ଚିଦମ୍ବରମ୍‍ଙ୍କ ପରିବାରର ପାଇଁ ସମସ୍ୟା ବଢ଼ିଲା

ଚେନ୍ନଇ : ଚେନ୍ନଇର ଏକ ମାଜିଷ୍ଟ୍ରେଟ୍‍ ସ୍ତରୀୟ ଅଦାଲତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କ ପରିବାରର ସଦସ୍ୟମାନଙ୍କୁ ଏକ କଳାଧନ ମାମଲାରେ ଆସନ୍ତା ମାସ ୨୦ ତାରିଖରେ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ…
Read More...

ଦ୍ୱିତୀୟ ରାଉଣ୍ଡରେ ପ୍ରଣୟ ଓ ସମୀର

ନାନ୍‍ଜିଙ୍ଗ୍‍ (ଚୀନ) : ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ର ପ୍ରଥମ ଦିନରେ କେବଳ ମହିଳା ଡବଲ୍‍ସର ଗୋଟିଏ ମ୍ୟାଚକୁ ବାଦଦେଲେ ଅନ୍ୟ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କୁ ସଫଳତା ମିଳିଛି। ପୁରୁଷ ସିଙ୍ଗଲ୍‍ସ ପ୍ରଥମ…
Read More...

କ୍ୟାବିନେଟ ବୈଠକ ; ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ  ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି କ୍ଷେତ୍ରରେ ଭାରତ-ଆମେରିକାର ଘନିଷ୍ଠ ସହଯୋଗୀ

ୱାଶିଂଟନ : ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ଦିଗରେ ଆମେରିକାର ପ୍ରଚେଷ୍ଟାରେ ଭାରତ ହେଉଛି ଏକ ପ୍ରମୁଖ ଭାଗିଦାରୀ ରାଷ୍ଟ୍ର ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଆମେରିକା…
Read More...

ଏନଆରସି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ; ରାଜ୍ୟସଭା  ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)  ଚିଠା ପ୍ରକାଶନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ସୋମବାର ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଏନଆରସି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବି…
Read More...