ଦକ୍ଷିଣ କାଶ୍ମୀରରେ ସେନାର ଅପରେସନ ଅଲ୍‍ଆଉଟ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲିସର ୩ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‍ପିଓ)ଙ୍କ ହତ୍ୟା ଘଟଣା ପୁନଃ ରାଜ୍ୟର ସୁରକ୍ଷାବାହିନୀଙ୍କ ନିଦ ଉଡ଼ାଇ ଦେଇଛି। ଏହି ଘଟଣାର ୨୪ ଘଣ୍ଟା ନ ପୁରୁଣୁ ସେମାନଙ୍କ ହତ୍ୟାକାରୀଙ୍କୁ…
Read More...

ଏସିଆ କପ୍‍ ସାଇକ୍ଲିଂ : ଓଡ଼ିଶାର ସ୍ୱସ୍ତିଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଏଠାରେ ଚାଲିଥିବା ୫ମ ଟ୍ରାକ୍‍ ଏସିଆ କପ୍‍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶାର ସ୍ୱସ୍ତି ସିଂହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଶୁକ୍ରବାର ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା ଜୁନିୟର ୨ କିମି…
Read More...

ସୁଧୁରିଯାଅ ; ନ ହେଲେ ସେବାସ୍ୱତ୍ୱ ହରାଇବ

ପୁରୀ : ଶ୍ରୀମନ୍ଦିର ସେବକଙ୍କୁ ଛତିଶା ନିଯୋଗ ବୈଠକରେ ଶନିବାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ। ଆଚାର ବ୍ୟବହାରରେ ସୁଧାର ନଆଣିଲେ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ ସମ୍ପର୍କରେ…
Read More...

ବୈଜୟନ୍ତଙ୍କୁ ବିମାନ ଚଳାଚଳ ନିର୍ଦେଶକଙ୍କ ନୋଟିସ

ପୁରୀ : ଚିଲିକାରେ ବିପଜ୍ଜନକ ବିମାନ ଉଡ଼ାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଜାରି କରିଛି ବିମାନ ଚଳାଚଳ ନିର୍ଦେଶାଳୟ। ଆଗାମୀ ୨୪ତାରିଖ ଅପରାହ୍ଣ ୩ଟାରେ ତଦନ୍ତ ପାଇଁ ହାଜର ହେବାକୁ ନିର୍ଦେଶକ…
Read More...

ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଜନବାହାଲ ସମାବେଶରେ ନବୀନଙ୍କ ପ୍ରତି କରିଥିବା ଆକ୍ଷେପ କେବଳଲୋକଦେଖାଣିଆ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଟଙ୍କିକିଆ ଚାଉଳ,…
Read More...

ନନ୍ଦନକାନନରେ ପୁଣି ଧଳାବାଘ ; ୨ ଶାବକ ଜନ୍ମ ଦେଲା ବିଜୟା, ବାଘ ସଂଖ୍ୟା ୨୬କୁ ବୃଦ୍ଧି

ନନ୍ଦନକାନନ : ଶନିବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଥିଲା ଖୁସିର ଦିନ। ନନ୍ଦନକାନନର ଧଳା ବାଘୁଣୀ ବିଜୟା ଶନିବାର ସକାଳ ୭ଟା ୫ରୁ ୮ ଟା ମଧ୍ୟରେ ଧଳା ଓ ସାଧାରଣ ରଙ୍ଗର ୨ଟି ଛୁଆ ଜନ୍ମ ଦେଇଛି। ୨୦୧୧ ଜୁଲାଇ ୧୩ରେ…
Read More...

ଭାରତ-ପାକିସ୍ତାନ ସୁପର ଫୋର୍‌ ମୁକାବିଲା ଆଜି

ଦୁବାଇ : ୧୫ ମାସ ପରେ କ୍ରିକେଟ ପଡ଼ିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରର ମୁକାବିଲା କରିଥିବା ବେଳେ ଏହାର ୪ ଦିନ ପରେ ପୁଣି ଉଭୟଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଚଳିତ ଏସିଆ କପ୍‍ର ସୁପର…
Read More...

ରାଜ୍ୟବ୍ୟାପୀ ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତା ଆଜି

କଟକ : ଦୈନିକ ‘ସମାଜ’ର ଅକ୍ଟୋବର ୪ତାରିଖରେ ପାଳିତ ହେବାକୁ ଥିବା ୯୯ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଆସନ୍ତାକାଲି(ରବିବାର) ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’…
Read More...

ରବିବାର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ବୃଷ:…
Read More...

ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ୬ ନୂଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୬ଟି ନୂଆ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ…
Read More...

ନବୀନ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ:ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଯେଉଁସବୁ ଆରୋପ ଆଣିଥିଲେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜବାବ ରଖିଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଟିପ୍ପଣୀ…
Read More...

କଳାବ୍ୟାଜ୍‍ ପିନ୍ଧି ପାଠପଢ଼ାଇବେ ଶିକ୍ଷକ: ମିଳିତ ମଞ୍ଚ

ଭୁବନେଶ୍ୱର : ଦୁଇ ଦୁଇଥର ମନ୍ତ୍ରିସ୍ତରୀୟ ବୈଠକ ବସି ମିଳିତମଞ୍ଚ ସହିତ ଆଲୋଚନା କଲେ, କିନ୍ତୁ ସରକାର ତାଙ୍କ ଜିଦ୍‍ରେ ଅଟଳ ଥିବାରୁ ସମସ୍ୟା ସମାଧାନର ରାସ୍ତା ଫିଟୁ ନାହିଁ। ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପ୍ରତି ସରକାର…
Read More...

ମୋଦୀଙ୍କ ବକ୍ତବ୍ୟ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଉଦ୍ଦିଷ୍ଟ

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସିବା ସହିତ ନେତାଙ୍କ ହାବଭାବ ବି ବଦଳୁଛି। ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଦୁଇଟି ସାଧାରଣ ସଭାରେ ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀ…
Read More...

ପୁଲିସ ସହ ସଂଘର୍ଷରେ ୨ ଛାତ୍ର ମୃତ

କଲକାତା : ପଶ୍ଚିମବଙ୍ଗର ଇସଲାମପୁରସ୍ଥିତ ଦାରିଭିତ ହାଇସ୍କୁଲ ପରିସରରେ ପୁଲିସ ସହ ସଂଘର୍ଷରେ ୨ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ମୃତ ଦୁଇ ଛାତ୍ର ହେଲେ ରାଜେଶ ସରକାର ଓ ତାପସ ବର୍ମନ। ଏମାନେ ଉକ୍ତ ସ୍କୁଲର ପୂର୍ବତନ…
Read More...

କାଳିଆକୁ ମାସେ ହେଲା ଛାଡ଼ୁନି ଜ୍ୱର

ନୂଆଦିଲ୍ଲୀ : ଅସ୍ତ୍ରୋପଚାର‌ ଜରିଆରେ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏବେ ବି ବାପା ଭୁୟାଁ କହଁର ଚିନ୍ତିତ। କାରଣ ବଳିଆ ସୁସ୍ଥ ଥିଲେ ମଧ୍ୟ ସାନପୁଅ କାଳିଆକୁ ଦୀର୍ଘ ଏକ…
Read More...

ଗଜପତିଙ୍କ ୬୧ଅଙ୍କ ଚାଲିଲା ; ଶ୍ରୀନଅରରେ ସୁନିଆ ପାଳିତ

ପୁରୀ : ଶ୍ରୀନଅରରେ ଶୁକ୍ରବାର ସୁନିଆ ପାଳିତ ହୋଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ପକ୍ଷରୁ ୬୧ଅଙ୍କ ଏବଂ ୧୪୨୬ସାଲ ନୂତନ ମୁଦ୍ରା ପ୍ରଚଳନ କରାଯାଇଛି। ପରମ୍ପରା ଅନୁଯାୟୀ ରାଜଗୁରୁ ଶୁଭଖୁଣ୍ଟି ଅନୁକୂଳ…
Read More...

ଆଫଗାନିସ୍ତାନକୁ ୩ ୱିକେଟରେ ହରାଇଲା ପାକିସ୍ତାନ

ଆବୁ ଧାବି : ଇନାମ ଉଲ ହକ୍‍, ବାବର ଆଜମ ଓ ସୋଏବ ମଲ୍ଲିକଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ଏଠାରେ ଶୁକ୍ରବାର ଖେଳାଯାଇଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ସୁପର ଫୋର୍‍ ମ୍ୟାଚରେ…
Read More...

ଅଭିଜିତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗ ; ଆଜି ଗୃହ କମିଟି ବୈଠକ

ଭୁବନେଶ୍ୱର : ଓଡ଼ିଶା ସମ୍ପର୍କରେ ଅଭିଜିତ ଆୟାର ରଖିଥିବା ବିବାଦୀୟ ମନ୍ତବ୍ୟର ତର୍ଜମା ନେଇ ଶନିବାର ତାଙ୍କ ବିରୋଧରେ ସ୍ୱାଧିକାର ପ୍ରସଙ୍ଗର ତଦନ୍ତ ପାଇଁ ଗଠନ କରାଯାଇଥିବା ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ…
Read More...

ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ

ପୁରୀ : ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ। କୌଣସି ପରିସ୍ଥିତିରେ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ଭିତରେ ପୂରାଇ ଦିଆଯିବ ନାହିଁ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଡଃ…
Read More...

ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ

ଦୁବାଇ : ଏଠାରେ ଶୁକ୍ରବାର ଖେଳାଯାଇଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର ଫୋର୍‍ ପର୍ଯ୍ୟାୟର ଏକ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ…
Read More...

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ…
Read More...

ଶନିବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚଞ୍ଚଳ ପ୍ରକୃତିର ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ବୃଷ: ଭ୍ରମଣ ସୁଖ…
Read More...

ଆସନ୍ତା ସପ୍ତାହରେ ୬୬ ପୌରାଞ୍ଚଳ ପାଇଁ ପ୍ରଶାସକ ନିଯୁକ୍ତି

ଭୁବନେଶ୍ୱର : ଚଳିତମାସ ୩୦ ତାରିଖରେ ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଯଥା ସମୟରେ ନିର୍ବାଚନ ସମ୍ଭବ ହେଉନାହିଁ।…
Read More...

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ : ବିମାନ ବନ୍ଦରରୁ ରାଜଭବନ ପୁଲିସର କାର୍‍କେଡ୍‍ ରିହରସାଲ

ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ…
Read More...

ମାଲକାନଗିରିରେ ୭୦୦ରୁ ଊର୍ଦ୍ଧ୍ବ ପରିବାର ଜଳବନ୍ଦୀ

ମାଲକାନଗିରି :  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବା ପରେ ଏହାର ପ୍ରଭାବ ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି ଓ କୋରାପୁଟ ଜିଲା ଉପରେ ପଡ଼ିଛି। କୋରାପୁଟ ଜିଲାର କୋଲାବ ଜଳଭଣ୍ଡାରର ୨ଟି…
Read More...

ଡିପିଆରରେ ତ୍ରୁଟି ପାଇଁ ଓଡ଼ିଶା ହରାଇଲା ୧୫୫କୋଟି

ସିଏଜି ରିପୋର୍ଟ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‍ଜିଏସ୍‍ୱାଇ) କାର୍ଯ୍ୟାନ୍ୱୟନ ବେଳେ ସରକାର ନିର୍ଦିଷ୍ଟ ନୀତିନିୟମ ଅନୁପାଳନ କରି ନଥିବାରୁ ରାଜ୍ୟ ସରକାରଙ୍କ ୧୫୫.୩୩କୋଟି ଟଙ୍କାର…
Read More...

ବାତ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ବାତ୍ୟା ଆଶଙ୍କା କରି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ନିର୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ…
Read More...

ସୀତାରମଣଙ୍କ ଇସ୍ତଫା ଦାବି କଲେ ରାହୁଲ

-ରାଫେଲ ତିଆରି ପାଇଁ ହାଲ୍ ସକ୍ଷମ: ଟିଏସ୍ ରାଜୁ, -ରାଫେଲ ଜେଟ୍ ଉଡାଇଲେ ବାୟୁସେନା ଉପମୁଖ୍ୟ ନୂଆଦିଲ୍ଲୀ : ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ରାଜନୀତି ସରଗରମ ଥିବାବେଳେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ…
Read More...

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ : ‘ପ୍ରହାର’ ପରୀକ୍ଷା ସଫଳ

ବାଲେଶ୍ୱର : ଭାରତର ନିଜସ୍ୱ ଜ୍ଞାନ କୌଶଳ ତଥା ସ୍ବଳ୍ପ ଖର୍ଚ୍ଚରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରହାର’କୁ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର…
Read More...

ବାତିଲ ହେଲା ‘ଖୁସି’ ଟେଣ୍ଡର

ଭୁବନେଶ୍ୱର : ରାଜ୍ୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦୂର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ଯୋଜନା ‘ଖୁସି’ ଲାଗି ଓଡ଼ିଶା ଔଷଧ ନିଗମ ପକ୍ଷରୁ ନିକଟରେ ହୋଇଥିବା…
Read More...

