www.samajalive.in
Sunday, December 14, 2025
26.1 C
Bhubaneswar

ଜବର ଦଖଲ ହଟାଇଲା ରାଜସ୍ବ ବିଭାଗ

ପାଟଣା : ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ନିକଟ ସାହାରପଡ଼ା ବନବିଭାଗ କାର୍ଯ୍ୟାଳୟକୁ ଲାଗି ଜନୈକ ବ୍ୟକ୍ତିଙ୍କ ଗ୍ୟାରେଜର କଂକ୍ରିଟ ପିଣ୍ଡି ସରକାରୀ ଜାଗାରେ ହୋଇଥିବା ଅଭିଯୋଗ ହୋଇଥିଲା। ସାହାରପଡା ରାଜସ୍ବ ବିଭାଗ ଆଜି ଘଟଣାର ତଦନ୍ତ କରି ଉକ୍ତ ବର୍ଦ୍ଧିତ ପିଣ୍ଡିକୁ ଭାଙ୍ଗି ଦେଇଥିବା ଦେଖାଯାଇଛି। ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,ପାଟଣା ଥାନାଧିକାରୀ ଉଦୟବୀର କୁଲୁ ଓ ପୁଲିସ ଟିମଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories