ଜଗତସିଂହପୁରରେ ହେବ ମେଡ଼ିକାଲ କଲେଜ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗତସିଂହପୁରରେ ମେଡ଼ିକାଲ କଲେଜ ହେବ ବୋଲି ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବ୍ୟୟ ମଞ୍ଜୁର ବିଲ ଆଲୋଚନାବେଳେ ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଗୃହରେ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comments are closed.