୨୯ରୁ ଷ୍ଟେଟ ଓପନ୍‍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା

କଟକ : ଚଳିତ ବର୍ଷର ଦ୍ୱିତୀୟ ଷ୍ଟେଟ୍‍ ଓପନ୍‍ ସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‍ମିଟ୍‍ କାର୍ଡ ମାଧ୍ୟମିକ ଶିକ୍ଷା…
Read More...

ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ସମେତ ୧୦ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ବାଡେଗୁଡା ପଂଚାୟତ ନିକଟ ଶିମିଳି ଘାଟିରେ ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ତେବେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ…
Read More...

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୨୫ହଜାର ସିଟ୍‍ ଖାଲି

ଭୁବନେଶ୍ୱର : ରାଜ୍ୟର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଶେଷ ହୋଇଛି ଏବଂ ବିଭିନ୍ନ କଲେଜରେ ପ୍ରାୟ ୨୫ହଜାର ସିଟ୍‍ ଖାଲି ପଡିଛି ବୋଲି ଓଜେଇ ଅଧ୍ୟକ୍ଷ ସୁଦୀପ୍‍ କୁମାର ଚାନ୍ଦ କହିଛନ୍ତି। ଓଜେଇ ସେକ୍ରେଟାରି ରଞ୍ଜନ…
Read More...

ଅଗ୍ନିକାଣ୍ଡରେ ୨ ବଖରା ଘର ଭସ୍ମୀଭୂତ

ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଓଳଗ ପଞ୍ଚାୟତର ବଡ଼ ଓଳଗ ଗାଁର ବିମଳ କୁମାର ନାୟକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ…
Read More...

ଟ୍ୟାଙ୍କ୍‍ ବିଧ୍ୱଂସୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ

ଜୟପୁର : ରାଜସ୍ଥାନର ପୋଖରାନ୍‍ରୁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କ୍‍ ବିଧ୍ୱଂସୀ ଗାଇଡେଡ୍‍ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗାଇଡେଡ୍‍ ବୋମା…
Read More...

କୁସ୍ତିରେ ଭାରତକୁ ୨ୟ ସ୍ବର୍ଣ୍ଣ

ଜାକର୍ତ୍ତା : ଭାରତର ପ୍ରଥମ ମହିଳା ଭାବେ ଏସୀୟ କ୍ରୀଡ଼ାରେ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ବିନେଶ ଫୋଗାଟ୍‌। ହରିୟାଣାର ଏହି ଚମ୍ପିଆନ୍‍ ପହିଲମାନ ସୋମବାର ଚଳିତ ୧୮ଶ ଏସୀୟ କ୍ରୀଡ଼ାର ୨ୟ ଦିନରେ ତାଙ୍କ ଇଭେଣ୍ଟ…
Read More...

ତୃତୀୟ ଟେଷ୍ଟ : ଭାରତ ପାଇଁ ବିଜୟ ସମ୍ଭାବନା

ଟ୍ରେଣ୍ଟବ୍ରିଜ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ମଜବୁତ ସ୍ଥିତିରେ ରହିଛି। ଭାରତ ୪୩୮ ରନ ଆଗୁଆ ରହିଛି।  ପୂଜାରା ୭୨ ରନ କରି ଆଉଟ ହେବାପରେ କୋହଲି ଏବଂ ରାହାଣେ ଧୈର୍ଯ୍ୟପୂର୍ଣ୍ଣ…
Read More...

କର୍ଣ୍ଣାଟକରେ ବର୍ଷା ବିତ୍ପାତ ; ଉଦ୍ଧାର କାର୍ଯ୍ୟରେ ସେନାବାହିନୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଅଧିକ କ୍ଷତିଗ୍ରସ୍ତ କୁଡାଗୁ ଜିଲ୍ଲାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧାକାଳୀନ ଭିତ୍ତିରେ ଆଗେଇ ଚାଲିଛି । ବର୍ଷା,…
Read More...

ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର-ହଜାର କାଉଡିଆ

ଆରଡି : ପବିତ୍ର ଶ୍ରାବଣମାସର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର-ହଜାର କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ।…
Read More...

ବଜ୍ରପାତରେ ୫ ମୃତ, ୫ ଗୁରୁତର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବଜ୍ରପାତରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ପୁରୀ ଜିଲାର ଡେଲାଙ୍ଗ ଓ ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳର ଦୁଇ ଜଣଙ୍କ ମୃତ୍ୟୁ…
Read More...

ପାଣ୍ଡ୍ୟାଙ୍କ ଘାତକ ବୋଲିଂ ; ଇଂଲଣ୍ଡ ୧୬୧ରେ ଅଲ୍ ଆଉଟ୍

ଟ୍ରେଣ୍ଟବ୍ରିଜ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚ୍‍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୧ ରନ କରି ଅଲ୍ ଆଉଟ ହୋଇଯାଇଛି । ହାର୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ…
Read More...

ଜାକର୍ତ୍ତା ଏସିଆଡ଼ ; ବଜରଙ୍ଗ ପୁନିଆ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ କୁସ୍ତିରେ ବଜରଙ୍ଗ ପୁନିଆ ଭାରତ ପାଇଁ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି।  ପୁରୁଷ ଫ୍ରିଷ୍ଟାଇଲ…
Read More...

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ୫ କୋଟି ଟଙ୍କାର…
Read More...

ଇମ୍ରାନ୍‍ଙ୍କ ୨୦ଜଣିଆ ମନ୍ତ୍ରିମଣ୍ଡଳ ; ରାଷ୍ଟ୍ରପତି ହେବେ ଅରିଫ୍‍ ଅଲ୍‍ଭି

ଇସ୍‍ଲାମାବାଦ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ନେଇଥିାବ ଇମ୍ରାନ୍‍ ଖାଁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି। ନୂଆ ମନ୍ତ୍ରୀମାନେ ସୋମବାର ଶପଥ ନେବେ। ତେବେ ଇମ୍ରାନ୍‍…
Read More...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଦିଲ୍ଳୀରେ ସର୍ବଧର୍ମ ପ୍ରାର୍ଥନା ସଭା

ନୂଆଦିଲ୍ଳୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ସୋମବାର ଅର୍ଥାତ ଆସନ୍ତାକାଲି ନୂଆଦିଲ୍ଳୀରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ବିଜେପି ନେତା ଭୁପେନ୍ଦ୍ର…
Read More...

ଭାରତ ୩୨୯ ରେ ଅଲ ଆଉଟ ; ଇଂଲଣ୍ଡ ୧୪୦/୯

ଟ୍ରେଣ୍ଟବ୍ରିଜ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଇନିଂସରେ ଭାରତ ୩୨୯ ରନ କରି ଅଲ ଆଉଟ ହୋଇଛି। ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା।…
Read More...

କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ; ୨୪ ଘଣ୍ଟାରେ ୬ଜଣଙ୍କର ମୃତ୍ୟୁ

ବେଙ୍ଗାଲୁରୁ : କେରଳ ପରେ ଏବେ କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର କୋଡ଼ାଗୁ ଜିଲ୍ଲାରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଏଆଇଏମ୍‍ଆଇଏମ୍‍ କର୍ପୋରେଟର ଗିରଫ

ଔରଙ୍ଗାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପାଇଁ ଆଗତ ଶୋକ ପ୍ରସ୍ତାବକୁ ବିରୋଧ କରିବାରୁ ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍‍)ର ଜଣେ କର୍ପୋରେଟରଙ୍କୁ ଗିରଫ…
Read More...

ବିଶ୍ୱକପ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷାକଲେ ହକି ଇଣ୍ଡିଆ ପ୍ରତିନିଧି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲ୍‍କ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ…
Read More...

ତିନିଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ…
Read More...

ଶ୍ରୀମନ୍ଦିର ସଂସ୍କାର : ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ପୁରୀ : ଶ୍ରୀମନ୍ଦିର ପରିଚାଳନା ଏବଂ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ କାର୍ଯ୍ୟକାରୀ କରିପାରୁ ନାହିଁ ମନ୍ଦିର ପ୍ରଶାସନ। ସେବକଙ୍କ ବିରୋଧ ଯୋଗୁଁ ବିଭିନ୍ନ ଆଳ ଦେଖାଇ…
Read More...

ଉତ୍ତରପ୍ରଦେଶ : ୮ଟି ସ୍ଥାନରେ ହେବ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ୮ଟି ସ୍ଥାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରାଯିବ। ଅନ୍ୟ ପକ୍ଷରେ ବାଜପେୟୀଙ୍କ ଅସ୍ଥିକଳଶ ଶୋଭାଯାତ୍ରା ଅଯୋଧ୍ୟା, ମଥୁରା, କାଶୀ ସମେତ …
Read More...

ପ୍ରିୟଙ୍କା-ନିକ୍‍ଙ୍କ ନିର୍ବନ୍ଧ ଶେଷ : ଖୁବ ଶୀଘ୍ର ବିବାହ

ନୂଆଦିଲ୍ଲୀ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନାସ୍‍ଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି।…
Read More...

ଅଷ୍ଟାଦଶ ଏସୀୟ କ୍ରୀଡ଼ା ଉଦଘାଟିତ

ଜାକର୍ତ୍ତା : ସମସ୍ତ ପ୍ରତୀକ୍ଷାର ଅନ୍ତଃ ଘଟାଇ ଆରମ୍ଭ ହୋଇଛି  ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଜାକର୍ତ୍ତାର ଗେଲୋରା ବୁଙ୍ଗ୍‍ କାର୍ନୋ ଷ୍ଟାଡିୟମରେ ଆୟୋଜିତ ଏହି ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ…
Read More...

ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍‍ଙ୍କର ପରଲାକ

ବେର୍ଣ୍ଣ : ମିଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍‍ଙ୍କର ପରଲୋକ ହୋଇଯାଇଛି । ୮୦ ବର୍ଷ ବୟସରେ ସୁଇଜରଲାଣ୍ଡର ଏକ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଥିବା ପରିବାର ତଥା ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ତୃତୀୟ ଟେଷ୍ଟ ; ଭାରତ ୩୦୭/୬

ଟ୍ରେଣ୍ଟବ୍ରିଜ୍‍ : ଶନିବାରଠାରୁ ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହୋଇଛି। ଭୋଜନ ବିରତି ପୂର୍ବରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ବେଳେ ବିରତି ପରେ ଅଧିନାୟକ ବିରାଟ କୋହଲି ଓ…
Read More...

ଶନିବାରଠାରୁ ଅଷ୍ଟାଦଶ ଏସୀୟ କ୍ରୀଡ଼ା

ଜାକର୍ତ୍ତା : ଇଣ୍ଡୋନେସିଆରେ ଶନିବାରଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା। ବିଶ୍ୱର ସର୍ବବୃହତ୍‍ ମହାଦେଶର ଏହା ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ଖାଲି ଏତିକି ନୁହେଁ; ଏସୀୟ କ୍ରୀଡ଼ା ଇତିହାସରେ ଏହା ସର୍ବବୃହତ୍‍…
Read More...

ପାକ୍‍ କ୍ରିକେଟର ନାସିର ୧୦ ବର୍ଷ ବାସନ୍ଦ

ଇସଲାମାବାଦ : ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ପାକିସ୍ତାନୀ କ୍ରିକେଟର ନାସିର ଜାମସେଦଙ୍କୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି ।  ୨୦୧୭ରେ ଦୁବାଇରେ ପାକିସ୍ତାନ ସୁପର ଲିଗ୍‍ ଟ୍ୱେଣ୍ଟି୨୦ କ୍ରିକେଟ…
Read More...

ଶନିବାରଠାରୁ ତୃତୀୟ ଟେଷ୍ଟ

ଟ୍ରେଣ୍ଟବ୍ରିଜ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଶନିବାର ଅର୍ଥାତ ଆସନ୍ତାକାଲିଠାରୁ ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ଆରମ୍ଭ ହେବ। ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜ୍‍ରେ ପ୍ରଥମ ଦୁଇଟି…
Read More...

ବାଜପେୟୀଙ୍କ ବିୟୋଗରେ ବିଦେଶରେ ଶୋକ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଦେଶରେ ମଧ୍ୟ ଶୋକ ପ୍ରକାଶ ପାଇଛି। ଆମେରିକା, ବ୍ରିଟେନ, ରଷିଆ, ଜାପାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ୍‍ ଏବଂ ପାକିସ୍ତାନ…
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାବେଳେ ୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର,…
Read More...

ଲଡୁଗାଁ : ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁରେ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି । ଆଉ ଗୋଟିଏ ଚିହ୍ନଟ ହେଲେ ୧୦୦ ହେବ। ଶୁକ୍ରବାର ସୁଦ୍ଧା ମିଳିଥିବା ସରକାରୀ ରିପୋର୍ଟ ଅନୁଯାୟୀ ଲଡୁଗାଁରେ…
Read More...

ସ୍ମୃତି ସ୍ଥଳରେ ବାଜପେୟୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ଅନ୍ତିମ ଯାତ୍ରା ରାଷ୍ଟ୍ରୀୟ ସ୍ମୃତି…
Read More...

ବାଜପେୟୀଙ୍କ ବିୟୋଗରେ ଲୋକ ସେବକ ମଣ୍ଡଳ ଅଧ୍ୟକ୍ଷଙ୍କ ଶୋକ

କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକ ବାର୍ତ୍ତାରେ ଶ୍ରୀ…
Read More...

ଅଟଳ ବିହାରୀ ବାଜପେୟୀ ଏବଂ ଓଡ଼ିଶା

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ଏମ୍ସରେ ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିବା…
Read More...

ଜୟ ବିଜ୍ଞାନର ଉଦ୍‍ଘୋଷକ ; ଅଟଳ ବିହାରୀ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ଦକ୍ଷ ଓ ସଫଳ ରାଷ୍ଟ୍ରନୀତିଜ୍ଞ ଭାବେ ପରିଚିତ । ଅନେକ ସମୟରେ କଠୋର ନିଷ୍ପତ୍ତି ନେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଥିଲେ। ଜୟ…
Read More...

ନିର୍ଭୀକ ସଂପାଦକ ; ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ…
Read More...

ବିପଦ ସଙ୍କେତ ଉପରେର ଯମୁନା ; ୬୦୦ରୁ ଅଧିକ ଲୋକ ସ୍ଥାନାନ୍ତର

ନୂଆଦିଲ୍ଲୀ : ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଦିଲ୍ଲୀରେ ବନ୍ୟାର ସମ୍ଭାବନା ସୃଷ୍ଟି ହୋଇଛି। ସରକାର ପ୍ରାୟ ୬୦୦ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଯମୁନା…
Read More...

ଅନୁପ୍ରବେଶ ଉଦ୍ୟମ ପଣ୍ଡ ; ୪ ଯବାନ ଆହତ

କାଶ୍ମୀର : ଉତ୍ତର କାଶ୍ମୀରର କୁପ୍‍ୱାଡ଼ା ଜିଲ୍ଲା ଅନ୍ତର୍ଗତ ନାଓଗାଁ-ହଣ୍ଡୱାରା ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନାବାହିନୀ ପଣ୍ଡ କରିବାରେ ସକ୍ଷମ ହୋଇଛି। ଆତଙ୍କବାଦୀମାନଙ୍କ ସହ ଗୁଳିଗୋଳା ବିନିମୟରେ…
Read More...

ଦିନ ଦୁଇ ପ୍ରହରରେ ଦେଢ ବର୍ଷର ଶିଶୁ ଉଭାନ୍

ପାରାଦୀପ : ଅଠରବାଙ୍କିର ରେଲୱେ କଲୋନୀରୁ ଦିନ ଦୁଇ ପ୍ରହରରେ ଘର ଭିତରୁ ଦେଢ ବର୍ଷର ଶିଶୁ ଉଭାନ୍ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ଏଠାରେ ରହୁଥିବା ରବିନ୍ଦ୍ର ନାୟକଙ୍କ ସ୍ତ୍ରୀ ଜୟଶ୍ରୀ ନାୟକ ତାଙ୍କର ଦେଢ ବର୍ଷର…
Read More...

ପୋଲାଭରମ ପ୍ରକଳ୍ପ : କ୍ଷୟକ୍ଷତିର ଆକଳନ ପାଇଁ  ନିର୍ବାହୀ ଯନ୍ତ୍ରୀଙ୍କ ସର୍ଭେ ଅଞ୍ଚଳ ପରିଦର୍ଶନ

ମାଲକାନଗିରି :  ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲକାନଗିରିରେ କ୍ଷୟକ୍ଷତିର ଆକଳନ ପାଇଁ  ରବିବାର ଏମଭି ୭୯ ପୋଟେରୁ ଜଳ ସମ୍ପଦ ପ୍ରକଲ୍ପର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । …
Read More...

ସ୍କୁଟି ଧକ୍କାରେ ଦୁଇଜଣ ଗୁରୁତର

ସୁଆଣ୍ଡୋ : ଭୁବନେଶ୍ବର - ପୁରୀ ୩୧୬ ନଂ ଜାତୀୟ ରାଜପଥରେ ଭୁବନେଶ୍ବରରୁ ଏକ ଦମ୍ପତି ସ୍କୁଟିରେ ପୁରୀ ଅଭିମୁଖେ ରବିବାର ଆସୁଥିବା ବେଳେ ଜନୈକ କାଉଡିଆ ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ…
Read More...

ଦୁର୍ଘଟଣାରେ ଆଈ-ନାତୁଣୀ ମୃତ

ଦେବଗଡ଼ : ଦେବଗଡ଼ ଜିଲା ପଲସାକୁଦର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଦୁର୍ଘଟଣାରେ ଆଈ ଓ ନାତୁଣୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି…
Read More...

ମହାମେଣ୍ଟ ମାଧ୍ୟମରେ ବଂଶବାଦର ବିକାଶ କରୁଛନ୍ତି ବିରୋଧୀ : ମୋଦୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ତାଲିକାରୁ କୌଣସି ଭାରତୀୟ ନାଗରିକ ବାଦ୍‍ ପଡ଼ିବେ ନାହିଁ ଏବଂ ତାଲିକାରେ ନାମନଥିବା ଲୋକମାନଙ୍କର ସବୁ ଆପତ୍ତି ଅଭିଯୋଗ ଦୂର କରିବା ଦିଗରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ…
Read More...

ବିଜୟ ଲକ୍ଷ୍ୟ ୨୯୦ ରନ୍ , ଭାରତ ୧୭/୨

ଲର୍ଡସ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଘରୋଇ ଇଂଲଣ୍ଡ  ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି । କ୍ରିସ୍‍ ୱକ୍‍ସଙ୍କ ଶତକ ବଳରେ ମଜବୁତ ସ୍ଥିତିରେ ଥିବା…
Read More...

ଲଘୁଚାପ ଘନୀଭୁତ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ  ଘନୀଭୁତ ହୋଇଛି। ଫଳରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ,…
Read More...

ଅଜୟ ଜୟରାମ୍‍ ଫାଇନାଲରେ ପରାସ୍ତ

ହୋ ଚିନ ମିନ୍ ସିଟି : ଭାରତର ଅଜୟ ଜୟରାମ୍ ଭିଏତନାମ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ  ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ବିଫଳ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ସେସାର ହିରେନ…
Read More...

୧୮ରେ ନେବେ ଶପଥ ନେବେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ପୁଣି ବିଳମ୍ବିତ ହୋଇଛି। ରିପୋର୍ଟ ଅନୁଯାୟୀ ଇମ୍ରାନ ଅଗଷ୍ଟ ୧୮ରେ ଶପଥ ଗ୍ରହଣ କରିବେ। ପୂର୍ବରୁ ଇମ୍ରାନ ଅଗଷ୍ଟ ୧୧ରେ ଶପଥ…
Read More...

ବିଜ୍ଞାନକୁ ଲୋକପ୍ରିୟ ଓ ସମୃଦ୍ଧ କରିବା ଉଦ୍ଦେଶ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜ୍ଞାନର ପରିବର୍ତ୍ତିତ ଧାରା ସହିତ ଆମକୁ ସାମଞ୍ଜସ୍ୟ ଓ ସନ୍ତୁଳନ ରକ୍ଷା କରିବାକୁ ହେବ। ବିଜ୍ଞାନର ଅଗ୍ରଗତିରେ ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତିକୁ ତ୍ୱରାନ୍ୱିତ କରିବା ଆମର ଉଦ୍ଦେଶ୍ୟ ବୋଲି…
Read More...

୧୫ ଜିଲାରୁ ହଟିବ ଜଳ ସମସ୍ୟା : ମୁଖ୍ୟମନ୍ତ୍ରୀ

-ନାବାର୍ଡ-ଜଳସମ୍ପଦ ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର -ଭୂତଳ ଜଳ ସୁବିନିଯୋଗ ପାଇଁ ଖର୍ଚ୍ଚ ହେବ ୧୧୦୦କୋଟି -ନିର୍ମାଣ ହେବ ୧୦ହଜାର ପାଣିଟାଙ୍କି ଭୁବନେଶ୍ୱର :ଭୂତଳ ଜଳ ଏବଂ ବର୍ଷାଜଳକୁ ପୁନଃ ପ୍ରକ୍ରିୟାକରଣ କରି…
Read More...

ପ୍ରତ୍ୟାହାର ହେବନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର କହିଛନ୍ତି। ଶୁକ୍ରବାର ଲୋକସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥବିଭାଗ ରାଷ୍ଟ୍ରମନ୍ତ୍ରୀ ପୋନ ରାଧାକୃଷ୍ଣ କହିଛନ୍ତି ଯେ ୨୦୧୬…
Read More...

୨୦୨୦ ସୁଦ୍ଧା ଆମେରିକାର ମହାକାଶ ସୈନ୍ୟ ବାହିନୀ

ୱାଶିଂଟନ : ରୁଷିଆ ଓ ଚୀନ୍‍ ପଟୁ ରହିଥିବା ବିପଦ ଓ ସାମରିକ ପ୍ରତିଯୋଗିତାକୁ ପ୍ରତିହତ କରିବା ପାଇଁ ଆମେରିକା ମହାକାଶ ସୈନ୍ୟବାହିନୀ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ମହାକାଶକୁ ଯୁଦ୍ଧ କ୍ଷେତ୍ରରେ…
Read More...

୨ୟ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୧୦୭ ରନ୍‌ରେ ଅଲ୍‌ଆଉଟ୍‌

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥାନୀୟ ଲର୍ଡସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ବାଧକ ସାଜିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ଶୁକ୍ରବାର…
Read More...

ଏନଆରସି – ‘ବିଜେପି ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ ’

ନୂଆଦିଲ୍ଲୀ : ଏନଆରସିକୁ ନେଇ ଦେଶ ବ୍ୟାପୀ ରାଜନୀତି ଜୋର ଧରିଛି। ଜମ୍ମୁ କାଶ୍ମୀରରେ ୬୮.୩%, ଆସାମରେ ୩୪.୨%, ପଶ୍ଚିମବଙ୍ଗରେ ୨୭% ଏବଂ ବିହାରରେ ୧୬.୯% ମୁସଲମାନ ଅଛନ୍ତି। ଅନ୍ୟ ପକ୍ଷରେ ଆସାମରେ ଏନଆରସିରୁ ବାଦ…
Read More...

ଓଡ଼ିଶା ଦେଶର ଖଣି ରାଜଧାନୀ : ଖଣି ସଚିବ

ଭୁବନେଶ୍ୱର : ଓଡ଼ିଶାରେ ଖଣି କାରବାରରେ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଖଣି ସଚିବ ଅନିଲ ଗୋପୀଶଙ୍କର ମୁକିମ। ଓଡ଼ିଶା ହେଉଛି ଦେଶର ଖଣି ରାଜଧାନୀ। ରାଜ୍ୟରେ ଖଣି କାରବାର ଅତ୍ୟନ୍ତ ସନ୍ତୋଷଜନକ ଥିବା ପ୍ରକାଶ…
Read More...

ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ସେ ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ,…
Read More...

୪୮ଘଣ୍ଟାରେ ଲଘୁଚାପ ; ୪ଦିନ ବର୍ଷିବ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
Read More...

ମେଡିକାଲ କଲେଜ ନାମଲେଖା : ପ୍ରକାଶ ପାଇଲା ବଳକା ସିଟ୍‌ ତାଲିକା

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ମେଡିକାଲ କଲେଜ ପାଇଁ ୨ୟ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହୋଇଥିଲା ବେଳେ ଆଜି ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ସେହିପରି ସର୍ବଭାରତୀୟ ସ୍ତର କୋଟାରୁ ୩୭​ସିଟ୍‌…
Read More...

ଅକ୍ଟୋବରରେ ଖୋଲିବ ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର :  ବାରମ୍ବାର ଦୁର୍ଘଟଣା ଯୋଗୁଁ ଚର୍ଚ୍ଚାରେ ଥିବା ବମିଖାଲ ଫ୍ଲାଏଓଭର କାମ ସରିବାକୁ ଆଉ ଦୁଇମାସ ସମୟ ଲାଗିବ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ପୂର୍ତ୍ତ ବିଭାଗ ଲକ୍ଷ୍ୟ…
Read More...

ଶନିବାର ରାଶିଫଳ

ମେଷ: ସ୍ୱଦେଶର ଭାବନାରେ ଉଦ୍‍ବୁଦ୍ଧ ହେବେ। ବିଭିନ୍ନ କାରଣରୁ ମନରେ ଅଶାନ୍ତି ଜାତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ଅବ୍ୟାହତ ରହିପାରେ। କର୍ତ୍ତବ୍ୟ ପରାୟଣ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ।…
Read More...

ଗୁମୁଡୁମାହା ଏନକାଉଣ୍ଟର ମାମଲା ; ମୃତକଙ୍କ ପରିବାରକୁ ଆଉ ୨ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

ଭୁବନେଶ୍ୱର : ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଗୁମୁଡୁମାହା ଗ୍ରାମର କିଛି ପୁରୁଷ ଓ ମହିଳା ଏନଆରଇଜିଏସ ପ୍ରାପ୍ୟ ନେଇ ଘରକୁ ଅଟୋ ଯୋଗେ ଫେରୁଥିଲା ବେଳେ ମାଲାପଙ୍ଗା ଜଙ୍ଗଲ ରାସ୍ତାରେ ସିଆରପିଏଫ ଗୁଳିରେ ସେମାନଙ୍କ ମଧ୍ୟରୁ…
Read More...

ଶ୍ରୀମନ୍ଦିର ପରିଚାଳନା ସଂସ୍କାର ; ଜନଶୁଣାଣିକୁ ସେବକଙ୍କ ବିରୋଧ

ପୁରୀ : ଶ୍ରୀମନ୍ଦିର ପରିଚାଳନା ସଂସ୍କାର ସମ୍ପର୍କରେ ପରାମର୍ଶ ଦେବାକୁ ଗଠିତ ତିନିଜଣିଆ କମିଟିର ରୁଦ୍ଧଦ୍ୱାର ଜନଶୁଣାଣିକୁ ବିରୋଧ କରିଛନ୍ତି ସେବକ। ଶୁଣାଣିରେ ଭାଗ ନନେଇ ଶତାଧିକ ସେବକ ଫେରି ଯାଇଛନ୍ତି। ଉତ୍ତେଜନା…
Read More...

ନାଲ୍‌କୋ ‘ଆଲୟ ୱେର ରଡ୍ ୟୁନିଟ୍‌ର ଭିତ୍ତିିପ୍ରସ୍ତର ସ୍ଥାପନ 

ଭୁବନେଶ୍ୱର : ବିଦ୍ୟୁତ୍ ସଞ୍ଚାଳନ କ୍ଷେତ୍ରରେ ଆଲୁମିନିୟମର ଚାହିଦା ବୃଦ୍ଧିକୁ ଲକ୍ଷ୍ୟ ରଖି ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ) ଏହାର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟଠାରେ ଆଲୟ ୱେର ରଡ୍‍ ୟୁନିଟ୍…
Read More...

ପ୍ରତିଦିନ ରାଷ୍ଟ୍ରଗୀତ ପ୍ରସାରଣ ହେଉଥିବା​‌ ଗାଁ : ଶ୍ୟାମନଗର

ଛତିଶଗଡ଼ର ରାୟପୁର ନିକଟସ୍ଥ ଗ୍ରାମ ହେଉଛି ଶ୍ୟାମନଗର। ସ୍ଥାନୀୟ ଲୋକଙ୍କର ରାଷ୍ଟ୍ରପ୍ରେମର ସୁନ୍ଦର ନିଦର୍ଶନ ସମଗ୍ର ଦେଶ ପାଇଁ ସୁନ୍ଦର ଉଦାହରଣଟିଏ ହୋଇଛି। ୬ ମାସରୁ ଅଧିକ ସମୟ ହେଲାଣି, ସକାଳ ୮ଟା ୫୯ ମିନିଟ୍‌ରେ…
Read More...

କଂଗ୍ରେସ ନିକଟରେ ୪୧ ବର୍ଷ ଧରି ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ପଦ

ନୂଆଦିଲ୍ଲୀ : ଦୀର୍ଘ ୪୧ ବର୍ଷ ପରେ କଂଗ୍ରେସ ହାତରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖସିଯାଇଛି। ୧୯୭୭ ପରଠାରୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ କଂଗ୍ରେସ ସାଂସଦ ନିର୍ବାଚିତ ହୋଇଆସୁଥିଲେ। ୨୦୦୨ରେ ବିଜେପିର ପ୍ରଥମ ସାଂସଦ ଭାବେ…
Read More...

ଗାନ୍ଧି ଜୟନ୍ତୀ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ ଦିଅ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କେହି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଗୁରୁତ୍ବ ଦେବାକୁ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ୨ ତାରିଖ…
Read More...

ରେଭେନ୍ସା, ବ୍ରହ୍ମପୁରରେ ଅନିୟମିତତାର ତଦନ୍ତ ପାଇଁ କୁଳାଧିପତିଙ୍କ ନିର୍ଦେଶ

ଭୁବନେଶ୍ୱର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କେତେକ ଅନିୟମିତତା ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ…
Read More...

ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରହିବ: ନବୀନ

ଭୁବନେଶ୍ୱର : ଅାମେ କାମରେ ବିଶ୍ବାସ କରୁ। ରାଜ୍ୟର ସାମୂହିକ ବିକାଶ ଆମର ଲକ୍ଷ୍ୟ। ଜନଜାତି ସଂପ୍ରଦାୟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଜୁ ଜନତା ଦଳ କାମ କରିଚାଲିଛି। ଜନଜାତିଙ୍କ ବିକାଶ ଆମର…
Read More...

ହୀରାକୁଦ ଜଳସ୍ତର ୬୧୪.୧୫ ଫୁଟ , ୮ ଗେଟ୍‍ ଖୋଲା

ସମ୍ବଲପୁର : ହୀରାକୁଦ ଜଳସ୍ତର ଗୁରୁବାର ସନ୍ଧ୍ୟା ୭ ସୁଦ୍ଧା ୬୧୪.୧୫ ଫୁଟ ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ଭଲ ବର୍ଷା ଯୋଗୁ ନଦୀବନ୍ଧକୁ ପ୍ରବେଶ କରୁଥିବା ପାଣିର ପରିମାଣ ବୃଦ୍ଧି ପାଉଛି। ସେହି ଅନୁସାରେ ବନ୍ଧର…
Read More...

ଗୁଳି ଫୁଟାଇ ୭ଲକ୍ଷ ଟଙ୍କା ଲୁଟ୍‍,ଜଣେ ଗିରଫ

କଟକ: ଗୁଳି ଫୁଟାଇ ବ୍ୟବସାୟୀ ସୁମିତ ବାଣ୍ଟିଆଙ୍କଠାରୁ ୭ଲକ୍ଷ ଟଙ୍କା ଲୁଟିନେବା ଘଟଣାରେ ପୁଲିସ ଗୁରୁବାର ଜଣକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲେ ଖାନନଗର ଗୁରୁସାହିର ଲୋକେନ୍‍ ଗୁରୁ(୧୯)। ତା’ ନିକଟରୁ ପୁଲିସ ଲୁଟ୍‍…
Read More...

ସ୍ମୃତି ସ୍ତମ୍ଭ ପାଇଁ ସହିଦଙ୍କ ଜନ୍ମମାଟି ସଂସ୍ଥାପିତ

ଭୁବନେଶ୍ୱର : ଦେଶ ସ୍ୱାଧୀନତା ସଂଗ୍ରାମରେ ମାଟି ମା’ ପାଇଁ ଆତ୍ମବଳି ଦେଇଥିବା ସହିଦ୍‍ମାନଙ୍କ ସ୍ମୃତିରେ ରାଜଧାନୀର ସହିଦ୍‍ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ନିର୍ମାଣ କରାଯିବ। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ…
Read More...

ଲର୍ଡସରେ ବର୍ଷା ; ପ୍ରଥମଦିନର ଖେଳ ବାତିଲ

ଲର୍ଡସ : ଗୁରୁବାରଠାରୁ ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେବାର ଥିଲା। ତେବେ ଝିପିଝିପି ବର୍ଷା ଲାଗିରହିବା ଯୋଗୁଁ ପ୍ରଥମଦିନର ଖେଳ ବାତିଲ ହୋଇଯାଇଛି। ମ୍ୟାଚ୍‍ରେ ଟସ୍‍…
Read More...

ନିଜ ତାକତ୍‌ରେ ଏକାକୀ ଲଢିବ ବିଜେପି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର :  ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡ଼ିର ସମର୍ଥନ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଏହାକୁ ବିଜେପି-ବିଜେଡି ସଲାସୁତୁରା ଅଭିଯୋଗ କରିଥିବାବେଳେ ବିଜେଡି କହିଛି…
Read More...

ଦିଲ୍ଲୀ ଗଲା ତିନି ଜଣିଆ ଟିମ୍‍

ଭୁବନେଶ୍ୱର: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହ୍ୟାଣ୍ଡଲର ହବିବୁର ରେହମାନ ଓରଫ ହବିବ୍‍ଙ୍କଠାରୁ ତଥ୍ୟ ଓଗାଳିବା ପାଇଁ ଗୁରୁବାର ରାଜ୍ୟ କ୍ରାଇମବ୍ରାଞ୍ଚର ଏସ୍‍ଟିଏଫ ଟିମ ଦିଲ୍ଲୀ ଯାଇଛି। ଡିଆଇଜି ହିମାଂଶୁ ଲାଲଙ୍କ…
Read More...

ସିପାହି ନିଯୁକ୍ତି ପାଇଁ ଦୌଡ଼ି ଯୁବକ ମୃତ

କଟକ : ସିପାହି ନିଯୁକ୍ତି ଲାଗି ଚାଲିଥିବା ଦୌଡ଼ ପ୍ରତିଯୋଗିତାବେଳେ ଜଣେ ଯୁବକ ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ୍ୟୁକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ,…
Read More...

ଜରି, ବୋତଲ ଦେଲେ ମିଳିବ ଅର୍ଥ

-ପ୍ରଥମ ପର୍ଯ୍ୟାୟରେ ୫ ନିଗମ ସହ ଶ୍ରୀକ୍ଷେତ୍ର ସାମିଲ -ଜନସାଧାରଣଙ୍କ ମତାମତ ପରେ ଜାରି ହେବ ମାର୍ଗଦର୍ଶିକା -ନିୟମ ଉଲ୍ଲଘଂନ ପାଇଁ କଠୋର ଜୋରିମାନା ଭୁବନେଶ୍ୱର : ଆଗାମୀ ଦିନରେ ପରିବେଶରେ ସନ୍ତୁଳନକୁ ଦୃଷ୍ଟିରେ…
Read More...

ଶୁକ୍ରବାର ରାଶିଫଳ

ମେଷ: ଉଦାର ସ୍ୱଭାବର ହୋଇପାରନ୍ତି। ଦୁଃଖୀ-ଦରିଦ୍ରଙ୍କ ଅବସ୍ଥା ହୃଦୟଙ୍ଗମ କରି ସହାୟତା ଦେବେ। ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ। ବୃଷ:…
Read More...

ରାଷ୍ଟ୍ରପତିଙ୍କ ଆଟ-ହୋମ କାର୍ଯ୍ୟକ୍ରମରେ ତିନି ଓଡ଼ିଆ ସଂଗ୍ରାମୀ

ନୂଆଦିଲ୍ଲୀ : ଭାରତଛାଡ଼ ଆନ୍ଦୋଳନକୁ ମନେପକାଇବା ଉଦେଶ୍ୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଟ-ହୋମ କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣ ସ୍ୱାଧୀନତା ସଂଗ୍ରାମୀ ଯୋଗଦେଇଛନ୍ତି। ଭଦ୍ରକର ରାମହରି ଗୋସ୍ୱାମୀ, ନୟାଗଡ଼ର ଇଶ୍ୱର…
Read More...

ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ୧୨ରେ

କଟକ : ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଆସନ୍ତା ୧୨ତାରିଖ ଅପରାହ୍ଣ ୪ଟା ସମୟରେ ଶପଥ ଗ୍ରହଣ କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ଓବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତିରେ ସଂଶୋଧନ ; ଯୋଜନା ଜାରି ରହିବ

ନୂଆଦିଲ୍ଲୀ : “ଭାରତରେ ପାଠ ପଢ଼ୁଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ଲାଗି ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି’ (ପିଏମଏସ-ଓବିସି)ରେ ସଂଶୋଧନ କରିବା ଏବଂ ଏହାକୁ ଆଗକୁ ଜାରି ରଖିବା ଲାଗି କେନ୍ଦ୍ର…
Read More...

ଆଇପିଏଲ୍ ବ୍ରାଣ୍ଡ୍‍ ମୂଲ୍ୟ ୪୩୨୫୦ କୋଟି ଛୁଇଁଲା

ମୁମ୍ବଇ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍‍) ଏକାଦଶ ବର୍ଷରେ ପଦାର୍ପଣ କରିଛି। ଏହି ସମୟ ମଧ୍ୟରେ ଆଇପିଏଲର ବ୍ରାଣ୍ଡ୍‍ ମୂଲ୍ୟ ୬.୩ ବିଲିୟନ ଡଲାର…
Read More...

୫୨୭ ସହିଦ୍ ଙ୍କ ଗାଥା

କାର୍‌ଗିଲ୍ ଯୁଦ୍ଧ ପ୍ରସଙ୍ଗ ଉଠିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିଥାନ୍ତି। ବିଷମ ଓ ଜଟିଳ ପରିସ୍ଥିତି ଥିବା ସତ୍ତ୍ବେ ଆମ ଭାରତୀୟ ଜବାନ୍‌ମାନେ ନିଜ ପରାକ୍ରମ ପ୍ରଦର୍ଶନ କରି ବିଜୟର ଧ୍ବଜା ‘ତ୍ରିରଙ୍ଗା’…
Read More...

ତ୍ରିରଙ୍ଗା ପ୍ରିୟ ହକିମା ଚାଚା

ତ୍ରିରଙ୍ଗା ମୋ ଜୀବନ, ମୋ ପରିଚୟ- ମୋ ପରେ ହିଁ ଏ ସାଇକଲ୍‍ରୁ ଯଦି କେହି ତ୍ରିରଙ୍ଗାକୁ ଅଲଗା କରିପାରିବ। ତ୍ରିରଙ୍ଗାକୁ ନେଇ କରାଯାଉଥିବା ପ୍ରଶ୍ନ ପାଇଁ ଆବେଗଭରା କଣ୍ଠରେ ଏଭଳି ଉତ୍ତର ଦିଅନ୍ତି ଚାଚା ହକିମା।…
Read More...

ଧାନାପୁରରେ ପ୍ରଥମେ ଉଡ଼ିଲା ତ୍ରିରଙ୍ଗା ପତାକା

ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚୌରୀଚୌରା ଏବଂ କାକୋରୀ ଘଟଣାକୁ ଯେତିକି ଗୁରୁତ୍ୱ ଦିଆଯାଇଛି, ଧାନାପୁର ଘଟଣାକୁ ସେହିପରି ସ୍ଥାନ ମିଳିପାରିନାହିଁ। ସ୍ୱାଧୀନତା ହାସଲ କରିବାର ବହୁ ପୂର୍ବରୁ ସ୍ୱାଧୀନତା…
Read More...

ତ୍ରିରଙ୍ଗାର ରୂପକାର : ପିଙ୍ଗଲି ଭେଙ୍କୟା

ଦେଶର ଗର୍ବ ଓ ଗୌରବ ତ୍ରିରଙ୍ଗାକୁ ରୂପ ଦେଇଥିଲେ ପିଙ୍ଗଲି ଭେଙ୍କୟା। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ କୃଷି ବୈଜ୍ଞାନିକ ଥିଲେ। ୧୮୭୬ ଅଗଷ୍ଟ ୨ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ଅନ୍ତର୍ଗତ ପେନମରୁ ଗ୍ରାମରେ…
Read More...

ଭାରତ-ପାକ ପ୍ରଥମ ଯୁଦ୍ଧର ସହିଦ ବଲବନ୍ତ ସିଂହ

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ପରେ କିନ୍ତୁ କାଶ୍ମୀର ବିବାଦ ଥମୁନଥାଏ। ନିୟମିତ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ପରିସ୍ଥିତି ଦେଖାଦେଇଥାଏ। ୧୯୪୯ ମାର୍ଚ୍ଚବେଳକୁ ଭାରତୀୟ ସୈନ୍ୟ ଦଳ ନିଜ ମୋର୍ଚ୍ଚା…
Read More...

ଅମର ସହିଦ୍ ସୁରେନ୍ଦ୍ର କୁମାର

ଉତ୍ତରପ୍ରଦେଶର ମୋରାଦାବାଦ୍ ନିବାସୀ ହେଉଛନ୍ତି ୮୭ ବର୍ଷୀୟା ଚମ୍ପା ଦେବୀ। ପୁଅ, ବୋହୂ, ୨ ନାତୁଣୀଙ୍କୁ ନେଇ ତାଙ୍କର ସୁଖ ସଂସାର ଆଗେଇ ଚାଲିଛି। କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ, ମୋର ସହିଦ୍ ପୁଅ ପାଇଁ ଏ…
Read More...

ସମସ୍ୟାରୁ ମୁକୁଳାଇବାକୁ ପ୍ରାଥମିକତା ଦେବି: ଅରବିନ୍ଦ

କଟକ : ଜାଇକା, ବର୍ଜ୍ୟବସ୍ତୁ ପରିଚାଳନା ଓ ପଲିଥିନ କଟକର ପ୍ରମୁଖ ସମସ୍ୟାଭାବେ ମୁଣ୍ଡଟେକିଛି। ଜାଇକା ପକ୍ଷରୁ ହେଉଥିବା ଡ୍ରେନେଜ ଓ ସ୍ୱେରେଜ ପାଇଁ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ଖୋଳାଯାଇ ପାଇପ ଓ ଡ୍ରେନ ନିର୍ମାଣ…
Read More...

ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କଟକ : କଟକ ବଡ଼ଡାକ୍ତରଖାନା ସ୍ନାୟୁଶଲ୍ୟ ବିଭାଗର ବିବାଦ ପିଛା ଛାଡୁନି। କିଛିଦିନ ତଳେ ଜଣେ ଗୁରୁତର ରୋଗୀକୁ ବିଭାଗୀୟ ଡାକ୍ତର ଚିକିତ୍ସା ନ କରି ଫେରାଇ ଦେଇଥିବାବେଳେ ବୁଧବାର ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ…
Read More...

ପ୍ରଥମ ମୁସଲମାନ ମହିଳା ଭାବେ ଆମେରିକା କଂଗ୍ରେସକୁ ଯିବେ ରଶିଦା

ନ୍ୟୁୟର୍କ : ଏକ ଐତିହାସିକ ଘଟଣାକ୍ରମେ ପ୍ରଥମ ମୁସଲମାନ ମହିଳା ଭାବେ ୪୨ବର୍ଷୀୟା ରଶିଦା ତାଲିବ ଆମେରିକା କଂଗ୍ରେସ ସଦସ୍ୟତା ହାସଲ କରିବାକୁ ଯାଉଛନ୍ତି। ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ମିଚିଗାନ୍‍ର ତ୍ରୟୋଦଶ…
Read More...

କୋହଲିଙ୍କୁ ସଚିନଙ୍କ ପରାମର୍ଶ: ଭଲ କ୍ରିକେଟ ଖେଳିଚାଲ

ଲଣ୍ଡନ : ତାଙ୍କ ୨୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ଭାରତୀୟ ବ୍ୟାଟିଂର ଭାର ନିଜ କାନ୍ଧରେ ବହନ କରିଥିଲେ ସଚିନ ତେନ୍ଦୁଲକର। ଏବେ ଅଧିନାୟକ ବିରାଟ କୋହଲି ଠିକ୍‍ ସେଇଆ କରୁଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ…
Read More...

ବିଶ୍ୱକପ୍‍ ହକି: ୩୦ ସୁଦ୍ଧା ସରିବ ଷ୍ଟାଡ଼ିୟମ କାର୍ଯ୍ୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଓ ଭାରତରେ ତୃତୀୟ ଥର ପାଇଁ ଆୟୋଜିତ…
Read More...

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କଲେଜ ନାମଲେଖା ପଞ୍ଜିକରଣ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମ ପଞ୍ଚିକରଣ…
Read More...

ଭୁବନେଶ୍ୱରରେ ସ୍ଥାପନ ହେବ ଡାଲି ଗବେଷଣା କେନ୍ଦ୍ର : କୃଷି ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : କାନପୁରସ୍ଥିତ ଭାରତୀୟ ଡାଲି ଗବେଷଣା ସଂସ୍ଥାନର ଏକ ଆଞ୍ଚଳିକ କେନ୍ଦ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୧୦ ଏକର ଚାଷ ଜମି ଯୋଗାଇ…
Read More...

କଟକରେ ନୋମିକୁ ଆଶ୍ରୟ ଦେଇଥିଲା ହବିବ୍‍

ଭୁବନେଶ୍ୱର : ପାକିସ୍ଥାନ ସମର୍ଥିିତ ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା କେନ୍ଦ୍ରାପଡା ତେଣ୍ଡାକୁଡା ପଞ୍ଚାୟତର ମୀରମହଲାର ହବିବୁର ରେହମାନ ଓରଫ୍‍ ହବିବ୍‍କୁ ଜାତୀୟ ତଦନ୍ତ…
Read More...

ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ

-ଗଠନ ହେବ ଜିଲା ଓ ବ୍ଲକସ୍ତରୀୟ କମିଟି, -ପ୍ରତିଦିନ ରିପୋର୍ଟ ଦେବେ ଜିଲାପାଳ ଭୁବନେଶ୍ୱର  : ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…
Read More...

‘ସମାଜ’ ଶତାଦ୍ଦୀ ସମାରୋହର ପ୍ରାରମ୍ଭିକ କାର୍ଯ୍ୟକ୍ରମ, ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ…

ନୂଆଦିଲ୍ଲୀ : ଦୈନିକ ‘ସମାଜ’ ଶତାଦ୍ଦୀ ସମାରୋହର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରୁଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ…
Read More...

ଗୁରୁବାର ରାଶିଫଳ

ମେଷ: ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରିୟଭାଷୀ ସୁବର୍ଣ୍ଣ ସଂପଦର ଅଧିକାରୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଗୁଣଜ୍ଞ ହେବେ। ବୃଷ:…
Read More...

ଶିଳ୍ପପତିଙ୍କୁ ନବୀନଙ୍କ ଭରସା,ଦିଆଯିବ ସବୁ ସହାୟତା

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’କୁ କଲେ ଆମନ୍ତ୍ରଣ ଭୁବନେଶ୍ବର :  ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଥିବା ନି​ବେଶକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ। ରାଜ୍ୟରେ…
Read More...

ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶକ୍ତି, ଅକ୍ଷୟ ଉର୍ଜା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ପ୍ରଗତିକୁ ସମୀକ୍ଷା କରିଛନ୍ତି । ଦୁଇ…
Read More...