www.samajalive.in
Monday, December 15, 2025
27.1 C
Bhubaneswar

ବେଆଇନ ସେବାଶ୍ରମରେ ଚଢ଼ାଉ, ୪ ଶିଶୁ ଉଦ୍ଧାର

ଯାଜପୁର: ବେଆଇନ ଭାବେ ଚାଲୁଥିବା ଅଳକୁଣ୍ଡ ଥାନା ଅନ୍ତର୍ଗତ ନୂଆଗାଁ ବଳଦେବଜୀଉ ସେବାଶ୍ରମ ଉପରେ ଚଢ଼ାଉ କରାଯାଇଛି ଏବଂ ଚଢ଼ାଉ ସମୟରେ ସେବାଶ୍ରମରୁ ୪ଜଣ ଶିଶୁ ଉଦ୍ଧାର ହୋଇଛନ୍ତି ବୋଲି ଅଳକୁଣ୍ଡ ଥାନା ପୁଲିସ ସୂଚନା ଦେଇଛି।

ଯାଜପୁର ଜିଲାର ଜିଲାପାଳଙ୍କ ନିର୍ଦେଶରେ ଅଳକୁଣ୍ଡ ଥାନା ପୁଲିସ ନୂଆଗାଁ ବଳଦେବଜୀଉ ସେବାଶ୍ରମ ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସେଠାରୁ ୪ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ଏହାସହିତ ବଳଦେବଜୀଉ ସେବାଶ୍ରମ ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories