www.samajalive.in
Sunday, December 14, 2025
15.1 C
Bhubaneswar

ବଲାଙ୍ଗିରରେ ଡବଲ ମର୍ଡର, ୮ ଗିରଫ

ବଲାଙ୍ଗିର: ବଲାଙ୍ଗିର ଡବଲ ମର୍ଡର ଘଟଣାରେ ୮ଜଣଙ୍କୁ ପୁଲିସ ଗିରଫ କରିଛି। ଝାଡ଼ଖଣ୍ଡର ୭ ଓ ସ୍ଥାନୀୟ ଅଞ୍ଚଳର ଜଣେ ଗିରଫ ହୋଇଛନ୍ତି। ଗିରଫ ୮ଜଣ ଅଭିଯୁକ୍ତଙ୍କୁ ଉତ୍ତରାଞ୍ଚଳ ଆଇଜିଙ୍କ ପଚରାଉଚୁରା ଜାରି ରଖିଛନ୍ତ। ଗିରଫଙ୍କ ମଧ୍ୟରେ ଝାଡ଼ଖଣ୍ଡର ୨ ଦୁର୍ଦ୍ଦାନ୍ତ ଅପରାଧୀ କୌଶଲ ବିହାରୀ ଓ ବବଲୁ କୁଲୁ ସାମିଲ ଥିବା ଜଣାପଡ଼ିଛି।  ଏମାନଙ୍କ ନାମରେ ହତ୍ୟା, ରାହାଜାନି ଓ ଡକାୟତି ଭଳି ମାମଲା ରହିଛି। ୨୪ରେ ପୁଇଁତଳା ଥାନା ତଣ୍ଡମୁଣ୍ଡା ଜଙ୍ଗଲରୁ ୨ ମୃତଦେହ ମିଳିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories