www.samajalive.in
Tuesday, December 9, 2025
15.1 C
Bhubaneswar

ରାସ୍ତା ମଝିରେ ଗାତ, ସତର୍କ ନହେଲେ ଦୁର୍ଘଟଣା

ମୁଖୀଗୁଡା: କଳାହାଣ୍ଡି ଜିଲା ମୁଖୀଗୁଡା-ଜୟପାଟଣା ରାସ୍ତା ଆରଏମସି ଛକ ନିକଟରେ ଗାତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନ ବାହାନ ଦୁର୍ଘଟଣାର ସମ୍ଭୁଖିନ ହେଉଛନ୍ତ। ରାସ୍ତା ମଝିରେ ଥିବା ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ । ହେଲେ ଦିର୍ଘ ଦିନହେଲା ଏହାର ମରାମତି ହୋଉ ନାହିଁ । ବର୍ଷା ହେଲେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଗାତ ଥିବା ଜଣା ପଡିନଥାଏ ।ଏହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର  ଶିକାର ହେଉଥିବାରୁ ଏହାର ମରାମତି ଜରୁରୀ ହୋଇପଡିଛି ।ଏଣୁ ବିଭାଗୀୟ  କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories