ଲର୍ଡସରେ ଭାରତ-ଇଂଲଣ୍ଡ ଲଢ଼େଇ samajalive Aug 8, 2018 0 ଲର୍ଡସ : ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ କ୍ରିକେଟ୍ର ମକ୍କା ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟରେ… Read More...
ସବୁ ଥାନାରେ ଖୋଲାଯିବ ସାଇବର ସେଲ୍: କମିସନର samajalive Aug 8, 2018 0 କଟକ : କଟକ-ଭୁବନେଶ୍ୱର କମିସନରେଟ ପୁଲିସର ୫ମ ପୁଲିସ କମିସନରଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଓଡ଼ିଆ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି। କଟକରେ ପୂର୍ବରୁ ଏସ୍ପିଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ… Read More...
ଟି୧୦ ଲିଗ୍କୁ ଆଇସିସିର ସବୁଜ ସଙ୍କେତ samajalive Aug 8, 2018 0 ଶାରଜା : ଚଳିତବର୍ଷ ନଭେମ୍ବରରେ ୟୁଏଇର ଶାରଜାରେ ଆୟୋଜକ ହେବ ଟି୧୦ କ୍ରିକେଟ ଲିଗ୍ର ୨ୟ ସଂସ୍କରଣ। କ୍ରିକେଟ୍ର ଏହି ନୂତନ ସଂସ୍କରଣକୁ ସବୁଜ ସଙ୍କେତ ପ୍ରଦାନ କରିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଫଳରେ… Read More...
ସପ୍ତାହରେ ୪ଦିନ କାମ, ବାକି ଦିନ ଆରାମ samajalive Aug 8, 2018 0 ଏଇ କିଛିଦିନ ତଳେ ହିଁ ନ୍ୟୁଜିଲାଣ୍ଡର ଏକ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ସପ୍ତାହରେ ୫ଦିନ କାମ ପରିବର୍ତ୍ତ ୪ଦିନ କାମ ଘୋଷଣା କରିଛି। ‘ପରପେଚୁଆଲ ଗାର୍ଜିୟାନ୍’ ନାମକ ଏଇ କମ୍ପାନୀର ମୁଖ୍ୟଙ୍କ କହିବାନୁସାରେ… Read More...
ମଇଁଷି ବୋଝେଇ ଟ୍ରକ ଜବତ, ଉତ୍ତେଜନା samajalive Aug 8, 2018 0 କଟକ : ଜଗତସିଂହପୁରରୁ ଚୋରାରେ ନୟାଗଡ ମଇଁଷି ବୋଝେଇ ହୋଇ ଚାଲାଣ ହେଉଥିବା ଏକ ଟ୍ରକକୁ ଚାଉଳିଆଗଞ୍ଜ ପୁଲିସ ଜବତ କରିଛି। କେତେକ ଯୁବକ ପ୍ରଥମେ ଉକ୍ତ ଟ୍ରକକୁ ବିଦ୍ୟାଧରପୁର କେଶପୁର ବଜାରରେ ଅଟକାଇ ଥିଲେ। ବଜାର… Read More...
ତିନିଦିନ ବିତିଲା ; ନିଖୋଜ ଛାତ୍ରର ପତ୍ତା ମିଳୁନି samajalive Aug 8, 2018 0 କଟକ : କଟକ-ତ୍ରିଶୂଳିଆ ପୋଲ ନିକଟରେ ଆଲବମ୍ ସୁଟିଂ ଦେଖିବାକୁ ଯାଇ ବିଡ଼ାନାସୀ ଗୋପାଳସାହିର ଶଙ୍କର ସାହୁଙ୍କ ପୁଅ କାହ୍ନୁ ସାହୁ (କାହ୍ନା) ନିଖୋଜ ହେବା ଘଟଣା ଇତିମଧ୍ୟରେ ତିନିଦିନ ବିତିଯାଇଛି। ପରିବାର,ପୁଲିସ,… Read More...
କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ samajalive Aug 8, 2018 0 ନୂଆଦିଲ୍ଲୀ : ବୟୋଜ୍ୟେଷ୍ଠ ରାଜନେତା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। “କେ.କରୁଣାନିଧିଙ୍କ ବିୟୋଗରେ ମୁଁ ଗଭୀର ଭାବେ… Read More...
କରୁଣାନିଧିଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ; ଆଜି ସକାଳେ ଅଦାଲତଙ୍କ ନିଷ୍ପତ୍ତି samajalive Aug 8, 2018 0 ଚେନ୍ନଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଦେଖାଦେଇଛି। ପରଲୋକ ପରେ କରୁଣାନିଧିଙ୍କୁ କେଉଁଠାରେ ସମାଧି ଦିଆଯିବ ତାକୁ ନେଇ ବିବାଦ ଦେଖାଯାଇଛି। ସମାଧି ସ୍ଥଳ… Read More...
୧୧ରେ ପୁଣି ଲଘୁଚାପ samajalive Aug 8, 2018 0 ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ରୂପ ନେଇଛି। ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିଠାରୁ ୮୦କିମି ଉତ୍ତରପୂର୍ବ ଏବଂ… Read More...
ପୁଣି ୩ ସତ୍ୟପାଠ ଦାଖଲ, ୭ଦିନରେ ଅନୁଧ୍ୟାନ samajalive Aug 8, 2018 0 କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଠିତ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାଶଙ୍କ କଟକ ସର୍କିଟ ହାଉସସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ୩ଟି ସତ୍ୟପାଠ ଦାଖଲ ହୋଇଛି। ପୁରୀ ଜିଲାପାଳଙ୍କ ପକ୍ଷରୁ ଏକ… Read More...
ରାଜ୍ୟବ୍ୟାପୀ ପ୍ରବଳ ବର୍ଷା samajalive Aug 8, 2018 0 ପୁରୀରେ ସର୍ବାଧିକ ୩୯୪ମିମି ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାତି ତମାମ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିବାରୁ ସହରାଞ୍ଚଳରେ… Read More...
ଜଗମୋହନ ଛାତରୁ ଗଳୁଛି ପାଣି samajalive Aug 8, 2018 0 ପୁରୀ : ଶ୍ରୀମନ୍ଦିର ଜଗମୋହନ ଛାତରୁ ପାଣି ଗଳି ଅଣସରପିଣ୍ଡିରେ ପଡୁଛି। ଗର୍ଭଗୃହ ଓ ଜଗମୋହନ ଛାତ ସଂଯୋଗ ସ୍ଥାନରେ ଫାଟ ସୃଷ୍ଟିହୋଇଛି। କ୍ରମଶଃ ତାହା ମେଲିବାରେ ଲାଗିଛି। ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚରେ ଜଗମୋହନ… Read More...
ବିଜେଡିର ନିଷ୍ପତ୍ତି ଆଜି samajalive Aug 8, 2018 0 ନୂଆଦିଲ୍ଲୀ/ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେ ସମ୍ପର୍କରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ… Read More...
ଗୋପବନ୍ଧୁଭବନରେ ପୁଲିସ କମିସନର samajalive Aug 8, 2018 0 କଟକ : କଟକ-ଭୁବନେଶ୍ୱର ଦ୍ୱୈତନଗରୀର ନୂତନ ପୁଲିସ କମିସନର ସତ୍ୟଜିତ ମହାନ୍ତି ମଙ୍ଗଳବାର ସନ୍ଧ୍ୟାରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିଦର୍ଶନରେ ଆସି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ… Read More...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓବିସି ସାଂସଦ ଓ ନେତୃମଣ୍ଡଳୀ samajalive Aug 8, 2018 0 ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାଂସଦ ଏବଂ ନେତାମାନଙ୍କର ଏକ ପ୍ରତିନିଧି ଦଳ ମଙ୍ଗଳବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଓବିସି କମିଶନକୁ ସାମ୍ବିଧାନିକ… Read More...
ବୁଧବାର ରାଶିଫଳ samajalive Aug 8, 2018 0 ମେଷ: ମନ ପ୍ରସନ୍ନ ରହିବ। ଧାର୍ମିକ ସ୍ୱଭାବର ହେବେ। ଆପଣଙ୍କ କଥା ବାର୍ତ୍ତାର ଶୈଳୀ, ପରକୁ ଆପଣାର କରିବ। ମେଳାପୀ ପ୍ରକୃତିର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ବିବାଦରେ ବିଜୟୀ ହେବେ। ବୃଷ: ଅର୍ଥ… Read More...
ପେଟ୍ରୋଲ ୭୭ ଟଙ୍କା ଟପିଲା samajalive Aug 8, 2018 0 ନୂଆଦିଲ୍ଲୀ : ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ଟିପିଛି। ଦୀର୍ଘ ଦୁଇ ମାସ ପରେ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟି ଏହି ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁ ପେଟ୍ରୋଲ ମୂଲ୍ୟରେ ଏହି… Read More...
ସୁଇସ୍ କର୍ତ୍ତୃପକ୍ଷଙ୍କଠାରୁ ୧୦ ଦିନରେ ମିଳିବ ତଥ୍ୟ samajalive Aug 7, 2018 0 ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଭାରତ ସରକାରଙ୍କୁ କଳା ଟଙ୍କା ସମ୍ପର୍କରେ ତଥ୍ୟ ମିଳିବାକୁ ଯାଉଛି। ସୁଇଜରଲ୍ୟାଣ୍ଡର ସର୍ବୋଚ୍ଚ ଅଦାଲତ ଭାରତ ସରକାରଙ୍କୁ ଏ ନେଇ ତଥ୍ୟ ଦେବାକୁ ନିର୍ଦେଶ ଦେବା ପରେ ଏ ନେଇ ଅାଶା ସଞ୍ଚାର… Read More...
୨୦୦୬ରୁ ଗାଁକୁ ଆସିନି samajalive Aug 7, 2018 0 ଗରଦପୁର/ ପାଟକୁରା : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସକ୍ରିୟ ସଦସ୍ୟ ଥିବା ନେଇ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ର ତେଣ୍ଡାକୁଡା ଗ୍ରାମ ପଞ୍ଚାୟତର ମୀର୍ମହଲା ମୁସ୍ଲିମ୍ ବସ୍ତିର ଯୁବକ ହବିବୁର… Read More...
ପୁନରୁଦ୍ଧାର, ପୁନଃ ନିର୍ମାଣ ଉପରେ ଗୁରୁତ୍ୱାରୋପ samajalive Aug 7, 2018 0 ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦେଶକମାନେ ଆଉ ରାଜ୍ୟ ବାହାରକୁ ଯାଇ ଚଳଚ୍ଚିତ୍ର, ଧାରାବାହିକର ସୁଟିଂ କରିବେନି। ପୂର୍ବରୁ ସେମାନେ ଯେମିତି କଳିଙ୍ଗ ଷ୍ଟୁଡିଓ ଉପରେ ନିର୍ଭରଶୀଳ ଥିଲେ ଠିକ୍ ସେମିତି ସମୟ… Read More...
ଅବିକଳ ମୁହୂର୍ତ୍ତକୁ ଅନାହତ ରଖିବାର ମାଧ୍ୟମ ଫଟୋଗ୍ରାଫି samajalive Aug 7, 2018 0 କଟକ : ଚିତ୍ରକରର ତୂଳୀ ସଦୃଶ ଫଟୋଗ୍ରାଫରଙ୍କ କ୍ୟାମେରା। ସାମ୍ବାଦିକଙ୍କ ଲେଖନୀ ମୁନଠାରୁ ଶକ୍ତିଶାଳୀ ଫଟୋ ସାମ୍ବାଦିକଙ୍କ କ୍ୟାମେରା ଲେନ୍ସ। ଅବିକଳ ମୁହୂର୍ତ୍ତକୁ ଅନାହତ ରଖିବାର ମାଧ୍ୟମ ହେଉଛି ଫଟୋଗ୍ରାଫି ବୋଲି… Read More...
ଓଡ଼ିଆ ସିନେମା ‘ଲୋକାଲ ଟୋକା,ଲଭ୍ ଚୋଖା’ର କ୍ୟାସେଟ୍ ଉନ୍ମୋଚନ samajalive Aug 7, 2018 0 କଟକ : ଓମ୍ସାଇ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା,ଲଭ୍ ଚୋଖା’ ଅଡିଓ କ୍ୟାସେଟ୍ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଦୁର୍ଗା ଆଇନକ୍ସ ମଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ… Read More...
ଲାଗିରହିଛି ବର୍ଷା , ବଡ଼ ନର୍ଦମା ଜାମ୍ samajalive Aug 7, 2018 0 କଟକ : ଯେଉଁ ଆଳସ୍ୟ ଓ ଖାମଖିଆଲ ଯୋଗୁଁ ସମଗ୍ର ସହର ତିନିଦିନ କାଳ ବୁଡ଼ି ରହିଲା; ଆଗକୁ ପୁଣି ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି। ସେତେବେଳେ ପାଣିପାଗ ସୂଚନା ଯେଉଁଭଳି ପ୍ରବଳ ବର୍ଷାର ଆଶଙ୍କା କରିଥିଲା, ଏବେ ମଧ୍ୟ… Read More...
ହବିବୁର ଗିରଫ: ଆତଙ୍କର ଚେର ନେଇ ଗୁଇନ୍ଦା ସଜାଗ samajalive Aug 7, 2018 0 ଭୁବନେଶ୍ୱର : ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କେନ୍ଦ୍ରାପଡ଼ାର ହବିବୁର ରେହମାନ ଗିରଫ ପରେ ରାଜ୍ୟରେ ଆତଙ୍କର ଚେର ନେଇ ରାଜ୍ୟ ଗୁଇନ୍ଦା ବିଭାଗ ସଜାଗ ହୋଇପଡିଛି। ଆବଶ୍ୟକ ପଡିଲେ ଓଡ଼ିଶା ପୁଲିସ ଏନ୍ଆଇଏକୁ ତଦନ୍ତରେ… Read More...
ଶୀର୍ଷ ମାନ୍ୟତା ବଜାୟ ରଖିଲେ ନାଦାଲ ଓ ହାଲେପ୍ samajalive Aug 7, 2018 0 ଲଣ୍ଡନ : ଟେନିସ ଖେଳାଳି ସ୍ପେନର ରାଫେଲ ନାଦାଲ ଓ ରୋମାନିଆର ସିମୋନା ହାଲେପ୍ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ସୋମବାର ଏଟିପି ପକ୍ଷରୁ ପ୍ରକାଶିତ ପୁରୁଷ… Read More...
ବିଶାଳ ସ୍କୋର୍ ପରେ ବିଜୟ ଦ୍ୱାରରେ ଭାରତ ‘ଏ’ samajalive Aug 7, 2018 0 ବାଙ୍ଗାଲୋର : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଘରୋଇ ଭାରତ ‘ଏ’ ବିଜୟୀ ହେବା ସ୍ଥିତିରେ ପହଞ୍ଚିଛି। ବ୍ୟାଟ୍ସମ୍ୟାନ୍ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଇନିଂସରେ ଭାରତ ‘ଏ’ ବିଶାଳ ସ୍କୋର୍ କରିବା… Read More...
ବିବାହ କଲା ଲାଡେନ୍ର ପୁଅ ହାମ୍ଜା samajalive Aug 7, 2018 0 ନୂଆଦିଲ୍ଲୀ : କୁଖ୍ୟାତ ଅଲ୍-କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ର ପୁଅ ହାମ୍ଜା ବିନ୍ ଲାଡେନ୍ ଅନ୍ୟତମ ଆତଙ୍କବାଦୀ ମହମ୍ମଦ ହାଟ୍ଟାର ଝିଅକୁ ବିବାହ କରିଛି। ହାଟ୍ଟା ହେଉଛି ୨୦୦୧ ସେପ୍ଟେମ୍ବର ୨୬ରେ… Read More...
୨୦ ବର୍ଷରୁ କମ୍ ଫୁଟବଲ : ଆର୍ଜେଣ୍ଟିନାକୁ ହରାଇଲା ଭାରତ samajalive Aug 7, 2018 0 ଭାଲେନ୍ସିଆ : ଏଠାରେ ଖେଳାଯାଉଥିବା ୨୦ ବର୍ଷରୁ କମ୍ କୋଟିଫ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୨-୧ ଗୋଲ୍ରେ ପରାସ୍ତ କରିଛି ଭାରତ। ଭାରତ ପକ୍ଷରୁ ଖେଳର ୪ର୍ଥ ମିନିଟ୍ରେ… Read More...
କେନ୍ଦ୍ରକୁ ଆଉ ଥରେ ଚିଠି ଲେଖନ୍ତୁ samajalive Aug 7, 2018 0 ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବା ସହ କେନ୍ଦ୍ର ସରକାରଙ୍କୁ ପୁନର୍ବାର ପତ୍ର ଲେଖିବାକୁ ସମ୍ବଲପୁରସ୍ଥିତ କେନ୍ଦ୍ରୀୟ… Read More...
ଆଉ ଦୁଇ ତାଲା କାହାର samajalive Aug 7, 2018 0 ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ବିବାଦ ପ୍ରଶାସନର ପିଛା ଛାଡୁନି। ଭିତର ରତ୍ନଭଣ୍ଡାରର ମୂଳଚାବି ହଜିଥିବାବେଳେ ଜିଲା ରେକର୍ଡରୁମ୍ରୁ ମିଳିଥିବା ଡୁପ୍ଲକେଟ୍ ଚାବିକୁ ଜିଲାପାଳ ସୋମବାର ଟ୍ରେଜେରୀ… Read More...
ଉପାସନା ‘ଆଇ ସପୋର୍ଟ ମୋଦି’ର ରାଜ୍ୟ ସଂଯୋଜିକା samajalive Aug 7, 2018 0 ଭୁୁବନେଶ୍ୱର : ବିଜେପି ସହିତ ସାଧାରଣ ଜନତାଙ୍କୁ ଯୋଡିବା ପାଇଁ ବିଜେପି ପକ୍ଷରୁ ହାତକୁ ନିଆଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆଇ ସପୋର୍ଟ ମୋଦି’ କ୍ୟାମ୍ପେନକୁ ଓଡ଼ିଶାର ଯୁବପିଢ଼ିଙ୍କୁ ଆକର୍ଷିତ କରିବାପାଇଁ ସୋମବାର… Read More...
ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ samajalive Aug 7, 2018 0 ଏନସିବିସିକୁ ସାମ୍ବିଧାନିକ ମାନ୍ୟତା ନୂଆଦିଲ୍ଲୀ : ସଂସଦରେ ସୋମବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି। ଗୃହୀତ ବିଧେୟକ ଅନୁଯାୟୀ ୧୨ବର୍ଷରୁ କମ୍ ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କ ପାଇଁ… Read More...
ଇମ୍ରାନ୍ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ samajalive Aug 7, 2018 0 ଇସଲାମାବାଦ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇମ୍ରାନ ଖାଁଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍(ପିଟିଆଇ)। ସୋମବାର ଅନୁଷ୍ଠିତ ଦଳର ସଂସଦୀୟ କମିଟି ବୈଠକ ପରେ ଏହି ଘୋଷଣା… Read More...
୨୪ଘଣ୍ଟା ପ୍ରବଳ ବର୍ଷା, ଭୁବନେଶ୍ବରରେ ଢ଼ାଳିଲା ୮୮ମିମି samajalive Aug 7, 2018 0 ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବର୍ଷା ପୁଣି ଥରେ ରାଜଧାନୀକୁ ବୁଡ଼ାଇଛି। ରାତି ୧.୩୦ ସୁଦ୍ଧା ୮୮ମିଲିମିଟରରୁ ଅଧିକ ବର୍ଷିଥିବା ଜଣାପଡ଼ିଛି। ଦକ୍ଷିଣ ଓଡ଼ିଶା… Read More...
କ୍ରାନ୍ତି ଦିବସକୁ ନିମନ୍ତ୍ରିତ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ samajalive Aug 7, 2018 0 ଭୁବନେଶ୍ବର : ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ନିମନ୍ତ୍ରିତ ହୋଇ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଦିଲ୍ଲୀ ଯାଉଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟରୁ… Read More...
ଆଜି ପରିବହନ ଧର୍ମଘଟ samajalive Aug 7, 2018 0 ଭୁବନେଶ୍ୱର : ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ଓଡ଼ିଶାରେ… Read More...
ମଙ୍ଗଳବାର ରାଶିଫଳ samajalive Aug 7, 2018 0 ମେଷ: ଭ୍ରାତୃ ବିବାଦର ସମାଧାନ ହେବ। ଉଚ୍ଚ ଆଶା ଫଳବତୀ ହେବ। ପାରିବାରିକ ସୁଖ ମିଳିବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି। ବୃଷ: ଆଶାବାଦୀ ହେବେ।… Read More...
ଅନଲାଇନ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚିଲା samajalive Aug 7, 2018 0 ଭୁବନେଶ୍ୱର : ରାଜ୍ୟବ୍ୟାପୀ ପ୍ରସ୍ତାବିତ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁ ମଙ୍ଗଳବାର ଅର୍ଥାତ ଆସନ୍ତାକାଲି ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ହେବାକୁ ଥିବା ଅନଲାଇନ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ… Read More...
ସରକାରଙ୍କ ପରାମର୍ଶ ନେବି: ଗାଭାସ୍କର samajalive Aug 6, 2018 0 ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନେଇ ସେ ସରକାରଙ୍କ ପରାମର୍ଶ ନେବେ ବୋଲି ଭାରତୀୟ କ୍ରିକେଟ କିମଦନ୍ତୀ ସୁନୀଲ ଗାଭାସ୍କର କହିଛନ୍ତି। ନିକଟରେ… Read More...
ନଦୀ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ samajalive Aug 6, 2018 0 କଟକ : ମହାନଦୀର ସୁରକ୍ଷା ନିମନ୍ତେ ରବିବାର ସନ୍ଧ୍ୟାରେ ଗଡଗଡିଆଘାଟଠାରେ ମହାଆଳତି ଅନୁଷ୍ଠିତ ହୋଇଯାଇଛି। ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ସହ ଗଙ୍ଗାମାତାଙ୍କୁ ପୂଜା କରି ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦାସ… Read More...
ନେପାଳରେ ୨୦୦ ଭାରତୀୟ ଅଟକ samajalive Aug 6, 2018 0 କାଠମାଣ୍ଡୁ : କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ପ୍ରାୟ ୨୦୦ ଭାରତୀୟ ନେପାଳର ହୁମଲା ଜିଲାରେ ଫସିରହିଥିବା ଜଣାଯାଇଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ସିମିକୋଟରେ ୧୫୦ ଓ ହିଲସାରେ ୫୦… Read More...
ମାସ ଶେଷକୁ ଆସୁଛନ୍ତି ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ samajalive Aug 6, 2018 0 ନୂଆଦିଲ୍ଲୀ : ବେଜିଂ ସହିତ ନୂଆଦିଲ୍ଲୀର ହଟ୍ଲାଇନ୍ ସଂଯୋଗ ହେବ। ଦୀର୍ଘ କାଳରୁ ପଡ଼ି ରହିଥିବା ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚଳିତ ମାସ ଶେଷ ଭାଗକୁ ଚୀନ୍ ପ୍ରତିରକ୍ଷା… Read More...
ଜୁଲାଇରେ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆର ୫,୪୮,୫୭୭ ୟୁନିଟ୍ ବିକ୍ରି samajalive Aug 6, 2018 0 ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କ୍ରମାଗତ ତୃତୀୟ ମାସ ପାଇଁ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ୨୦୧୮ ଜୁଲାଇ ମାସରେ କମ୍ପାନୀ ୫,୪୮,୫୭୭ ୟୁନିଟ୍ ଗାଡ଼ି ବିକ୍ରି କରିଛି। ୨୦୧୭… Read More...
ନେଦରଲାଣ୍ଡ୍ସ ମହିଳା ହକି ବିଶ୍ୱକପ୍ ଚମ୍ପିଆନ samajalive Aug 6, 2018 0 ଲଣ୍ଡନ : ଚଳିତବର୍ଷର ମହିଳା ହକି ବିଶ୍ୱକପ୍ରେ ନେଦରଲାଣ୍ଡ୍ସ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ଆୟରଲାଣ୍ଡକୁ ୬-୦ ଗୋଲ୍ରେ ନେଦରଲାଣ୍ଡ୍ସ ପରାସ୍ତ କରିଛି। ହକି… Read More...
ରୂପେ କାର୍ଡ, ଭୀମ୍ ଆପ୍ରେ ପେମେଣ୍ଟ ଉପରେ ମିଳିବ ଜିଏସ୍ଟି ରିଆତି samajalive Aug 6, 2018 0 ରାଜ୍ୟ ଆରମ୍ଭ କରିବେ ପାଇଲଟ୍ ପ୍ରକଳ୍ପ ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦର ୨୯ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା… Read More...
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ୮୨ ମୃତ,୧୦୦ରୁ ଅଧିକ ଆହତ samajalive Aug 6, 2018 0 ଜାକର୍ତ୍ତା : ଇଣ୍ଡୋନେସିଆର ଲୋମବୋକ ଦ୍ୱୀପରେ ରବିବାର ବଡ ଧରଣର ଭୂମିକମ୍ପ ହୋଇଛି। ଭୂମିକମ୍ପ ଯୋଗୁଁ ଅନେକ ଘର ଭାଙ୍ଗିଯାଇଛି। ଏଥିରେ ୮୨ ଜଣଙ୍କର ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଭୂମିକମ୍ପର… Read More...
ଗାନ୍ଧି ଜୟନ୍ତୀରେ ବନ୍ଦୀଙ୍କୁ ଦିଅ ମୁକ୍ତି samajalive Aug 6, 2018 0 ଭୁବନେଶ୍ୱର : ଓଡ଼ିଶାରେ କେତେ ବନ୍ଦୀ କେଉଁ କାରାଗାରରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେଉଁ ବର୍ଗର କେତେଜଣ ୫୦ ପ୍ରତିଶତରୁ ଅଧିକ ସମୟ ଅତିବାହିତ କରି ସାରିଲେଣି ସେନେଇ ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ… Read More...
ଟ୍ରେଜେରିକୁ ଯିବ ରତ୍ନଭଣ୍ଡାର ଚାବି samajalive Aug 6, 2018 0 ପୁରୀ : ଜିଲା କୋଷାଗାର (ଟ୍ରେଜେରି)ରେ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି। ଜିଲା ରେକର୍ଡରୁମ୍ରୁ ମିଳିଥିବା ୨ଟି ଚାବି ଖୁବ୍ଶୀଘ୍ର ଟ୍ରେଜେରି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରକାର… Read More...
ଗୋଟିଏ ଶ୍ମଶାନରେ ଜଳିଲା ଜୁଇ samajalive Aug 6, 2018 0 ବଲାଙ୍ଗିର : ବନ୍ଧୁତା ଦିବସରେ ସକାଳୁ ବଲାଙ୍ଗିର ସହରର ମାଲପଡ଼ାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଏକ ସଡ଼କ ଦୁର୍ଘଟଣାରେ ମାଲପଡ଼ାର ୩ଜଣ ଘନିଷ୍ଠ ବନ୍ଧୁ ଆରପାରିକୁ ଚାଲି ଯାଇଛନ୍ତି। ତିନି ଯୁବକଙ୍କ ଅକାଳ ମୃତ୍ୟୁ… Read More...
୭୫%କୁ ଦେଢ଼ବର୍ଷ କଣ୍ଟ ! samajalive Aug 6, 2018 0 ବିଳମ୍ବ ପଛରେ ପରାମର୍ଶ ସଂସ୍ଥା-ଅଧିକାରୀଙ୍କ ମଧୁଚନ୍ଦ୍ରିକା କଟକ : କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ଜାଇକା ପକ୍ଷରୁ ଚାଲିଥିବା ଡ୍ରେନେଜ ଓ ସ୍ୱେରେଜ କାର୍ଯ୍ୟ ୨୦୧୯ ସୁଦ୍ଧା ଶେଷ ହେବ ବୋଲି ଗତକାଲି ମୁଖ୍ୟଶାସନ ସଚିବ… Read More...
ଧୋନିଙ୍କୁ ଭେଟିଲେ ଅମିତ ଶାହା samajalive Aug 6, 2018 0 ନୂଆଦିଲ୍ଲୀ : ବିଜେପି ସଭାପତି ଅମିତ ଶାହା ରବିବାର ଏଠାରେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଗାମୀ ଲୋକସଭା… Read More...
ସମ୍ବଲପୁରରେ ହେବ ବାୟୁସେନା ପାଇଁ ନିଯୁକ୍ତି ରାଲି samajalive Aug 6, 2018 0 ସେପ୍ଟେମ୍ବର ୨୫ ରୁ ୨୮ ପରୀକ୍ଷା ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ବାୟୁସେନାର ଗ୍ରାଉଣ୍ଡ ଷ୍ଟାଫ ନିଯୁକ୍ତି ପାଇଁ ରାଜ୍ୟସ୍ତରୀୟ ନିଯୁକ୍ତି ରାଲି ଆୟୋଜିତ ହେବ ବୋଲି ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା… Read More...
ସୋମବାର ରାଶିଫଳ samajalive Aug 6, 2018 0 ମେଷ: ପରମ ଭାଗ୍ୟଶାଳୀ ହେବେ। ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ମିତ୍ର ସୁଖ ମିଳିପାରେ। ବୃଷ: କର୍ମକ୍ଷେତ୍ରରେ… Read More...
ଲଘୁଚାପ ବୁଡ଼ାଇବ ୪ ଜିଲା samajalive Aug 5, 2018 0 ଭୁବନେଶ୍ୱର : ବାଂଲାଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା… Read More...
‘ଜୁହାର ପରିବାର’ର ପ୍ରତିଷ୍ଠା ଦିବସ ପାଳିତ samajalive Aug 5, 2018 0 ସମ୍ବଲପୁର : ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଜୁହାର ପରିବାର’ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହ ଶନିବାର (ଅଗଷ୍ଟ ୪ ତାରିଖ) ଦିନ ରାଜଧାନୀ ନୂଆଦିଲ୍ଲୀରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର… Read More...
ବଲାଙ୍ଗୀର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ samajalive Aug 5, 2018 0 ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲାର ସାତମାଇଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ ଉପରେ ଟ୍ରକ ମାଡିଯିବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ୩ ଜଣଙ୍କର… Read More...
ଆୟୁଷ୍ମାନ ଭାରତ : ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ samajalive Aug 5, 2018 0 ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମୀକ୍ଷା କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ୫… Read More...
କେନ୍ଦ୍ର ପରିବହନ ନୀତିର ପ୍ରତିବାଦ :୭ରେ ଦେଶବ୍ୟାପୀ ଧର୍ମଘଟ samajalive Aug 5, 2018 0 ଭୁବନେଶ୍ୱର : ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ବିରୋଧରେ କେନ୍ଦ୍ର ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ୭ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ସିଟୁ ଶ୍ରମିକ… Read More...
୧୩ଜିଲାରେ ପ୍ରବଳ ବର୍ଷିବ samajalive Aug 5, 2018 0 ଭୁବନେଶ୍ୱର : ଆସନ୍ତା ୪୮ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ… Read More...
ହିମାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର samajalive Aug 5, 2018 0 ଗୁଆହାଟୀ : ଗତମାସରେ ଫିନ୍ଲ୍ୟାଣ୍ଡରେ ଆୟୋଜିତ ୨୦ ବର୍ଷରୁ କମ୍ ବିଶ୍ୱ ଆଥଲେଟିକ ଚମ୍ପିଆନ୍ସିପର ମହିଳା ୪୦୦ ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହିମା ଦାସଙ୍କୁ ଅଏଲ୍ ଇଣ୍ଡିଆ ତରଫରୁ ୨୦ ଲକ୍ଷ… Read More...
‘ସାବାସ ବିଜୁ’ ଚଳଚ୍ଚିତ୍ର କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ samajalive Aug 5, 2018 0 ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ତୋଷ ପଣ୍ଡାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଜୁ ପଟ୍ଟନାୟକଙ୍କ ଦ୍ବାରା… Read More...
ଟିଟୋକୁ ୨ ଦିନ ରିମାଣ୍ଡରେ ନେଲା କେନ୍ଦ୍ରାପଡ଼ା ପୁଲିସ samajalive Aug 5, 2018 0 କେନ୍ଦ୍ରାପଡା : ବଟି ପାଇଁ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ହତ୍ୟା ସହ ଅନ୍ୟ ୪ଟି ମାମଲାରେ କେନ୍ଦ୍ରାପଡା ଟାଉନ ପୁଲିସ ଗ୍ୟାଙ୍ଗଷ୍ଟର ଟିଟୋକୁ ୨ ଦିନିଆ ରିମାଣ୍ଡରେ ନେଇଛି। ଇଞ୍ଜିନିୟର ଦେବାଶିଷଙ୍କୁ କେଉଁ ସ୍ଥାନରେ… Read More...
ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ସିଏସି samajalive Aug 5, 2018 0 ସମ୍ବଲପୁର : ହାଇକୋର୍ଟ ବେଞ୍ଚ ଦାବି ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପରେ ପଶ୍ଚିମ ଓଡ଼ିଶା ଓକିଲ ସମୂହ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଆସନ୍ତା ୬ ତାରିଖ ପଶ୍ଚିମ ଓଡ଼ିଶା… Read More...
ଈଶାନ୍ତଙ୍କ ୧୫ ପ୍ରତିଶତ ମ୍ୟାଚ୍ ଫି’ କଟିଲା samajalive Aug 5, 2018 0 ବର୍ମିଂହାମ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଅରୁଚିକର ଆଚରଣ ପ୍ରଦର୍ଶନ କରିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ୧୫ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଥିବା… Read More...
ସେନା ଅଦାଲତରେ ହାଜର ହେବେ ମେଜର ଗୋଗଇ samajalive Aug 5, 2018 0 ଶ୍ରୀନଗର : ଚର୍ଚ୍ଚିତ ସେନାଧିକାରୀ ମେଜର ଲିତୁଲ ଗୋଗଇ ସେନା ଅଦାଲତର ସାମ୍ନା କରିବେ। ଗତ ମେ ୨୩ରେ ଜଣେ କାଶ୍ମୀରୀ ଯୁବତୀଙ୍କ ସହ ହୋଟେଲକୁ ଯିବା ଘଟଣାରେ ସେ ସେନା ବିଧିର ଉଲ୍ଲଙ୍ଘନ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।… Read More...
ବିଳମ୍ବ ହେବ ଇମ୍ରାନଙ୍କ ଶପଥ ଗ୍ରହଣ samajalive Aug 5, 2018 0 ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରହିଛି। ଅଗଷ୍ଟ ୧୧ରେ ଇମ୍ରାନ ଶପଥ ନେବାର ଥିବାବେଳେ ଏହା ବିଳମ୍ବିତ ହେବାର ଅଛି।… Read More...
ଜାଇକା ଯନ୍ତ୍ରଣା ଆଉ ଦେଢ଼ ବର୍ଷ samajalive Aug 5, 2018 0 ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରବାସୀ ଆଉ ଦେଢ଼ବର୍ଷ କାଳ ବର୍ଜ୍ୟଜଳରେ ଘାଣ୍ଟି ହେବେ। ୨୦୧୯ ଡିସେମ୍ବର ଆଡକୁ ଦ୍ୱୈତନଗରୀବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସ୍ୱେରେଜ୍ ସଂଯୋଗର ଉପକାରିତା ମିଳିବ ବୋଲି ଶନିବାର… Read More...
ହାଜର ହେଲେ ୬ ପଟ୍ଟାଧାରୀ samajalive Aug 5, 2018 0 କେନ୍ଦୁଝରଗଡ/କେନ୍ଦୁଝର : ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ କେନ୍ଦୁଝର ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜୋରିମାନା ଦାଖଲ କରିନଥିବା ୩୧ଟି ଖଣିର ୨୩ଲିଜ୍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି… Read More...
ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ କେନ୍ଦ୍ର samajalive Aug 5, 2018 0 -ଭାରତକୁ କରାଯିବ ବିଶ୍ୱର ବୃହତ୍ ଡାଟା କେନ୍ଦ୍ର, -ଅନୁଗୋଳ, ଯାଜପୁର, ସମ୍ବଲପୁର, ଜୟପୁରରେ ଖୋଲିବ ବିପିଓ କେନ୍ଦ୍ର -ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି… Read More...
ରବିବାର ରାଶିଫଳ samajalive Aug 5, 2018 0 ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଘାତଚନ୍ଦ୍ର ହେତୁ ସାବଧାନ। ବୃଷ:… Read More...
ମନ୍ଥର ଗତିରେ ଚାଲିଛି ସମ୍ବଲପୁର–ଟିଟିଲାଗଡ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ samajalive Aug 5, 2018 0 ସମ୍ବଲପୁର : ପୁର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ସମ୍ବଲପୁରରୁ ଟିଟିଲାଗଡ ସେକ୍ସନ ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ୨୦୧୦ – ୧୧ ଆର୍ଥିକ ବର୍ଷରୁ ଯୋଜନା କରାଯାଇଛି। ଏହି କାର୍ଯ୍ୟ ପାଇଁ ୨୦୧୪ ମସିହାରେ… Read More...
ଆକ୍ରମଣରେ ‘ସମାଜ’ ସହକାରୀ ପରିଚାଳକଙ୍କ ସମେତ ୨ ଆହତ samajalive Aug 4, 2018 0 ଦୁଇ ଗିରଫ, ଜଣେ ଫେରାର ଭୁବନେଶ୍ୱର/ନନ୍ଦନକାନନ : କେତେକ ଦୁର୍ବୃତ୍ତ ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ଦୌରାତ୍ମ୍ୟ ଦେଖାଇଛନ୍ତି। ଶନିବାର ସନ୍ଧ୍ୟାରେ ସେମାନଙ୍କ ଆକ୍ରମଣରେ ‘ସମାଜ’ର ଜଣେ ବରିଷ୍ଠ କର୍ମଚାରୀଙ୍କ ସମେତ ୨ଜଣ… Read More...
ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଶେଷ samajalive Aug 4, 2018 0 ଭୁବନେଶ୍ବର : ଯୁକ୍ତ ୩ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଖାଲିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଛାତ୍ରଛାତ୍ରୀମାନେ ଶୁକ୍ରବାର ସୁଦ୍ଧା ଅଫ୍ଲାଇନ୍ରେ କମନ୍ ଆପ୍ଲିକେସନ… Read More...
ଜିଏସ୍ଟି ପରିଷଦ ବୈଠକ ଆଜି samajalive Aug 4, 2018 0 ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ବସିବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋାୟଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପରିଷଦ ୧୨% ଏବଂ… Read More...
ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମିଳିନାହିଁ: କେନ୍ଦ୍ର ସରକାର samajalive Aug 4, 2018 0 ନୂଆଦିଲ୍ଲୀ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଦୁଇଟି ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମିଳିନାହିଁ ବୋଲି କେନ୍ଦ୍ର ସରକାର ସଂସଦରେ ଜଣାଇଛନ୍ତି। ରାଜ୍ୟସଭା ସାଂସଦ ପ୍ରସନ୍ନ… Read More...
ଶପଥ ଗ୍ରହଣ ପୂର୍ବରୁ ଇମ୍ରାନଙ୍କୁ ତଦନ୍ତ ଏଜେନ୍ସିର ସମନ samajalive Aug 4, 2018 0 ପେଶୱାର : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ ଖାଁଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶପଥ ଗ୍ରହଣ ପୂର୍ବରୁ ଇମ୍ରାନଙ୍କୁ ଦେଶର ପ୍ରମୁଖ ତଦନ୍ତକାରୀ ଏଜେନ୍ସି ନ୍ୟାସନାଲ… Read More...
କଲକାତାରେ ବଡଧରଣର ଏଟିଏମ୍ ଜାଲିଆତି samajalive Aug 4, 2018 0 କଲକାତା :ସମ୍ପ୍ରତି କଲକାତାରେ ଏକ ବଡଧରଣର ଏଟିଏମ୍ ଜାଲିଆତି ସଂଘଟିତ ହୋଇଛି ା ବର୍ତ୍ତମାନ ଯାଏ ହୋଇଥିବା ହିସାବ ଅନୁଯାୟୀ, ଏହି ଏଟିଏମ୍ ଜାଲିଆତିର ଶିକାର ୭୬ ଜଣ ହୋଇଛନ୍ତି ା ମାତ୍ର ୫ ଦିନରେ ଠକମାନେ ଏଟିଏମ୍ରୁ… Read More...
ଦକ୍ଷିଣ ଦିଗରେ ଡାଇନିଂ ହଲ୍ ସର୍ବୋତ୍କୃଷ୍ଟ samajalive Aug 4, 2018 0 ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇ ଗୃହ ଓ ଡାଇନିଂ ହଲ୍ ଯଥାସ୍ଥାନରେ ରହିବା ନିତାନ୍ତ ଆବଶ୍ୟକ। କାରଣ ଭୋଜନ ଆମ ଜୀବନଶୈଳୀରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଣୁ ଯଥା ସ୍ଥାନରେ ବସି ଭୋଜନ କଲେ ଖାଦ୍ୟ ହଜମ ହେବା ସହ… Read More...
ସ୍କାଏ ଡାଇଭିଂ କରି ଶହେତମ ଜୟନ୍ତୀ ପାଳନ samajalive Aug 4, 2018 0 କଥାରେ ଅଛି, ଯିଏ ଡରିଗଲା, ସିଏ ମରିଗଲା। ଏଇ କିଛି ବର୍ଷର ଜୀବନକୁ ସେଥିପାଇଁ ଭରପୂର ଉପଭୋଗ କରିବା ଆବଶ୍ୟକ। ଏକଥା କହିଛନ୍ତି ଆମେରିକାର ସିଏଟେଲ୍ ନିବାସୀ ୧୦୦ ବର୍ଷୀୟ ବୃଦ୍ଧ ଏସଟିୟୁ ୱିଲିଅନସନ୍। ନିଜ ୧୦୦ତମ… Read More...
ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରୁଛନ୍ତି ନ୍ୟସ୍ତସ୍ୱାର୍ଥ ଲୋକ samajalive Aug 4, 2018 0 ପେଶୱାର : ଆସାମର ଚିଠା ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ନେଇ କେତେକ ନ୍ୟସ୍ତ ସ୍ୱାର୍ଥ ଲୋକ ଅଯଥା ରାଜନୀତି କରୁଛନ୍ତି। ଏହା ଦ୍ୱାରା ସମାଜର ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ ହେଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ… Read More...
ମସ୍ଜିଦରେ ବିସ୍ଫୋରଣ; ୩୦ମୃତ samajalive Aug 4, 2018 0 କାବୁଲ : ପାକିସ୍ତାନ ସୀମାନ୍ତ ପୂର୍ବ ଆଫଗାନିସ୍ତାନର ପାକ୍ତିଆ ପ୍ରଦେଶ ଅନ୍ତର୍ଗତ ଗାର୍ଦେଜ୍ ସହରରେ ଥିବା ସିଆ ସମ୍ପ୍ରଦାୟର ଏକ ମସ୍ଜିଦରେ ଦ୍ୱୈତ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଶୁକ୍ରବାର… Read More...
ସାଇନା ପରାସ୍ତ; ସେମିରେ ସିନ୍ଧୁ samajalive Aug 4, 2018 0 ନାନ୍ଜିଙ୍ଗ୍(ଚୀନ) : ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଶୁକ୍ରବାର ସଫଳତା ତୁଳନାରେ ଭାରତକୁ ଅଧିକ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି। ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସେମିଫାଇନାଲକୁ… Read More...
ଫିଙ୍ଗିଦେଲେ ୨୭୦୦ କ୍ୱିଣ୍ଟାଲ ଚାଉଳ samajalive Aug 4, 2018 0 -୧.୨୫ କୋଟି ଟଙ୍କା କ୍ଷତି: ମିଲ ମାଲିକ, -ଖାଦ୍ୟ ନିଗମ ଅସୁଲ କରିବ: ସିଏସଓ, -ତଦନ୍ତ ଦାବି କଲା କୃଷକ ସଙ୍ଗଠନ ସମ୍ବଲପୁର : ଖୋଲା ପଡ଼ିଆରେ ଟ୍ରାକ୍ଟରରେ ଅଣାଯାଇ ଫିଙ୍ଗାଯାଇଛି ଶହ ଶହ କ୍ବିଣ୍ଟାଲ ଚାଉଳ। ଯାହା… Read More...
ଶପଥ ନେଲେ ନବ ନିଯୁକ୍ତ ୧୧୦ ସିଭିଲ ଜଜ୍ samajalive Aug 4, 2018 0 କଟକ : ନବ ନିଯୁକ୍ତ ସିଭିଲ ଜଜ୍ମାନଙ୍କର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଓଡ଼ିଶା ନ୍ୟାୟିକ ଏକାଡ଼େମୀ ପରିସରରେ ଥିବା ମୁଖ୍ୟ ବିଚାରପତି ଗତିକୃଷ୍ଣ ମିଶ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ… Read More...
ଆସୁଛି ଲଘୁଚାପ, ତିନିଦିନ ବର୍ଷା samajalive Aug 4, 2018 0 ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଆସନ୍ତା ୬ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଉତ୍ତରପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ… Read More...
ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ samajalive Aug 4, 2018 0 ଭୁବନେଶ୍ୱର : ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ୪ଟି ରାଜ୍ୟ ଗସ୍ତ ପରେ ପର୍ଯ୍ୟବେକ୍ଷକ କମିଟି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି। କମିଟିର ଅଧ୍ୟକ୍ଷ ଡ.ନୃସିଂହଚରଣ ସାହୁ ଶୁକ୍ରବାର… Read More...
ବିଜୟଲକ୍ଷ୍ୟ ୧୯୪; ଭାରତ ୫/୧୧୦ samajalive Aug 4, 2018 0 ବର୍ମିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଉପନୀତ ହୋଇଛି। ଈଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ… Read More...
ମହିଳାଙ୍କୁ ସମ୍ମାନ ମିଳିଛି : ସୁମିତ୍ରା ମହାଜନ samajalive Aug 4, 2018 0 ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ଦେଶରେ ମହିଳାଙ୍କୁ ଇଜ୍ଜତ ଓ ସମ୍ମାନ ମିଳିଛି ବୋଲି ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି। ପୂର୍ବରୁ ଦେଶରେ ଝିଅ ଓ ମହିଳା ଜାଳେଣି କାଠ ସଂଗ୍ରହ କରିବା… Read More...
ଶନିବାର ରାଶିଫଳ samajalive Aug 4, 2018 0 ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଉତ୍ତମ ଧରଣର ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନର କଳ କୌଶଳ ପ୍ରସ୍ତୁତ କରିବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ବୃଷ:… Read More...
ବ୍ୟଭିଚାର ଆଇନ ଲିଙ୍ଗଗତ ସମାନତାର ଉଲ୍ଲଙ୍ଘନ ହେଉଛି : ସୁପ୍ରିମକୋର୍ଟ samajalive Aug 2, 2018 0 -ପରକୀୟା ପ୍ରୀତି ଲାଗି ଦୋମୁହାଁ ଦଣ୍ଡବିଧି , -ପୁରୁଷ ପାଉଛନ୍ତି ଦଣ୍ଡ; ମହିଳାଙ୍କୁ ଛାଡ଼ , -ଆଇପିସିର ଧାରା ୪୯୭ରେ ଦ୍ୱନ୍ଦ୍ୱ ନୂଆଦିଲ୍ଲୀ : ବିବାହର ପବିତ୍ରତା ରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପବିତ୍ରତା… Read More...
୬ରୁ ବଢ଼ିବ ବର୍ଷା samajalive Aug 2, 2018 0 ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୪ରୁ… Read More...
କ୍ୱାର୍ଟରରେ ସିନ୍ଧୁ, ସାଇନା ଓ ସାଇପ୍ରଣିତ samajalive Aug 2, 2018 0 ନାନ୍ଜିଙ୍ଗ୍(ଚୀନ) : ଭାରତର ପିଭି ସିନ୍ଧୁ ଓ ସାଇନା ନେହୱାଲ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସରେ… Read More...
ଓବିସି କମିଶନ୍ଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ; ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ samajalive Aug 2, 2018 0 ନୂଆଦିଲ୍ଲୀ : ଜାତୀୟ ପଛୁଆବର୍ଗ କମିଶନ୍ଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ ସଂକ୍ରାନ୍ତରେ ଲୋକସଭାରେ ଆଗତ ୧୨୩ତମ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇଛି। ଏହାଦ୍ବାରା ପଛୁଆ ବର୍ଗର ସଶକ୍ତିକରଣ ହେବ ଏବଂ… Read More...
ଇଂଲଣ୍ଡର ପ୍ରଥମ ଇନିଂସ ୨୮୭, ଭାରତ ୭୬/୩ samajalive Aug 2, 2018 0 ବର୍ମିଂହାମ୍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ ରନ୍ କରି ଅଲ ଆଉଟ ହୋଇ ଯାଇଛି। ଭାରତ ପ୍ରଥମ ଇନିଂସରେ ଭୋଜନ ବିରତି ସୁଦ୍ଧା ୩ ୱିକେଟ ହରାଇ… Read More...
ଗାଭାସ୍କର, କପିଳ ଓ ସିଧୁଙ୍କୁ ଇମ୍ରାନଙ୍କ ଆମନ୍ତ୍ରଣ samajalive Aug 1, 2018 0 ଇସଲାମାବାଦ : ପାକିସ୍ତାନରେ ସଦ୍ୟସମାପ୍ତ ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ପିଟିଆଇ (ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍) ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ମାନ୍ୟତାଲାଭ କରିଛି।… Read More...
ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ samajalive Aug 1, 2018 0 ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆବଣ୍ଟନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର… Read More...
ପ୍ରିକ୍ୱାର୍ଟରରେ ସିନ୍ଧୁ, ଶ୍ରୀକାନ୍ତ ଓ ସାଇପ୍ରଣିତ samajalive Aug 1, 2018 0 ନାନ୍ଜିଙ୍ଗ୍(ଚୀନ) : ଭାରତର ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ସାଇପ୍ରଣିତ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ସିଙ୍ଗଲ୍ସ ଇଭେଣ୍ଟରେ ପ୍ରିକ୍ୱାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।… Read More...
୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି samajalive Aug 1, 2018 0 ନୂଆଦିଲ୍ଲୀ : ୭ଟି ରାଜ୍ୟରେ ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ମଧ୍ୟପ୍ରଦେଶ ରତଲାମ ଜିଲ୍ଲାର ଏଲୋତରେ ଦ୍ୱିତୀୟ ଜବାହର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ… Read More...
୭ମାସରେ ୧୧୦ ଆତଙ୍କବାଦୀ ନିହତ samajalive Aug 1, 2018 0 ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ସହ ସଂଘର୍ଷରେ ଗତ ସାତ ମାସ ମଧ୍ୟରେ ୧୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ବେଳେ ୧୮ ଜଣ ସାଧାରଣ ନାଗରିକଙ୍କ… Read More...
ବନ୍ଧୁଙ୍କୁ ବୃକକ ଦାନ ପାଇଁ ଆଇନଗତ ଲଢ଼େଇରେ ଜିତିଲେ ମହିଳା samajalive Aug 1, 2018 0 ବେଙ୍ଗାଲୁରୁ : ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଆବଶ୍ୟକତା ସମୟରେ ସହଯୋଗ କରୁଥିବା ବନ୍ଧୁ ହିଁ ବାସ୍ତବ ବନ୍ଧୁ। ଏମିତି ନିଃସର୍ତ୍ତ ବନ୍ଧୁତ୍ୱର ବିରଳ ନିଦର୍ଶନ ଉପସ୍ଥାପନ କରିଛନ୍ତି ରାଜସ୍ଥାନର ବର୍ଷା ଶର୍ମା ନାମ୍ନୀ… Read More...