ସିନ୍ଧୁ, ପ୍ରଣୟ ପରାସ୍ତ ; କ୍ୱାର୍ଟରରେ ଶ୍ରୀକାନ୍ତ

ଟୋକିଓ : ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଭାରତର ପିଭି ସିନ୍ଧୁ ଓ ଏଚ.ଏସ.ପ୍ରଣୟ ସିଙ୍ଗଲ୍‍ସ ଇଭେଣ୍ଟରୁ ବିଦାୟ ନେଇଥିବାବେଳେ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।…
Read More...

ଜଷ୍ଟିସ ରଞ୍ଜନ ଗୋଗେଇ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲୀ : ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଅକ୍ଟୋବର ମାସ ୩ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବେ। ବର୍ତ୍ତମାନର ପ୍ରଧାନ…
Read More...

୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନୋଟିସ୍‌

ସର୍ବୋଚ୍ଚ ନ୍ୟାୟାଳୟଙ୍କ ବାରମ୍ବାର ତାଗିଦ  ନୂଆଦିଲ୍ଲୀ : ଆପରାଧିକ ରେକର୍ଡ ଥିବା ରାଜନୀତିଜ୍ଞଙ୍କ ସମ୍ପର୍କରେ ତଥ୍ୟ ଦେଉ ନାହାନ୍ତି ସଂଖ୍ୟାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ଗତ ବର୍ଷ ନଭେମ୍ବର ୧୧ ଓ ଚଳିତ…
Read More...

୭ ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଲିସକୁ ଏକ ବଡ ସଫଳତା ମିଳିଛି। ସୁକୁମା ଜିଲାର ୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। ବସ୍ତର ଡିଆଇଜି ବିବେକାନନ୍ଦ ସିହ୍ନା, ଏସ୍ପି ଅଭିଶେକ ମୀନା ଏକ…
Read More...

‘ଲଭ୍‌ରାତ୍ରି’କୁ ନେଇ ଅଡୁଆରେ ସଲମାନ ; ମାମଲା ରୁଜୁ ପାଇଁ ଅଦାଲତଙ୍କ ନିର୍ଦେଶ

ନୂଆଦିଲ୍ଲୀ :  ‘ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ସଲମାନ ଖାଁ। ଚଳଚ୍ଚିତ୍ରର ଶିରୋନାମା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ସଲମାନ ଓ…
Read More...

ଜମ୍ମୁ-କାଶ୍ମୀର : ୩ ଆତଙ୍କବାଦୀଙ୍କର ମୃତ୍ୟୁ

ଜମ୍ମୁ : ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ ଅଭିଯାନରେ ବାରମୁଲ୍ଲା ଏବଂ ଜମ୍ମୁରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସୋପର ଅଞ୍ଚଳର ଚେକିପୋରା ଶେଖପୋରା ଅଞ୍ଚଳରେ ଏକ…
Read More...

ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ; ଡିସେମ୍ବର ୧୦ରେ ଶୁଣାଣି

ଲଣ୍ଡନ :  ବହୁ କୋଟି ଟଙ୍କାର ଋଣ ଠକେଇ ଏବଂ ବେଆଇନ ଅର୍ଥ ଏଗାଣ ଭଳି ମାମଲାର ଅଭିଯୁକ୍ତ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ମାମଲାର ରାୟ ଡିସେମ୍ବର ୧୦ ତାରିଖରେ ଘୋଷଣା କରାଯିବ।…
Read More...

‘ସାଫ’ଫୁଟ୍‍ବଲ୍‍ ଚମ୍ପିୟନ୍‍ସିପ୍‍ , ଫାଇନାଲ୍‍ରେ ଭାରତ

ଢାକା : ଭାରତ ଦକ୍ଷିଣ ଏସିଆ ଫେଡେରେସନ୍‍ (ସାଫ)ଫୁଟ୍‍ବଲ୍‍ ଚମ୍ପିୟନ୍‍ସିପ୍‍ ଫାଇନାଲ୍‍ରେ ପ୍ରବେଶ କରିଛି। ବୁଧବାର ଢ଼ାକାର ବଙ୍ଗବନ୍ଧୁ ଷ୍ଟାଡିୟମ୍‍ରେ ଖେଳାଯାଇଥିବା ସେମିଫାଇନାଲ୍‍ ମ୍ୟାଚ୍‍ରେ ଭାରତ ପାକିସ୍ତାନକୁ…
Read More...

କୃଷକମାନଙ୍କୁ ସୁନିଶ୍ଚିତ ଏମଏସପିର ଭରସା ଦେବ “ ପିଏମ-ଆଶା”

-“ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ” (ପିଏମ-ଆଶା)କୁ କ୍ୟାବିନେଟର ଅନୁମୋଦନ; - ବ୍ୟୟ ହେବ ୪୫,୫୫୦ କୋଟି ଟଙ୍କା -“ଅନ୍ନଦାତାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ନୂଆଦିଲ୍ଲୀ :…
Read More...

ବାଘୁଣୀ ଆକ୍ରମଣରେ ମହିଳା ମୃତ

ଅନୁଗୋଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ବଂଶ ବୃଦ୍ଧି ପାଇଁ ଛଡ଼ା ଯାଇଥିବା ମଧ୍ୟପ୍ରଦେଶର ବାଘୁଣୀ ବୁଧବାର କୈଳାସୀ ଗଡ଼ନାୟକ(୪୫) ନାମ୍ନୀ ମହିଳାଙ୍କୁ ନିଜର ଶିକାର ଭାବେ ଗାଧୁଆ ତୁଠରୁ ଭିଡ଼ି ନେଇଥିବା ଜଣାଯାଇଛି।…
Read More...

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର : ବରିଷ୍ଠ ରାଜନେତା ତଥା ବିଧାୟକ ଡ଼ାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ବହିଷ୍କାର କରିବା ପାଇଁ  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।…
Read More...

ରାଫେଲ୍‍ ଯୁଦ୍ଧ ବିମାନ ଦ୍ୱାରା ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇବ : ବି.ଏସ୍‍. ଧନୋଆ

ନୂଆଦିଲ୍ଲୀ: ପ୍ରାନ୍‍ଓ ଠାରୁ ରାଫେଲ୍‍ ଯୁଦ୍ଧବିମାନ ଓ ଋଷ ଠାରୁ ବିମାନ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ସଂଗ୍ରହ ଦ୍ୱାରା ଭାରତୀୟ ବିମାନ ବାହିନୀର ଯୁଦ୍ଧ କ୍ଷମତା ବୃଦ୍ଧି ପାଇବ ବୋଲି ବିମାନ ବାହିନୀ ମୁଖ୍ୟ…
Read More...

ଅଗଷ୍ଟରେ ଖୁଚୁରା ମୁଦ୍ରସ୍ଫୀତି ୩.୬୯%, ୧୦ ସାସରେ ସବୁଠାରୁ ନିମ୍ନରେ

ନୂଆଦିଲ୍ଲୀ : ଟଙ୍କାର ମୂଲ୍ୟ ହ୍ରାସ ଏବଂ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ମଧ୍ୟରେ ସରକାରଙ୍କ ପାଇଁ ଖୁସି ଖବର। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରସ୍ଫୀତି ଦର ହ୍ରାସ ପାଇ ୩.୬୯ ପ୍ରତିଶତ ହୋଇଛି । ଯାହାକି ବିଗତ ୧୦ ମାସ…
Read More...

ରାସାୟନିକ କାରଖାନାରେ ବିସ୍ଫୋରଣ ୬ ମୃତ, ୩ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ବୁଧବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜନୋର ପୁଲିସ୍‍ ସୁପରିଣ୍ଟେଣ୍ଡେଣ୍ଟ…
Read More...

ମନ୍ତ୍ରୀସ୍ତରୀୟ ବୈଠକ ବିଫଳ, ସମୂହ ଇସ୍ତଫା ଦେବାକୁ ଶିକ୍ଷକଙ୍କ ଧମକ

ଭୁବନେଶ୍ୱର : ସ୍କୁଲ ଓ କଲେଜ କର୍ମଚାରୀ ମିଳିତ ମଞ୍ଚ ଓ ସରକାରଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଆଲୋଚନା ବିଫଳ ହୋଇଛି । ମିଳିତ ମଞ୍ଚ ଓ ମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହୋଇଛି । ସରକାରଙ୍କ ଅନୁରୋଧକୁ ନ ମାନି ଆନ୍ଦୋଳନ…
Read More...

ଜମ୍ମୁ-ଶ୍ରୀନଗର ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ

ଶ୍ରୀନଗର : ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସନ୍ନିକଟ ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଚଳପ୍ରଚଳ ହେଉଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ଘେରାଓ କରାଯାଇ ବ୍ୟାପକ…
Read More...

ଆଧାର ସପ୍ଟୱେୟାର୍‍କୁ ସହଜରେ ହାକ୍‍ କରାଯାଇ ପାରିବ ନାହିଁ : ୟୁଆଇଡିଏଆଇ

ନୂଆଦିଲ୍ଲୀ : ଆଧାର ଏନ୍‍ରୋଲ୍‍ମେଣ୍ଟସ୍‍ ସପ୍ଟୱେୟାର୍‍କୁ ସହଜରେ ହାକ୍‍ କରାଯାଇ ପାରିବ ବୋଲି ପ୍ରକାଶିତ ଖବରଗୁଡ଼ିକୁ ୟୁଆଇଡିଏଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଦାୟିତ୍ୱ ହୀନତାର ପରିଚୟ…
Read More...

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ୨୧ଟି ବିଦ୍ୟାଳୟରେ ଯୁକ୍ତ ୨ ପାଠ୍ୟକ୍ରମ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଉଛି। ୨୦୧୭-୧୮ ଶିକ୍ଷାବର୍ଷରେ ୨୬ଟି ବିଦ୍ୟାଳୟକୁ ଉନ୍ନୀତ…
Read More...

ସାମ୍ନାକୁ ଆସିଲା ‘ବଧାଇ ହୋ’ର ନୂଆ ପୋଷ୍ଟର, ଅକ୍ଟୋବର ୧୯ରେ ଶୁଭମୁକ୍ତି

ମୁମ୍ବଇ: ଜଙ୍ଗଲୀ ପିକଚର୍ସ ଏବଂ କ୍ରୋମ ପିକଚର୍ସ ର ଆଗାମୀ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ମଙ୍ଗଳବାର ରିଲିଜ ହେବାକୁ ଯାଉଛି। କିନ୍ତୁ ଟ୍ରେଲର ପୂର୍ବରୁ ‘ବଧାଇ ହୋ’ର ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ…
Read More...

ମାଓବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଳୀ : ସହାରୀ ମାଓବାଦୀ ବିବାଦ ମଧ୍ୟରେ ମୋଦୀ ସରକାର ମାଓବାଦୀଙ୍କ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବା ପାଇଁ ସ୍ଥିର କରିଛନ୍ତି। ଏଥି ପାଇଁ ଅପରେସନ ଗ୍ରୀନହଣ୍ଟକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବା ପାଇଁ…
Read More...

ଦଳରୁ ବିଦା ହୋଇ ପାରନ୍ତି ଦାମ !

ଭୁବନେଶ୍ୱର : ସରକାରଙ୍କର ବିଭିନ୍ନ ପ୍ରକାର ଦୁର୍ନୀତିର ମୁଖା ଖୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବିଜୁଜନତା ଦଳର ବରିଷ୍ଠ ନେତା  ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତଙ୍କ ବିରୁଦ୍ଧରେ ଦଳର…
Read More...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା : ଶିଶୁମାନଙ୍କୁ ଯୋଗାଇ ଦିଆଯିବ କର୍କଟ ଚିକିତ୍ସା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଶିଶୁମାନଙ୍କୁ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଦର ନିର୍ଦ୍ଧାରଣ କରାଯିବ। ଏହି ଯୋଜନାରେ ଦେଶର ଗରିବ ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ…
Read More...

ହାଇଦରାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା : ଆଉ ଜଣେ ଦୋଷୀ ସାବ୍ୟସ୍ତ

ହାଇଦରାବାଦ : ହାଇଦରାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିମ୍ନ ଅଦାଲତ ଆଉଜଣେ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିଛନ୍ତି। ସିରିଏଲ ବୋମା ବିସ୍ଫୋରଣ ଘଟାଇଥିବା ଦୋଷୀମାନଙ୍କୁ ଏହି ଅଭିଯୁକ୍ତ ଆଶ୍ରୟ ଦେଇଥିବା ଦର୍ଶାଇ…
Read More...

ନୀରବଙ୍କ ଭଉଣୀ ପୁରବୀ ମୋଦୀଙ୍କ ବିରୁଦ୍ଧରେ ରେଡ୍‍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ : ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଭଉଣୀ ପୁରବୀ ମୋଦୀଙ୍କ ବିରୁଦ୍ଧରେ ଇଣ୍ଟରପୋଲ ରେଡ୍‍ କର୍ଣ୍ଣର ନୋଟିସ ଜାରୀ କରିଛି। ପୁରବୀ ମୋଦୀ ହେଉଛନ୍ତି ବେଲଜିୟମର…
Read More...

ଜୋକୋଭିକ୍ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ

ନ୍ୟୁୟର୍କ : ସର୍ବିଆର ନୋଭାକ୍‍ ଜୋକୋଭିଚ୍‍ ୟୁ.ଏସ୍‍. ଓପନ ଟେନିସ୍‍ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ସେ ଆର୍ଜେଣ୍ଟିନାର ଜୁଆନ୍‍ ମାର୍ଟିନ୍‍ ଡେଲ୍‍ ପୋଟ୍ରୋଙ୍କୁ ସିଧାସଳଖ ୬-୩, ୭-୬, ୬-୩ ସେଟ୍‍ରେ ହରାଇ…
Read More...

ବିଦ୍ୟୁତ୍‍ ଆଘାତରେ ବାପା-ପୁଅ ମୃତ

ଭଞ୍ଜନଗର : ବିଦ୍ୟୁତ୍‍ ଆଘାତରେ ବାପା- ପୁଅଙ୍କ ପ୍ରାଣ ଚାଲିଯିବା ଭଳି ଦୁଃଖଦ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁଃଖଦ…
Read More...

କେଜରିୱାଲଙ୍କ ନୂଆ ଅଭିଯାନ:ଦୈନିକ ଲାଗିବ ୫ଲକ୍ଷ ଚାରା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରାରୋପଣ ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ବାୟୁ ପ୍ରଦୂଷଣର ମୁକାବିଲା ଲକ୍ଷ୍ୟରେ ଦୈନିକ ୫ଲକ୍ଷ ଚାରା ଲଗାଇବା ପାଇଁ ତାଙ୍କ ସରକାର ଯୋଜନା କରିଛନ୍ତି।…
Read More...

ବିରୋଧୀଙ୍କର ନେତା ନାହାନ୍ତି କି ନୀତି ନାହିଁ: ବିଜେପି

ନୂଆଦିଲ୍ଲୀ : ଦେଶର ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇ ମେଣ୍ଟ କରିବାକୁ ଆଗଭର ହେଉଛନ୍ତି; ମାତ୍ର ଏହି ବିରୋଧୀ ଦଳଗୁଡିକର ନେତୃତ୍ବ ନେବାକୁ କେହି ନେତା ନାହାନ୍ତି। ଏପରି କି ଏହି ବିରୋଧୀଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି…
Read More...

ପୋଖରୀରେ ବୁଡ଼ି ଭାଇ, ଭଉଣୀ ମୃତ

ବୈପାରିଗୁଡ଼ା : କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଅପରାହ୍ଣ ପ୍ରାୟ ୩ଟାରେ ଏଠାରେ ଏକ ପୋଖରୀରେ ବୁଡିଯାଇ ଦୁଇ ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି।…
Read More...

ଆସନ୍ତା ମାସ ୩୧ରେ ଉନ୍ମୋଚିତ ହେବ ‘ଷ୍ଟାଚ୍ୟୁ ଅଫ ୟୁନିଟି’

ନୂଆଦିଲ୍ଲୀ : ଗୁଜରାଟର ନର୍ମଦା ଜିଲ୍ଲାରେ ଆସନ୍ତା ମାସ ୩୧ ତାରିଖରେ ଲୌହମାନବ ସର୍ଦ୍ଦାର୍‍ ବଲ୍ଲଭ ଭାଇ ପଟେଲ୍‍ଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାନ୍‍ ରାଜ…
Read More...

ଦୁଇ ଭଉଣୀ ଗୋଟିଏ ଦିନରେ ଜନ୍ମ ଦେଲେ ୪ ସନ୍ତାନ… ସମସ୍ତେ ଦେଖିବାକୁ ଏକାଭଳି

ଦୁଇ ଭଉଣୀ ଗୋଟିଏ ଦିନରେ ଗର୍ଭବତୀ ହେଲେ । ଗୋଟିଏ ଦିନରେ ସନ୍ତାନ ଜନ୍ମ କଲେ । ପୁଣି ଉଭୟ ଯାଆଁଳା ଶିଶୁ ଜନ୍ମ ଦେଲେ। ଆଉ ସଂଯୋଗ ବଶତଃ ଚାରୋଟି ଯାକ ସନ୍ତାନ ଦେଖିବାକୁ ଏକାଭଳି। ଜଣଙ୍କ ଚେହେରା ଅନ୍ୟ ଜଣଙ୍କ ସହିତ ମିଶି…
Read More...

ନୂଆପଡ଼ାରେ ଭାଲୁ ଆତଙ୍କ : ୮ ଆହତ

ନୂଆପଡ଼ା: ନୂଆପଡ଼ାରେ ଭାଲୁ ଆତଙ୍କ ଦେଖାଦେଇଛି। ରକ୍ତମୁଖା ଭାଲୁ ଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଛି। ବୋଡେନ ବ୍ଲକର କରଙ୍ଗାମାଳରେ ଭାଲୁ ଲୁଚି ରହିଛି। ଗାଁରେ…
Read More...

୧୭ରୁ ୨୬ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଆସନ୍ତା ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ରବିବାର ଝାରସୁଗୁଡ଼ାଠାରେ ଅନୁଷ୍ଠିତ…
Read More...

‘ହଜରତଗଞ୍ଜ ଚୌରାହା’ ହେବ ‘ଅଟଳ ଚୌକ୍‍’

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌ ନଗରୀର ପ୍ରାଚୀନ ତଥା ଐତିହ୍ୟ ଛକ ହଜରତଗଞ୍ଜ ଚୌରାହାର ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ଅଟଳ ଚୌକ୍‍’ ନାମରେ ନାମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଆଗ୍ରାର…
Read More...

ଜାପାନ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଲା

ଟୋକିଓ : ଜାପାନର ଉତ୍ତରାଞ୍ଚଳରେ ଥିବା ହେକାଇଡୁ ଦ୍ୱିପରେ ଗତ ସପ୍ତାହରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ୩୭ଜଣଙ୍କର ପ୍ରାଣହାନୀ ଘଟିଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ହୁକାଇଡୋ ସରକାର କହିଛନ୍ତି ଯେ ଦୁଇଜଣ…
Read More...

ଉତ୍ତର କୋରିଆର ସାମରିକ ଶକ୍ତି ପ୍ରଦର୍ଶନ

ସିଓଲ : ଉତ୍ତର କୋରିଆରେ ଆଜି ଏକ ବିଶାଳ ସାମରିକ ପ୍ୟାରେଡର ଅନୁଷ୍ଠିତ ହୋଇଯାଇଛି। ଯାହା ମାଧ୍ୟମରେ ଉତ୍ତର କୋରିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଦେଶର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଭବ୍ୟ…
Read More...

ଭାରତ ଓ ନେପାଳ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି : ମୋଦୀ

ନୂଆଦିଲ୍ଲୀ : ଭାରତ ଓ ନେପାଳ ମଧ୍ୟରେ କ୍ରମାଗତ ଉଚ୍ଚସ୍ତରୀୟ ଆଲୋଚନା ଯୋଗୁଁ ଦୁଇ ଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ସହ-ଅଧ୍ୟକ୍ଷ…
Read More...

ସବୁଜ ଇନ୍ଧନ ନେଟ୍‍ୱର୍କ ସ୍ଥାପନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଭାରତ ପ୍ରଦୂଷଣମୁକ୍ତ ସବୁଜ ଇନ୍ଧନ ନେଟ୍‍ୱର୍କ ସ୍ଥାପନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆଦିଲ୍ଲୀରେ ବିଶ୍ୱ ଗମନାଗମନ…
Read More...

ଇଂଲଣ୍ଡ ୩୩୨ରେ ଅଲ୍ ଆଉଟ

ଲଣ୍ଡନ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ଟେଷ୍ଟମ୍ୟାଚ୍‍ର ପ୍ରଥମ ଇନିଂସରେ ଇଂଲଣ୍ଡ ୩୩୨ ରନରେ ଅଲ୍ ଆଉଟ ହୋଇଯାଇଛି। ପ୍ରଥମଦିନ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ମାତ୍ର ୧୯୮ ରନ୍‍ କରିଥିବା…
Read More...

ଶାହାଙ୍କ ନେତୃତ୍ବରେ ବିଜେପି ଲଢିବ ଆଗାମୀ ନିର୍ବାଚନ

ନୂଆଦିଲ୍ଲୀ : ଅମିତ ଶାହାଙ୍କ ନେତୃତ୍ବରେ ବିଜେପି ଆଗାମୀ ବିଧାନସଭା ଓ ୨୦୧୯ ସାଧାରଣ ନିର୍ବାଚନ ଲଢିବ। ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି…
Read More...

ମହିନ୍ଦ୍ରା ମାରାଜୋ ଏସ୍‍ୟୁଭିର ବଜାର ପ୍ରବେଶ

ନାସିକ୍‍ : ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରା (ଏମ୍‍ଆଣ୍ଡ୍‍ଏମ୍‍) ପକ୍ଷରୁ ମହିନ୍ଦ୍ରା ମାରାଜୋ ଏସ୍‍ୟୁଭିର ବଜାର ପ୍ରବେଶ କରାଯାଇଛି। ଦେଶରେ ରହିଥିବା ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରାର ସମସ୍ତ ଡିଲରଶିପ୍‍ରେ ଏହା…
Read More...

ହିନ୍ଦୁ ଦର୍ଶନ ବିଶ୍ୱକୁ ବିଭିନ୍ନ ସମସ୍ୟାରୁ ମୁକ୍ତିର ମାର୍ଗ ଦେଖାଇବ : ମୋଦୀ

ନୂଆଦିଲ୍ଲୀ : ବର୍ତ୍ତମାନ ବିଶ୍ୱକୁ ବିନାଶ ଆଡ଼କୁ ଟାଣି ନେଉଥିବା ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାରେ ହିନ୍ଦୁ ଦର୍ଶନର ବିଭିନ୍ନ ଦିଗ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…
Read More...

ପରଦାକୁ ଆସିଲା ଜେ.ପି ଦତ୍ତାଙ୍କ ‘ପଲଟନ୍‍’

ମୁମ୍ବଇ : ପ୍ରସିଦ୍ଧ ନିର୍ମାତା ନିର୍ଦେଶକ ଜେ.ପି ଦତ୍ତାଙ୍କ ବହୁ ପ୍ରତିକ୍ଷିତ ‘ପଲଟନ୍‍’  ମୁକ୍ତିଲାଭ କରିଛି। ୧୯୬୭ ମସିହାର ଭାରତ-ଚୀନ୍‍ ସଂଘର୍ଷ (ନାଥୁ ଲା ଓ ଚୋ ଲା ଯୁଦ୍ଧ)ର କହାଣୀକୁ ନେଇ ଏହି ସିନେମା ନିର୍ମାଣ…
Read More...

ଅବସର ନେଲେ ନାଦାଲ, ଫାଇନାଲରେ ଡେଲ ପୋର୍ଟ

ନ୍ୟୁୟର୍କ : ରାଫେଲ ନାଦାଲ ୟୁଏସ୍‍ ଓପନର ସେମିଫାଇନାଲରୁ ଅବସର ନେଇଛନ୍ତି। ୟୁଏସ୍‍ ଓପନରୁ କେବେ ମଧ୍ୟ ଅବସର ନେଇନଥିବା ନାଦାଲ ଆଣ୍ଠୁରେ ଆଘାତ କାରଣର ଅବସର ନେଇଛନ୍ତି। ଜୁଆନ ମାର୍ଟିନ ଡେଲ ପୋର୍ଟଙ୍କଠାରୁ ୭-୬, ୬-୨ରେ…
Read More...

ଓସାକା-ସେରେନା ଫାଇନାଲ ମୁକାବିଲା

ନ୍ୟୁୟର୍କ : ଆମେରିକାର ସେରେନା ୱିଲିୟମ୍‌ସ ଓ ଜାପାନର ନାଓମି ଓସାକା ଏଠାରେ ଚାଲିଥିବା ସିଜିନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନରେ ମହିଳା ସିଙ୍ଗଲ୍‌ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ` ା…
Read More...

ଅଙ୍ଗନବାଡ଼ି କର୍ମୀଙ୍କ ରଡ଼ି : କମ୍ପିଲା ଗାନ୍ଧୀମାର୍ଗ

ଭୁବନେଶ୍ୱର : ଅଲ୍‍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍‍ ୱାର୍କର୍ସ ଆସୋସିଏସନ୍‍ ପକ୍ଷରୁ ୧୦ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ଣ ୧୧ ସମୟରେ ସଭାନେତ୍ରୀ ସୌଦାମିନୀ ଦାସଙ୍କ…
Read More...

ହୀରାକୁଦ ଜଳସ୍ତର ୬୨୫ ଫୁଟ ଟପିଲା, ୧୨ ଗେଟ୍‍ ଖୋଲା

ସମ୍ବଲପୁର : ହୀରାକୁଦ ଜଳପତ୍ତନ ଏହାର ସର୍ବୋଚ୍ଚ ସୀମା ୬୩୦ ଫୁଟ୍‍ ଛୁଇଁବାକୁ ଆଉ ମାତ୍ର ୫ ଫୁଟ ବାକି ଅଛି। ମହାନଦୀ ଉପର ମୁଣ୍ଡରୁ ପ୍ରବେଶ କରୁଥିବା ଜଳ ପରିମାଣ ବୃଦ୍ଧି ପାଇବାରୁ ବନ୍ଧର ଜଳସ୍ତରରେ କ୍ରମାଗତ ବୃଦ୍ଧି…
Read More...

ଇନିଂସ ବିଜୟ ସହ ଭାରତ ବ୍ଲୁ ଦୁଲିପ ଟ୍ରଫି ଚମ୍ପିଆନ

ଡିଣ୍ଡିଗୁଲ : ଭାରତ-ବ୍ଲୁ ୨୦୧୮-୧୯ ସିଜିନ୍‍ର ପ୍ରଥମ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଶୁକ୍ରବାର ୪ର୍ଥ ଦିନରେ ଭାରତ ରେଡ୍‍କୁ ଇନିଂସ ଓ ୧୮୭ ରନ୍‍ର ବିପୁଳ ବ୍ୟବଧାନରେ…
Read More...

ବିପଦସଙ୍କେତ ଟପିଲା ବୈତରଣୀ

କେନ୍ଦୁଝର :  ୩ଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ସମଗ୍ର କେନ୍ଦୁଝର ଜିଲାରେ ଜନଜୀବନ ବେଶ୍‍ ପ୍ରଭାବିତ ହୋଇଛି। ବିଶେଷକରି ଜିଲାର ଉପରମୁଣ୍ଡ ଚମ୍ପୁଆ ଉପଖଣ୍ଡରେ ଗୁରୁବାର ସର୍ବାଧିକ ବର୍ଷା ହୋଇଥିବାରୁ ଶୁକ୍ରବାର…
Read More...

ତୈଳ ଉତ୍ପାଦନ ଓ ମୂଲ୍ୟ ଉପରେ ପ୍ରଭାବ ପକାଉଛି ଅସ୍ଥିର ବିଶ୍ବ ପରିସ୍ଥିତି – ଧର୍ମେନ୍ଦ୍ର ପ୍ରଧାନ

 - ଆମେରିକା ସହ ତୈଳ ପ୍ରସଙ୍ଗ ନେଇ ହୋଇଛି ଆଲୋଚନା,  -ପେଟ୍ରୋଲ, ଡିଜେଲକୁ ଜିଏସ୍‍ଟି ପରିସରକୁ ଆଣିବା ସପକ୍ଷରେ ମତ ଦୋହରାଇଲେ ପେଟ୍ରୋଲିୟମ ମନ୍ତ୍ରୀ ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ତୈଳଦର ଉପରେ ସରକାର ତୀକ୍ଷ୍ଣ…
Read More...

ହାଇକୋର୍ଟ ବେଞ୍ଚ ଦାବିରେ କେନ୍ଦ୍ର ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ଚିଠି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଘୋଷଣା ଦାବିରେ ସମ୍ବଲପୁର ଜିଲା ଓକିଲ ସଂଘ ଶୁକ୍ରବାର ପୃଥକ ପୃଥକ ତିନିଟି ଚିଠି କେନ୍ଦ୍ର ଆଇନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ…
Read More...

ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ, ଭୁବନେଶ୍ୱର କ୍ୟାମ୍ପସରେ ପ୍ରଥମ ଶିକ୍ଷାବର୍ଷର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ…

ଭୁବନେଶ୍ୱର : ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ ମୁମ୍ବାଇର ଭୁବନେଶ୍ୱର ଶାଖାରେ ଆଜିଠାରୁ ଶୈକ୍ଷିକ ଅଧିବେଶନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା…
Read More...

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ନିଜ ଆଡୁ ମାମଲା ରୁଜୁ କଲା ପୁଲିସ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଜେଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଶୁକ୍ରବାର ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଜଣଙ୍କ ଅଚେତ ହୋଇପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ସମସ୍ତ ଗୁମର…
Read More...

ସିକାଗୋରେ ଦ୍ୱିତୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀ : ଯୋଗଦେବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ୧୮୯୩ ମସିହାରେ ବିଶ୍ୱ ଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଉଦ୍‍ବୋଧନର ୧୨୫ତମ ବାର୍ଷିକ ଉପଲକ୍ଷେ ଦ୍ୱିତୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇଛି। ଗ୍ରେଟର ସିକାଗୋରେ ଥିବା…
Read More...

ବିଶ୍ୱକପ୍‌ ହକି ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବଇ : ଠିକ୍‍ ୮୦ ଦିନ ପରେ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ଆୟୋଜନ ହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ରେ ଭାରତୀୟ ପୁରୁଷ ଦଳ ନୂତନ ଜର୍ସି ପିନ୍ଧି କଳିଙ୍ଗ ଷ୍ଟାଡିୟମ୍‍ରେ ଓହ୍ଲାଇବ। ଶୁକ୍ରବାର…
Read More...

ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି ହୋଇଛି`।  ତିନି ମାସ ପାଇଁ ନିଯୁକ୍ତି ଦିଆଯାଇଥିବାବେଳେ କମିଶନଙ୍କ…
Read More...

ଓଭାଲରେ ପଞ୍ଚମ ଟେଷ୍ଟ ; ସମ୍ମାନ ବଞ୍ଚାଇବାକୁ ଭାରତର ପ୍ରୟାସ

ଲଣ୍ଡନ : ଲଣ୍ଡନର ଓଭାଲ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ପଞ୍ଚମ ତଥା ଚୂଡାନ୍ତ କ୍ରିକେଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟସ୍‍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ…
Read More...

କେସିଆର ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି ; କଂଗ୍ରେସ

ହାଇଦରାବାଦ : ତେଲଙ୍ଗାନା ବିଧାନସଭା ଭଙ୍ଗ ହେବା ପରେ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୦ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରି କେ. ଚନ୍ଦ୍ରଶେଖର ରାଓ ନିଜ ଗୋଡରେ ନିଜେ କୁରାଢ଼ୀ…
Read More...

ପାରାଦ୍ୱୀପରେ ୪୧ସେ.ମି : ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ ଏହାର ଆଖପାଖ ଅଞ୍ଚଳ ପଶ୍ଚିମ ବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ …
Read More...

ବ୍ଲକଗ୍ରାଣ୍ଟ ସ୍କୁଲରେ ତାଲା ; ଶିକ୍ଷକ ଆନ୍ଦୋଳନ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନ ଜାରି ରଖିଥିବା ରାଜ୍ୟର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଗୁରୁବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜ୍ୟର ସାଢେ ୫ ହଜାର ସ୍କୁଲରେ ତାଲା ପଡ଼ିଛି…
Read More...

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଧବାର ଠାରୁ ବର୍ଷା ଲାଗି ରହିଥିବା ବେଳେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗୁରୁବାର…
Read More...

ଜନ ଧନ ଯୋଜନାରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କେତେକ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥାରେ ପରିବାର ପରିବର୍ତ୍ତେ ଏବେ ସବୁ ପ୍ରାପ୍ତ ବୟସ୍କଙ୍କୁ ଆର୍ଥିକ ବ୍ୟବସ୍ଥାରେ…
Read More...

ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍‍ ଟୁ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଟୁ ପ୍ଲସ୍‍ ଟୁ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନାରେ ଯୋଗଦେବା ପାଇଁ ଆମେରିକା ବୈଦେଶିକ ସଚିବ ମାଇକେଲ୍‍ ପମ୍ପିଓ ଏବଂ ଜେମ୍‍ସ ମାଟିସ୍‍ ଇତିମଧ୍ୟରେ…
Read More...

ଆଜି ଆଗତ ହେବ ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଗୁରୁବାର ବିଧାନ ପରିଷଦ ସଂକଳ୍ପ ଆଗତ ହେବ । ବିଧାନ ପରିଷଦ ପ୍ରତିଷ୍ଠା ପାଇଁ  ରାଜ୍ୟ ସରକାର ଗଠନ କରିଥିବା ସ୍ୱତନ୍ତ୍ର କମିଟି ଚାରୋଟି ରାଜ୍ୟ ଗସ୍ତ କରି  ସରକାରଙ୍କୁ ଦେଇଥିବା…
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ; କଟକରେ ସ୍କୁଲ କଲେଜ ଛୁଟି

ଭୁବନେଶ୍ବର/କଟକ : ଘୂର୍ଣ୍ଣି ବଳୟ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ରହିଛି। ଫଳରେ ସାରା ରାଜ୍ୟ ଗତ ୨୪ ଘଣ୍ଟା ଧରି ବର୍ଷା ଲାଗି ରହିଛି। କଟକ-ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଲଗାଣ…
Read More...

୩୨ ବର୍ଷ ତଳେ ଆଜିର ଦିନରେ ନିଜ ଜୀବନ ଦେଇ ୩୫୯ ଜଣଙ୍କୁ ବଞ୍ଚାଇଥିଲେ ’ନୀରଜା’

ନୂଆଦିଲ୍ଲୀ : ନୀରଜା ଭନୋଟ୍‍, ସେପ୍ଟେମ୍ବର ୫ ତାରିଖ ଓ ୩୫୯ ଲୋକଙ୍କ ଜୀବନ - ଏହି ଘଟଣା ସହିତ ଅନେକ ପରିଚିତ। କାରଣ ୨୦୧୬ରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ନୀରଜା’ ମାଧ୍ୟମରେ ଅନେକ ଏହି ଘଟଣା ବିଷୟରେ ଅବଗତ ହୋଇ…
Read More...

ସାମୁଦ୍ରିକ ଝଡ଼ ‘ଜେବି’: ପଶ୍ଚିମ ଜାପାନରେ ବ୍ୟାପକ କ୍ଷୟକ୍ଷତି, ୯ ମୃତ

ଟୋକିଓ :  ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ଝଡ଼ ‘ଜେବି’  ପ୍ରଭାବରେ ଜାପାନ୍‍ରେ  ୯ ଜଣଙ୍କର ମୃତ୍ୟୁ ଘଟିଛି। ସାମୁଦ୍ରିକ ଝଡ଼ ଯୋଗୁଁ ଦେଶର ପଶ୍ଚିମ ଜାପାନ ସଂମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେହି ଅଞ୍ଚଳରେ…
Read More...

ଗୁରୁଦିବସ : ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :  ଆଜି ପବିତ୍ର ଗୁରୁଦିବସ । ବିଶିଷ୍ଟ ଶିକ୍ଷାବିତ୍‍, ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସରେ ସାରା ଦେଶରେ ଗୁରୁଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ରାମନାଥ…
Read More...

ରାଫେଲ୍‍ ଚୁକ୍ତି ଉପରେ ରହିତାଦେଶ : ଆସନ୍ତା ସପ୍ତାହରେ ସୁପ୍ରିମ୍‍କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍‍ସ ମଧ୍ୟରେ ରାଫେଲ୍‍ ଲଢ଼ୁଆ ବିମାନ କ୍ରୟ ଚୁକ୍ତିନାମା ଉପରେ ରହିତାଦେଶ ଲୋଡ଼ି ଆଗତ ଜନସ୍ୱାର୍ଥ ମାମଲା ଉପରେ ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମ୍‍କୋର୍ଟ ରାଜି ହୋଇଛନ୍ତି।…
Read More...

ଏସୀୟ କ୍ରୀଡା ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ନୂଆଦିଲ୍ଲୀ : ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦକ ବିଜୟୀ ଖେଳାଳିମାନଙ୍କୁ…
Read More...

ମହାରାଷ୍ଟ୍ରରେ ସ୍ୱାଇନ୍‍ ଫ୍ଲୁ : ୪୮ ଜଣଙ୍କର ମୃତ୍ୟୁ

ମୁମ୍ବଇ : ମହାରାଷ୍ଟ୍ରରେ ସ୍ୱାଇନ୍‍ ଫ୍ଲୁ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୨୨୨ ଜଣ ଲୋକ ଏଚ-୧ଏନ-୧ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏଥିରେ ୪୮ ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି।…
Read More...

ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆସନ୍ତାକାଲି

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଗୁରୁବାର (ଆସନ୍ତକାଲି) ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍‍ ପମ୍ପେଓ ବୁଧବାର ସନ୍ଧ୍ୟାରେ…
Read More...

୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଓ ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ବର୍ଷା ଲାଗି ରହିଛି । କଟକ – ଭୁବନେଶ୍ବର ସମେତ ରାଜ୍ୟର  କେତେକ ସ୍ଥାନରେ ବର୍ଷା ଲାଗି ରହିଛି।…
Read More...

ଅତିରିକ୍ତ ବଜେଟରେ ବ୍ୟୟ ବରାଦ

ଭୁବନେଶ୍ୱର : ପ୍ରବଳ ହୋ ହାଲ୍ଲା ଓ ପାଟିତୁଣ୍ଡ ମଧ୍ୟରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ରାଜ୍ୟ ବିଧାନସଭାରେ ୨୦୧୮-୧୯ ବର୍ଷ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତ। ଏଥିରେ ସମାଜିକ…
Read More...

ସାରା ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ୱର : ଲଘୁଚାପ ଓ ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ବର୍ଷା ଲାଗି ରହିଛି । କଟକ - ଭୁବନେଶ୍ବର ସମେତ ରାଜ୍ୟର  କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
Read More...

କେରଳ ରାଜନୀତିରେ ନୂଆ ଅଧ୍ୟାୟ : ମୋଦୀଙ୍କୁ ସାକ୍ଷାତ କଲେ ମୋହନଲାଲ

ନୂଆଦିଲ୍ଲୀ : କେରଳ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ପ୍ରସିଦ୍ଧ ମାଲୟାଲମ ଅଭିନେତା ତଥା ସୁପରଷ୍ଟାର ମୋହନଲାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।…
Read More...

୭୩ ବର୍ଷ ତଳେ ଅଜିର ଦିନରେ ସାମ୍ନାକୁ ଆସିଥିଲା ବୁଡି ଯାଇଥିବା ଟାଇଟାନିକର ପ୍ରଥମ ଫଟୋ

ନୂଆଦିଲ୍ଲୀ : ବିଶ୍ୱର ସର୍ବ ବୃହତ ଜାହାଜ ଟାଇଟାନିକର ଦୁର୍ଘଟଣା ବିଷୟରେ ପ୍ରାୟ ସମସ୍ତେ ଅବଗତ। ତେବେ ସମୁଦ୍ରରେ ଟାଇଟାନିକ ବୁଡିବାର ୭୩ ବର୍ଷ ପରେ ୪ ସେପ୍ଟେମ୍ବର ୧୯୮୫ରେ ଏହାର ପ୍ରଥମ ଚିତ୍ର ସାମନାକୁ ଆସିଥିଲା।…
Read More...

ଦହିହାଣ୍ଡି ଉତ୍ସବ : ୧ମୃତ, ୧୫୦ ଆହତ

ମୁମ୍ବଇ : ଉତ୍ତର ଭାରତ ସମେତ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଜନ୍ମାଷ୍ଟମୀ ସୋମବାର ପାଳିତ ହୋଇଯାଇଛି। ତେବେ ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ ଦହିହାଣ୍ଡି ଉତ୍ସବରେ ସୋମବାର ଜଣେ ଯୁବକର ମୃତ୍ୟୁ ଘଟିଥିବାବେଳେ ଆଉ ୧୫୦ଜଣ…
Read More...

ଭୟଙ୍କର ଘୂର୍ଣ୍ଣିଝଡ଼ ‘ଜେବି’ ପ୍ରଭାବରେ ଜାପାନରେ ବ୍ୟାପକ କ୍ଷୟକ୍ଷତି

ଟୋକିଓ : ଭୟଙ୍କର ଘୂର୍ଣ୍ଣିଝଡ଼ 'ଜେବି' ପ୍ରଭାବରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିକୁ ଅଧିକ ଭୟାବହ କରି ଦେଇଛି। ପଶ୍ଚିମ ଜାପାନର ୩ଲକ୍ଷ ଲୋକଙ୍କୁ…
Read More...

କୁ-ପୋଷଣ ବିରୁଦ୍ଧରେ ସଂଗ୍ରାମ ; ଜାତୀୟ ପୁଷ୍ଟି ମାସ

ନୂଆଦିଲ୍ଲୀ : ସମଗ୍ର ଦେଶରେ ମଙ୍ଗଳବାର ଠାରୁ ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି। କୁ-ପୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ଏହି ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି। କୁପୋଷଣ ସମ୍ବନ୍ଧରେ ସଚେଚନତା ସୃଷ୍ଟି ପାଇଁ ମହିଳା…
Read More...

‘ଦଳିତ’ ଶବ୍ଦ ବଦଳରେ ‘ଏସସି’ ବ୍ୟବହାର କରିବାକୁ ପରାମର୍ଶ

ନୂଆଦିଲ୍ଲୀ : ଅନୁସୂଚିତ ଜାତିର ଲୋକମାନଙ୍କ ପାଇଁ ‘ଦଳିତ’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମକୁ ପରାମର୍ଶ ଜାରି କରିଛି। ଏଥିପାଇଁ ବମ୍ବେ ହାଇକୋର୍ଟ ଗତ…
Read More...

ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ ; ୪ ଯବାନ ଆହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୪ଜଣ ଅର୍ଦ୍ଧସାମରିକ ବାହିନୀ ଯବାନ ଆହତ ହୋଇଛନ୍ତି। ମଙ୍ଗଳବାର ସିଆର୍‍ପିଏଫ୍‍ର ଏକ ପହରାଦାର ଦଳ ଉପରକୁ ଅଜ୍ଞାତ ଆତଙ୍କବାଦୀମାନେ…
Read More...

କୁଖ୍ୟାତ ଆତଙ୍କବାଦୀ ଜଲାଲୁଦ୍ଦୀନ ହକ୍କାନୀର ମୃତ୍ୟୁ

ଇସଲାମାବାଦ :  ଆଫଗାନିସ୍ତାନର କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ନେଟୱାର୍କର ପ୍ରତିଷ୍ଠାତା ଜଲାଲୁଦ୍ଦୀନ ହକ୍କାନୀର ମୃତ୍ୟୁ ଘଟିଛି।  ଦୀର୍ଘ ଦିନ ଧରି ରୋଗରେ ପୀଡିତ ରହିବା ପରେ ମଙ୍ଗଳବାର ତା’ର ମୃତ୍ୟୁ ଘଟିଛି । ମୃତ୍ୟୁ…
Read More...

ମୌସୁମୀ ଅଧିବେଶନ ଆରମ୍ଭ ; ଦିବଂଗତଙ୍କ ସମ୍ମାନାର୍ଥେ ଗୃହ ମୁଲତବୀ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାଲିମନାଡୁର…
Read More...

ପୁଲିସ-ଆଇନଜୀବୀ ବିବାଦ ପ୍ରସଙ୍ଗ ; ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ

କଟକ : ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାର ପ୍ରତିବାଦ କରି ୨୯ତାରିଖରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଦୋଷୀ ପୁଲିସ…
Read More...

