ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କଳାକାରଙ୍କ  ଚିକିତ୍ସା ପୂର୍ବରୁ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଅପେକ୍ଷା ରତ ବୃଦ୍ଧ  ବ୍ୟକ୍ତି   ବେଞ୍ଚ ଉପରୁ  ଟଳି ପଡ଼ି ମୃତ୍ୟୁବରଣ  କରିଛନ୍ତି । ଅତାବିରା ବ୍ଲକ ମନାପଡ଼ା …
Read More...

ଯୁବକ ସଂଘ ପକ୍ଷରୁ ମା’ ବରାଳ ଦେବୀଙ୍କ ଚତୁଃପାର୍ଶ୍ବ ସଫେଇ

ଫୁଲବାଣୀ : କନ୍ଧମାଳ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା' ବରାଳ ଦେବୀଙ୍କ ମହିମା କାଇଁ ଯୁଗ ଯୁଗାନ୍ତରୁ ଅପାର। ଭକ୍ତଙ୍କ ଅସାଧ୍ୟ କାମକୁ ସାଧ୍ୟ କରିବାରେ ପ୍ରତକ୍ଷ ଥିବାରୁ ପ୍ରତ୍ୟେକ ଦିନ ଜିଲା ତଥା ଜିଲା ବାହାରୁ ବହୁ…
Read More...

ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତି  

ଗୋପାଳପୁର: ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଡ଼. ପ୍ରିୟଦର୍ଶନ ପାତ୍ର ନୂତନ କୁଳପତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା  ପୂର୍ବରୁ ଡକ୍ଟର ପାତ୍ର ଅସ୍ଟିନସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ.ଡି,…
Read More...

ସରକାରୀ ସହାୟତା ପ୍ରଦାନ ଦାବିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କ ବିକ୍ଷୋଭ

ପିପିଲି: ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବା ବେଳେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ…
Read More...

ଅଗ୍ନି ସୁରକ୍ଷା ଓ ପ୍ରାକୃତିକ ମୁକାବିଲା

ରାଇକିଆ : ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅଗ୍ନି ସୁରକ୍ଷା ଓ ପ୍ରାକୃତିକ ମୁକାବିଲା ପାଇଁ ବିଭିନ୍ନ ନିତି ନିୟମ ନେଇ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ…
Read More...

ଯୁବ କ୍ରୀଡାବିତ୍‌ ମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଏକ ଉତ୍କୃଷ୍ଟ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆଜି ଠାରୁ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ଓଡ଼ିଶାକୁ ପ୍ରଥମ ଦିନରେ ୨୭ଟି ପଦକ ମିଳିଛି। ଆଜିର ଉଦଘାଟନୀ ସମାରୋହରେ…
Read More...

ଦେହରେ ନିଆଁ ଲଗାଇଲେ ଯୁବତୀ

ବ୍ରହ୍ମପୁର: ବ୍ଲକ କାର୍ଯ୍ୟାଳୟ ଆଗରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଯୁବତୀ ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବତୀଙ୍କ ଦେହରେ ନିଆଁ…
Read More...

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧ କୋଟି

ଭୁବନେଶ୍ୱର: ଆଜି(ତା ୦୭/୦୯/୨୦୨୪ ରିଖ) ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ…
Read More...

ଦୁଃଖିଶ୍ୟାମ ମିଶ୍ରଙ୍କ କବିତା ସଂକଳନ “ଅଙ୍କୋଳିକା” ଲୋକାର୍ପିତ

ଭୁବନେଶ୍ବର: ରତ୍ନଚିରା ପ୍ରକାଶନୀ ପକ୍ଷରୁ ଡ଼. ଦୁଃଖିଶ୍ୟାମ ମିଶ୍ରଙ୍କ ତୃତୀୟ କବିତା ସଂକଳନ “ଅଙ୍କୋଳିକା” ଉନ୍ମୋଚିତ ହୋଇଯାଇଛି। ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର, ମନୋଜ ପଟ୍ଟନାୟକ, ଚିନ୍ମୟ ହୋତା,…
Read More...

ସାମାଜିକ ଜୀବନରେ ମଣିଷ ଯେଉଁ ସବୁ ଘଟଣାର ସମ୍ମୁଖୀନ ହୁଏ ତାକୁ ଲେଖକଟିଏ ଅନ୍ତର୍ଦୃଷ୍ଟି ସଂପନ୍ନ ଭାବାବେଗରେ ଅବଲୋକନ…

ଜି.ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ " ସାମାଜିକ ବାସ୍ତବତାର ଜୀବନ୍ତ କାହାଣୀ : ଦାନାପାଣି" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗ ମୁଖ୍ୟା ସୁପ୍ରିୟା ମହାନ୍ତିଙ୍କ…
Read More...

ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମଙ୍ଗଳବାର ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର:  (ଓୟୁଟିଆର୍ ) ମଙ୍ଗଳବାର ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ଅବସରରେ କୃତୀ ଅଧ୍ଯାପକ, ଅଣଶିକ୍ଷକ ଓ…
Read More...

ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଓ ସ୍କୁଟି ଲୁଟ୍‌‌ ଅଭିଯୋଗ

ପିପିଲି : ପିପିଲି ସ୍ଥିତ ବନ୍ଧନ ବ୍ୟାଙ୍କରେ ଆର୍‌‌ଓ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଠାରୁ ୩ଜଣ ଦୁର୍ବୁତ୍ତ ନଗଦ ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଏନେଇ…
Read More...

ଛତୁ ଚାଷ ଉଦ୍ୟୋଗୀକ ବିକାଶ ତାଲିମ ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସଂଯୋଗ ସଙ୍ଘଠନ ତରଫରୁ ବେଲପଡା ବ୍ଲକର ଚିକିଲି ଗ୍ରାମରେ ୫୦ ଜଣ ମହିଳା ଙ୍କୁ ନେଇ ଛତୁ ଚାଷ ଉଦ୍ୟୋଗୀକ ବିକାଶ କାର୍ଯ୍ୟକ୍ରମ ନାବାର୍ଡର ଜିଲ୍ଲା ପ୍ରବନ୍ଧକ ଡ଼କ୍ଟର ବିବେକ କୁମାର ନାୟକଙ୍କ…
Read More...

ଦୟାନଦୀରେ କୁମ୍ଭୀର ଆତଙ୍କ

ପିପିଲି:ପିପିଲି ଦେଇ ପ୍ରବାହିତ ଦୟାନଦୀର କଣ୍ଟି ଠାରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ସୋମବାର ସକାଳେ କେତେକ ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କଣ୍ଟି ଖେଳପଡ଼ିଆ ନିକଟରେ ଦୟାନଦୀରେ ଏକ ଘଡିଆଳ କୁମ୍ଭୀର…
Read More...

କ୍ଷେତକୁ ମିଳୁନି ଇନ୍ଦ୍ରାବତୀ ପାଣି

ଧର୍ମଗଡ଼଼: ଜମିରେ ପାଣି ନାହିଁ। ମାଟି ଫାଟି ଆଁ କଲାଣି। ଧାନ ଗଛ ମରିବାକୁ ବସିଲାଣି। ଗାଁ ମଝି ଦେଇ କେନାଲ ଯାଇଛି ସିନା କ୍ଷେତକୁ ପାଣି ମିଳୁନି। ଏହି ସମସ୍ୟାର ପ୍ରତିକାର କରିବା ପାଇଁ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ…
Read More...

ଇଣ୍ଡିଆ ମେଣ୍ଟ ମୁହାଁ ହେଉଛି କି ବିଜେଡି ?

ଭୁବନେଶ୍ବର : ହରିୟାଣା ଓ ଜମ୍ମୁ କାଶ୍ମୀରରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ବୁଥ୍‌ ବାହୁଡ଼ା ମତ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିଛି। ଏହାକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତା ଯେତିକି ଖୁସି;…
Read More...

ସ୍ୱାସ୍ଥ୍ୟସେବା ଚିନ୍ତାରେ ପଞ୍ଚାୟତ ବାସୀ

ଫୁଲବାଣୀ: କନ୍ଧମାଳ ଜିଲା ରଣବା ପଞ୍ଚାୟତର ଅଧିବାସୀମାନେ ଏବେ ସ୍ୱାସ୍ଥ୍ୟସେବା ଚିନ୍ତାରେ। ୧୩ଟି ୱାର୍ଡ଼କୁ ନେଇ ଗଠିତ ଏହି ପଂଚାୟତ କନ୍ଧମାଳ-ଗଞ୍ଜାମ ଜିଲା ସୀମାନ୍ତରେ ଅବସ୍ଥିତ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ…
Read More...

ଅକ୍ଟୋବର ୭ ଏବଂ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୭ ତାରିଖ ଏବଂ ଅକ୍ଟୋବର ୧୪ ତାରିଖ ( ଉଭୟ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ…
Read More...

ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ବର : ଓଡ଼ିଶା ଫେୟାର ପ୍ରାଇସ ସପ ଡିଲର୍ସ ଫେଡେରେସନ ଅର୍ଥାତ ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତାମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କର ନେତୃତ୍ବରେ ମୁଖ୍ୟମନ୍ତ୍ରୀ…
Read More...

ପ୍ରଥମ ଟି-୨୦ରେ ଜିତିଲା ଭାରତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ

ଗ୍ବାଲିୟର : ପ୍ରଥମ ଟି-୨୦ରେ ଜିତିଲା ଭାରତ। ୪୯ ବଲ ବାକି ଥାଇ ୭ ୱିକେଟରେ ଜିତିଛି ଭାରତ।ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଛନ୍ତି ଏବଂ ୧୬ ବଲରୁ ୩୯ ସହ ବିଜୟ ସୂଚକ ଛକା ମାରିଛନ୍ତି। ସେହିପରି। ସଞ୍ଜୁ ଓ…
Read More...

ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ଫୁଲବାଣୀ ଘରୋଇ ବସ ମାଲିକ ସଂଘ

ଫୁଲବାଣୀ:ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି। କ୍ଷମତାକୁ ଆସିଲେ ଏହି ଯୋଜନାର ସମୀକ୍ଷା କରିବେ ବୋଲି କହିଥିଲେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ। ଅପରପକ୍ଷରେ,…
Read More...

ଗୀତା ଆବୃତ୍ତି ପ୍ରତିଯୋଗିତା, ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ

କଲ୍ୟାଣସିଂହପୁର: ରାଜ୍ୟ ପ୍ରଜ୍ଞାନ ମିଶନ ଦ୍ୱାରା ଆୟୋଜିତ ଗୀତା ଆବୃତ୍ତି ପ୍ରତିଯୋଗିତା ରାୟଗଡା ଜିଲା କଲ୍ୟାଣସିଂହପୁର ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର…
Read More...

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର ୩  ଆହତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ତିନି  ଜଣ ଆହତ ହୋଉଥବା ବେଳେ ଅଟୋ ଚାଳକ  ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଗୁରୁତର ଆହତ…
Read More...

ବୟସ୍କଙ୍କ ପାଇଁ ଯକ୍ଷ୍ମା ପ୍ରତିଶେଧକ ବିସିଜି ଟୀକାକରଣ , ସଚେତନତା ରଥ ଉଦଘାଟିତ

ଗୁରୁଡିଝାଟିଆ:  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆଜି ପ୍ରଥମ କରି ବୟସ୍କ ଲୋକମାନଙ୍କୁ ଯକ୍ଷ୍ମା ରୋଗର…
Read More...

ଖୁଣ୍ଟୁଣୀ ଥାନା ସମ୍ମୁଖରେ ୨ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ୨ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଥାନା ସମ୍ମୁଖରେ ଗଣ୍ଡଗୋଳ ଘଟଣାରେ ପୁଲିସ ଘଣ୍ଟିଖାଲର ଗଣେଶ ଦାସ ଓ ମେଘାର ଅଜୁ ପାତ୍ରକୁ ଗିରଫ କରିଅଛି। ଏହି ଗଣ୍ଡଗୋଳ ଘଟଣାରେ ପୁଲିସ ମୋଟ ୩ଜଣଙ୍କୁ କିରଫ କରିଛି। ଗତକାଲି ବିଜେଡିର…
Read More...

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା

କେନ୍ଦୁଝରଗଡ଼଼ : ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ରବିବାର ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ହାତୀ-ମଣିଷ ଲଢ଼େଇ ସମ୍ପର୍କିତ କୋର କମିଟି ବୈଠକ…
Read More...

ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି…
Read More...

ମନୋରମା ହତ୍ୟା ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଅଜୟ ମୃତ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ପବିତ୍ରଡିହାରେ ଭଡା ଘରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡଝିଅ ମନୋରମା (୨୦)କୁ ଚଳିତମାସ ୪ ତାରିଖ ଅପରାହ୍ନରେ ଘରେ ପଶି କେହି ଗଳାକାଟି ହତ୍ୟା କରିଥିବା ଘଟଣା କେନ୍ଦୁଝର ସହରରେ…
Read More...

ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ

କେନ୍ଦୁଝର: ଘଟ ଗାଁ ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୩ ନଂ ଗେଟ ପାର୍ଶ୍ବରେ ଥିବା ୮ଟି ଭୋଗ ଦୋକାନରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା। ଅଗ୍ନିକାଣ୍ଡର କାରଣ…
Read More...

ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି…
Read More...

ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଯୁବ ରେଡକ୍ରସ ଏକକ ତରଫରୁ ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛିଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର…
Read More...

‘ସବୁଜ ସ୍ଥାନାନ୍ତରଣ ରଣନୀତି: ସ୍ଥାୟୀ ଅଭିବୃଦ୍ଧି ଏବଂ ଏକ ସ୍ଥିର ଭବିଷ୍ୟତ ପାଇଁ ଶିଳ୍ପ ଉଦ୍ଭାବନକୁ ବୃଦ୍ଧି କରିବା’…

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ…
Read More...

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଭାବଶାଳୀ ଆଇନଗତ ଢାଞ୍ଚା ଗୁରୁତ୍ୱ ବହନ କରିଥାଏ 

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ସୀମା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଦୃଷ୍ଟିକୋଣ' ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ…
Read More...

ସଡ଼କ ଭିତ୍ତିଭୂମି ସୁଦୃଢ ସହଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ନୀତିହେବ…

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା  ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ…
Read More...

ବୀର ବାଳକ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ ହୋଇପାରେ, କିନ୍ତୁ ତାଙ୍କ ବୀରତ୍ଵର ଗାଥା ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା…

ଭୁବନେଶ୍ୱର: ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ…
Read More...

ଆହତ କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

ଭୁବନେଶ୍ବର: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏସସିବି ମେଡିକାଲରେ ସାକ୍ଷାତ କରିଛନ୍ତି। ତାଙ୍କୁ…
Read More...

ପ୍ରତିଯୋଗିତାରେ ୧୦ଟି ରାଜ୍ୟରୁ ୬୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ, ଓଡ଼ିଶାରୁ ଭାଗନେବେ ୧୧୫ ଆଥଲିଟ୍

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ମାସ ୦୭ ତାରିଖଠାରୁ ୦୯ ତାରିଖ ପର୍ଯ୍ୟନ୍ତ…
Read More...

କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପେକ ବର୍ତ୍ତିଲେ ଚାଳକ

ଫୁଲବାଣୀ: କନ୍ଧମାଳ ଜିଲାର ନୂଆଗାଁ ଅନ୍ତର୍ଗତ ସାରଙ୍ଗଗଡ କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଆଜି ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ…
Read More...

ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼

ଅମର୍ଦ୍ଦାରୋଡ଼: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି।ସୂଚନା…
Read More...

ଜିଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ଫୁଲବାଣୀ: ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ ହୋଇଯାଇଛି। ଜିଲା ପରିସଦ ସଭାପତି ସୁଶ୍ରୀ ନନ୍ଦିନୀ ମଲିକ ଅତିଥିଭାବେ ଯୋଗଦେଇ…
Read More...

ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ

ଭୁବନେଶ୍ୱର : ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ (ଏଫ୍‌ଆଇଭିବି)ର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ…
Read More...

ସହରାଞ୍ଚଳରେ ରାସ୍ତାଘାଟ ଓ ଜଳଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦିଆଯିବ

ଭୁବନେଶ୍ୱର: ଭୂମିହୀନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଜାଗା ଯୋଗାଇ ଦେବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ…
Read More...

କାନିବାରୁ ଏବଂ ସିନ୍ଧିବାଲି ଗ୍ରାମର ଡାଇରିଆ ସ୍ଥିତି ନିୟନ୍ତ୍ରିତ, ପାଣି ଫୁଟେଇକି ପିଇବାକୁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ…

ଭୁବନେଶ୍ୱର: କନ୍ଧମାଳ ଜିଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ କାନିବାରୁ ଏବଂ ସିନ୍ଧିବାଲି ଗ୍ରାମରେ ଡାଇରିଆ ବ୍ୟାପିଥିବାର ଖବର ପାଇବା ମାତ୍ରେ ଜିଲା ଏବଂ ବ୍ଲକ୍‌ର ତ୍ୱରିତ ପ୍ରତିକ୍ରିୟା ଦଳର ଡାକ୍ତର ଏବଂ…
Read More...

ଓରମାସ୍‌ ତରଫରୁ ରପ୍ତାନୀ ଏବଂ ଇ-କମର୍ସ ସମ୍ପର୍କିତ କର୍ମଶାଳା, ବିଭିନ୍ନ ସଂସ୍ଥା ସହିତ ୪ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ ଦ୍ୱାରା ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ-କମର୍ସ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ…
Read More...

ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୪ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ଦନ୍ତେୱାଡ଼ା ଜିଲାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ। ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲା ସୀମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୪ଜଣ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…
Read More...

ଜନସ୍ୱାର୍ଥର ରକ୍ଷକ ଥିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ପିପିଲି:ସୁସଂଗଠକ, କଂଗ୍ରେସ ଦଳର ବରିଷ୍ଠ ରାଜନେତା ତଥା ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଜନସ୍ୱାର୍ଥର ରକ୍ଷକ ଥିଲେ ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ସାମନ୍ତରାୟଙ୍କ…
Read More...

ଏମ୍ସ ଭୁବନେଶ୍ୱରରେ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ, ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ,…
Read More...

ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷର କରି ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 'ଲେଟର ଅଫ୍ ଇଣ୍ଟେଣ୍ଟ' ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଯାହା ଦ୍ୱାରା ଭାରତ 'ଶକ୍ତି ଦକ୍ଷତା ହବ୍‍'ରେ ସାମିଲ…
Read More...

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)କୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି…
Read More...

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ: ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର…

ଭୁବନେଶ୍ୱର: ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,…
Read More...

କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ: ଓଡ଼ିଶାରେ କୃଷି ଯନ୍ତ୍ରପାତିର ନିର୍ମାଣ କରିବାକୁ ନିର୍ମାତାମାନଙ୍କୁ ପରାମର୍ଶ…

ଭୁବନେଶ୍ୱର: ଆଜି କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ…
Read More...

