ସିବିଆଇ ୧୦ ଲକ୍ଷ ଟଙ୍କା ଜବତ ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣାରେ ୩ଜଣ ଗିରଫ ଅଭିଯୁକ୍ତହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ବିଚାର ବିଭାଗୀୟ ହାଜତକୁ ଗଲେ ୩ ଅଭିଯୁକ୍ତ। ବ୍ରିଜ ଆଣ୍ଡ ରୁଫ…
Read More...

ମାରିଦେଲେ ୨୯ ବିଦେଶାଗତ ପକ୍ଷୀ, ଶିକାରୀ ଗିରଫ

ଖୋର୍ଦ୍ଧା: ଚିଲିକାରେ ୨୯ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ସହ ଶିକାରୀକୁ ଗିରଫ କରାଯାଇଛି । ଚିଲିକା ବାଲିନାସୀ କୂଳରୁ ବିଦେଶାଗତ ପକ୍ଷୀ ଶିକାରୀ ଗିରଫ ହୋଇଛି। ସେ ବ୍ୟବହାର କରୁଥିବା ବାଇକ, ମୋବାଇଲ ସହ ବାଇନାକୁଲାର…
Read More...

୨୪ ଘଣ୍ଟା ପାଇଁ ୪ ଜିଲାକୁ ୱେଲୋ ୱାର୍ଣ୍ଣିଂ, ୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳକୁ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଲାଗି ରହିଥିବା ବେଳେ ଏବେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟ ଆହୁରି ଶୀତ ବଢ଼ିବ ଏବଂ ବିଶେଷକରି ଉପାନ୍ତ ଓ ପାହାଡିଆ…
Read More...

ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଫୁଲବାଣୀ:ଫିରିଙ୍ଗିଆ ଠାରେ ଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧକ୍ଷ କୈଳାଶ ଚନ୍ଦ୍ର ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି…
Read More...

ଭଲ କାହାଣୀ ମିଳିଲେ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଆଗ୍ରହୀ-ଅମିତ ଶିଆଲ୍‍

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ୧୩ ତାରିଖରୁ ଚାଲିଥିବା ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ରବିବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲିଉଡ୍‍ ଅଭିନେତା ଅମିତ…
Read More...

ଲାଞ୍ଜିଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼ :ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ସରକାରୀ (ଏସଏସଡ଼ି)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏକ…
Read More...

ସିମେଣ୍ଟ ପିଲରକୁ ପିଟିଲା ବାଇକ, ଜଣେ ମୃତ

ଫୁଲବାଣୀ:ସଦର ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ବାଡାଗାଣ୍ଡା ଗ୍ରାମର ରାମଚନ୍ଦ୍ର…
Read More...

ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ

ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ। ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ଆମେରିକାର ସାନ ପ୍ରାନ୍ସିକୋର ଏକ ହସ୍ପିଟାଲରେ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ଭାରତ ସରକାର…
Read More...

ରାୟଗଡ଼ାରୁ ୨ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ାର ଏକ ଲଜରେ ବାଘଛାଲ ଡିଲ ଚାଲିଥିବା ବେଳେ ମାଡି ବସିଲା ରାଜ୍ଯ ଭିଜିଲାନ୍ସ ଟିମ ଓ ରାୟଗଡା ବନ ବିଭାଗ। ରାୟଗଡ଼ାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଆଜି…
Read More...

ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କଟକ: କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ…
Read More...

ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର। ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର ୟୁପି ଏସ ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରସନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ…
Read More...

୬ ଚୋରୀ ଘଟଣାରେ ୫ ଅଭିଯୁକ୍ତ ଗିରଫ

ପାତ୍ରପୁର: ଜରଡା ଏବଂ ନୂଆଗାଁ ଥାନା ଅଂଚଳରେ ଗତ କିଛଦିନ ହେଲା ଦୋକାନ ଓ ବେଙ୍କେ ପଞ୍ଚାୟତ କାର୍ଯ୍ୟାଳୟର ତାଲା କାଟି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଚୋରି ଘଟଣାରେ ୫ ଜଣକୁ ଜରଡ଼ାଏବଂ କେ.ନୂଆଗାଁ ଥାନା…
Read More...

୭ ଲୁଟେରା ଗିରଫ, ଶ୍ରୀମନ୍ଦିରରେ ଭକ୍ତଙ୍କୁ କରୁଥିଲେ ଟାର୍ଗେଟ

ପୁରୀ: ପୁରୀ ଶ୍ରୀମନ୍ଦିରରୁ ୭ଜଣ ଆନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି। ନାଟମଣ୍ଡପ ସିସିଟିଭି ଯାଞ୍ଚ ପରେ ୪ ମହିଳା ଓ ୩ ପୁରୁଷ ଗିରଫକୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୨ ଗ୍ରାମର ସୁନା ଚେନ, କାର, ୪…
Read More...

ଜଳସେଚନ ଅଭାବରୁ ଚାଷକାର୍ଯ୍ୟ ବ୍ୟାଘାତ, କାମରେ ଆସୁନି ସୌର ଜଳ ପ୍ରକଳ୍ପ

ରାୟଗଡ଼ା: ଅନିୟମିତ ବର୍ଷା ତଥା ଚେକ୍ ଡ୍ୟାମରେ ଜଳସେଚନ ସୁବିଧା ନ ବାରୁ ଚାଷୀ ଦହଗଞ୍ଜ ହେଉଥିଲେ। ଏହି ସମସ୍ୟା ଦୂର ପାଇଁ ଜିଲା ଉଠାଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ସୌର ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଯୋଜନା…
Read More...

କଇଥଖୋଲା ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳସ୍ତରୀୟ ଖେଳକୁଦ ସମାରୋହ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ବାସୁଦେବପୁର ସଂକୁଳସ୍ତରୀୟ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ନିକଟସ୍ଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ପରେ କ୍ରୀଡା ମଶାଲ ପ୍ରଜ୍ୱଳନ…
Read More...

ଧାନ କ୍ରୟକେନ୍ଦ୍ର କେନ୍ଦ୍ରରେ ଚାଲିଛି ମିଲର୍ସ ଦାଦାଗିରି: ଆଣ୍ଠେଇ ପଡିଛି ଧାନ ସଂଗ୍ରହ ନୀତି, କଟନୀ ଛଟନୀରେ ରାଜି…

ରେଙ୍ଗାଲି: ସରକାର ଧାନ ସଂଗ୍ରହ ନୀତି ମିଲର୍ସ ମାନଙ୍କ ଦାଦାଗିରି ଆଗରେ ଆଣ୍ଠେଇ ପଡିଛି। ମିଲର୍ସ ଓ ଦଲାଲ ମୁକ୍ତ ମଣ୍ଡି କଟନୀ ଛଟନୀ ବନ୍ଦ ବୋଲି ସରକାର କରିଥିବା ବଡ ବଡ ଘୋଷଣା କାଗଜ ବାଘ ପାଳଟିଛି। ମନ୍ତ୍ରୀ ବିଧାୟକ…
Read More...

ଗୋଚର ଜମିରେ ଥିବା କୋଠାକୁ ମାଟିରେ ମିଶାଇଲା ପ୍ରଶାସନ, ଉଚ୍ଛେଦ ପ୍ରକ୍ରିୟାରେ ଲାଗିଲା ୪ଟି ଏକ୍ସାଭେଟର ମେସିନ

ଗୁରୁଡିଝାଟିଆ:ଆଠଗଡ଼ ତହସିଲ ଅନ୍ତର୍ଗତ ବଳିପୁର ମୌଜାର କୁମାରପୁର ଶାସନ ଠାରେ ଗୋଚର ଜମିରେ ବେଆଇନ ଭାବେ ଗଢିଉଠିଥିଲା କୋଠାଘର। ଦୁଇଟା ପ୍ଲଟର ୫ଡିସିମିଲ ଜମିରେ ନିର୍ମିତ ହୋଇଥିଲା ବେଆଇନ କୋଠା। ଏହି କୋଠାରେ କୁମାରପୁର…
Read More...

ଧାନଗଦାରେ ଦୁର୍ବୁତ୍ତ ଲଗାଇଦେଲେ ନିଆଁ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ତୋଟାପଡା ଗ୍ରାମରେ କେହି ଦୁର୍ବୁତ୍ତ ଲକ୍ଷ୍ମୀଧର ସାହୁ ନାମକ କୃଷକଙ୍କ ଧାନଗଦାରେ ନିଆଁ ଲଗାଇଦେଇଛି। ଘଟଣା ସଂପର୍କରେ ଖବର ପାଇ ଆଠଗଡ଼ ଦମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ…
Read More...

ଆଠଗଡ ନୃତ୍ଯ ସଂଗୀତ ଉତ୍ସବ ଉଦଘାଟିତ

ଆଠଗଡ: ଆଠଗଡ କଲଚରାଲ୍ ଏକାଡେମୀ ଆନୁକୂଲ୍ୟରେ ବଲିଉଡ ଡ୍ୟନ୍ସ ଗ୍ରୁପ ଓ ବାଗେଶ୍ୱର ସଂଗୀତ ଆଶ୍ରମର ମିଳିତ ସହଯୋଗରେ ଆୟୋଜିତ ଦୁଇଦିନିଆ ଆଠଗଡ ନୃତ୍ଯ ସଂଗୀତ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଟାଉନ…
Read More...

ଲୋକଙ୍କୁ ଅନ୍ଧାରରେ ରଖି ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ, ତଦନ୍ତ ଦାବି କଲେ ଗ୍ରାମବାସୀ

ଲଡୁଗାଁ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କାର୍ଯ୍ୟର ନାମ, ଅଟକଳ ମୂଲ୍ଯ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, କେଉଁ ଯୋଜନା, ଆର୍ଥିକ ବର୍ଷ, ଠିକାଦାର କିଏ, କେଉଁ ଯନ୍ତ୍ରୀଙ୍କ ତତ୍ବାବଧାନରେ…
Read More...

ପ୍ରୟାଗରାଜ ପାଇଲେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର

ଲଡୁଗାଁ:  ପିଲାବେଳେ କହୁଥିଲେ ମହାକାଶକୁ ଯିବି ଆଉ ଆଷ୍ଟ୍ରୋନଟ୍ ହେବି । ଭବିଷ୍ୟତରେ ନାସାକୁ ଯାଇ ଗବେଷଣା କରିବି । ଜଣେ ଭଲ ବୈଜ୍ଞାନିକ ହୋଇ ମଙ୍ଗଳ ଗ୍ରହରେ ବୃକ୍ଷରୋପଣ କରିବା ପାଇଁ ଚେଷ୍ଟା କରିବି । ବୟସ କମ୍ ,…
Read More...

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ପୁରୁଷ ବନ୍ଧୁ ଗିରଫ 

କଳାପଥର (ବାଙ୍କୀ):ବହୁଚର୍ଚ୍ଚିତ ୟୁଟ୍ୟୁବର ଯୁବତୀ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଗତ ମାସରେ ନିଜର ପୁରୁଷବନ୍ଧୁଙ୍କ ସହିତ ଦୁର୍ବଳ ମୁହୂର୍ତ୍ତର ଭିଡଓକୁ ପୁରୁଷ ବନ୍ଧୁ ଭାଇରାଲ୍ କରିଥିଲା । ଯାହା ଫଳରେ…
Read More...

ନୂଆ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ଅଧିକ ପାଣ୍ଠି ପ୍ରଦାନ ପାଇଁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ

ଭୁବନେଶ୍ୱର:  ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତାସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…
Read More...

ଜେଡ଼୍ ୱାନ ଆପାର୍ଟମେଣ୍ଟସ୍‌ରେ ଶୀତକାଳୀନ ଉତ୍ସବ

ଭୁବନେଶ୍ୱର : ଜେଡ଼୍ ୱାନ୍ ଆପାର୍ଟମେଣ୍ଟସ୍‌ରେ ଦ୍ୱିତୀୟ ଶୀତକାଳୀନ ଉତ୍ସବ ୨୦୨୪ ଆୟୋଜନ କରାଯାଇଛି । ଏହି ବାର୍ଷିକ ଉତ୍ସବଟି କ୍ରୀଡ଼ା, ସଂସ୍କୃତି ଏବଂ ସମ୍ପ୍ରଦାୟର ମହନୀୟତା ଉପଲକ୍ଷେ ଛଅ ସପ୍ତାହ ଦରି ଆୟୋଜିତ ହୋଇ…
Read More...

କଟକ ବାଲିକୁଦା ଅଞ୍ଚଳରେ ସିରିଜ କାର ଦୁର୍ଘଟଣା

କଟକ : କଟକ ବାଲିକୁଦା ଅଞ୍ଚଳରେ ସିରିଜ କାର ଦୁର୍ଘଟଣା ଘଟିଛି। ୫ଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମ କାରଟି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା ଆଉ ୪ଟି କାର ପଛକୁ ପଛ ଆସି ପିଟି ହୋଇଥିଲେ,…
Read More...

ଦେଶରେ ବହୁ ପ୍ରତିଭା ଲୁକ୍‍କାୟିତ ହୋଇ ରହିଛନ୍ତି, ସେମାନଙ୍କୁ ସିନେ ଜଗତର ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରୟାସ ହେବ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…
Read More...

କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ…
Read More...

ଶ୍ରୀରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଅନ୍ତର୍ଗତ ଶ୍ରୀରାମ ବାବା ମଠ ଶ୍ରୀମହନ୍ତ ସ୍ୱାମୀ ସନ୍ଥ ଗିରି ଙ୍କ ତତ୍ୱାବଧାନ ରେ ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା…
Read More...

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିଲା ସିବିଆଇ ସମନ, ଡିସେମ୍ବର ୧୧ରେ ହାଜର ହେବାକୁ କୁହାଯାଇଥିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ…
Read More...

ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ, ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଂସଦରେ ବିଜେପିକୁ…
Read More...

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଛି। ସିବିଆଇ ଜେରା ପରେ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭର ନୃସିଂହଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସାରଙ୍କ ବାବଦରେ ସିବିଆଇ ପଚାରିଥିଲେ।…
Read More...

ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି, ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ…

ଭୁବନେଶ୍ବର : ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି। ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ। ମାଲକାନଗରିବାସୀଙ୍କ ମତାମତ ନେଇ ଆନ୍ଦୋଳନର ରୂପରେଖ ସ୍ଥିର ହେବ ବୋଲି…
Read More...

ବିଡବ୍ଲ୍ୟୁଏଫ୍‌ ସୁପର -୧୦୦ ଓଡ଼ିଶା ମାଷ୍ଟର୍ସ :ସେମିରେ ଗାୟତ୍ରୀ-ମନ୍‌ସା

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ସୁପର-୧୦୦ ଅନ୍ତର୍ଜାତିକ ଓଡ଼ିଶା ମାଷ୍ଟର୍ସ ବ୍ୟାଡ଼ିମଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣର ମହିଳା ଏକକ ବର୍ଗ ସେମିଫାଇନାଲରେ ତନ୍‌ଭି…
Read More...

ଆନ୍ତଃଜୋନ କରାଟେ : ଓଡ଼ିଶାକୁ ୧୦ ପଦକ

କଟକ: ଦିଲ୍ଲୀର ତାଲକୋଟରା ଇନଡୋର ଷ୍ଟାଡ଼ିୟମରେ ଆୟୋଜିତ ସର୍ବଭାରତୀୟ ଆନ୍ତଃଜୋନ କରାଟେ ଚମ୍ପିଆନସିପରେ ଓଡ଼ିଶା ପ୍ରତିଯୋଗୀମାନେ ୭ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ୧୦ଟି ପଦକ ଜିତିଛନ୍ତି। ଏଥିରେ…
Read More...

ଓସିଏ ଷ୍ଟିୱାର୍ଟ ବାଳିକା କ୍ରିକେଟ ଏକାଡେମୀ ଉଦ୍‌ଘାଟିତ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଅନୁବନ୍ଧିତ ୟୁନିଟ୍‌ ଷ୍ଟିୱାର୍ଟ ବିଦ୍ୟାଳୟ କଟକ ପରିସରରେ ଷ୍ଟିୱାର୍ଟ ବାଳିକା କ୍ରିକେଟ ଏକାଡ଼େମୀ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମହିଳା କ୍ରିକେଟକୁ ପ୍ରୋତ୍ସାହନ ସହ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧିନ ଜାଗିଆପଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଜାଗିଆପଡା ଗ୍ରାମର ପ୍ରଭାତ କୁମାର ରାଉତଙ୍କୁ ବଡଭୂଇଁ ଓ ଘୋଳପୁର ଗ୍ରାମର…
Read More...

ପ୍ରମୁଖ ସଚିବଙ୍କ ଡ୍ରାଇଭରକୁ ସମନ ଜାରି କଲା ସିବିଆଇ

ଭୁବନେଶ୍ୱର: କାରରୁ ୧୦ଲକ୍ଷ ଟଙ୍କା ମିଳିବା ଘଟଣାରେ ନୂଆ ମୋଡ଼। ସିବିଆଇ ସ୍କାନରରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସହ ଜଡ଼ିତ ସମସ୍ତ ଡ୍ରାଇଭର। ବିଷ୍ଣୁପଦ ସେଠୀଙ୍କ ସହ ଜଡ଼ିତ ସମସ୍ତ ଡ୍ରାଇଭରକୁ ସମନ କଲା ସିବିଆଇ। ଏ ନେଇ…
Read More...

ଲାଞ୍ଜିଗଡ- ବ୍ରହ୍ମପୁର ରେଳପଥ ପାଇଁ ଘୋଷଣା, ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି କର୍ମୀ

ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରଚେଷ୍ଟା କ୍ରମେ ଲାଞ୍ଜିଗଡ-ବ୍ରହ୍ମପୁର ଭାୟା ଫୁଲବାଣୀ ରେଳ ଲାଇନ ମଞ୍ଜୁର ହୋଇଛି। ଏହା ଦ୍ବାରା ଫୁଲବାଣୀ ରେଳ ମ୍ୟାପରେ ସ୍ଥାନ ପାଇବା ପାଇଁ ସୁଯୋଗ…
Read More...

ଓମ ସାଇ ବିହାର ପ୍ରିମିୟର ଲିଗ୍, ଉଇନର ଇଲେଭେନ୍ ଚାମ୍ପିୟନ

ଭୁବନେଶ୍ବର : ଓମ ସାଇ ବିହାର ପ୍ରିମିୟର ଲିଗ୍, ଗାଡକଣ ଭୁବନେଶ୍ବର ଅଞ୍ଚଳରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ଶାନ୍ତିଶୃଙ୍ଖଳାର ସହ ଆୟୋଜିତ ହେଇଯାଇଛି। ଏଥର ନାଇଟ୍ ରାଇଡର୍ସ୍, ସୁଲତାନ…
Read More...

ବିଦ୍ରୋହ କଲେ ୧୪ ସମିତି ସଭ୍ୟସଭ୍ୟା, ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ପାଟଣା: ପାଟଣା ବ୍ଲକରେ ବିଜୁ ଜନତା ଦଳ ସମର୍ଥନ ରେ ବ୍ଲକ ଅଧ୍ୟକ୍ଷା ହୋଇଥିବା ବାଉଁସୁଳି ସମିତି ସଭ୍ୟା ସୁକାନ୍ତି ନାଏକଙ୍କୁ ପଦଚ୍ୟୁତ କରିବାକୁ ବିଦ୍ରୋହୀ ଅଣ୍ଟା ଭିଡିଛନ୍ତି। ବିଦ୍ରୋହ ପଛରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ…
Read More...

ଭତ୍ତା କେଳେଙ୍କାରୀ, ୬୫ଜଣଙ୍କ ନାମରେ ଏତଲା

ଆଳି: ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କରାଯାଇଛି। ଆଳି ଥାନାରେ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)। ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା…
Read More...

ଜଷ୍ଟିସ ବେଲା ଏମ୍‌‌.ତ୍ରିବେଦୀ ହେଲେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଜଷ୍ଟିସ ବେଲା ଏମ୍‌‌.ତ୍ରିବେଦୀଙ୍କୁ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
Read More...

ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ ଦୁର୍ନୀତି, ୪ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ଅଭିଯୋଗ ୪ଜଣଙ୍କୁ ଗିରଫ କରାଯାଇଛି। ପୌର…
Read More...

ଓଡ଼ିଶା ମଣ୍ଡପ ବୁଲି ଦେଖିଲେ ପ୍ରବାସୀ ଓଡ଼ିଆ, କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଓଡ଼ିଆ ସଂସ୍କୃତିର ଝଲକ

ଭୁବନେଶ୍ୱର : ହରିୟାଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଆମ ଓଡ଼ିଆ ସଂସ୍କୃତିର ଝଲକ। ଚଳିତବର୍ଷ ଗୀତା ମହୋତ୍ସବରେ ଓଡ଼ିଶା ପାର୍ଟନର ଷ୍ଟେଟ୍ ଭାବେ ଯୋଗ ଦେଇଛି। କୋଣାର୍କ ଚକ୍ର ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ…
Read More...

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦୁଝରଗଡ଼ :ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ-୨୦୨୪ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଡିସେମ୍ବର ୧୮ରୁ ଗୋନାସିକା କେନ୍ଦୁଝର ମହୋତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌‌ଘାଟନ

କେନ୍ଦୁଝରଗଡ଼ :ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଆଞ୍ଚଳିକ ସରସ ମେଳା-୨୦୨୪ ନିମନ୍ତେ ଜିଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ କେନ୍ଦୁଝର ଷ୍ଟାଡିୟମ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଗୀତା ଜୟନ୍ତୀ, ସହସ୍ରାଧିକ ଭକ୍ତଙ୍କ ସମାଗମ

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ସେବାୟତ ସଂଘ ଦ୍ବାରା ବିଶ୍ୱକଲ୍ଯାଣ ଉଦ୍ଦେଶ୍ୟରେ ପବିତ୍ର ଗୀତା ଜୟନ୍ତୀ ଉପଲକ୍ଷେ ଆୟୋଜିତ ସପ୍ତଦିବସ ବ୍ୟାପି…
Read More...

ପିପିଲି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ପିପିଲି :ଶିକ୍ଷା ବିକାଶ ସମିତିର ପୂର୍ବ ସଂଭାଗ ପୁରୀ ବିଭାଗ ଅନ୍ତର୍ଗତ ପିପିଲି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଦିନ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନ ଠାରେ ସମାରୋହରେ…
Read More...

ନୂଆ ବିଜେପି ସରକାରକୁ ପୁରିଲା ୬ ମାସ: କିଛି ପୂରଣ ହୋଇଛି ପ୍ରତିଶ୍ରୁତି, ବାକି ଅଛି ଅନେକ

ଭୁବନେଶ୍ୱର: ଇତିମଧ୍ୟରେ ମୋହନ ସରକାରଙ୍କୁ ୬ ମାସ ପୁରିଛି। ସେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସେ ପୂରଣ କରିଛନ୍ତି କି ଏଭଳି ପ୍ରଶ୍ନ ଏବେ ଅନେକଙ୍କ ମନରେ ସୃଷ୍ଟି ହୋଇଛି। ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ…
Read More...

ପ୍ରଭୁଜୀରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

ମଞ୍ଚେଶ୍ଵର: ଭିଏସ୍ଏସ୍ ନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନ ଧରି ଏହି କ୍ରୀଡ଼ା ମହୋତ୍ସବ ଚାଲିଥିଲା। ଉଦ୍‌ଯାପନୀ ଦିବସରେ ରାଜ୍ୟ…
Read More...

ଗଞ୍ଜେଇ ଓ ବାଇକ ଜବତ, ଯୁବକ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଚୋରାରେ ଗଞ୍ଜେଇ ଚାଲାଣ କରିବା ସମୟରେ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଧରିଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ପାଟ୍ରୋଲିଂ ସମୟରେ ରାଜ୍ୟ ରାଜପଥ ୧୦ରେ…
Read More...

ଗିରଫ ହେଲେ ସିଟି ଜିଏସଟି ଅଫିସର

କକଟକ : ଗିରଫ ହେଲେ ସିଟି ଜିଏସଟି ଅଫିସର। ୪ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଘଟଣାରେ ଭୁବନେଶ୍ୱର ସିଟି ଜିଏସଟି କାର୍ଯ୍ୟାଳୟରର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅଭିନାଶ ପ୍ରଧାନଙ୍କୁ ଗିରଫ କରିଛି…
Read More...

କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ, ବ୍ୟାଡମିଣ୍ଟନ ଜଗତରେ ବିଶ୍ବ ମଞ୍ଚରେ ପରିଚିତ…

ଭୁବନେଶ୍ୱର :ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ…
Read More...

୫ ହଜାର ଗୃହରକ୍ଷୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।…
Read More...

ଆରମ୍ଭ ହେଲା ଶ୍ରୀରଙ୍ଗ ସମାଗମ-୨୦୨୪: ପ୍ରଦର୍ଶିତ ହେଲା ବେଙ୍ଗଲି ହିନ୍ଦୀ ଦ୍ଵିଭାସି ନାଟକ “ସାତ ଘରିଆ”…

ବୁର୍ଲା : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର ଶ୍ରୀକଲଚରାଲ ଏସୋସିଏସନ୍ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍‌…
Read More...

ବ୍ରହ୍ମପୁର ସାଂସଦଙ୍କୁ ଭେଟିଲେ ୧୫ ସରପଞ୍ଚ: ବଦଳିପାରେ ରାଜନୈତିକ ସମୀକରଣ, ବିଜେଡି ଶିବିରରେ ହଟ୍ଟଚମଟ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୁବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି…
Read More...

ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କଙ୍କଡ଼ା ଜଳଚାଷକୁ ଗୁରୁତ୍ୱ

ଭୁବନେଶ୍ୱର : ଭାରତୀୟ ଉପକୂଳ ସମୁଦାୟ (ଇସିଆରଆଇସିସି) ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ପରିସରରେ  କଙ୍କଡ଼ା ଚାଷ କରୁଥିବା କୃଷକ ଓ…
Read More...

ନର୍ସିଙ୍ଗ ଛାତ୍ରୀଙ୍କୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର: ନର୍ସିଙ୍ଗ କଲେଜର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଗୁରୁବାର ଅଭିଯୁକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡବା…
Read More...

ବସ ଷ୍ଟାଣ୍ଡରେ ସ୍କୁଟି ରଖି ଯାଇଥିଲେ କିଣିବାକୁ ମିଠା, ଦୁର୍ବୃତ୍ତ ଡିକି ଭାଙ୍ଗି ଲୁଟିନେଲେ ୪୯ହଜାର ୯ଶହ ଟଙ୍କା

ସିମୁଳିଆ: ମାର୍କୋଣା ବସ ଷ୍ଟାଣ୍ଡ ବଜାର ନିକଟରେ ମହିଳାଙ୍କ ଗାଡି ଡ଼ିକି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟିନେବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା…
Read More...

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ବିରଜା ହାଟକୁ ନେଇ ଯାଜପୁର ଜିଲାପାଳଙ୍କ ବଡ଼ ନିଷ୍ପତ୍ତି। ରବିବାରଠାରୁ ପୁରୁଣା ସ୍ଥାନରେ ବସିବ ବିରଜା ହାଟ। ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ବିରଜା…
Read More...

ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ ଓ ରୋଜଗାର   

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ  ବ୍ଲକ ପାଣ୍ଡୁ ପଦର ଗାଁର ମାନସ ରଞ୍ଜନ କହଁର ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଗ୍ରାଜୁଏସନ୍ ପାଠ ମଧ୍ୟ ପଢିଛନ୍ତି l ପାଠ ପଢା ପରେ ସରକାରୀ ଚାକିରୀ ପାଇଁ ଅନେକ ଚେଷ୍ଟା କରିଥିଲେ…
Read More...

ଯୁବ ଉତ୍ସବ ଇଣ୍ଡିଆ:ଯୁବ ସମାଜ କଠିନ ପରିଶ୍ରମ ସହ ଏକ ନୂଆ ଭାରତ ଗଠନ କରିବାକୁ ଆହ୍ୱାନ

କେନ୍ଦୁଝରଗଡ: ଭାରତ ସରକାରଙ୍କ ଯୁବଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ନେହେରୁ ଯୁବସଂଗଠନ କେନ୍ଦୁଝରଙ୍କ ଦ୍ୱାରା ସଂସ୍କୃତି ଭବନ କେନ୍ଦୁଝର ଠାରେ ଯୁବ ଉତ୍ସବ ଇଣ୍ଡିଆ -୨୦୪୭ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ସୁଶ୍ରୀ…
Read More...

ଶାଗୁଆନ କାଠ ଗଣ୍ଡି ବୋଝେଇ ମହିନ୍ଦ୍ରା ପିକଅପ ଜବତ କଲା ବନବିଭାଗ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ଗ୍ରାମ ତେଲଟାଙ୍କି ପଛପଟ ଏକ ସ୍ଥାନରେ ଥିବା ଏକ ଶାଗୁଆନ କାଠ ଗଣ୍ଡି ବୋଝେଇ ମହିନ୍ଦ୍ରା ପିକଅପକୁ ଆଜି ବନବିଭାଗ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛି। ଶାଗୁଆନ…
Read More...

ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆଗାମୀ ଡିସେମ୍ବର ୧୬ ତାରିଖ (ସୋମବାର)ରେ  ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଗତ…
Read More...

ହଷ୍ଟେଲ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ହଷ୍ଟେଲରୁ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତ ମୃତଦେହ ଉଦ୍ଧାର କରାଯାଇଛି। ଘରୋଇ କଲେଜ ହଷ୍ଟେଲରୁ ବଲାଙ୍ଗୀର ଟାଉନ ଥାନା ପୁଲିସ ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ମୃତ…
Read More...

ଇଡି ସହାୟତା ଲୋଡ଼ିଲା ସିବିଆଇ, ଗିରଫ ଚଞ୍ଚଲ ମୁଖାର୍ଜୀଙ୍କୁ ଏସବିଆଇ ଶାଖାକୁ ନେଇ ଖୋଳତାଡ଼

ଭୁବନେଶ୍ୱର: ୧୦ଲକ୍ଷ ଲାଞ୍ଚ କାରବାର ଘଟଣାରେ ଇଡି ସହାୟତା ଲୋଡ଼ିଲା ସିବିଆଇ। ଆୟକର ବିଭାଗ ପରେ ତଦନ୍ତରେ ସହଯୋଗ କରିବ ଇଡି। ବେନାମୀ କାରବାର ନେଇ ସୂରାକ ମିଳିଥିବା ସୂଚନା ଦିଆଯାଇଛି । ଗିରଫ ଚଞ୍ଚଲ ମୁଖାର୍ଜୀଙ୍କୁ…
Read More...

ଆଇନଜୀବୀ-ତହସିଲ କର୍ମଚାରୀ ମୁହାଁମୁହିଁ, ଟାଉନଥାନାରେ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିରରେ ଆଇନଜୀବୀ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଆଇନଜୀବୀ ଓ ତହସିଲ କର୍ମଚାରୀ ପରସ୍ପର ବିରୋଧରେ ଟାଉନଥାନାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳା…
Read More...

ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁଁ ସଙ୍କଟରେ ସବୁଜ ପରିବେଶ

କେନ୍ଦୁଝରଗଡ଼଼: ବଣଜଙ୍ଗଲ ଘେରା ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲା ସମଗ୍ର ରାଜ୍ୟରେ ଏକଦା ସବୁଜ ପରିବେଶ ନେଇ ଚର୍ଚ୍ଚାରେ ଥିବା ବେଳେ ଜିଲାରେ ଗଚ୍ଛିତ ଥିବା ଖଣିଜ ସମ୍ପଦ ଉତ୍ତୋଳନ ଯୋଗୁଁଁ ବ୍ୟାପକ ଜଙ୍ଗଲ…
Read More...

ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ ଅକ୍ଷୟ ଶକ୍ତି ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର : ଚଳିତବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ-୨୦୨୪ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ…
Read More...

ଅସୁସ୍ଥ ଦନ୍ତାକୁ ଚିକିତ୍ସା ପାଇଁ କପିଳାସ ହାତୀ ଉଦ୍ଧାର ଓ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର

ଆଠଗଡ: ଆଠଗଡ ବନାଞ୍ଚଳରଃ ଏକ ଅସୁସ୍ଥ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ପାଇଁ କପିଳାସ ହାତୀ ଉଦ୍ଧାର ଓ ଥଇଥାନ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ଯ ଆଠଗଡ ବନଖଣ୍ଡ ଅଧିନ ଆଠଗଡ ବନାଞ୍ଚଳ ଅନ୍ତର୍ଗତ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୫୬ ତମ ଆଥେଲେଟିକ ମିଟ ଉଦଯାପିତ, ଗ୍ରୁପ ଚମ୍ପିୟାନ ପୁରୁଷ ବର୍ଗରେ ସିମିଳିଗୁଡା, ମହିଳା…

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ବିଶ୍ଖେବବିଦ୍ୟାଳୟ ଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା ଖେଳକୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି। ସମ୍ପାଦକ ଡ. ସାରଦା ପ୍ରସାଦ ସାହୁଙ୍କ…
Read More...

ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ଭାଗ ନେଇଛନ୍ତି ୨୯ଟି ଦେଶରୁ ପ୍ରାୟ…

କଟକ : ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି…
Read More...

ଘରେ ପଶି ସଂଘବଦ୍ଧ ଆକ୍ରମଣ, ୫ ଅଟକ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ରାଜା ସାହିରେ ସୋମବାର ରାତିରେ ୧୦/୧୨ ଯୁବକ ଅଚାନକ ଜଣେ ଯୁବକଙ୍କ ଘରେ ପଶି ଲୁହା ରଡ଼ ଓ ପଥରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ।…
Read More...

୪୦ଟନ ଚୋରା କୋଇଲା ସହ ୨ ଟ୍ରକ୍ ଜବତ : ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୁଲିସ ପାଟ୍ରୋଲିଂ ସମୟରେ ବେଆଇନ ଭାବରେ ଦୁଇଟି ୧୦ ଚକିଆ ଟ୍ରକରେ ୪୦ ଟନ୍ କୋଇଲା ଚୋରାଚାଲାଣ ହେଉଥିବାର ଯାଞ୍ଚ ସମୟରେ ଜଣାପଡିଥିଲା। ଟ୍ରକ ଚାଳକଙ୍କ ପାଖ ରେ କୋଇଲା ଚାଲାଣ…
Read More...

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ, ଗଠନ ହେବ ଟାସ୍କ ଫୋର୍ସ

ଭୁବନେଶ୍ୱର : ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ…
Read More...

ଖଦି – ସ୍ଵଦେଶୀ, ସ୍ଵରାଜ ଓ ସ୍ଵାବଲମ୍ବନର ପ୍ରତୀକ

ଭୁବନେଶ୍ୱର : ସ୍ଥାନୀୟ ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଆଜିଠାରୁ ଓଡ଼ିଶା ଖଦି ମେଳା – ୨୦୨୪ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନନୀୟ…
Read More...

୫ ବର୍ଷରେ ୪୦୩ଟି ହାତୀ ମୃତ୍ୟୁ

ଭୁବନେଶ୍ୱର:ବିଗତ ୫ ବର୍ଷରେ ରାଜ୍ୟରେ ୪୦୩ଟି ହାତୀ ମୃତ୍ୟୁବରଣ କରିଅଛନ୍ତି I ରାଜ୍ୟରେ ହାତୀମାନଙ୍କ ଅସ୍ବଭାବିକ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପ‌ଯୋଗୀ…
Read More...

ଗୁଣିଆକୁ ହତ୍ୟା କରି ଜାଳିଦେବା ଘଟଣାରେ ୫ ଗିରଫ

ଲକ୍ଷ୍ମୀପୁର : ଗୁଣିଆ ସନ୍ଦେହରେ ହତ୍ୟା ପରେ ପୋଡ଼ି ଜାଳି ଦେବା ଘଟଣାରେ ୫ ଜଣଙ୍କୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଲକ୍ଷ୍ମୀପୁରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀ ସାମ୍ବାଦିକ…
Read More...

ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ

ଭୁବନେଶ୍ଵର: ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ,…
Read More...

ଦୁଇ ବାଂଲାଦେଶୀ ଛୋଟ ଜାହାଜକୁ ଜବତ କଲା ତଟରଖି ବାହିନୀ

ଜଗତସିଂହପୁର: ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟ ରଖି ବାହିନୀ ପକ୍ଷରୁ ଜବତ କରାଯିବା ସହିତ କରାଯାଇ ପାରାଦ୍ୱୀପ ଅଣାଯାଇଛି। ଦୁଇଟି ଜାହାଜରେ ଥିବା…
Read More...

ଗୋ ଚାଲାଣ ଅଭିଯୋଗରେ ୪ ଯୁବକ ଗିରଫ

କଳାପଥର :ବୈଦ୍ୟେଶ୍ୱର ଥାନା ପୁଲିସ ଗୋ ଚାଲାଣ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ ୪ଟି ଗୋରୁ ଉଦ୍ଧାର କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା…
Read More...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର

କେନ୍ଦୁଝରଗଡ଼଼: ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ୱାରା ୧୬୭୧ ଖ୍ରୀଷ୍ଟାବ୍ଦରେ କେନ୍ଦୁଝର ପୁରୁଣାସହର ଠାରେ ନିର୍ମିତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ନବକଳେବର ପରେ ବହୁ ପୁରାତନ…
Read More...

ନିର୍ଝରିଣୀର ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟ ସ୍ତରୀୟ ସାରସ୍ଵତ ସମାବେଶ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ଜି.ଆର.ପେଲେସରେ ଅନୁଷ୍ଠିତ ହେବ। ଅନୁଷ୍ଠାନର ପ୍ରତିଷ୍ଠାତା…
Read More...

ମରଣ ଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା  ରାସ୍ତା, ୨ ବର୍ଷ ହେଲା ସରୁନି ନିର୍ମାଣ କାମ 

ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳ ମାନଙ୍କରେ  ଯାତାୟାତର ସୁବିଧା ପାଇଁ ରାଜ କୋଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…
Read More...

ରାଜ୍ୟସଭା ଉପନିର୍ବାଚନ:  ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସମ୍ଭାବନା

ଭୁବନେଶ୍ବର: ଚଳିତ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଏକମାତ୍ର ପ୍ରାର୍ଥୀ ରହିଛନ୍ତି ସୁଜିତ କୁମାର। ଆଜି ଏ ନେଇ ବିଧାନସଭା ପକ୍ଷରୁ…
Read More...

ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ୱର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।…
Read More...

ଡିସେମ୍ବର ୨୧ ଓ ୨୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ‘ୟୁନିଭର୍ସିଟି ହାଇସ୍କୁଲ’ର ହୀରକ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ‘ୟୁନିଭର୍ସିଟି ହାଇସ୍କୁଲ’ର ହୀରକ ଜୟନ୍ତୀ ସମାରୋହ ଡିସେମ୍ବର ୨୧ ଓ ୨୨ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ୟୁନିଭର୍ସିଟି ହାଇସ୍କୁଲର ଔପଚାରିକ ଭାବେ…
Read More...

ଡିସେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ୨୯ଟି ଦେଶରୁ…

ଭୁବନେଶ୍ୱର : ଓଡ଼ିଶା ମାଷ୍ଟରସ୍ଅ ନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ କଟକ ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟରେ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍…
Read More...

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ…
Read More...

ସାଇ ଶିକ୍ଷା ପରିଷଦର ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରଦର୍ଶନ ପ୍ରତିଯୋଗିତା : ଲିଟିଲ ମାଷ୍ଟର ଶ୍ରେୟାଂଶ ମିଶ୍ର, ଲିଟିଲ ମିସ…

ସମ୍ବଲପୁର : ସମ୍ବଲପୁରର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସାଇ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରଦର୍ଶନର ପ୍ରତିଯୋଗିତା ୨ ଦିନ ଧରି ଆୟୋଜିତ ହୋଇଯାଇଛି। ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ…
Read More...

ଟ୍ରକ ଧକ୍କାରେ ୩ ମୃତ, ପୁଲିସର ତଦନ୍ତ ଜାରି

ନୂଆପଡ଼ା: ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲଖନ ଥାନା ଦଲଦଲି ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଓ ଜଣେ ସମ୍ପର୍କୀୟ ଥିବା ଜଣାପଡ଼ିଛି।…
Read More...

ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ

ଫୁଲବାଣୀ :ସ୍ଥାନୀୟ କନ୍ଧମାଳ ଷ୍ଟାଡ଼ିୟମ୍ ଠାରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପାୟଲ ପଟନାୟକଙ୍କ ପ୍ରତ୍ୟେକ୍ଷ…
Read More...

ମରଣଜନ୍ତା ପାଲଟିଛି ପିପିଲି-ଜଟଣୀ ରାସ୍ତା

ପିପିଲି:ପିପିଲି-ଜଟଣୀ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖାଲଖମାରେ ପରିଣତ ହୋଇଥିବା ଏହି ମୁଖ୍ୟରାସ୍ତାର ଆବଶ୍ୟକ ମରାମତି…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ସୋମବାର ସମାରୋହରେ ଉଦ୍‌‌ଘାଟିତ ହୋଇଯାଇଛି। ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡା ଉତ୍ସବକୁ…
Read More...

ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟରେ ନୋବେଲ ବିଜେତା ପ୍ରଫେସର ମାଇକେଲ…

ଭୁବନେଶ୍ଵର:  ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ…
Read More...

ଖୋର୍ଦ୍ଧା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର: ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ତରରୁ, ଜିଲା, ବ୍ଲକ ଏବଂ…
Read More...

କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ ଆଳୁ କିଣିଲେ ଖାଉଟି 

ଭୁବନେଶ୍ୱର: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦…
Read More...

ଭଦ୍ରକରେ ବଡ଼ ଧରଣର ଚଢ଼ାଉ: ବହୁ ପରିମାଣର ବ୍ରାଉନସୁଗାର ଓ ୨୫ ଟଙ୍କା ଜବତ

ଭଦ୍ରକ: ଭଦ୍ରକ ଟାଉନ ଥାନା ଏଲଖାସ୍ଥିତ ଏକ ଭଡ଼ା ଘରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ବ୍ରାଉନସୁଗାର ଲିଙ୍କରେ ଚଢ଼ାଉ ହୋଇଛି। ୩ଜଣ ଆଇଆଇସି ଏବଂ ଡିଆଇବି ଅତିରିକ୍ତ ଏସପି ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।…
Read More...

ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ…
Read More...

ସିଟି କଲେଜରେ ଅଣଛାତ୍ରଙ୍କ ଗଣ୍ଡଗୋଳ, ବାଦାମବାଡ଼ି ଥାନାରେ ଅଭିଯୋଗ

କଟକ: ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ (ସିଟି କଲେଜ)ରେ ଜୁନିୟର ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ଼ ଅଭିଯୋଗ  ହୋଇଛି। ଜଣେ ଯୁକ୍ତ ୨ ଛାତ୍ରଙ୍କୁ  କିଛି ଅଣଛାତ୍ର ମାଡ଼ ମାରିଥିବା ନେଇ ବାଦାମବାଡ଼ି ଥାନାରେ…
Read More...