ସ୍ଥଳଭାଗ ଛୁଇଁଲା ‘ଡାଏ’

-ତିନିଟି ଜିଲା ପାଇଁ ରେଡ୍‌ ଆଲର୍ଟ ଜାରି, -ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦେଶ -୫ ଜିଲାରେ ୨୧ ତାରିଖ ଛୁଟି ବାତିଲ, -ତଳିଆ ଅଞ୍ଚଳରେ ବଡ଼ ଜୁଆର ଆଶଙ୍କା -ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଭୁବନେଶ୍ୱର…
Read More...

ଭାରତ-ବାଂଲାଦେଶ ମୁକାବିଲା ଆଜି

ଦୁବାଇ  : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ସୁପର-୪ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‍ରେ ଶୁକ୍ରବାର ବାଂଲାଦେଶକୁ ଭେଟିବ ଭାରତ। ଗ୍ରୁପ୍‍ ପର୍ଯ୍ୟାୟରେ ଭାରତୀୟ ଦଳ ହଂକଂ ଓ ପାକିସ୍ତାନକୁ ପରାସ୍ତ କରିଥିବାରୁ…
Read More...

ନ୍ୟୁୟର୍କରେ ସୁଷମା-କ୍ୟୁରେସୀ କଥାବାର୍ତ୍ତା

-ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନର ଆଭାସ -ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାକ୍ଷାତ -କରତାରପୁର ସାହିବ ପ୍ରସଙ୍ଗ ଉଠାଇବେ ସୁଷମା ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନର ଆଭାସ…
Read More...

ବିଧାନସଭା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର : ଚଳିତମାସ ୪ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ତଥା ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ଆଜି ଅପରାହ୍ନରେ ବାଚସ୍ପତି ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା…
Read More...

ପହଞ୍ଚିଲେ ଆମିକସ୍‍ କ୍ୟୁରି

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ଜିଲାଜଜ୍‍ଙ୍କ ୧୨ଟି ସୁପାରିସ ଉପରେ ସେ ଶ୍ରୀମନ୍ଦିର…
Read More...

ଆଫ୍‍ଗାନିସ୍ତାନର କ୍ରମାଗତ ୨ୟ ବିଜୟ

ଆବୁଧାବି : ଏସିଆ କପ୍ ରେ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରିରଖିଛି ଆଫ୍‍ଗାନିସ୍ତାନ। ଶ୍ରୀଲଙ୍କାକୁ ପରାସ୍ତକରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ଦେବା ପରେ ଗୁରୁବାର ବାଂଲାଦେଶ ବିପକ୍ଷରେ ମଧ୍ୟ ଆଫ୍‍ଗାନିସ୍ତାନ ବିପୁଳ ବିଜୟ…
Read More...

ଶୁକ୍ରବାର ରାଶିଫଳ

ମେଷ: ପଦ ମର୍ଯ୍ୟାଦର ଅଧିକାରୀ ହେବେ। ସୁଖୀ ହେବେ। ସମ୍ମାନିତ ହେବା ଆଶାକରାଯାଏ। ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସାର ପାତ୍ର ହେବେ। ପାରିବାରିକ ସମସ୍ୟାର ସମାଧାନ ହେବ। କାର୍ଯ୍ୟ ସଫଳ ହେବ।…
Read More...

ମହରମ ପାଳନରେ ପ୍ରଶାସନର କଟକଣା

-ବାହାରିବନି କାଫେଲା ଶୋଭାଯାତ୍ରା, ହେବନି ଧର୍ମସଭା -ପ୍ରଶାସନର ନିଷ୍ପତ୍ତି ଦୁଃଖଦାୟକ: ମୁସଲିମ ଜମାତ ଭଦ୍ରକ  : ଦେଢବର୍ଷ ତଳର ହିଂସାର ଭୂତ ଗୋଡାଉଛି ଭଦ୍ରକ ଜିଲା ପ୍ରଶାସନକୁ। ଆଇନଶୃଙ୍ଖଳାର ଦାୟିତ୍ୱ ନେବାର ଥିବା…
Read More...

ସ୍ୱଳ୍ପ ସଞ୍ଚୟ ଯୋଜନା ସୁଧହାର ବଢ଼ିଲା

ନୂଆଦିଲ୍ଲୀ : ସ୍ୱଳ୍ପ ସଞ୍ଚୟକାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ଗୁରୁବାର କେତେକ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାରରେ ୪୦ ବେସିସ୍‍ ପଏଣ୍ଟ ବା ୦.୪% ବୃଦ୍ଧି କରିଛନ୍ତି। ଚଳିତ ବର୍ଷର ତୃତୀୟ ତ୍ରୈମାସ…
Read More...

ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି:ମୁଖ୍ୟମନ୍ତ୍ରୀ

-‘କୃଷି କର୍ମଣ’ ପୁରସ୍କାର ରାଶିରେ ‘କୃଷି ଭବନ’ ନିର୍ମିତ -ସ୍ଥାନାନ୍ତର ହେବ ୩ ନିର୍ଦେଶାଳୟ -ଜଳସେଚନ ପାଇଁ ଖର୍ଚ୍ଚ ହେବ ୭୫କୋଟି ଭୁବନେଶ୍ୱର : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏହି ରାଜ୍ୟର ଚାଷ ଓ ଚାଷୀର…
Read More...

ପୂର୍ବ ଭାରତର ବିକାଶ : ୨୨ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଆଧାରଶିଳା ରଖିିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ତାଳଚେର ଫର୍ଟିଲାଇଜର୍‍ ଲିମିଟେଡ୍‍ (ଗେଲ୍‍, ସିଆଇଏଲ୍‍, ଆର୍‍ସିଏଫ୍‍ ଏବଂ ଏଫ୍‍ସିଆଇଏଲ୍‍ର ମିଳିତ ଉଦ୍ୟୋଗ)ରେ ପ୍ରଥମ କରି କୋଲ୍‍ ଗ୍ୟାସିଫିକେସନ୍‍…
Read More...

ଚାଇନା ଓପନ୍‍ ବ୍ୟାଡମିଣ୍ଟନ : ପ୍ରିକ୍ୱାର୍ଟରରେ ଶ୍ରୀକାନ୍ତ

ଚାଙ୍ଗଝୌ(ଚୀନ୍‍)  : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ବିଭାଗ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ରାଉଣ୍ଡରେ…
Read More...

ମହିଳା ଟ୍ୱେଣ୍ଟି-୨୦ : ଶ୍ରୀଲଙ୍କାକୁ ୧୩ ରନ୍‍ରେ ପରାସ୍ତ କଲା ଭାରତ

କାଟୁନାଏକେ (ଶ୍ରୀଲଙ୍କା) : ଘରୋଇ ଶ୍ରୀଲଙ୍କା ମହିଳା କ୍ରିକେଟ୍‍ ଦଳକୁ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ୧୩ ରନ୍‍ରେ ପରାସ୍ତ କରିଛି ଭ୍ରମଣକାରୀ ଭାରତ। ଟସ୍‍ରେ ଜିତି ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିବାକୁ…
Read More...

ଭାରତ ଗସ୍ତରେ ଆଫଗାନ ରାଷ୍ଟ୍ରପତି : ଶାନ୍ତି ଓ ବୁଝାମଣା ପ୍ରକ୍ରିୟାକୁ ଭାରତର ସମର୍ଥନ

ନୂଆଦିଲ୍ଲୀ : ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଭାରତର ସମର୍ଥନ ଜାରି ରହିବ। ଆଫଗାନିସ୍ତାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ହିଂସାକୁ ଭାରତ ଦୃଢ଼ ନିନ୍ଦା କରୁଛି ଏବଂ ଏହା ସେଠାରେ ମାନବ ସମ୍ବଳର ବ୍ୟାପକ କ୍ଷତି…
Read More...

ପାକିସ୍ତାନ ବ୍ୟାଟିଂ ବିଫଳ ; ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୩

ଦୁବାଇ : ଚଳିତ ଏସିଆ କପ୍‍ରେ ପ୍ରତିପକ୍ଷ ବଦଳିବା ସହ ଭାରତୀୟ ବୋଲରଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଛି। ଦିନକ ତଳେ ଦୁର୍ବଳ ହଂକଂ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ କରିଥିବା ଭାରତୀୟ ବୋଲର ଚିର ପ୍ରତିଦ୍ୱନ୍ଦ୍ୱୀ…
Read More...

ତାଳଚେର ସାର କାରଖାନାରେ ଆରସିଏଫର ଇକ୍ୟୁଟି ନିବେଶକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ : ଜାତୀୟ ରସାୟନ ଏବଂ ସାର ଲିମିଟେଡ୍‍ (ଆରସିଏଫ) ଦ୍ୱାରା ତାଳଚେର ସାର ଲିମିଟେଡ୍‍ (ଟିଏଫଏଲ)ରେ ଏକ କୋଇଲା ବାଷ୍ପିକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏଥିପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୨୯.୬୭% ହାରରେ…
Read More...

ଆଶା କର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଶାକର୍ମୀମାନଙ୍କ ସହାୟତା ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ଏହି ପ୍ୟାକେଜ…
Read More...

ଆଇନଜୀବୀଙ୍କୁ ମାଡ଼ ଘଟଣା : ଅଧିବକ୍ତା ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ବର :  କଟକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ନିର୍ଯାତନା ଏବଂ ବର୍ବୋରୋଚିତ ମାଡ଼ ମରାଯିବା ଘଟଣାରେ ବର୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ଘଟଣାରେ ତ୍ୱରିତ…
Read More...

ପରମାଣୁ ନିରସ୍ତ୍ରୀକରଣ ରାଜିନାମାରେ ସ୍ୱାକ୍ଷର କଲେ ଉତ୍ତର ଓ ଦକ୍ଷିଣ କୋରିଆ

ସିଓଲ : କୋରିଆ ଉପମହାଦେଶରୁ ସଙ୍କଟର ଅବସାନ ଏବଂ ପରମାଣୁ ନିରସ୍ତ୍ରୀକରଣ, ସାମରିକ ଉତ୍ତେଜନା ହ୍ରାସ ରାଜିନାମାରେ ଉତ୍ତର କୋରିଆ ଶାସକ କିମ୍‍ ଜଙ୍ଗ୍‍ ଉନ୍‍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଏ ଇନ୍‍ ସ୍ୱାକ୍ଷର…
Read More...

କଂଗ୍ରେସରେ ଯୋଗ ଦେଲେ ଜର୍ଜ ତିର୍କୀ ଓ ସୁଦର୍ଶନ ଦାସ

ନୂଆଦିଲ୍ଲୀ : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କଂଗ୍ରେସରେ ଯୋଗ ଦେଇଛନ୍ତି ।ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଜର୍ଜ ଓ ତାଙ୍କ ସମର୍ଥକ ମାନେ…
Read More...

ଜେଲ ଗଲେ ମହିମା ମିଶ୍ର

ଜଗତସିଂହପୁର :  ଶିଳ୍ପପତି ମହିମା ମିଶ୍ର ପୁଣି ଜେଲ ଯାଇଛନ୍ତି।  ବହୁଚର୍ଚ୍ଚିତ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଛି । ବୁଧବାର କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ସେ…
Read More...

ରୁଷର ଯୁଦ୍ଧ ବିମାନ ନିଖୋଜ

ମସ୍କୋ : ରୁଷ୍‍ର ଏକ ଯୁଦ୍ଧବିମାନ ସିରିଆର ଭୁମଧ୍ୟସାଗର ଉପରେ ନିଖୋଜ ହୋଇଯାଇଛି। ରୁଷ ସାମରିକ ବାହିନୀ କହିଛି ଏଥିରେ ୧୪ଜଣ ଲୋକ ଥିଲେ । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ସ୍ଥଳଭାଗଠାରୁ ସମୁଦ୍ର…
Read More...

ତେଲ ଟ୍ୟାଙ୍କର ଓ ବସ୍‍ ଧକ୍କା : ୨୧ ମୃତ

ତେହରାନ୍‍ : ଇରାନ୍‍ରେ ଗୋଟିଏ ତେଲ ଟ୍ୟାଙ୍କର ଓ ଯାତ୍ରୀବାହୀ ବସ୍‍ ମଧ୍ୟରେ ଧକ୍କା ହେବା ଫଳରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ତେହରାନ୍‍ ଠାରୁ ୨୦୦ କିଲୋମିଟର ଦକ୍ଷିଣରେ ଥିବା କାଶାନ୍‍ ଓ ନାହାଞ୍ଜ ମଧ୍ୟରେ…
Read More...

ଭାରତ-ବାଂଲାଦେଶ ମୈତ୍ରୀ ପାଇପ୍‍ଲାଇନ୍‍ ନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ ଆଜି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ମଙ୍ଗଳବାର ମିଳିତ ଭାବେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ମୈତ୍ରୀ ପାଇପ୍‍ଲାଇନ୍‍ ନିର୍ମାଣ ପ୍ରକଳ୍ପର…
Read More...

ବାରଣାସୀରେ ୫୫୭କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀଠାରେ ୫୫୭କୋଟି ୩୯ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି ।…
Read More...

ଚାରା,ସମବାୟ ଦୁର୍ନୀତି ଓ ହେଲିକପ୍ଟର ଉଡିବା ଘଟଣାକୁ ନେଇ ହଟ୍ଟଗୋଳ : ଗୃହ ମୁଲତବୀ

ଭୁବନେଶ୍ବର : ରାଜ୍ୟ ବିଧାନସଭାର ଗୃହ କାର୍ଯ୍ୟ ମଙ୍ଗଳବାର ମଧ୍ୟ ସୁଚାରୁରୂପେ ଚାଲିପାରି ନାହିଁ। ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ନେଇ କଂଗ୍ରେସ, ବିଜେପି ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ପ୍ରଶ୍ନକାଳ…
Read More...

୨୦୨୦ସୁଦ୍ଧା ଭାରତରେ ମହାମାରୀ ରୂପ ଧାରଣ କରିବ ହୃଦରୋଗ

ନୂଆଦିଲ୍ଲୀ : ଭାରତୀୟ ଯୁବକମାନଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଯଦି ଏହାକୁ ରୋକା ନ ଯାଏ ତେବେ ଏହା ମହାମାରୀର ରୂପ ନେବ। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ମ୍ୟାକ୍ସ ସୁପର…
Read More...

ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ

ଭୁବନେଶ୍ୱର :ଟାଟା ମୋଟର୍ସ ପକ୍ଷରୁ ନେକ୍ସନ୍‍ର ପ୍ରଥମ ବାର୍ଷିକୀ ଅବସରରେ ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ କରାଯାଇଛି । ଏହା କ୍ରାଜ୍‍ ଏବଂ କ୍ରାଜ୍‍ ପ୍ଲସ୍‍ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ। ଏହାର…
Read More...

ୟୁଏସଆଇଏସପିଏଫ ଫୋରମ୍‍ରେ ଯୋଗଦେଲେ ଏସ୍‍. ଜୟଶଙ୍କର

ୱାଶିଂଟନ : ପୂର୍ବତନ ବିଦେଶ ସଚିବ ଏସ୍‍. ଜୟଶଙ୍କର ଆମେରିକା-ଭାରତ ନୀତିଗତ ଭାଗିଦାରୀ ଫୋରମ୍‍ (ୟୁଏସଆଇଏସପିଏଫ) ଫୋରମ୍‍ରେ ଯୋଗ ଦେଇଛନ୍ତି।  ସୋମବାର ଫୋରମ୍‍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତି ରେ କୁହାଯାଇଛି, ଶ୍ରୀ…
Read More...

ବାରଣାସୀରେ ମୋଦୀ : ୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ ଓ ଶିଳାନ୍ୟାସ

ବାରଣାସୀ : ନିଜ ଜନ୍ମ ଦିନ ଅବସରରେ ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଥିବା ଅନେକ ବିକାଶମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ…
Read More...

ଏସିଆ କପ୍‍ରୁ ଶ୍ରୀଲଙ୍କାର ବିଦାୟ : ଆଜି ଭାରତ-ହଂକଂ ମୁକାବିଲା

ଆବୁଧାବି  : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ବଡ଼ ବିପର୍ଯ୍ୟୟ ଘଟାଇ ଆଫ୍‍ଗାନିସ୍ତାନ ଚମକପ୍ରଦ ବିଜୟ ହାସଲ କରିଛି। ଫଳରେ ୫ ଥର ଚମ୍ପିଆନ୍‍ ଦଳ ଶ୍ରୀଲଙ୍କା। ଲିଗ୍‍ ପର୍ଯ୍ୟାୟରୁ ବିଦାୟ ନେଇଛି। …
Read More...

ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା : ୪ ଆହତ

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ରେ ଥିବା ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ପଛ ଟ୍ରକ ଆଗ ଟ୍ରକକୁ ଧକ୍କା…
Read More...

ପ୍ରସ୍ତୁତି ନେଇ ବିଧାନସଭାରେ ଆଲୋଚନା ଦାବି

କଟକ : କ୍ୟାଲେଣ୍ଡରରେ ଆଉ ମାତ୍ର ୧୪ ଦିନ ପରେ ଆସି ପହଞ୍ଚିବ ଅକ୍ଟୋବର ୨ ତାରିଖ। ଅହିଂସାର ପୂଜାରୀ, ସତ୍ୟାନୁରାଗୀ, ସାବରମତୀର ସନ୍ଥ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ସମାରୋହ। ଜାତିର ଜନକ,…
Read More...

କର୍ତ୍ତବ୍ୟନିଷ୍ଠ ମହିଳା ପୁଲିସ ଅଫିସର ଅର୍ଚ୍ଚନା ଝା

ରାୟପୁର : ସୀମାରେ ଦେଶର ସୁରକ୍ଷା ଠାରୁ ନେଇକରି ଫାଇଟର ପ୍ଲେନ ଉଡ଼େଇ ଝିଅମାନେ ପ୍ରମାଣ କରିଦେଇଛନ୍ତି କି ସେମାନେ କୌଣସି ବି କାମରେ ପୁଅମାନଙ୍କ ଠାରୁ କମ୍ ନୁହଁନ୍ତି। ସେ ରାଜନୀତିରେ ହେଉ କି ରଣଭୂମିରେ, ସର୍ବଦା…
Read More...

ହଂକଂ ବିପକ୍ଷରେ ପାକିସ୍ତାନର ସହଜ ବିଜୟ

ଦୁବାଇ : ଚଳିତ ଏସିଆ କପ୍‍ କ୍ରିକେଟ୍‍ର ୨ୟ ମ୍ୟାଚ୍‍ରେ ସହଜ ବିଜୟ ହାସଲ କରିଛି ୨ ଥର ଚମ୍ପିଆନ୍‍ ପାକିସ୍ତାନ ଦଳ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରବିବାର ହଂକଂକୁ ୮ ୱିକେଟରେ ପାକିସ୍ତାନ ପରାସ୍ତ କରିଛି।…
Read More...

 ଜାତୀୟ ଶିବିର ପାଇଁ ପହଞ୍ଚିଲେ ହକି ଖେଳାଳି

ଭୁବନେଶ୍ୱର : ହକି ବିଶ୍ୱକପ ଓ ଏସିଆନ୍‍ ଚମ୍ପିଆନ୍‍ସିପ୍‍ ଟ୍ରଫି ହକି ପ୍ରତିଯୋଗିତା ପ୍ରସ୍ତୁତି ଲାଗି ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷଣ ଶିବିର କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ…
Read More...

ନବୀନଙ୍କୁ ପୁଣି ଚିଠି ଲେଖିଲେ କେନ୍ଦ୍ର ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ଏନଟିପିସି ପ୍ରକଳ୍ପକୁ ନେଇ ଚାଲିଛି ଚିଠି ଯୁଦ୍ଧ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଏବଂ ଏହା ଉପରେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଜବାବ ପରେ ପୁନର୍ବାର…
Read More...

୪୮ଘଣ୍ଟାରେ ଲଘୁଚାପ ; ୪ ଦିନ ବର୍ଷିବ

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ…
Read More...

ଜନ୍ମ ଦିନରେ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ବାରାଣସୀ ଗସ୍ତ  

ବାରାଣସୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତାକାଲି(ସୋମବାର)ଠାରୁ ଦୁଇ ଦିନ ପାଇଁ ନିଜ ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀ ଗସ୍ତରେ ଯିବେ । ସେ ନିଜ ସଂସଦୀୟ କ୍ଷେତ୍ରରେ ନିଜର ଜନ୍ମଦିନ ପାଳନ କରିବେ।…
Read More...

ଚୀନ୍‍ରେ ମାଙ୍ଗ୍‍ଖୁଟ୍‍ ଘୂର୍ଣ୍ଣିଝଡ଼ର ତାଣ୍ଡବ ; ୧୧୧ ଆହତ, ୮୦୦ ବିମାନ ବାତିଲ

ହଂକଂ : ଚୀନ୍‍ର ଅଧିକ ଜନବହୁଳ  ଗୁଆଙ୍ଗ୍‍ଡୋଙ୍ଗ୍‍ ପ୍ରଦେଶରେ ମାଙ୍ଗ୍‍ଖୁଟ୍‍ ଘୂର୍ଣ୍ଣିଝଡ଼ ବ୍ୟାପକ ଘୟକ୍ଷତି ଘଟାଇଛି। ଘଣ୍ଟା ପ୍ରତି ୧୬୨ କିଲୋମିଟର ବେଗରେ ପବନ ବହୁଛି। ହଂକଂରେ ତାଣ୍ଡବ ସୃଷ୍ଟି କରିବା ପୂର୍ବରୁ ଏହି…
Read More...

ଶ୍ରୀ ମନ୍ଦିର ସଂସ୍କାର : ୨୦ରେ ପୁରୀ ଆସିବେ ଆମିକସ କ୍ୟୁରି

ନୂଆଦିଲ୍ଲୀ : ପୁରୀ ଶ୍ରୀ ମନ୍ଦିରରେ ସଂସ୍କାର ପାଇଁ ପଦକ୍ଷେପ ସ୍ୱରୂପ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍‍ କ୍ୟୁରି ଆସନ୍ତା ୨୦ତାରିଖରେ ପୁରୀ ଆସିବେ। ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍‍ କ୍ୟୁରି…
Read More...

ମହିଳା ବକ୍ସିଂ : ମାରି କମ୍‍ଙ୍କୁ ସ୍ୱର୍ଣ୍ଣ ୪ ଭାରତୀୟଙ୍କୁ ବ୍ରୋଞ୍ଜ୍‍

ନୂଆଦିଲ୍ଲୀ  : ପାଞ୍ଚଥର ବିଶ୍ୱ ବକ୍ସିଂ ଚାମ୍ପିୟାନ୍‍ ଭାରତର ଏମ୍‍.ସି. ମାରି କମ୍‍ ପୋଲାଣ୍ଡରେ ଚାଲିଥିବା ୧୩ଶ ସିଲେସିଆନ୍‍ ବକ୍ସିଂ ଚମ୍ପିଆନ୍‍ସିପ୍‍ରେ ୪୮ କିଲୋଗ୍ରାମ ଶ୍ରେଣୀରେ ଏବର୍ଷର ତୃତୀୟ ସ୍ୱର୍ଣ୍ଣ ପଦକ…
Read More...

ଆଜି ପିଏସ୍‍ଏଲ୍‍ଭି – ସି.-୪୨ର ଉତକ୍ଷେପଣ

ଆନ୍ଧ୍ର ପ୍ରଦେଶ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଇସ୍ରୋ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍‍ଏଲ୍‍ଭି - ସି.-୪୨ ଉପଗ୍ରହକୁ ମହାକାଶକୁ ପଠାଇବ। ଏଥିପାଇଁ ଗତକାଲି ଠାରୁ ୩୩ ଘଣ୍ଟିଆ…
Read More...

ଏସିଆ କପ୍‍ କ୍ରିକେଟ : ଆଜି ପାକିସ୍ତାନ – ହଂକଂ ମଧ୍ୟରେ ମୁକାବିଲା

ଦୁବାଇ : ଶନିବାର ଠାରୁ ଦୁବାଇରେ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ୍‍ର ୧୪ଶ ସଂସ୍କରଣ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ଅର୍ଜନ କରିଛନ୍ତି ବାଂଲାଦେଶର ମୁସ୍‍ଫିକୁର ରହିମ୍‍। ଫଳରେ ଶ୍ରୀଲଙ୍କା ବିପକ୍ଷରେ ବିପୁଳ…
Read More...

ସାଫ୍‍ କପ୍‍ ଫୁଟବଲ: ଭାରତକୁ ହରାଇ ମାଳଦ୍ୱୀପ ଚମ୍ପିଆନ

ଢାକା : ବାଂଲାଦେଶର ରାଜଧାନୀ ଢାକାରେ ଚାଲିଥିବା ସାଫ୍‍ (ସାଉଥ ଏସିଆନ ଫୁଟବଲ ଫେଡେରେସନ) ସୁଜୁକି କପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଳଦ୍ୱୀପ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ସ୍ଥାନୀୟ ବଙ୍ଗବନ୍ଧୁ ଷ୍ଟାଡିୟମରେ…
Read More...

ଓମାନର ସୋହାରରେ ନୂଆଖାଇ ଭେଟଘାଟ୍

ସୋହାର :   ଦେଶ ବିଦେଶରେ ନୂଆଖାଇ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ଶୁକ୍ରବାର ଓମାନର ସୋହାରଠାରେ ପାଳିତ ହୋଇଯାଇଛି । ମା ସମଲେଶ୍ବରୀ , ପ୍ରଭୁ ଶ୍ରୀଜନ୍ନାଥଙ୍କ ଆରାଧନା, ନବାନ୍ନ…
Read More...

ଏସ୍‌ସିବିରେ ୨୫୦ ଏମ୍‌ବିବିଏସ୍‌ ସିଟ୍‍ରେ ନାମଲେଖାକୁ ଅନୁମୋଦନ

ଭୁବନେଶ୍ୱର  : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଏମବିବିଏସ ସିଟ୍ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବା ପାଇଁ ହୋଇଥିବା ଆବେଦନକୁ ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ ଅନୁମତି…
Read More...

ମୋବିଷ୍ଟାରର ଓଡ଼ିଶା ବଜାର ପ୍ରବେଶ ; ନୂଆ ସେଲଫି ସ୍ମାର୍ଟଫୋନ୍‍ ଶୃଙ୍ଖଳାର ଶୁଭାରମ୍ଭ

ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍‍ ବ୍ରାଣ୍ଡ ମୋବିଷ୍ଟାର ଓଡ଼ିଶାର ଅଫ୍‍ଲାଇନ୍‍ ବଜାରରେ ଏହାର ୫ଟି ସେଲଫି କେନ୍ଦ୍ରିତ ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି। ମୋବିଷ୍ଟାରର ନୂଆ ରେଞ୍ଜ ମଧ୍ୟରେ ସି୧ ଲାଇଟ୍‍,…
Read More...

ଏସିଆ କପ୍‍ କ୍ରିକେଟ : ଖେଳସୂଚୀ

ଦୁବାଇ : ଶନିବାରଠାରୁ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ । ଠିକ୍‍ ୩୪ ବର୍ଷ ତଳେ ଏହି ୟୁଏଇରେ ହିଁ ଏସିଆ କପ୍‍ ଆରମ୍ଭ ହୋଇଥିଲା। ଏହାର ୧୪ଶ ସଂସ୍କରଣ ୟୁଏଇର ୨ଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯାଉଛି। ଏହି…
Read More...

ଆସାମରେ ବନ୍ୟା ; ୧ ମୃତ, ଲକ୍ଷାଧିକ ପ୍ରଭାବିତ

ଗୌହାଟୀ : ଆସାମରେ ଅଚାନକ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଥି ଯୋଗୁଁ ଛ’ଟି ଜିଲ୍ଲାର ପ୍ରାୟ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଧେମାଜୀ ଜିଲ୍ଲାର ୧୧୮ଟି ଗାଁର ୪୮ ହଜାରରୁ ଅଧିକ ଲୋକ…
Read More...

ଏସିଆ କପ୍‍ କ୍ରିକେଟ : ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ

ଦୁବାଇ: ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାରଠାରୁ ଦୁବାଇରେ ଆରମ୍ଭ ହେଉଛି। ମୋଟ ଛ’ଟି ଦଳ ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଭାଗ ନେଉଛନ୍ତି। ଗ୍ରୁପ-ଏ’ରେ ଗତବର୍ଷର ଚମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ…
Read More...

‘ସାଫ୍‍ କପ୍‍’ ଫୁଟବଲ ଫାଇନାଲ ; ଭାରତ ଓ ମାଲଦ୍ୱୀପ ମଧ୍ୟରେ ମୁକାବିଲା

ଢ଼ାକା : ବାଂଲାଦେଶର ଢ଼ାକାଠାରେ ଶନିବାର ସନ୍ଧ୍ୟାରେ ଦକ୍ଷିଣ ଏସିଆ ଫୁଟ୍‍ବଲ୍‍ ମହାସଂଘ - ‘ସାଫ୍‍ କପ୍‍’ ଫୁଟବଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଓ ମାଲଦ୍ୱୀପ ମଧ୍ୟରେ ଫାଇନାଲ୍‍ ମୁକାବିଲା ହେବ। ୭ ଥର ବିଜେତା…
Read More...

‘ପ୍ରେମ୍‍ କୁମାର’ ସୁଟିଂ ସାରି ଫେରିବା ବେଳେ ପୁଣି ଅଘଟଣ

ଭୁବନେଶ୍ୱର : ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍‍ କୁମାର’ ସୁଟିଂ ବେଳେ ପୁଣି ଅଘଟଣ। ଏହି ଚିତ୍ରର କିଛି ଦୃଶ୍ୟର ସୁଟିଂ ପାଇଁ ନାୟକ ଅନୁଭବ, ନାୟିକା ଶିବାନୀଙ୍କ ସମେତ ନିର୍ଦେଶକ ତାପସ ସରଘରିଆ, କ୍ୟାମେରାମ୍ୟାନ୍‍…
Read More...

ବଦଳିବ ଦାମଙ୍କ ଆସନ

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାରେ ଚତୁର୍ଥ ଥର ପାଇଁ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିବ। ୨୦୧୪ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ବସୁଥିବା…
Read More...

ବାଂଲାଦେଶ-ଶ୍ରୀଲଙ୍କା ଉଦ୍‍ଘାଟନୀ ମୁକାବିଲା

ଦୁବାଇ : ଶନିବାରଠାରୁ ଆରମ୍ଭ ହେଉଛି ଏସିଆ କପ୍‍ କ୍ରିକେଟ । ଠିକ୍‍ ୩୪ ବର୍ଷ ତଳେ ଏହି ୟୁଏଇରେ ହିଁ ଏସିଆ କପ୍‍ ଆରମ୍ଭ ହୋଇଥିଲା। ଏହାର ୧୪ଶ ସଂସ୍କରଣ ୟୁଏଇର ୨ଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହି…
Read More...

ସାତଦିନିଆ ବିଦେଶ ଗସ୍ତରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ତିନୋଟି ୟୁରୋପୀୟ ଦେଶ ସର୍ବିଆ, ମାଲ୍‍ଟା ଓ ରୋମାନିଆକୁ ସାତଦିନିଆ ଗସ୍ତରେ ଯାଇଛନ୍ତି। ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ବେଲ୍‍ଗ୍ରେଡ୍‍ରେ ପହଞ୍ଚିିଛନ୍ତି…
Read More...

ଆହତ ଗୁଣତିଳକ ଏସିଆ କପ୍‍ରୁ ବାଦ

କଲମ୍ବୋ: ସଂଯୁକ୍ତ ଆରବ ଏମିରେଟ୍‍ସରେ  ଶନିବାରଠାରୁ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆଉ ଏକ ଧକ୍କା ପହଞ୍ଚିଛି। ପ୍ରଥମେ ଦିନେଶ…
Read More...

୧୬ରୁ ୧୨ଦିନିଆ ‘ପର୍ଯ୍ୟଟନ ପର୍ବ’

ନୂଆଦିଲ୍ଲୀ : ଆସନ୍ତା ୧୬ତାରିଖରୁ ୨୭ତାରିଖ ମଧ୍ୟରେ ନୂଆଦିଲ୍ଲୀର ରାଜପଥରେ ପର୍ଯ୍ୟଟନ ପର୍ବ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପର୍ଯ୍ୟଟନ ସଚିବ ରଶ୍ମୀ ବର୍ମା…
Read More...

ଆଜି ’ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି (ଶନିବାର)  ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ କରିଛନ୍ତି । ୧୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଏକ ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ…
Read More...

ଆଜି ଠାରୁ ଏସିଆ କପ୍‍ ; ୧୮ରେ ଭାରତ-ହଂକଂ ମ୍ୟାଚ୍

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍‍ସର ୨ଟି ସହର ଦୁବାଇ ଓ ଆବୁଧାବିରେ ଶନିବାର (ଆଜି)ଠାରୁ ଖେଳାଯିବ। ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ମହାଦେଶର ୬ଟି ଦେଶ ଭାଗନେବେ। ୨୦୧୬ରେ…
Read More...

ଭାରତୀୟ ସମାଜ ଏବଂ ଏହାର ପରମ୍ପରା ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର : ମୋଦୀ

ଇନ୍ଦୋର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର  ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିନ କରିଛନ୍ତି ।…
Read More...

କ୍ୱାର୍ଟର ପାଇନାଲରୁ ଶ୍ରୀକାନ୍ତଙ୍କ ବିଦାୟ

ଟୋକିଓ : ଜାପାନ ଓପନ୍‍ ବ୍ୟାଡ୍‍ମିଣ୍ଟନ ପୁରୁଷ ସିଙ୍ଗଲ୍‍ସ୍‍ କ୍ୱାର୍ଟର ପାଇନାଲରେ  କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି । ଦକ୍ଷିଣ କୋରିଆର ଡୋଙ୍ଗ୍‍ କେଉନ୍‍ ଲି ଙ୍କଠାରୁ ସେ ୧୯-୨୧, ୧୬-୨୧ ଓ ୧୮-୨୧ ସେଟ୍‍ରେ…
Read More...

୪ ଜିଲାରେ ପାନୀୟ ଜଳ ଯୋଗାଣ ; ବ୍ୟୟ ହେବ ୨୮୯୭କୋଟି

କଟକ : ଆଉ କିଛି ଦିନ ପରେ ଗାଁଗଣ୍ଡାରେ ବସବାସ କରୁଥିବା ଲୋକମାନେ ପାନୀୟ ଜଳ ଚିନ୍ତାରୁ ମୁକ୍ତି ପାଇବେ। ପ୍ରତ୍ୟେକ ଗାଁରେ ବସବାସ କରୁଥିବା ଲୋକମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି…
Read More...

୧୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ମୌସୁମି ଟ୍ରଫଲାଇନ ଏବେ ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ମଧ୍ୟରେ ସକ୍ରିୟ ଥିବାବେଳେ ଆସନ୍ତା ୪୮ଘଣ୍ଟା ଧରି ଏହା ସ୍ଥିର ରହିବାର ସମ୍ଭାବନା ରହିଛି। ତେବେ ପଶ୍ଚିମା ପବନ ପ୍ରବାହରେ ପରବର୍ତ୍ତୀ…
Read More...

ଓଡ଼ିଶା ପୁଲିସର ‘ଅପରେସନ୍‍ ପରୀ-୨’ : ୧୧ ଦିନରେ ୧୪୯୭ ଶିଶୁ ଉଦ୍ଧାର

ଭୁବନେଶ୍ୱର : ଓଡ଼ିଶା ପୁଲିସ ନିଖୋଜ ପିଲାଙ୍କୁ ଉଦ୍ଧାର କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍‍ ପରୀ-୨’ ସେପ୍‍ଟେମ୍ବର ୧ରୁ ଆରମ୍ଭ କରିଥିଲା। ୧୧ ଦିନରେ ମଧ୍ୟରେ ଓଡ଼ିଶା ପୁଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ…
Read More...

ଶୁକ୍ରବାର ନୂଆଁଖାଇ

ସମ୍ବଲପୁର  : ନୂଆଁଖାଇ ସକାଶେ ଗୁରୁବାର ପଶ୍ଚିମ ଓଡ଼ିଶାର ଗାଁରୁ ସହର ସବୁଠି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଗୁରୁବାର ମନ୍ଦିରର ମୁଖ୍ୟ…
Read More...

ଦକ୍ଷିଣକୋରିଆ ଯୁବପିଢ଼ିଙ୍କ ପାଇଁ ସେନା ଚାକିରି ବାଧ୍ୟତାମୂଳକ

ସିଓଲ : ଦକ୍ଷିଣ କୋରିଆ ସରକାର ଦେଶର ପ୍ରତ୍ୟେକ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ସୈନ୍ୟବାହିନୀରେ ସ୍ୱଳ୍ପକାଳୀନ ଯୋଗଦାନକୁ ବାଧ୍ୟତାମୂଳକ କରିଛନ୍ତି। ସେମାନେ ୧୮ରୁ ୩୫ବର୍ଷ ବୟସ ମଧ୍ୟରେ ସୈନ୍ୟବାହିନୀରେ ନିଜର ନାମ ପଞ୍ଜୀକରଣ…
Read More...

ଏସିଆ କପ୍‍ କ୍ରିକେଟ ; ୩୪ ବର୍ଷର ସୁଦୀର୍ଘ ଇତିହାସ

ନୂଆଦିଲ୍ଲୀ : ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ୨ଟି ସହର ଦୁବାଇ ଓ ଆବୁଧାବିରେ ଶନିବାରଠାରୁ ଖେଳାଯିବ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ମହାଦେଶର ୬ଟି ଦେଶ ଭାଗନେବେ। ୨୦୧୬ରେ ଏସିଆ…
Read More...

ପୁଣି କଥାବାର୍ତ୍ତା ପାଇଁ ଟ୍ରମ୍ପଙ୍କୁ କିମ୍‌ଙ୍କ ଚିଠି

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ବିତୀୟ ସମିତି ବୈଠକ ଲାଗି ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ ଜଙ୍ଗ ଉନ ପତ୍ର ଲେଖିଛନ୍ତି। ହ୍ବାଇଟ ହାଉସ୍ ମୁଖପାତ୍ର ସାରା ସାଣ୍ଡରସ୍‌ କହିଛନ୍ତି ଯେ…
Read More...