ଯୋଗାଣ ମନ୍ତ୍ରୀଙ୍କ ବୌଦ୍ଧ ଓ ସୋନପୁର ଗସ୍ତ, ଅଚାନକ ଯାଞ୍ଚ କଲେ ବିଭିନ୍ନ ମିଲ୍‌ ଓ ଗୋଦାମ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲାର ରାଣୀସତୀ ମିଲ୍‌ ଓ…
Read More...

୫ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଓଡ଼ିଶାରେ ନିଶ୍ଚିତ ବିନିଯୋଗ ହେବ

ଭୁବନେଶ୍ବର: ନୂଆଦିଲ୍ଲୀରେ ଶିଳ୍ପପତିମାନଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଜି ଆମେ ଉଦ୍ୟୋଗପତି ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିନିଯୋଗ ପାଇଁ…
Read More...

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶିଷ୍ଟ ଲେଖକ ମୋହନ ଖୋକର୍‌ଙ୍କ ଜନ୍ମଶତବାର୍ଷିକୀ ପାଳିତ

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ କଳା କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗ ଏବଂ ଗୁରୁ କେଳୁଚରଣ…
Read More...

ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଡବ୍ଲ୍ୟୁବି-ଓଏଚଇପିଇଇ ସହଯୋଗରେ ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ…
Read More...

ସାଗୁଆନ ଓ ଫାସି କାଠ ସହ ମିନି ଟ୍ରକ ଜବତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦା ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ଚୋରା କାଠ ବୋଝେଇ ଏକ ମିନି ଟ୍ରକ ଜବତ ହୋଇଥିବା ଜଣାପଡିଛି । ବଉଳପଦା ଗ୍ରାମରେ ଗୋଟିଏ ୪୦୭ ମିନି ଟ୍ରକରେ…
Read More...

ସୁଭଦ୍ରାରେ ଅକ୍ଟୋବର ୯କୁ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ପ୍ରସ୍ତୁତି ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତିଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀଙ୍କୁ…
Read More...

ସୁଜାତାଙ୍କ ମନ୍ତବ୍ୟ ପରେ ବବି ଦାସଙ୍କ ମହଲରେ ହଇଚଇ

ଭୁବନେଶ୍ବର: ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ। ସେ ଇସ୍ତଫା ଦେବାର ନାହିଁ କିମ୍ବା ଯାଜପୁରରେ ଉପନିର୍ବାଚନ ହେବାର ନାହିଁ। ଗତକାଲି ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଉପନିର୍ବାଚନ ରଣ ହୁଙ୍କାର ପରେ…
Read More...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ…
Read More...

୬୫ ଡେସିବେଲ ଶବ୍ଦ ତୀବ୍ରତା ଭିତରେ ରହିବ ଡିଜେ-ହାଇକୋର୍ଟ

ଭୁବନେଶ୍ବର: ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପାର୍ବଣ ସମୟରେ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।  କଟକ ସହ ସମ୍ପର୍କିତ…
Read More...

ବିତିଲାଣି ୬ ବର୍ଷ, ତଥାପି ସରୁନି ଭଦ୍ରକ-ବାଲେଶ୍ବର ଜାତୀୟ ରାଜପଥ କାମ

ସୋର: ଦୀର୍ଘ ୬ ବର୍ଷ ବିତିଲାଣି; ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ବାଲେଶ୍ବର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ସେକ୍ସନ ଅନ୍ତର୍ଗତ ମଇତାପୁର-ଫୁଲାଡ଼ି ୬୨.୫ କିମି ରାସ୍ତାର ପ୍ରଶସ୍ତୀକରଣ…
Read More...

୪ ବର୍ଷର ନାବାଳିକାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର

କଳାପଥର:ଆଜି ଜଣେ ୪ ବର୍ଷ ନାବାଳିକାର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ମୃତ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର ପରେ କଟକ ଜିଲାର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ…
Read More...

ଓଡିଶାରେ ୧୨ଟି ବଡ ବଡ ନଦୀ ରହିଛି, ଏହାକୁ ବିକାଶ କଲେ ଯୁବପିଢୀ ଚାକିରୀ ପାଇପାରିବେ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ତମ ବାର୍ଷିର୍କ ସ୍ଥାନୀୟ ଏକ ତାରକା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ରଘୁବର…
Read More...

ସ୍ୱଚ୍ଛ ପରିବେଶ ସହ ପ୍ରଶାସନିକ ସ୍ୱଚ୍ଛତା ଜରୁରୀ

ପିପିଲି: ସ୍ୱଚ୍ଛ ପରିବେଶ ସହ ପ୍ରଶାସନିକ ସ୍ୱଚ୍ଛତା ଜରୁରୀ ବୋଲି ପିପିଲି ବ୍ଳକ ଅନ୍ତର୍ଗତ ଚଉଦମାଣ ଗ୍ରାମରେ ବାପୁଜୀ ୟୁଥ୍‌‌ କ୍ଲବ ପକ୍ଷରୁ ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଅତିଥିମାନେ…
Read More...

ଗାନ୍ଧୀ ଜୟନ୍ତୀରେ କଣ୍ଟାମାଳ ଡାକ୍ତରଖାନାରେ ସ୍ୱଛତା ଅଭିଯାନ, ଝାଡୁଧରି ସଫେଇ କଲେ ଓ ଶପଥ ନେଲେ ବିଧାୟକ କହ୍ନାଇ ଡାଙ୍ଗ…

ଘଣ୍ଟାପଡା: ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ସ୍ୱଛତା ପକ୍ଷ ଅବସରରେ ଗାନ୍ଧିଜୀଙ୍କ ସ୍ଲୋଗାନ ସ୍ଵଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ଓ ସ୍ୱଛତା ହିଁ ସେବାକୁ ପାଥେୟ କରି ଆଜି କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା

ରାଇକିଆ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରାଇକିଆରେ ପାଳିତ ହୋଇଛି। ଏହି ଅବସରରେ ପଞ୍ଚାୟତରେ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ସରପଞ୍ଚ ଗୀତାଞ୍ଜଳୀ ନାୟକ ସଭାପତିତ୍ବ କରିଥିଲେ। ପଞ୍ଚାୟତ…
Read More...

ଧାମରା ପଞ୍ଚାୟତରେ ମା’ ପାଇଁ ଗଛଟିଏ

ଧାମରା: ଧାମରା ପଂଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସନ୍ତୁଳିତ ରଖିବା ବିଜେପି କାର୍ଯ୍ୟକର୍ତାଙ୍କ ମୁଖ୍ୟ ଉଦ୍ୱେଶ ଥିବା ବେଳେ ଅଞ୍ଚଳରେ ଏହି ବୃକ୍ଷ…
Read More...

ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ ମହାତ୍ମା ଗାନ୍ଧୀ

ମାଲକାନଗିରି: ଜିଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ  ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ…
Read More...

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗ ପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଣୀବିହାର ପରିସରରେ ଥିବା ଅହିଂସାସ୍ଥଳରେ…
Read More...

‘ଯୁବପିଢ଼ି ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ରାଷ୍ଟ୍ରଗଠନରେ ବ୍ରତୀ ହୁଅନ୍ତୁ’ : ମନ୍ତ୍ରୀ

ଭୁବନେଶ୍ୱର: ଗାନ୍ଧୀଜୀ କେବଳ ଏକ ନାମ ନୁହେଁ, ଏହା ଜୀବନ ଓ ଦର୍ଶନର ଏକ ମହାନ ମାର୍ଗ । ଗାନ୍ଧୀଜୀ କେବଳ ଦେଶକୁ ସ୍ୱାଧୀନ କରି ନଥିଲେ, ଦେଶ ତଥା ସମଗ୍ର ମାନବଜାତିକୁ ସତ୍‌ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ ।…
Read More...

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦: ଉଚ୍ଚ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱ ବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତଥା କର୍ମଶାଳା ଗତକାଲି…
Read More...

ସମଗ୍ର ଦେଶ ଏବେ ସଂପୂର୍ଣ୍ଣ ସ୍ୱଚ୍ଛତା ଆଡକୁ ଗତି କରୁଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ…
Read More...

ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ବିଶ୍ୱ ଦରବାରରେ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି। ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି…
Read More...

ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ ସ୍ୱଚ୍ଛ ଦିବସ ପାଳିତ

ଭୁବନେଶ୍ବର: ଆଜି ସମଗ୍ର ଭାରତରେ ସ୍ୱଚ୍ଛ ଦିବସ ପାଳିତ ହୋଇ ଥାଏ। ଏହି ଅବସରରେ ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ କ୍ୟାପିଟାଲ ହସ୍ପିଟାଲ ୟୁନିଟ ୬ ପରିସରରେ ଦିବ୍ୟ ବାର୍ତ୍ତାବହ ହଜରତ ମହମ୍ମଦଙ୍କ ଶିକ୍ଷା…
Read More...

ଭାରତର ସର୍ବୋଚ୍ଚ ଔଷଧ ନିୟାମକ ପରୀକ୍ଷଣରେ ବିଫଳ

ନୂଆଦିଲ୍ଲୀ: ଗୁଣବତ୍ତା ଓ ନିରାପତ୍ତା ପରୀକ୍ଷଣରେ ବିଫଳ ହେବା ପରେ ୧୬ଟି ବହୁଳ ପ୍ରଚଳିତ ଔଷଧକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବିଷାକ୍ତ ଘୋଷଣା କରିଛନ୍ତି। ସାଧାରଣତଃ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା…
Read More...

ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର…
Read More...

ଗୋବିନ୍ଦ ନଗରରେ ଜୁଆ ଆଡ୍ଡା ଚଢାଉ, ୬ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ଶ୍ମଶାନ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି। ଜୁଆ ଆଡ୍ଡାରୁ ପୁଲିସ ଜୁଆଡି ସମେତ ୩୬୦୦ ଟଙ୍କା ଜବତ କରିବା ସହ ୫ଟି…
Read More...

ବଦଳିଲା ସ୍କୁଲ ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ। ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ବଦଳିଲା। ସମସ୍ତ…
Read More...

ଇସ୍ରାଏଲ ଉପରେ ଇରାନର ଆକ୍ରମଣ

ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ଇସ୍ରାଏଲ ଉପରେ ଇରାନ ମିଜାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା କ୍ଷଣି ସାଇରନ ବାଜି ଉଠିଲା। ସମସ୍ତ ନାଗରିକମାନଙ୍କୁ ବମ୍ବ…
Read More...

ଘୋଷଣା ହେଲା ‘ସମାଜ’ ଗଣମାଧ୍ୟମ ପୁରସ୍କାର: ୭ଟି ବିଭାଗରେ ୨୨ ପ୍ରତିଭା ମନୋନୀତ, ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ…

ଭୁବନେଶ୍ବର: ‘ସମାଜ’ର ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମାଜ’ ଗଣମାଧ୍ୟମ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ…
Read More...

ଯୁବବର୍ଗ ହେଉଛନ୍ତି ଆମ ରାଜ୍ୟର ଆଶା ଏବଂ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ଆଧାର

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରଠାରେ "ଦକ୍ଷତା ବିକାଶ : ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା" ଶୀର୍ଷକ ସଂସ୍କୃତି ଚର୍ଚ୍ଚା ସମାରୋହ କାର୍ଯ୍ୟକ୍ରମ…
Read More...

ସେବା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି। ବିଡିଏ…
Read More...

ଓଡ଼ିଶାରେ ଦେଖାଗଲା ଧୂମକେତୁ

ଭୁବନେଶ୍ବର: ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ଆମ…
Read More...

ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ…
Read More...

‘ସମାଜ’ ପାଠକଙ୍କ ବିଶ୍ବାସକୁ ପାଥେୟ କରି ଆଗକୁ ଚାଲିଛି, ନେତୃତ୍ବ ନେବା ଭଳି ପ୍ରତିଭା ଗଣମାଧ୍ୟମକୁ ଦରକାର

ସାମ୍ବାଦିକ ସରକାରଙ୍କ ଜାଗ୍ରତ ପ୍ରହରୀ: ଉମାକାନ୍ତ ମିଶ୍ର  ନେତୃତ୍ବ ନେବା ଭଳି ପ୍ରତିଭା ଆବଶ୍ୟକ: ନୀଳାମ୍ବର ରଥ ବିଶ୍ବସନୀୟତା ‘ସମାଜ’ର ମୂଳଭିତ୍ତି: ସନ୍ଦୀପ ମିଶ୍ର ଏବେ ଗଣତନ୍ତ୍ର ଗଣମାଧ୍ୟମକୁ…
Read More...

ଧାନ ଚାଷରେ ଅଜଣା ରୋଗ:  ଚାଷୀ ହତାଶ , କୃଷି ବିଭାଗ ନୀରବ ଦ୍ରଷ୍ଟା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଓ ଆଖପାଖ ଗ୍ରାମରେ ଧାନ ଚାଷରେ ଅଜଣା ରୋଗ ଦେଖା ଦେଇଛି। ଅନିୟମିତ ବର୍ଷା ସତ୍ବେ ଚାଷୀ ମାନେ ବହୁ କଷ୍ଟ ରେ ଧାନ ଚାଷ କରୁଥିବା ବେଳେ ଧାନ ଗଛ ର ପତ୍ର…
Read More...

ଆଇପିଏସ ସ୍ତରରେ ଅଦଳ ବଦଳ: କଟକ-ଭୁବନେଶ୍ବର ପୁଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ,

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ) ସ୍ତରରେ ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ବର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ…
Read More...

ଭୈରବ ବାଲି ଯାତ୍ରା, କଣ୍ଟା ଦୋଳିରେ ଝୁଲନ୍ତି ପୂଜକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ  ଭୈରବ ବାଲି ଯାତ୍ରା ବା ନିଆଁ ମଡ଼ା ଯାତ୍ରା ଆଡମ୍ବରରେ ପାଳିତ ହୋଇଛି । ଚଳିତ ମାସ ୧୮ ନୂଆ ଖାଇବା ଦିନ ପୂଜକ ରାଉତ ଗାଣ୍ଟା,…
Read More...

ନିଜ କାର୍ଯ୍ୟକ୍ଷେତ୍ରକୁ ଭଲ ପାଇବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ

ଭୁବନେଶ୍ୱର: ସାଧାରଣ ଦୁର୍ବିପାକଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି…
Read More...

ସମସ୍ତ ପାକ୍‌ସ ହେବ କମ୍ପୁଟରୀକରଣ: ଜାତୀୟ ସମବାୟ ଡାଟା ବେସ୍; ନୀତି ଏବଂ ଷ୍ଟାକ୍ ସହ ହେବ ସଂଯୋଗ

ସମବାୟ ସମିତିର ସଶକ୍ତିକରଣ ପାଇଁ ଦୁଇ ଦିନିଆ ଜାତୀୟସ୍ତରୀୟ ସମୀକ୍ଷା ବୈଠକ ଯୋଗ ଦେବେ ସମସ୍ତ ୨୮ ରାଜ୍ୟ, ୪ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ୨ ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି,…
Read More...

ଯୋଡାବନ୍ଦଠାରେ ଚିରସ୍ରୋତା ଏଫପିଓ ତରଫରୁ ପ୍ରଥମ ସାଧାରଣ ବୈଠକ

ଲାଞ୍ଜିଗଡ:ଲାଞ୍ଜିଗଡ ବ୍ଲକ ଚାମ୍ପାଦେଇପୁର ପଞ୍ଚାୟତ ଯୋଡା ବନ୍ଦ ବିଦ୍ୟାଳୟ ପରିସରରେ ଚିରସ୍ରୋତା ଏଫପିଓର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ମୁଖ୍ୟ ଅତିଥି…
Read More...

ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ ୨୦୨୪ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ୟୁଜିଆଇ)ରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।ସହରାଞ୍ଚଳ ସଂସ୍କାର ପ୍ରତି ଓଡ଼ିଶାର…
Read More...

ଶିକ୍ଷକଙ୍କ ନିଆର ଢଙ୍ଗରେ ଶିକ୍ଷାଦାନ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର  ଶିକ୍ଷକ ତାପସ କୁମାର ଦଳାଇ ନିଆରା ଢଙ୍ଗରେ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣା ହେଲେ…
Read More...

ଅଜଗର ସାପ ଉଦ୍ଧାର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ବ୍ରୟଲର କୁକୁଡ଼ା କେନ୍ଦ୍ରରୁ ଅଜଗର ସାପ ଉଦ୍ଧାର କରାଯାଇଛି । କତାଗୁଡା ଗ୍ରାମର ଜୟ ବଜାରଙ୍ଗୀ  ସ୍ୱୟଂ ସହାୟକ…
Read More...

ମାଓବାଦୀଙ୍କ ବୋମା ବିସ୍ଫୋରଣ, ୫ ସିଆରପିଏଫ ଯବାନ ଆହତ

ମାଲକାନଗିରି : ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୁରକ୍ଷାକର୍ମୀଙ୍କୁ ଟାର୍ଗେର କରି ନକ୍ସଲ  ବୋମା ବିସ୍ଫୋରଣ କରିଛନ୍ତି। ଉକ୍ତ ଘଟଣାରେ  ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୀମାନ୍ତ…
Read More...

ଭୁବନେଶ୍ୱର ରନୱେ ୱିକ୍ – ସିଜନ୍‌-୧୧:ପ୍ରଦର୍ଶିତ ହେଲା ବଛାବଛା ଡ଼ିଜାଇନରଙ୍କର ଆକର୍ଷଣୀୟ ଡ଼ିଜାଇନ

ଭୁବନେଶ୍ୱର: ନିଜକୁ ସୁନ୍ଦର କରି ସଜାଇବା ନିମିତ୍ତ ଯେକୌଣସି ବ୍ୟକ୍ତିର ମନରେ ଥାଏ ଅସୁମାରି ଉତ୍ସାହ । କୌଣସି ଉତ୍ସବରେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ନ୍ୟୁ ଲୁକ୍‌ରେ ନିଜକୁ ପରସି ଦେବାପାଇଁ ସମସ୍ତଙ୍କ ମନରେ…
Read More...

ନଜର ଆଢ଼ୁଆଳରେ ପ୍ରାଚୀନ ଡାହଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର 

କଳାପଥର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମରେ ଥିବା ଦଶମ ଓ ଏକାଦଶ ଶତାବ୍ଦୀର ପ୍ରାଚନୀ ଡାହାଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି ।  ଦଶମ ଓ…
Read More...

ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

କାମାକ୍ଷାନଗର:  କାମାକ୍ଷାନଗର ଉପଖଣ୍ଡ ର ମହାବିରୋଡ଼ ଥାନା ବାମ ଗାଁରେ ବିଦ୍ୟୁତ ଆଘାତରେ ଦେଢ଼ ବର୍ଷ ଶିଶୁପୁତ୍ରର ମୃତ୍ୟୁ। ମୃତକ ବାମ ଗ୍ରାମ ହନୁମନ୍ତିଆ ସାହିର ପୂର୍ଣ୍ଣଚନ୍ଦ୍ର ସାଏଙ୍କ ଦେଢ଼ ବର୍ଷର ପୁଅ ରାଜେଶ…
Read More...