ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁ, ପିଟିପିଟି ମାରିଦେଇଥିବା ଅଭିଯୋଗ

ପାଟଣାଗଡ଼଼: ନେହେନାବନ୍ଧ ଗାଁରେ ନର୍ସଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିବାବେଳେ ନର୍ସଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅପରପକ୍ଷରେ ଝିଅ ନର୍ସଙ୍କୁ ପିଟିପିଟି ମାରିଦେଇଥିବା ବାପା ଘର ଲୋକେ ଅଭିଯୋଗ କରିଛନ୍ତି। ପୁଲସସ ଘଟଣାର ଛାନଭିନ କରିବା ସହିତ ନର୍ସଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ମୃତ ନର୍ସ ବରଗଡ଼଼ ଜିଲା ପଦମପୁର ହସ୍ପିଟାଲରେ କାମ କରୁଥିଲେ।

Comments are closed.