ପୁଣି ଲଘୁଚାପ ; ୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ…
Read More...

ଟେଷ୍ଟ ବ୍ୟାଟସମ୍ୟାନ୍‍ : ଶୀର୍ଷରେ କୋହଲି

ଦୁବାଇ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟସମ୍ୟାନ୍‍ ଭାବେ ୧ନଂ ମାନ୍ୟତା ବଜାୟ ରଖିଛନ୍ତି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବ୍ୟାଟସମ୍ୟାନ୍‍ ଭାବେ କୋହଲି ୧ନଂ…
Read More...

ଆଜି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ମଙ୍ଗଳବାର ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ ବିଧାୟକ ଦଳ…
Read More...

ଅଲିମ୍ପିକ୍‍ସ ପଦକ ଉପରେ ଲକ୍ଷ୍ୟ ରଖ: ରାଜ୍ୟପାଳ

ଭୁବନେଶ୍ୱର : ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ୨ଟି ରୌପ୍ୟ ପଦକ ବିଜୟୀହୋଇ ନୂଆ ଇତିହାସ ସୃଷ୍ଟି କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ କିଟ୍‍ ଓ କିସ୍‍ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…
Read More...

୫ମ ଟେଷ୍ଟ ପରେ ଅବସର ନେବେ କୁକ୍‍

ଲଣ୍ଡନ୍‍ : ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ତଥା ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍‍ରେ ସର୍ବାଧିକ ରନ୍‍ ସ୍କୋର୍‍ କରିଥିବା ଆଲଷ୍ଟାୟାର କୁକ୍‍ ଆଉ ମାତ୍ର ଗୋଟିଏ ଟେଷ୍ଟମ୍ୟାଚ୍‍ ଖେଳିବେ। ଆସନ୍ତା ୭ରୁ ଭାରତ ବିପକ୍ଷରେ…
Read More...

ବର୍ଷା ଓ ବନ୍ୟା ଯୋଗୁଁ ଚଳିତ ବର୍ଷ ୧୪୦୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ବର୍ଷା ଏବଂ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୦ଟି ରାଜ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ କେରଳ ବନ୍ୟା ଯୋଗୁଁ ୪୮୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ…
Read More...

ଏକସଙ୍ଗେ ନିର୍ବାଚନ,ଇଭିଏମ୍‍ ପାଇଁ ୪,୫୫୫ କୋଟି ଟଙ୍କା ଆବଶ୍ୟକ: ଆଇନ କମିଶନ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସମୟରେ କରାଇବା ନେଇ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଥିବା ବେଳେ ଆଇନ କମିଶନ ନିଜର ମତ ସ୍ପଷ୍ଟ କରିଛନ୍ତି। କମିଶନ କହିଛନ୍ତି ଆଗାମୀ ଲୋକସଭା ଓ ବିଧାନସଭା…
Read More...

ରାଷ୍ଟ୍ରପତିଙ୍କ ସାଇପ୍ରସ୍‍ ଗସ୍ତ ; ଏକାଧିକ ରାଜିନାମା ସ୍ୱାକ୍ଷରିତ

ନିକୋସିଆ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାଇପ୍ରସ୍‍ ଗସ୍ତ ଅବସରରେ ସାଇପ୍ରସ୍‍ ଓ ଭାରତ ମଧ୍ୟରେ ସୋମବାର ବିଭିନ୍ନ ଦ୍ୱିପାକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହୋଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ଜାହାଜ…
Read More...

ଭାରତ ୬୦ ରନ୍‍ରେ ପରାସ୍ତ ; ଇଂଲଣ୍ଡ ୩-୧ରେ ସିରିଜ୍‍ ଜିତିଲା

ସାଉଥାମ୍ପଟନ୍‍ : ବିଦେଶମାଟିରେ କ୍ରମାଗତ ୨ୟ ଟେଷ୍ଟ ସିରିଜ୍‍ ପରାଜୟ ଭୋଗିଛି ଭାରତୀୟ ଦଳ। ଚଳିତବର୍ଷ ପ୍ରାରମ୍ଭରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ୍‍ ହାରିଥିବା ଭାରତ ଘରୋଇ ଇଂଲଣ୍ଡଠାରୁ ମଧ୍ୟ ଟେଷ୍ଟ…
Read More...

ସ୍ୱାମିଜୀଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଫୁଲବାଣୀ : କଡା ସୁରକ୍ଷା ବଳୟରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଓ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି। ଚକାପାଦ ଓ ତୁମୁଡିବନ୍ଧସ୍ଥିତ ଜଲେସପଟା ଆଶ୍ରମ ସମେତ ଜିଲାର ବିଭିନ୍ନ…
Read More...

ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ : ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାବ୍ୟ ସରସ୍ୱତୀ ମହାକବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଗଡ଼ଗଡ଼ିଆ ଘାଟଠାରେ ଶନିବାର ଉନ୍ମୋଚିତ ହୋଇଯାଇଛି।…
Read More...

ସୋମବାର କ୍ୟାବିଟେନ ବୈଠକ

ଭୁବନେଶ୍ୱର : ସୋମବାର କ୍ୟାବିଟେନ ବୈଠକ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬.୧୫ରେ ବସିବାକୁ ଥିବା ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ। ମଙ୍ଗଳବାରରୁ…
Read More...

ସପ୍ତାହେ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର ତାମିଲନାଡ଼ୁ ଉପକୂଳରୁ ରାୟଲସୀମା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶା ପର୍ଯ୍ୟନ୍ତ ରହିଥିବା ମୌସୁମି ଟ୍ରଫ୍‍ଲାଇନ୍‍ ଦୁର୍ବଳ ହୋଇଛି। ତେବେ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ…
Read More...

୧୦ ଦିନ ମଧ୍ୟରେ ପୂରଣ ହେବ ୫୯୬ ଡାକ୍ତର ପଦ

ଭୁବନେଶ୍ୱର : ରାଜ୍ୟରେ ଖାଲିଥିବା ଡାକ୍ତର ପଦ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାରଠାରୁ ଏଥିପାଇଁ କାଉନସେଲିଂ ଆରମ୍ଭ ହେଉଛି। କାଉନସେଲିଂ ମାଧ୍ୟମରେ ୧୧୩ ଜଣ ବିଶେଷଜ୍ଞ ଏବଂ ୪୮୩ ଜଣ ଏମ୍‍.ବି.ବି.ଏସ୍‍…
Read More...