www.samajalive.in
Sunday, December 14, 2025
26.1 C
Bhubaneswar

ଗାଧୋଇବାବେଳେ ବୁଡ଼ିଗଲେ ୨ ଦଶମ ଛାତ୍ର

କେନ୍ଦୁଝର: ଗାଧୋଇବାବେଳେ ୨ଜଣ ଦଶମ ଶ୍ରେଣୀ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।। ଆଜି ୮ଜଣ ଛାତ୍ର ଚମ୍ପୁଆ ସରେଇ ଗାଁ ବୈତରଣୀ କେଶରୀ କୁଣ୍ଡରେ ଗାଧୋଇବାକୁ ଯାଇଥିଲେ। ବୈତରଣୀ କେଶରୀ କୁଣ୍ଡରେ ୮ଜଣ ଛାତ୍ର ସାଙ୍ଗ ହୋଇ ଗାଧୋଇବାବେଳେ ବୁଡ଼ି ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ବୁଡ଼ିଯାଇଥିବା୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଭୟ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ। ବୈତରଣୀ କେଶରୀ କୁଣ୍ଡରେ ଗାଧୋଇବାକୁ ଆସିଥିବା ସମସ୍ତ ଛାତ୍ର ରାମଲାର ଏକ ଘରୋଇ ହଷ୍ଟେଲରେ ରହୁଥିଲେ ବୋଲି ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories