ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ଆଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

କଟକ : ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଇଛନ୍ତି ହାଇକୋର୍ଟ। ଅର୍ଥାତ୍ ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ। ଆଶ୍ରମ ଭାଙ୍ଗିବାକୁ ବିଡିଏ ଘୋଷଣା କରିଥିଲା । ଆଶ୍ରମ ଭଙ୍ଗା ଆଦେଶକୁ ଚ୍ୟାଲେଞ୍ଜ କରି ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ଏହି ଆଦେଶ ଉପରେ ରହିତାଦେଶ ଶୁଣାଇଛନ୍ତି ।

Comments are closed.